ସ୍ନାନଯାତ୍ରା ପାଇଁ ଭକ୍ତ ଦାସିଆ ସ୍ମୃତି କମିଟିର ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶହୀଦ ନଗର ହଟକେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକରେ…
Read More...

ମହାନଦୀରେ ଫସିଲେ ୨ ହାତୀ

ବାଙ୍କୀ : ଆଠଗଡ ସୁକାଶନ ଜଙ୍ଗଲରୁ ମହାନଦୀ ପାରି ହୋଇ ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିବା ୨ଟି ହାତୀ ବୁଧବାର ଦିନ ସ୍ଥାନୀୟ ଭାଗିପୁର ଗ୍ରାମ ଠାରେ ମହାନଦୀରେ ଫସି ରହିଛନ୍ତି । ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ…
Read More...

ଲୋକାର୍ପଣ ପୂର୍ବରୁ ରୂପାନ୍ତରିତ ସ୍କୁଲରୁ ଏଲ୍‍ଇଡି ଟିଭି ଚୋରି

ପିପିଲି : ପିପିଲି ବ୍ଲକ ଜ୍ଞାନବିହାର ସ୍ଥିତ କଣ୍ଟି ଗ୍ରାମ ପଞ୍ଚାୟତ ହାଇସ୍କୁଲରୁ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ ଏଲ୍‍ଇଡି ଟିଭି ଚୋରି ହୋଇଯାଇଥିବା ନେଇ ପୁଲିସରେ ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ୫ଟି…
Read More...

ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରି ସୁନା ଅଳଙ୍କାର ଲୁଟିଲେ ଦୁର୍ବୁତ୍ତ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୁତ୍ତମାନେ ସୁନା ଅଳଙ୍କାର ଓ ମୋବାଇଲ୍‍ ଲୁଟି ନେଇଛନ୍ତି ।…
Read More...

କଲବଲ କରୁଛି ତାତି : ୪୫.୨ ଡ଼ିଗ୍ରୀ ସହ ଟିଟଲାଗଡ ଉତ୍ତପ୍ତ ସହର

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ଗରମ ଓ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ପ୍ରଚଣ୍ଡ ତାତି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ କଷ୍ଟକୁ ବହୁଗୁଣିତ କରି ଦେଇଛି।…
Read More...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ : ରିଷଭ ପନ୍ତ ଭାରତୀୟ ଦଳର ଅଧିନାୟକ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ବୁଧବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ସିରିଜରେ ରିଷଭ ପନ୍ତ ଦଳର ଅଧିନାୟକ ଦାୟିତ୍ବ ତୁଲାଇବେ। ଟିମ୍‌ ଇଣ୍ଡିଆର ଅଧିନାୟକ କେ.ଏଲ. ରାହୁଲ ଆହତ କାରଣରୁ ଟି-୨୦…
Read More...

୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା : ୩ ଗୁରୁତର

ଦେବଗଡ଼ : ଭାଲିଆଡିହୀ-ଦେଓଝରଣ ରାସ୍ତାରେ ବୁଧବାର ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ବାଇକ ଆରୋହୀ ଗୁରୁତ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଦେବଗଡ଼ ଜିଲା ମୁଖ୍ୟ…
Read More...

ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ : ଡିଜିସିଏ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି । ଯାହାକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି। ଦେଶରେ ଦୈନିକ…
Read More...

କୃଷକମାନଙ୍କ ପାଇଁ ବଡ଼ ନିଷ୍ପତ୍ତି : ଧାନ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବଢିଲା

ନୂଆଦିଲ୍ଲୀ :  କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇ ୧୭ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ…
Read More...

ପ୍ରତିରକ୍ଷା ସହଯୋଗର ବୃଦ୍ଧି ନେଇ ଭାରତ-ଭିଏତନାମ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର

ହାନୋଇ ​:​‌  ପ୍ରତିରକ୍ଷା ସହଭାଗୀତା ଉପରେ ଭାରତ ଏବଂ ଭିଏତନାମ ଏକ ମିଳିତ ଭିଜନ ଷ୍ଟେଟମେଣ୍ଟରେ ସ୍ବାକ୍ଷର କରିଛନ୍ତି । ଯାହା ୨୦୩୦ସୁଦ୍ଧା ବର୍ତ୍ତମାନର ପ୍ରତିରକ୍ଷା ସହଯୋଗର ପରିସରକୁ ଯଥେଷ୍ଟ ବୃଦ୍ଧି କରିବ। …
Read More...

ସତ୍ୟବ୍ରତ ଦାସ ହତ୍ୟାଘଟଣା; ଧରାପଡ଼ିଲେ ୭ ଅଭିଯୁକ୍ତ

ବାଲେଶ୍ୱର: ଚାନ୍ଦିପୁର ରୋଡ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟାକାଣ୍ଡ ଘଟଣାରେ ୭ ଅଭିଯୁକ୍ତ ଧରାପଡ଼ିଛନ୍ତି ।  ବ୍ୟବସାୟୀକ ଟଙ୍କା କାରବାର ଓ ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ…
Read More...

କୂଅରୁ ଉଦ୍ଧାର ହେଲା କଲରାପତରିଆ ବାଘ

ରେଢ଼ାଖୋଲ: କୂଅରୁ ଉଦ୍ଧାର ହେଲା କଲରାପତରିଆ ବାଘ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତ ଅନ୍ତର୍ଗତ ସାନହିନ୍ଦୋଳ ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ବାଘଟିକୁ ଉଦ୍ଧାର କରାଯାଇଛି । କଲରାପତିରିଆ ବାଘକୁ ବନ…
Read More...

ମହଙ୍ଗା ହେବ ଋଣ; ୦.୫୦ ପ୍ରତିଶତ ରେପୋ ରେଟ୍‌ ବୃଦ୍ଧି

ନୂଆଦିଲ୍ଲୀ: ମହଙ୍ଗା ହେବ ଋଣ । ଆରବିଆଇ ମୁଦ୍ରା ନୀତି ବୈଠକ ପରେ ଏପରି ଏକ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଥିବା ବେଳେ ବର୍ତ୍ତମାନ ରେପୋ ହାରକୁ ୦.୫୦% ବୃଦ୍ଧି…
Read More...

ରାଜ୍ୟରେ ୧୦୦ଟପିଲା ମୋଟ୍‌ ସକ୍ରିୟ ଆକ୍ରାନ୍ତ ସଂଖ୍ୟା; ଆଜି ପୁଣି ୧୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଶହେ ଟପିଲା ମୋଟ୍‌ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ଦିନ ହେବ ରାଜ୍ୟରେ ୨ ଅଙ୍କ ତଳକୁ କରୋନା ସଂକ୍ରମଣ ଖସିନଥିବା ବେଳେ ଆଜି ଗତକାଲି ତୁଳନାରେ ଆଉ ୨ଜଣ ଅଧିକ ସଂକ୍ରମିତ ଚିହ୍ନଟ…
Read More...

