ପାକିସ୍ତାନରେ ପଡିଲା ଭାରତର ମିସାଇଲ୍‌ – ଦୃଢ ପ୍ରତିବାଦ ଜଣାଇଲା ପାକିସ୍ତାନ, ଭାରତ କହିଲା ଏପରି…

ନୂଆଦିଲ୍ଲୀ - ପାକିସ୍ତାନରେ ୧୨୩ କିଲୋମିଟର ଭିତରେ ଭାରତର ଏକ ମିସାଇଲ୍‌ ପଡିଛି । ପାକିସ୍ତାନ ପକ୍ଷରୁ ଏହାର ଦୃଢ ପ୍ରତିବାଦ କରାଯାଇଛି । ଭାରତ ଏହି କଥାକୁ ସ୍ୱୀକାର କରିବା ସହ ଏକ ବୈଷୟିକ ତ୍ରୁଟି ଯୋଗୁଁ ଏପରି…
Read More...

କାହିଁକି ଗରିବ ପରି ଚଳନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍‌ମସ୍କ । ଅପର୍ଯ୍ୟାପ୍ତ ଧନ । କୁବେର ଯେମିତି ଧନ ଅଜାଡି ଚାଲିଛନ୍ତି । ହେଲେ ସେ ବି   ଦରିଦ୍ର ପରି ଚଳନ୍ତି ବୋଲି ତାଙ୍କ ବାନ୍ଧବୀ ଗ୍ରୀମସ୍‌ କହିଛନ୍ତି । ଗତ ଡିସେମ୍ବର ମାସରେ …
Read More...

କ’ଣ ଜ୍ଞାନୀମାନେ କହିବେ ଆଜିର ଫଳାଫଳ ୨୦୨୪ ପାଇଁ ସଙ୍କେତ – ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ - ୫ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଘୋଷିତ ହୋଇଛି । ୪ଟିରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ସରକାର ଗଠନ କରିବ । କେବଳ ପଞ୍ଜାବରେ ଆମ୍‌ଆଦମୀ ପାର୍ଟି…
Read More...

ଉତ୍ତରାଖଣ୍ଡରେ ବିଜେପି ଓ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ପରାଜୟ – ଭାଙ୍ଗିଲା ୨୦ ବର୍ଷର ଧାରା

ନୂଆଦିଲ୍ଲୀ - ଉତ୍ତରପ୍ରଦେଶରେ ଏକ ପୁରୁଣା ପରମ୍ପରା ଭାଙ୍ଗିଛି । ଆଗରୁ ଗୋଟିଏ ପାଳି କଂଗ୍ରେସର ବେଳେ ଅନ୍ୟ ପାଳି ବିଜେପିର ସରକାର ଗଠନ ହେଉଥିଲା । ମାତ୍ର ୨୦୧୭ରେ ବିଜେପିର ସରକାର ଥିବା ବେଳେ ୨୦୨୨ରେ ପୁଣି ବିଜେପି…
Read More...

ମାଟି କାମୁଡିଲେ କ୍ଷମତାଶାଳୀ -ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ଚରଣଜିତ୍ ସିଂ ଚନ୍ନି, ପ୍ରକାଶ ସିଂ…

ଚଣ୍ଡୀଗଡ଼- ପଞ୍ଜାବରେ ବହୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହାରିଯାଇଛନ୍ତି । ଆମଆଦମୀ ପାର୍ଟି ପଞ୍ଜାବରେ ପ୍ରଚଣ୍ଡ ବିଜୟ ହାସଲ କରିଛି । ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ପରାଜୟ ବରଣ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ…
Read More...

ସିଦ୍ଧୁ କ୍ଲିନ୍‌ ବୋଲ୍ଡ – ଆପ୍‌ ନେତ୍ରୀ ଜୀବନ ଜ୍ୟୋତ କୌରଙ୍କ ଠାରୁ ହାରିଲେ

ଚଣ୍ଡୀଗଡ- ପଞ୍ଜାବରେ କଂଗ୍ରେସ ଚିତ୍‌ପଟାଙ୍ଗ ହୋଇଥିବା ବେଳେ ଆମ୍‌ ଆଦମୀ ପାର୍ଟିକୁ ବହୁମତ ମିଳିଛି । ପୂର୍ବତନ କ୍ରିକେଟର ତଥା ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ହାରିଯାଇଛନ୍ତି । ସେ ଆମ୍‌ ଆଦମୀର…
Read More...