ଦେଶରେ ୫ ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗତକାଲି ତୁଳନାରେ ଆଜିର ଦେଶରେ ୧୫ଶହ ସଂକ୍ରମିତ ମାମଲା ଅଧିକ ଆସିଛି । ଫଳରେ ଦୈନିକ ପଜିଟିଭିଟି ମାମଲା ୫ହଜାର ଟପିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ…
Read More...

ଜାତୀୟ ରାଜପଥ ଉପରେ ରାହାଜାନି; ଲୁଟେରାଙ୍କ ଆକ୍ରମଣରେ ଜଣେ ଗୁରୁତର

ପିପିଲି/ଭୁବନେଶ୍ବର; ପୁରୀ ଜାତୀୟ ରାଜପଥର ପିପିଲି ବାଏପାସ ରାସ୍ତାରେ ମଙ୍ଗଳବାର ରାତିରେ ରାହାଜାନି ହୋଇଛି । ପୁରୀରୁ ଭୁବନେଶ୍ବର ଅଭିମୁଖେ ସ୍କୁଟରରେ ଫେରୁଥିବା ଏକ ଦମ୍ପତିଙ୍କୁ ଦୁର୍ବୃତ୍ତ ମାନେ ମରଣାନ୍ତକ…
Read More...

କିଏ ଦାତା; କିଏ ଗ୍ରହୀତା

ସାଧାରଣତଃ ଆମେ ଜାଣିଛେ ଯିଏ ଦାନ କରେ ବା ଦିଏ ସେ ଦାତା ଓ ଯିଏ ଦାନ ବା ଯାହା ଗ୍ରହଣ କରେ ସେ ଗ୍ରହୀତା। ଦାତା ବସ୍ତୁ ଯାହା ଚଳ ଅଚଳ, ଜ୍ଞାନ ପରି ଅନେକ ଦ୍ରବ୍ୟ ଦାନ କରିଥାନ୍ତି। ଏହି ଦାନ ଦାତାଙ୍କ ଇଚ୍ଛା, ଆଗ୍ରହ…
Read More...

ସଂକଟ ଜର୍ଜରିତ ଶ୍ରମିକଶ୍ରେଣୀ

ଆମେ ଯେ କୌଣସି ଗାଁ ବା ସହରରେ ପରିବାରର ପ୍ରାପ୍ତବୟସ୍କମାନେ ଚାକିରି ବା ରୋଜଗାର ଖୋଜୁଥିବା ଦେଖିବାକୁ ପାଇବା। ପ୍ରାୟ ଶତ ପ୍ରତିଶତ ପରିବାରରେ ଏହି ଚିତ୍ର ଦେଖିବାକୁ ମିଳିଥାଏ। ଏ ଯୁଗରେ ତ ସବୁ ପୁଅଝିଅ ବେଶି ପାଠ…
Read More...

ବାଲେଶ୍ବରରେ ଶିଳ୍ପ ମରୁଡି; ୨୫୦ କାରଖାନା ବନ୍ଦ, ୪୦ ହଜାର ବେକାର

ରେମୁଣା: ସରକାର ଶିଳ୍ପ ବିକାଶର କଥା କହିଛନ୍ତି। ଏକାଧିକ ବୁଝାମଣା ଓ ଚୁକ୍ତି ସ୍ବାକ୍ଷର କରାଯାଉଛି। ରାଜ୍ୟରେ ବାହାର କମ୍ପାନୀଙ୍କୁ ଆକର୍ଷିତ କରିବା ଲାଗି ଓଡ଼ିଶାରେ ଅନୁକୂଳ ଶିଳ୍ପ ପରିବେଶ ସୃଷ୍ଟି ହୋଇଥିବା ରାଜ୍ୟ…
Read More...

ଆଜି ୪ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

ପୁରୀ: ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ ତିଥିରେ ବୁଧବାର ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି (ଶ୍ରୀମୁଖ ସିଂହାର) ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରାୟ ୪ଘଣ୍ଟା…
Read More...

୩ ଦିନ ବର୍ଷିବ ନିଆଁ

ଭୁବନେଶ୍ବର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତିନି ଦିନ ବର୍ଷିବ ନିଆଁ। ୮ ରୁ ୧୦ ତାରିଖ ଯାଏଁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମଲହରୀ ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କତା ଜାରି…
Read More...

ସେବାୟତଙ୍କୁ ମୋବାଇଲ ମନା; ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି

ପୁରୀ: ରଥ ଉପରେ ମୋବାଇଲ ଫୋନ୍‌ ବ୍ୟବହାର କରିପାରିବେ ନାହିଁ ସେବାୟତ। ମଙ୍ଗଳବାର ଏଭଳି କଟକଣା ଜାରି କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଭକ୍ତଙ୍କୁ ତିନି ରଥ ସ୍ପର୍ଶ ପାଇଁ ଅନୁମତି ଦେବାକୁ ସ୍ଥିର କରାଯାଇଛି।…
Read More...

ବିଶ୍ବ ମହାସାଗର ଦିବସ

୨୦୦୮ରେ ଜାତିସଂଘ ‘ବିଶ୍ବ ମହାସାଗର ଦିବସ’ ପାଳନ କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କଲା। ସେବେଠାରୁ ପ୍ରତି ବର୍ଷ ଜୁନ୍‌ ୮ରେ ବିଶ୍ବସ୍ତର​‌ରେ ‘ମହାସାଗର ଦିବସ’ ପାଳିତ ହେଉଛି। ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି…
Read More...

ଗରମଦିନେ କ’ଣ ଖାଇବେନି ?

ଏ ଝାଞ୍ଜି ଖରାରେ ମସଲା ତରକାରି ଖାଇବାରେ କାହାର ମଧ୍ୟ ଆଗ୍ରହ ନାହିଁ। ପଖାଳ କଂସେ ସହ କ’ଣ ଦିଟା ଭଜାଭଜି କିମ୍ବା ଆଳୁ ଚକଟା ଖାଇଦେଲେ, ଆତ୍ମାତୃପ୍ତି ହେଲା ଭଳି ଲାଗୁଛି। ଖାଦ୍ୟ ବିଶେଷଜ୍ଞ କହିଛନ୍ତି, ଭାରତରେ ଗରମର…
Read More...

ଆସିବେ ଡିଜିଟାଲ୍ ଶିଶୁ

ପ୍ରକୃତରେ ମଣିଷ ଚମତ୍କାର କରୁଛି କିମ୍ବା ଧ୍ବଂସ ଆଡ଼କୁ ଯାଉଛି, ତାହା ଅନୁମାନ କରିହେଉନାହିଁ। ସ୍ମାର୍ଟଫୋନ୍, ସ୍ମାର୍ଟ କାର୍, ସ୍ମାର୍ଟ ଘର ପରେ ଏବେ ସ୍ମାର୍ଟ ଶିଶୁ ଆସିବେ। କିଛି ବର୍ଷ ତଳେ ଜାପାନରେ ବନ୍ଦାଇ…
Read More...