ଉତ୍ତରପ୍ରଦେଶରେ ବିଜେପି ଶହେ ପାର, ପଞ୍ଜାବରେ ଆପ୍‌ ଗୋଆରେ କଂଗ୍ରେସ ଆଗୁଆ, ଉତ୍ତରାଖଣ୍ଡରେ କଡା ପ୍ରତିଦ୍ୱନ୍ଦିତା

ନୂଆଦିଲ୍ଲୀ - ୫ଟି ରାଜ୍ୟରେ ବିଧାନସଭା ଆସନ ପାଇଁ ଗଣତି ଆରମ୍ଭ ହୋଇଛି । ସକାଳ ୯ଟା ସୁଦ୍ଧା ବିଜେପି ଉତ୍ତର ପ୍ରଦେଶରେ ଆଗୁଆ ରହିଛି । ୯ ସୁଦ୍ଧା ବିଜେପି ୧୪୩ଟି ଆସନରେ ଆଗୁଆ ଥିବା ବେଳେ ସମାଜବାଦୀ…
Read More...

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କଲେ କ୍ରିକେଟର ଶ୍ରୀସନ୍ଥ

ନୂଆଦିଲ୍ଲୀ - ଘରୋଇ କ୍ରିକେଟ ସହ କ୍ରିକଟର ସମସ୍ତ ଫର୍ମାଟରୁ   କ୍ରିକେଟର ଶ୍ରୀସନ୍ଥ ସନ୍ୟାସ ଘୋଷଣା କରିଛନ୍ତି। ୨୦୧୩ ମସିହାରେ ଆଇପିଏଲ୍‌ ସମୟରେ ମ୍ୟାଚ ଫିକ୍ସିଂ ଅଭିଯୋଗରେ ଫସିବାପରେ ବିସିସିଆଇ ପକ୍ଷରୁ ତାଙ୍କ ଉପରେ…
Read More...

କଟକ ଛତ୍ର ବଜାରରେ ଭୁଶୁଡିଲା ପୋଲ – ଦୁଇ ମୃତ ଜଣେ ଗୁରୁତର :ପ୍ରାଥମିକ ସୂଚନା

କଟକ ଛତ୍ର ବଜାରରେ ଭୁଶୁଡିଲା ପୋଲ - ଉଦ୍ଧାର କାର୍ଯ୍ୟ ଜାରୀ କଟକ ଛତ୍ର ବଜାର ନିକଟରେ ଥିବା ପୁରୁଣା ପୋଲଟି ସନ୍ଧ୍ୟା ସମୟରେ ଭୁଶୁଡି ପଡିଛି। ଏହାତଳେ ଦବି ଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ…
Read More...

ଶିଶୁଙ୍କ କୋଭିଡ୍‌ ଟିକାର ଦାମ୍‌ ମାତ୍ର ୧୪୫ ଟଙ୍କା- ୫ରୁ ୧୨ ବର୍ଷ ବୟସ୍କ ଶିଶୁଙ୍କୁ ଜରୁରୀ କାଳୀନ ଭାବେ କୋର୍ବେଭାକ୍ସ…

ନୂଆଦିଲ୍ଲୀ - ହାଇଦ୍ରାବାଦସ୍ଥିତ ସ୍ୱଦେଶୀ ଟିକା ନିର୍ମାଣକାରୀ କମ୍ପାନୀ ବାୟୋଲଜିକାଲ ଇ ଶିଶୁମାନଙ୍କୁ ଏହା ଦ୍ୱାରା ନିର୍ମିତ ଟିକା କୋର୍ବଭାକ୍ସକୁ ଜରୁରୀକାଳୀନ ଭାବେ ଦେବା ପାଇଁ ଅନୁମତି ମାଗିଛି ।…
Read More...