ୟୁକ୍ରେନରୁ ଶସ୍ୟ ଚୋରାଉଛି ରୁଷ୍‌

କିଭ୍‍/ୱାଶିଂଟନ: ରୁଷ ସୈନ୍ୟମାନେ ୟୁକ୍ରେନର ବିଭିନ୍ନ ସ୍ଥାନ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ତାହାର ଆଢୁଆଳରେ ଦେଶର ଶସ୍ୟାଗାରଗୁଡିକରୁ ବିପୁଳ ପରିମାଣରେ ଖାଦ୍ୟଶସ୍ୟ ଚୋରି କରୁଥିବାର ବଳିଷ୍ଠ ପ୍ରମାଣ ରହିଥିବା…
Read More...

ବାରବାଟୀ ଟି୨୦ ଆଉ ୪ ଦିନ; ପହଞ୍ଚିଲେ ସିଏବି କ୍ୟୁରେଟର, ୪୦ ଗ୍ରାଉଣ୍ଡସମ୍ୟାନ୍‌

କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ବର୍ଷା ହେଲେ ପିଚ୍ ଓ ପଡ଼ିଆକୁ ଆବୃତ୍ତ କରିବା ଲାଗୁ ଉଦ୍ଦି​‌ଷ୍ଟ ସୁପର କଭରର ବ୍ୟବହାର ଲାଗି ସୋମବାର କଟକରେ କଲକାତାରୁ ବିଶେଷଜ୍ଞ ଦଳ ପହଞ୍ଚିଛନ୍ତି।…
Read More...

ବାରବାଟୀରେ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଘଣ୍ଟି ବାଜିବ

କଟକ: ପ୍ରଥମଥର ବାରବାଟୀ ଷ୍ଟାଡିୟମ୍‌ରେ ଏକ ଆନ୍ତର୍ଜାତିକ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଘଣ୍ଟି ବାଜିବ ବୋଲି ଜଣାପଡ଼ିଛି। ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ ଘଣ୍ଟି ବଜାଯିବ। ଇଂଲଣ୍ଡର ଲର୍ଡସ ଓ ଭାରତର ଇଡେନ୍‌…
Read More...

ନିଯୁକ୍ତ ହେବେ ୧୧ ହଜାର ଶିକ୍ଷକ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚବିଦ୍ୟାଳୟରେ ଚଳିତ ମାସ ନିଯୁକ୍ତ ହେବେ ୧୧ ହଜାର ଶିକ୍ଷକ-ଶିକ୍ଷୟିତ୍ରୀ । ଏବେ ରାଜ୍ୟରେ ଉଚ୍ଚବିଦ୍ୟାଳୟ ରୂପାନ୍ତରିତ ହେଉଥିବାବେ‌େ‌ଳ ଆଗାମୀ ଦିନରେ…
Read More...

୧୦ରେ ଓଡ଼ିଶା ଆସିବେ ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୧୦ରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆନ୍ଧ୍ର ରାଜଭବନର ସୂଚନା ଅନୁଯାୟୀ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ୧୦ ତାରିଖ…
Read More...

ପିସିସି ସଭାପତିଙ୍କୁ ଦିଲ୍ଲୀ ଡକରା

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସର ସଙ୍ଗଠନକୁ ନୂଆ ରୂପ ଦେବା ପାଇଁ ପ୍ରସ୍ତୁତ ହେଉଛି ନକ୍ସା। ଏ ସମ୍ପର୍କରେ ଆଲୋଚନା ନିମନ୍ତେ ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀଗସ୍ତ କରିଛନ୍ତି। ଏଆଇସିସିର ଡକରା ପାଇ ସେ…
Read More...

ଭୁବନେଶ୍ୱର ଶୈଳଶ୍ରୀ ବିହାର ଛକରେ ଦୁର୍ଘଟଣା; ଜଣେ ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାଇକ୍‌ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ…
Read More...

ପ୍ରେମିକାକୁ ପାହାଡ଼ରୁ ଠେଲିଦେଲା ପ୍ରେମିକ !

ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ଅନ୍ତର୍ଗତ ଶାସନଆମ୍ବଗାଁର ଜଣେ ନାବାଳିକାକୁ ଆକ୍ରମଣ କରିବା ପରେ ପାହାଡ଼ରୁ ତଳକୁ ପ୍ରେମିକ ଠେଲି ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ହିଞ୍ଜିଳି ଥାନାରେ ହୋଇଛି। ଏ ସଂକ୍ରାନ୍ତରେ ପୀଡିତା…
Read More...

ରାଜ୍ୟସମୂହକୁ ପରାମର୍ଶ; ପୁରୁଣା ଡିଜେଲ ବସ୍‍ ରାସ୍ତାରୁ ହଟାଅ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଚଳାଚଳ କରୁଥିବା ପୁରୁଣା ଡିଜେଲ ଚାଳିତ ବସ୍‍ଗୁଡିକ ହଟାଇ ସେହି ସ୍ଥାନରେ ଇଭି ଚଳାଚଳ କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ କହିଛନ୍ତି । କେନ୍ଦ୍ର ସଡ଼କ…
Read More...

ପାକିସ୍ତାନରେ ପେଟ୍ରୋଲ ୨୧୦ ଟଙ୍କା

ଇସଲାମାବାଦ: ପାକିସ୍ତାନରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଏବେ ସାଧାରଣ ଲୋକଙ୍କ ପହଞ୍ଚ ବାହାରେ। ଗତ ସପ୍ତାହକ ମଧ୍ୟରେ ଦେଶରେ ପେଟ୍ରୋଲ ଲିଟର ୬୦ ଟଙ୍କା ବୃଦ୍ଧିପାଇ ୨୦୯ ଟଙ୍କା ୯୬ ପଇସା ରେକର୍ଡ ସ୍ତରରେ…
Read More...

ଖାରଜ ହେଲା ମାମଲା; ବାରବାଟୀରେ ହେବ ମ୍ୟାଚ୍

କଟକ: ବାରବାଟୀ ଟି-୨୦ ମ୍ୟାଚ୍‌ ବାତିଲ୍‌ ମାମଲା ପ୍ରସଙ୍ଗକୁ ହାଇକୋର୍ଟ ଖାରଜ କରିଛନ୍ତି । ହାଇକୋର୍ଟ ତାଙ୍କ ରାୟ​‌ରେ କ୍ରିକେଟ୍‌ ମ୍ୟାଚ୍‌ ବାତିଲ ହେବ ନାହିଁ ବୋଲି କହିଛନ୍ତି । ଏହି ମାମଲା ଖାରଜ ହେବାପରେ…
Read More...

ଗୃହ ଉଚ୍ଛେଦକୁ ନେଇ ହାଇକୋର୍ଟଙ୍କ ରହିତାଦେଶ

ମୋହନା: ଗଜପତି ଜିଲ୍ଲା ଅଡବା ପଞ୍ଚାୟତ ନିକଟରେ ଅବସ୍ଥିତ ଠାକୁରାଣୀ ମନ୍ଦିର ନିକଟ ସରକାରୀ ଜମିରେ ଘର ନିର୍ମାଣ କରି ରହିଆସୁଥିଲେ ଘୋଡାପଙ୍କା ଗ୍ରାମର କାମିଲି ନାୟକ । ଏହାକୁ ବିରୋଧ କରି ବିଭିନ୍ନ ସମୟରେ…
Read More...