ତଦନ୍ତ କମିଟି ନିକଟରେ ହାଜର ହେଲେ ଋଦ୍ଧିମାନ

ନୂଆଦିଲ୍ଲୀ, : ଭାରତୀୟ କ୍ରିକେଟ୍‌ ଦଳର ବରିଷ୍ଠ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ ଋଦ୍ଧିମାନ ଶାହା କିଛିଦିନ ତଳେ ଅଭିଯୋଗ କରିଥିଲେ ଯେ ଜଣେ ସାମ୍ବାଦିକ ତାଙ୍କୁ ବିରକ୍ତ କରିବା ସହ ଧମକ ମଧ୍ୟ ଦେଇଥିଲେ। ତାଙ୍କୁ…
Read More...

ୟୁକ୍ରେନ୍‌ ସୀମାରେ ନାଟୋ ଅସ୍ତ୍ରଶସ୍ତ୍ର

ୱାଶିଂଟନ୍‌ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କ ନିବେଦନକ୍ରମେ ୟୁକ୍ରେନ୍‌ ସେନାକୁ ସାହାୟତା ପାଇଁ ‘ନାଟୋ’ ସଦସ୍ୟ ରାଷ୍ଟ୍ର ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଆମେରିକା ସବୁଜ ସଙ୍କେତ ପ୍ରଦାନ କରିଛି। ସେହି ଅନୁସାରେ…
Read More...

ଟେଷ୍ଟ ଦଳରେ କୁଲଦୀପଙ୍କ ସ୍ଥାନରେ ଅକ୍ଷର

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ୨ୟ ଟେଷ୍ଟ ଲାଗି ଘରୋଇ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଗୁଜରାଟର ବାମହାତି ସ୍ପିନର ଅକ୍ଷର ପଟେଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ବାମହାତି ସ୍ପିନର କୁଲଦୀପ୍‍…
Read More...

ଯୁଦ୍ଧ ଯୋଗୁଁ ଧ୍ବସ୍ତ ସର୍ବବୃହତ୍‌ ‘ସରୋଗେସୀ’ ବ୍ୟବସାୟ

କିଭ୍‌ : ପ୍ରଥମେ କରୋନା ମହାମାରୀ ଓ ଏବେ ଯୁଦ୍ଧ ବିଶ୍ବର ସର୍ବବୃହତ୍‌ ‘ଭଡ଼ା ଗର୍ଭ’ ବା ‘ସରୋଗେସୀ’ ବ୍ୟବସାୟ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି। ଶହଶହ ଶିଶୁ ଏବେ ବୋମାନିରୋଧୀ ଆଶ୍ରୟ କେନ୍ଦ୍ର ପାଲଟିଥିବା ହୋଟେଲ ଓ ଅନ୍ୟ…
Read More...

ଯୁଦ୍ଧ ବନ୍ଦ ଲାଗି ପୁତିନଙ୍କ ୪ ସର୍ତ୍ତ

ମସ୍କୋ,୭ା୩: ୟୁକ୍ରେନ ବିରୋଧରେ ରୁଷିଆ ଚଳାଇଥିବା ଯୁଦ୍ଧକୁ ବନ୍ଦ କରିବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୪ଟି ସର୍ତ୍ତ ଧାର୍ଯ୍ୟ କରିଛନ୍ତି। ୟୁକ୍ରେନ ଯଦି ତାଙ୍କର ୪ଟି ସର୍ତ୍ତକୁ ମାନିନେବ ତେବେ ରୁଷିଆ ତୁରନ୍ତ…
Read More...

ଭାରତରେ କୋକା-କୋଲା, ପେପ୍‌ସିକୋକୁ ୨୫ କୋଟି ଜୋରିମାନା

ନୂଆଦିଲ୍ଲୀ : ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରିବାକୁ ନେଇ କୋକା-କୋଲା ଓ ପେପ୍‌ସିକୋ ଉପରେ ୨୫ କୋଟି ଟଙ୍କା ଜୋରିମାନା ଦଣ୍ଡାଦେଶ କରିଛନ୍ତି ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)। କୋକା-କୋଲାର ମୁନ୍ ବେଭରେଜ ଓ…
Read More...

ୟୁପିରେ ବିଜେପି, ପଞ୍ଜାବରେ ଆପ୍ ଗଢିବ ସରକାର !