ରାଜ୍ୟରେ ଆଉ ୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ୨ ଅଙ୍କ ତଳକୁ ଖସୁନି କରୋନା ସଂକ୍ରମଣ । ଗତକାଲି ରାଜ୍ୟରେ ୧୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ପୁଣି ୧୩ ଜଣ ଆକ୍ରାନ୍ତ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ।…
Read More...

ଦେଶରେ ଆଉ ୩ହଜାର ୭୧୪ କରୋନା ଆକ୍ରାନ୍ତ ଚିହ୍ନଟ; ୭ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ଗତକାଲି ତୁଳନାରେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ କମ୍‌ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । ଦେଶରେ ଗତ ୨୪ ଘଣ୍ଟାରେ ଆଉ ୩ହଜାର ୭୧୪ କରୋନା…
Read More...

ବିଜେପି ପକ୍ଷରୁ ପାଟଣା ନିର୍ବାଚନମଣ୍ଡଳୀ ସ୍ତରୀୟ ମହିଳା ସମାବେଶ

ପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳର ଅଷ୍ଟମ ବର୍ଷ ପୂର୍ତ୍ତି ଅବସରରେ "ସେବା ସୁଶାସନ ଓ ଗରିବ କଲ୍ୟାଣ" ପକ୍ଷ ଉପଲକ୍ଷେ ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ସମାବେଶ ଟେଣ୍ଡରା ଠାରେ…
Read More...

ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଯାଜପୁର: ସୋମବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଅଧ୍ୟକ୍ଷତା…
Read More...

ଜୈବସାର ସଚେତନତା ଓ ତାଲିମ୍ କାର୍ଯ୍ୟକ୍ରମ

ନବରଙ୍ଗପୁର: ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମଧ୍ୟମରେ ଆଜି ଡକ୍ଷବୁଗାଁ ବ୍ଲକ ପରିସରରେ ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଲକ୍ଷ୍ନୌ ପକ୍ଷରୁ ଜୈବ ସାର ବ୍ୟବହାରର ତାଲିମ୍ ଓ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଅଗ୍ନିକାଣ୍ଡ ବିପନ୍ନଙ୍କୁ ସହାୟତା

ଗୁରୁଡିଝାଟିଆ: ଗୁରୁଡିଝାଟିଆ ପଞ୍ଚାୟତ ଛୋଟିଆମ୍ବ ଗାଁର ଅନିଲ ପ୍ରଧାନ ଓ ବିବେକାନନ୍ଦ ପ୍ରଧାନଙ୍କ ଘରେ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ଆସବାବପତ୍ର ଜଳିଯାଇଛି । ଗୁରୁଡିଝାଟିଆ ରାଜସ୍ୱ ନିରୀକ୍ଷକ ଅନୁଧ୍ୟାନ କରି ତହସିଲ…
Read More...

୧୦ମ ଓଡ଼ିଶା ଥାଇବକ୍ସିଂ ଚମ୍ପିଆନସିପରେ ବୌଦ୍ଧ ଖେଳାଳିଙ୍କ କୃତୀତ୍ୱ

ବୌଦ୍ଧ:  ଅଲମ୍ପିକ ଦ୍ୱାରା ସ୍ୱିକୃତୀପ୍ରାପ୍ତ ୧୦ମ ଓଡ଼ିଶା ଥାଇବକ୍ସିଂ ଚମ୍ପିଆନସିପରେ ବୌଦ୍ଧ ଆର୍ଟ ଟେମ୍ପୁଲ ମାର୍ସଲ ଆର୍ଟ ଆସୋସିଏସନର ଖେଳାଳିମାନେ କୃତୀତ୍ୱ ହାସଲ କରିଛନ୍ତି । ବରଗଡ ଲେଙ୍ଗୁ ମିଶ୍ର ମିନି…
Read More...

ରାସ୍ତା କାମରେ ଦୁର୍ନୀତି ଅଭିଯୋଗ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଗଣଧାରଣା

ବୌଦ୍ଧ: କଣ୍ଟାମାଳ ବ୍ଳକର ସର୍ଗୀପାଲି ଗ୍ରାମ ରାସ୍ତାରେ ଦୁର୍ନୀତି ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନହେବାରୁ ଗ୍ରାମବାସୀମାନେ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା…
Read More...

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବିରୋଧରେ ମିଥ୍ୟା ଅଭିଯୋଗକୁ ପ୍ରତିବାଦ

ନବରଙ୍ଗପୁର: ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ବିରୋଧରେ କରାଯାଇଥିବା ମିଥ୍ୟା ଅଭିଯୋଗକୁ ପ୍ରତିବାଦ କରିବା ସହିତ ଏ ନେଇ ଜିଲ୍ଲାପାଳଙ୍କୁ ଭେଟି ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ(ଓଷ୍ଟା) ,ନବରଙ୍ଗପୁର ଜିଲ୍ଲା…
Read More...

ପଛକୁ ପଛ ପିଟି ହେଲେ ୩ ଟ୍ରକ୍, ଜଣେ ମୃତ

ବ୍ରହ୍ମପୁର: ଲାଞ୍ଜିପଲ୍ଲୀ ବାଇପାସ୍ ଜାତୀୟ ରାଜପଥ ସ୍ଥିତ ବାବାଜୀ ଢ଼ାବା ସମୁଖରେ ଏକ ସଙ୍ଗେ ତିନିଟି ଟ୍ରକ ପଛକୁ ପଛ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣେ ହେଲପରଙ୍କ ମୃତ ହୋଇଛି । ସେହିପରି ଜଣେ ଟ୍ରକ୍ ଚାଳକ…
Read More...

ଭଦ୍ରକରେ ୧ଘଣ୍ଟିଆ ରେଳରୋକ

ଭଦ୍ରକ: ମେମୁ ଟ୍ରେନକୁ ଅଟକାଇ ପ୍ରତିବାଦ କଲେ ଯାତ୍ରୀ ଓ ଭଦ୍ରକ ବାସୀ ।  ଭଦ୍ରକରୁ ୧୯୯୭ ମସିହାରୁ ଡିଏମୟୁ ଭୁବନେଶ୍ବରକୁ ଯାତ୍ରା କରି ଆସୁଥିଲା । ପରବର୍ତ୍ତୀ ଅବସ୍ଥାରେ ଡିଏମୟୁ ମେମୁକୁ ରୂପାନ୍ତରିତ ହୋଇଥିଲା ।…
Read More...

ଚିତ୍ରକୋଣ୍ଡା ଅଞ୍ଚଳରେ ପୁଣି ଲାଗିଲା ମାଓ ପୋଷ୍ଟର

ମାଲକାନଗିରି : ବହୁ ଦିନ ବ୍ୟବଧାନ ପରେ ଚିତ୍ରକୋଣ୍ଡା ଅଂଚଳରେ ଲାଗିଲା ମାଓ ପୋଷ୍ଟର । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଂଚଳର ଟନେଲ କ୍ୟାମ୍ପରେ ବହୁଦିନ ପରେ ଲାଗିଲା ମାଓ ପୋଷ୍ଟର । ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ…
Read More...

କେରଳକୁ କାମ କରିବାକୁ ଯାଇ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କଲମପୁର: କେରଳର ପାଲ୍ଲାକାଡ ଜିଲ୍ଲା ପଟ୍ଟାଂଦି ଅଂଚଳରେ ଥିବା ସାଉଥ ମାଲାବାର  ଷ୍ଟିଲ କମ୍ପାନୀରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।  ଥୁଆମୂଲ ରାମପୁର ବ୍ଲକ ଅଧିନସ୍ଥ ଗୋପିନାଥପୁର ପଞ୍ଚାୟତ…
Read More...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଉଁଶୁଳି ପଞ୍ଚାୟତ ଦାଶରଥିପୁର ଗ୍ରାମର ପତଳା ସାହିରେ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଗ୍ରାମର ବୁଦ୍ଧୁରାମ ମୁଣ୍ଡାଙ୍କ ପତ୍ନୀ…
Read More...

ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ବାର୍ଷିକ ୫୮୦୦ ଟଙ୍କାର ୟୁନିଫର୍ମ ଭତ୍ତା

ଭୁବନେଶ୍ବର: ରାଜ୍ୟ ସରକାର ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ୟୁନିଫର୍ମ (ପୋଷାକ) ଭତ୍ତା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଗ୍ନିଶମ ବାହିନୀ ଅଧିନରେ କାର୍ଯ୍ୟରତ ସବୁ ବର୍ଗର…
Read More...

ଅତାବିରା ବ୍ଲକରେ ୧୨ଟି ସ୍ମାର୍ଟ ସ୍କୁଲ ଉଦଘାଟିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକରେ ୫-ଟି ରୂପାନ୍ତରଣ ହୋଇଥିବା ବିଦ୍ୟାଳୟ ଗୁଡ଼ିକ ଉଦଘାଟିତ ହୋଇଯାଇଛି ।ଖରମୁଣ୍ଡା, ଜାଙ୍ଗେଡ଼, ଲରସରା, ଲହଣ୍ଡା ,ଟୋପ, ଗୋଡ଼ଭଗା, ଟାମ୍ପରସରା, ଝିଲିମିଣ୍ଡା, ଜହ୍ନାପଡ଼ା,ଅତାବିରା…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ଜାମ୍ମୁ-କାଶ୍ମୀର: ପୁଣି ଜାମ୍ମୁ-କାଶ୍ମୀର ଦୁଇଟି ଭିନ୍ନଭିନ୍ନ ସ୍ଥାନରେ ଗୁଳିବିନିମୟ ହୋଇଛି । ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମାନେ ମୁହାଁମୁହିଁ ହୋଇଥିବା ବେଳେ କୁପଓ୍ୱାଡ଼ା ଓ ସୋପାରରେ ସୁରକ୍ଷାକର୍ମୀ ମାନେ ଜୋରଦାର…
Read More...

ବାରବାଟୀ ଟି-୨୦ ପ୍ରଥମ ଟିକଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  : ଆସନ୍ତା ୧୨ ତାରିଖରେ କଟକ ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଥମ ଟିକଟ କିଣିଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ୍…
Read More...

ବିଶ୍ବ ଟେନିସ୍ ମାନ୍ୟତା : ଉଠିଲେ ନାଡାଲ୍‌, ଗୌଫ୍‌

ପ୍ୟାରିସ୍‌ : ରବିବାର ସମାପ୍ତ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ରେ ଭଲ ପ୍ରଦର୍ଶନ ଜରିଆରେ ଟେନିସ୍ ବିଶ୍ବ ମାନ୍ୟତାରେ ଉନ୍ନତି ଘଟାଇଛନ୍ତି ସ୍ପେନ୍‌ର ଚମ୍ପିଆନ୍ ଖେଳାଳି ରାଫେଲ ନାଡାଲ ଓ…
Read More...

ମହାନଦୀ ସବୁଜ ମିଶନ ବିଫଳ

ଭୁବନେଶ୍ୱର : ମହାନଦୀର ଉଭୟ ପାର୍ଶ୍ବରେ ଜଳଧାରଣ କ୍ଷମତା ବଢ଼ାଇବା, ଭୂତଳ ଜଳ ହ୍ରାସ ରୋକିବା ଏବଂ ଅନୁକୂଳ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୧୮ ଜୁଲାଇରେ ସବୁଜ ମହାନଦୀ ମିଶନ ହାତକୁ…
Read More...

ଆରବ ରାଷ୍ଟ୍ରରେ ତୀବ୍ର ପ୍ରତିକ୍ରିୟା ; ଭାରତୀୟ ଉତ୍ପାଦକୁ ବର୍ଜନ

ନୂଆଦିଲ୍ଲୀ/ଆବୁଧାବି : ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମା ଓ ବହିଷ୍କୃତ ନେତା ନବୀନ କୁମାର ଜିନ୍ଦଲ ଏକ ଟିଭି ବିତର୍କରେ ପ୍ରଫେଟ୍‌ ମହମ୍ମଦଙ୍କ ସମ୍ପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଆରବ ରାଷ୍ଟ୍ର…
Read More...

ନିରଞ୍ଜନ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ବର :  ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି । ରାଜ୍ୟସଭା ଉପନିର୍ବାଚନ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚନ ଅଧିକାରୀ…
Read More...

ପି.ଏନ୍. କଲେଜ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ଖୋର୍ଦ୍ଧା : ବରୁଣେଇ ପୀଠରେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର +୨ ଓ +୩ କଳା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଚଳିତ ବର୍ଷ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୧୦୦ରୁ…
Read More...

‘ଭାଇଚାରା କ୍ଷୁଣ୍ଣ କରିବାକୁ ଦେବୁ ନାହୁଁ’

ଏରସମା : ବିଶିଷ୍ଟ ସାମାଜିକ କର୍ମୀ ମେଧା ପାଟେ‌େ‌କରଙ୍କୁ ଢିଙ୍କିଆରେ ବିରୋଧ କରାଯାଇଛି। ସେ ତାଙ୍କର କିଛି ସାଥୀଙ୍କ ସହିତ ସୋମବାର ଢ଼ିଙ୍କିଆସ୍ଥିତ ଜିନ୍ଦଲ ପ୍ରକଳ୍ପ ଅଞ୍ଚଳ ଗସ୍ତ କରିବାକୁ ଆସିଥିବା ସମୟରେ…
Read More...

ମଙ୍ଗଳବାର ରାଶିଫଳ (୦୭/୦୬/୨୦୨୨)

ମେଷ : ମିତ୍ରଙ୍କଠାରୁ ସହଯୋଗ ମିଳିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଦୁଶ୍ଚିନ୍ତା ଦୂର ହେବ। ଅଧ୍ୟୟନରତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୀତିଶିକ୍ଷାର ଗନ୍ତାଘର ହୋଇପାରନ୍ତି। ବୃଷ : ସାମର୍ଥ୍ୟର ପରିପ୍ରକାଶ…
Read More...

ଜୋର୍‌ ଧରିଲା ନୂପୁରଙ୍କ ଗିରଫ ଦାବି

ହାଇଦରାବାଦ/ ମୁମ୍ବଇ : କାନପୁର ହିଂସା ପାଇଁ ମୁଖ୍ୟତଃ ଦାୟୀ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ଗିରଫ ପାଇଁ ଦାବି କରିଛନ୍ତି। ହାଇଦରାବାଦ ସାଂସଦ ଆସାଦୁଦ୍ଦିନ ଓୱାସୀ। ତାଙ୍କ ଯୋଗୁଁ ବିଦେଶରେ ବିଶେଷ କରି ଆରବ ସମେତ…
Read More...

ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅଗ୍ନି -୪ର ସଫଳ ପରୀକ୍ଷଣ

ବାଲେଶ୍ବର ଏପିଜେ ଅବଦୁଲ କାଲାମ ଦ୍ବୀପରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ସୋମବାର ସନ୍ଧ୍ୟା ସାଢ଼େ ସାତଟା ସମୟରେ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି କ୍ଷେପଣାସ୍ତ୍ର…
Read More...

୭୬,୩୯୦ କୋଟି ଟଙ୍କାର ସାମରିକ ସରଞ୍ଜାମ କ୍ରୟ ପ୍ରସ୍ତାବକୁ ଅନୁମୋଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ପାଇଁ ଆହ୍ୱାନ ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)ର ଏକ ବୈଠକରେ …
Read More...

ବିଜେପିର ମହିଳା ସମାବେଶ

ଚୌଦ୍ୱାର : କେନ୍ଦ୍ରରେ ବିଜେପି ସରକାରର ୮ବର୍ଷ ପୂର୍ତ୍ତି ଅବସରରେ ଏକ ବିଶାଳ ମହିଳା ସମାବେଶ ସ୍ଥାନୀୟ ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ଯାଜ୍ଞସିନୀ ଜେନାଙ୍କ…
Read More...

ଏଆରସି ପରିସରରେ ଅଗ୍ନିକାଣ୍ଡ

ଚୌଦ୍ୱାର : ଚୌଦ୍ୱାର ଚାରବାଟିଆ ସ୍ଥିତ ଆଭିଏସନ ରିସର୍ଚ୍ଚ ସେଣ୍ଟର (ଏଆରସି) ପରିସରରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଅପରାହ୍ଣ ୪ଟା ଠାରୁ ନିଆଁ ଲାଗିଥିବା ବେଳେ ଖବର ଲେଖାହେବା ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଜାରୀ…
Read More...

୨୦୦୬ ବାରାଣସୀ ବିସ୍ଫୋରଣ : ମୁଖ୍ୟ ଅଭିଯୁକ୍ତ ୱାଲିଉଲ୍ଲାକୁ ମୃତ୍ୟୁ ଦଣ୍ଡାଦେଶ

ଗାଜିଆବାଦ : ୨୦୦୬ ଉତ୍ତରପ୍ରଦେଶ ବାରାଣସୀ ସିରିଜ୍ ବିସ୍ଫୋରଣ ଘଟଣାରେ ଗାଜିଆବାଦସ୍ଥିତ ଅଦାଲତ ଆତଙ୍କବାଦୀ ୱାଲିଉଲ୍ଲାକୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଶନିବାର ଅଦାଲତ ୱାଲିଉଲ୍ଲାକୁ ଦୋଷୀ…
Read More...

ଜମି ବିବାଦରୁ ସଂଘର୍ଷ ଘଟଣା : ଶାନ୍ତି କମିଟି ଗଠନ, ୧୪୪ ଧାରା ଜାରି

ମୋହନା :  ଜମିଜମା ବିବାଦକୁ କେନ୍ଦ୍ରକରି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଅଧିନ ବାହାଡ଼ା ପଦା ଓ ବାଘମାରୀ ପଞ୍ଚାଯତ ଅଧିନ ବିଜିପୁର ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ଉଭୟ ଗ୍ରାମର ୨୨ ଜଣ…
Read More...

କନ୍ଦରପୁର ସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର

ଆଠଗଡ : ଆଠଗଡ ବ୍ଲକର କନ୍ଦରପୁରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି ।…
Read More...

୧୧ ରୂପାନ୍ତରିତ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଆଠଗଡ :  ଆଠଗଡ ସହରର ସରକାରୀ ବାଳିକା ହାଇସ୍କୁଲ ସମେତ ବ୍ଲକର ମୋଟ ୧୧ଟି ୫-ଟି ବିଭାଗ ଦ୍ୱାରା ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ସୋମବାର ସନ୍ଧ୍ୟାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ…
Read More...

ରାଜସ୍ୱ ବିଭାଗର ଚଢଉ, ଦୁଇ ବେଆଇନ ବାଲି ବୋଝେଇ ହାଇଓ୍ବା ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ପକ୍ଷରୁ ସୋମବାର ତୁରୁମୁଙ୍ଗା ଥାନା ଅଞ୍ଚଳରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଉପରେ ଚଢାଉ କରି ଦୁଇଟି ବାଲି ବୋଝେଇ ହାଇଓ୍ବା ଜବତ କରାଯାଇଛି । ହାଇଓ୍ବା ଦୁଇଟି ବୈତରଣୀ ନଦୀରୁ…
Read More...

ଗଣଶିକ୍ଷା ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଲେ ଓଇଏସ୍ ସଂଘ

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଦ୍ଵିତୀୟ ବାର ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ଏଥିରେ ବିଦ୍ୟାଳୟ ଓ଼ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶଙ୍କ ପାଖରେ…
Read More...

ବାଙ୍କୀ ଓ ଡମପଡା ବ୍ଲକରେ ୧୨ ରୂପାନ୍ତର ହାଇସ୍କୁଲ ଲୋକାର୍ପିତ

ବାଙ୍କୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୋମବାର ଦିନ ସନ୍ଧ୍ୟାରେ ଆଭାସୀ ମାଧ୍ୟମରେ କଟକ ଜିଲ୍ଲାର ୧୩୫ ଗୋଟି ରୂପାନ୍ତରଣ ଉଚ୍ଚ ବିଦ୍ୟାଳୟକୁ ଆନୁଷ୍ଠାନିକ ଭାବରେ ଲୋକାର୍ପଣ କରାଯାଇଛି। ଏହି ଅବସରରେ…
Read More...

ସରିଲାଣି ଘର କାମ; କେବେ ମିଳିବ ଇନ୍ଦିରାବାସ ଟଙ୍କା ?   

ମୁଖୀଗୁଡା: ଇନ୍ଦିରା ଆବାସ ଯୋଜନାର ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଥିଲେ ମଧ୍ୟ ହାତାଧୀକାରୀଙ୍କୁ କିସ୍ତି ଟଙ୍କା ମିଳୁନଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଜୟପାଟଣାର ୧୧ନମ୍ବର ୱାର୍ଡ ବାସିନ୍ଦା…
Read More...

ସେତୁ ନିର୍ମାଣକାରୀ ସଂସ୍ଥା ଓ ପ୍ରଶାସନ ମଧୁଚନ୍ଦ୍ରିକା ! ଲକ୍ଷଲକ୍ଷ ଟଙ୍କା ରାଜସ୍ୱହାନୀ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଧଳପୁର ଆର.ଆଇ ସର୍କଲ ଅର୍ନ୍ତଗତ ବେଲପଦର ଅଂଚଳରୁ ଗତ କିଛିଦିନହେଲା ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣକାରୀ ସଂସ୍ଥା ବେନିୟମ ଭାବେ ମୋରମ ଚୋରାଚାଲାଣ ଚଳାଇଥିବା…
Read More...

ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: ବିଦେଶ ଗସ୍ତରେ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୮ ତାରିଖରେ ୟୁଏଇରେ ମୁଖ୍ୟମନ୍ତ୍ରୀଙ୍କ କିଛି କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ୟୁଏଇରେ ବିଭିନ୍ନ…
Read More...

୨ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଧଳାଜହର ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ବିପୁଳ ପରିମାଣର ଧଳାଜହର ଜବତ ହୋଇଛି । ଭୁବନେଶ୍ୱର ଏମସ ନିକଟରେ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ଏସଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇ ୨କେଜି ୫୮ ଗ୍ରାମ୍‌ ଧଳାଜହର ଜବତ…
Read More...

ଶୋଇଥିବା ବେଳେ କଚାଡ଼ି ମାରିଲା ହାତୀ

ବାରିପଦା: ବାରିପଦା ସହର ଉପକଣ୍ଠ ମଞ୍ଚା ବନ୍ଧା ଗ୍ରାମରେ ରବିବାର  ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସେଠାରେ ଏକ ଦେଶୀ ମଦ ଭାଟିରେ କାମ କରୁଥିଲେ । ସେ କାମ ସାରିବା…
Read More...

ନବୀନ ନିବାସରେ ବିଦାୟୀ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ନବୀନ ନିବାସରେ ବସିଛି ବୈଠକ ।  ମନ୍ତ୍ରୀମଣ୍ଡଳରୁ ବାଦ୍‌ ପଡିଥିବା ପୂର୍ବତନ ମନ୍ତ୍ରୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରୁଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ ୯ ପୂର୍ବତନ ମନ୍ତ୍ରୀଙ୍କ…
Read More...

ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୫୦ଜଣଙ୍କ ମୃତ୍ୟୁ; ଅନେକ ଆହତ

ନୂଆଦିଲ୍ଲୀ: ନାଇଜେରିଆରେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୫୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଗୁଳିକାଣ୍ଡରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଆହତଙ୍କୁ…
Read More...

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢ଼ାଉ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢ଼ାଉ କରାଯାଉଛି । ବେଆଇନ୍‌ ଆର୍ଥ କାରବାର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢ଼ାଉ କରୁଥିବା ଜଣାପଡ଼ିଛି ।…
Read More...

ରାଜ୍ୟରେ ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୮ ଓ ସ୍ଥାନୀୟ ସଂକ୍ରମିତ ୫ଜଣ ଚିହ୍ନଟ ହୋଇଥିବା ବେଳେ ଆଜିର କରୋନା ମାମଲା ରାଜ୍ୟର ୪ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ…
Read More...

ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ; ସାଢ଼େ ୪ ହଜାର ଟପିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଲଗାତର ବଢୁଛି କରୋନା ସଂକ୍ରମଣ । ଗତକାଲି ତୁଳନାରେ ପୁଣି ଆଜି ଦେଶରେ ସଂକ୍ରମଣ ମାମଲା ଅଧିକ ଆସିଛି । ଫଳରେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ଟପିଛି ।…
Read More...

ବାଂଲାଦେଶ କଣ୍ଟେନର ଡିପୋରେ ଅଗ୍ନିକାଣ୍ଡ; ୩୫ ଦଗ୍ଧ, ୪୫୦ରୁ ଅଧିକ ଆହତ

ଢାକା: ବାଂଲାଦେଶର ସିତାକୁଣ୍ଡଠାରେ ଥିବା ଏକ ବେସରକାରୀ ଇନ୍‍ଲାଣ୍ଡ କଣ୍ଟେନର ଡିପୋରେ ବିସ୍ଫୋରଣ ପରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ସେଠାରେ ଥିବା ଲୋକଙ୍କ ମଧ୍ୟରୁ ୩୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୪୫୦ରୁ…
Read More...

୩୦ ସୁଦ୍ଧା ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବନ୍ଦ

ନୂଆଦିଲ୍ଲୀ: ଦେଶରେ ଥରେ ବ୍ୟବହାର କରାଯାଇପାରୁଥିବା ପ୍ଲାଷ୍ଟିକ ପ୍ରଚଳନକୁ ସମ୍ପୂର୍ଣ୍ଣ ଭାବରେ ବର୍ଜନ କରିବାକୁ କେନ୍ଦ୍ର ସରକାର ରାଜ୍ୟସମୂହ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ…
Read More...

ରୁଷ-ୟୁକ୍ରେନ ଯୁଦ୍ଧ ଓ ଭାରତ

୧୯୯୧ ମସିହାରେ ସୋଭିଏତ ରୁଷିଆ ଖଣ୍ଡ ଖଣ୍ଡ ହୋଇଯିବା ପରେ, ୟୁକ୍ରେନକୁ ସ୍ୱୀକୃତି ଦେଇଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ଭାରତ ୧୯୯୨ ମସିହାରେ ୟୁକ୍ରେନରେ ତାର ଦୂତାବାସ ସ୍ଥାପନ କରି କୂଟନୈତିକ ସଂପର୍କ…
Read More...

ଭାରତ ପାଇଁ ବୃହତ୍‌ ବିପଦ

ଧର୍ମର ସଂରକ୍ଷଣ ଓ ସମ୍ପ୍ରସାରଣ ନିମନ୍ତେ କୌଣସି ଭୂମିକୁ ପ୍ରୟୋଗଶାଳା ଭାବରେ ବ୍ୟବହାର କରିବା ସର୍ବଦା ବିପଜ୍ଜନକ; କିନ୍ତୁ ଏବେ ମନେହେଉଛି ମଠ, ମନ୍ଦିର, ମସଜିଦ୍, ଗୀର୍ଜା, ଗୁରୁଦ୍ବାର ଉପରେ ଆମର ନଜର ନିବଦ୍ଧ।…
Read More...

ଲିପ୍‌ଷ୍ଟିକ୍‌ ଗଛର ଚାହିଦା

କରୋନା ପରଠାରୁ ଗଛ ପ୍ରତି ଲୋକଙ୍କ ଆସକ୍ତି ଟିକେ ଅଧିକ ବଢ଼ିଯାଇଛି। ନିଜ ବାଡ଼ିବଗିଚା, ବାଲକୋନି, ଛାତ ଉପରେ ଏବେ ସମସ୍ତେ ଗଛ ଲଗାଇରେ ଆଗ୍ରହ ଦେଖାଉଛନ୍ତି। ଲୋକେ ଘରେ ଭିତରେ ଛୋଟଛୋଟ ଗଛ ଲଗାଉଛନ୍ତି। ଏଇ ଘରଭିତର ଗଛର…
Read More...

୨୦୦୩ରୁ ଫ୍ଲଡ ଲାଇଟ୍‌ରେ ମ୍ୟାଚ

କଟକ: ବାରବାଟୀ ଷ୍ଟାଡ଼ିୟମରେ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ୧୯୮୨ ଜାନୁଆରୀ ୨୭ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ୧୨ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ପରେ ବାରବାଟୀ ଷ୍ଟାଡ଼ିୟମରେ ଫ୍ଳଡ ଲାଇଟ୍‌ର…
Read More...

ସମାଲୋଚକଙ୍କୁ ଜବାବ ଦେଲେ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ତଥା ସାଂସଦ ଗୌତମ ଗମ୍ଭୀର ୨୦୨୨ ଆଇପିଏଲରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସର ମାର୍ଗଦଶକ ଭାବେ କାମ କରିଥିଲେ। ଯାହାକୁ ନେଇ ଗମ୍ଭୀରଙ୍କୁ ସମାଲୋଚନାର ଶିକାର ହେବାକୁ…
Read More...

ଟି୨୦ ବିଶ୍ବକପ ପୂର୍ବରୁ ଭାରତ ବିପକ୍ଷ ଶୃଙ୍ଖଳା ଆମ ପାଇଁ ପରୀକ୍ଷା: ବାଭୁମା

ନୂଆଦିଲ୍ଲୀ: ଟ୍ବେଣ୍ଟି୨୦ ବିଶ୍ବକପ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବ। ଏହା ପୂର୍ବରୁ ଦଳ ପ୍ରସ୍ତୁତି ଓ ବ୍ୟାଟିଂ ଲାଇନ୍‌କୁ ପରଖିବା ଲାଗି ଭାରତ ବିପକ୍ଷ ଶୃଙ୍ଖଳା ଆମ ପାଇଁ ବଡ ସୁଯୋଗ ବୋଲି…
Read More...

ଖାତକୁ ଖସିଲା ବସ୍‌; ୨୬ ତୀର୍ଥଯାତ୍ରୀ ମୃତ

ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଳାରେ ଏକ ପର୍ଯ୍ୟଟକ ବସ୍‌ ଖାତକୁ ଖସିପଡ଼ିବା ଘଟଣା । ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ବସଟି ଖାତକୁ ପଡ଼ିଯିବା ଫଳରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା…
Read More...

କାଶ୍ମୀର ପରିଚାଳନାରେ ବିଜେପି ବିଫଳ: କେଜରିୱାଲ

ନୂଆଦିଲ୍ଲୀ: କାଶ୍ମୀରରେ ପଣ୍ଡିତ ଓ ହିନ୍ଦୁଙ୍କୁ ହତ୍ୟା କରାଯିବା ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଜେପିକୁ ସମାଲୋଚନା କରିଛନ୍ତି। ରବିବାର କେଜରିୱାଲ କହିଛନ୍ତି ଯେ ଗତ ୨ବର୍ଷ ମଧ୍ୟରେ କାଶ୍ମୀର…
Read More...

ବାଇଡେନଙ୍କ ସୁରକ୍ଷା ବଳୟ ଲଙ୍ଘିଲା ବିମାନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷା ବଳୟ ଲଙ୍ଘନ ହୋଇଛି । ରାଷ୍ଟ୍ରପତି ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍‌ ବାଇଡେନ ଶନିବାର ଡେଲୱାରେ ପ୍ରଦେଶକୁ ନିଜର ଛୁଟି କଟାଇବାକୁ ଯାଇଥିଲେ । ରାଷ୍ଟ୍ରପତି…
Read More...

କାନପୁର ହିଂସା, ତଦନ୍ତ କରିବ ଏସ୍‌ଆଇଟି

କାନପୁର: ଉତ୍ତରପ୍ରଦେଶ କାନପୁରରେ ଘଟିଥିବା ହିଂସାର ତଦନ୍ତ ପାଇଁ ରବିବାର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍‌ଆଇଟି) ଗଠନ କରାଯାଇଛି । କାନପୁର ପୁଲିସ କମିସନର ବିଜୟ ସିଂହ ମିନା କହିଛନ୍ତି ଯେ ହିଂସାର ସବିଶେଷ ତଦନ୍ତ…
Read More...

ଜମି ବିବାଦରୁ ସଂଘର୍ଷ : ୨୨ ଆହତ, ୧୧ ଗୁରୁତର

ମୋହନା: ଜମିଜମା ବିବାଦକୁ କେନ୍ଦ୍ର କରି ଗଜପତି ଜିଲା ମୋହନା ବ୍ଲକର ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଉଗ୍ର ରୂପ ଧାରଣ କରିଛି। ବ୍ଲକର ଜିରାଙ୍ଗ ପଞ୍ଚାୟତ ଅଧିନ ବାହାଡାପଦା ଓ ବାଘମାରୀ ପଞ୍ଚାୟତ ଅଧିନ…
Read More...

୧୩ ଜିଲ୍ଲା ମନ୍ତ୍ରୀ ଶୂନ୍ୟ

ଭୁବନେଶ୍ବର: ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୨୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଏହି ୨୧ଜଣ ରାଜ୍ୟର ୧୭ଟି ଜିଲ୍ଲାରୁ ପ୍ରତିନିଧିତ୍ବ କରୁଛନ୍ତି। କିଛି ଜିଲାରୁ ମନ୍ତ୍ରିମଣ୍ଡଳରେ କାହାରିକୁ ପ୍ରତିନିଧିତ୍ବ ମିଳି ନ…
Read More...

ଆଲୋଚନାରେ ‘କୋଟିଆ’ ସମାଧାନ

କୋରାପୁଟ: କୋଟିଆ ସୀମା ବିବାଦ ଓ ପୋଲାଭରମ ସମସ୍ୟାର ସମାଧାନ ନେଇ ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ରାଜାନ୍ନାଦୋରା ପୀଡ଼ିକାଙ୍କୁ ପିପୁଲ୍ସ ଏଗେନେଷ୍ଟ ପୋଲାଭରମ ପ୍ରୋଜେକ୍ଟ ‘ପାପ୍‌' ସଙ୍ଗଠନର ଜାତୀୟ କମିଟି ଅଧ୍ୟକ୍ଷ…
Read More...

୮ରୁ କଟକରେ ୩୦ ମୋ ବସ୍‌

ଭୁବନେଶ୍ବର: କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୮ରୁ କଟକର ୪ଟି ନୂଆ ମାର୍ଗରେ ଗଡ଼ିବ ଅତିରିକ୍ତ ୩୦ ମୋ ବସ୍‌। ୪ ବର୍ଷ ଧରି କଟକ, ଭୁବନେଶ୍ବର, ଖୋର୍ଦ୍ଧା ଏବଂ ପୁରୀ…
Read More...