ନୂଆଦିଲ୍ଲୀ, : ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ମତଦାନ ଆଗରୁ ଶେଷ ହୋଇଥିବାବେଳେ ଉତ୍ତରପ୍ରଦେଶର ଅନ୍ତିମ ପର୍ଯ୍ୟାୟ ମତଦାନ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। ଆସନ୍ତା ୧୦ ତାରିଖରେ ଭୋଟ…
Read More...

ରୁଷ୍‌ର ୩୧ ଶତ୍ରୁ ଦେଶ 

ମସ୍କୋ : ସାମ୍ପ୍ରତିକ ଯୁଦ୍ଧରେ ୟୁକ୍ରେନ୍‌କୁ ସମର୍ଥନ କରୁଥିବା ଓ ରୁଷ୍‌ ଉପରେ କଟକଣା ଜାରି କରିଥିବା ଆମେରିକା, ବ୍ରିଟେନ୍‌, ଜାପାନ ସମେତ ୟୁରୋପୀୟ ସଂଘ ସଦସ୍ୟ ସଷ୍ଟ୍ରଙ୍କୁ ଅମିତ୍ର ବା ବୈରୀ ରାଷ୍ଟ୍ର…
Read More...

ଏକ୍ସିଟ୍‌ପୋଲ୍‌- ଉତ୍ତର ପ୍ରଦେଶରେ ପୁଣି ବିଜେପି :ପଞ୍ଜାବରେ ଆମଆଦମୀ ପାର୍ଟି ,ଗୋଆ ମଣିପୁରରେ ଝୁଲା ସମ୍ଭାବନା

ଏକଜିଟ୍ ପୋଲ୍ ରିପୋର୍ଟ : ପଞ୍ଜାବରେ ଆକ୍ସିସ-ଇଣ୍ଡିଆ ଟୁଡେ ଆକଳନ, ଆମ୍ ଆଦମୀ ପାର୍ଟିକୁ ୭୬ରୁ ୯୦,କଂଗ୍ରେସକୁ ୧୯ରୁ ୩୧,ବିଜେପି ମେଣ୍ଟକୁ ୧ରୁ ୪ ,ଅକାଳୀ ମେଣ୍ଟକୁ ୭ରୁ ୧୧ ଅନ୍ୟ ଦଳକୁ ୨ଟି ଆସନ…
Read More...

ଭାରତ ପାଇଁ ଇମରାନ୍‌ ଖାନ୍‌ଙ୍କ ରାଗ ପଞ୍ଚମରେ – ପଶ୍ଚିମଦେଶମାନଙ୍କୁ ପଚାରିଲେ ଏହି କଥା

ନୂଆଦିଲ୍ଲୀ - ଏବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ରାଗ ପଞ୍ଚମରେ । ସେ ରୁଷ୍‌ ୟୁକ୍ରେନ୍‌ ଯୁଦ୍ଧ ସମୟରେ ରୁଷ୍‌ ପରିଦର୍ଶନରେ ଯିବା ସହ ଆମେରିକା ବିରୋଧି ମନ୍ତବ୍ୟ ଦେଇଛନ୍ତି । ଆଫଗାନୀସ୍ତାନରେ…
Read More...

ୟୁକ୍ରେନ୍‌ ମାମଲାରେ ରୁଷିଆ ରାଷ୍ଟ୍ରପତିଙ୍କ ୭ ପରାମର୍ଶଦାତା

n ରୁଷିଆର ସଙ୍ଘୀୟ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ (୬୬)। ରାଷ୍ଟ୍ରପତିଙ୍କ ୟାଙ୍କର ପ୍ରଭାବ ସର୍ବାଧିକ। କ୍ରିମିଆ ଅଭିଯାନ ୟାଙ୍କ ପରାମର୍ଶରେ ହୋଇଥିଲା। ଏବେ ୟୁକ୍ରେନ୍‌ ଅଭିଯାନର ମୁଖ୍ୟ। ବିରୋଧୀ ଦଳ ନେତା…
Read More...

ୟୁକ୍ରେନ ଫେରନ୍ତା ଦୁଇ ଛାତ୍ରଙ୍କ ଛାତିଥରା ଅଭିବ୍ୟକ୍ତି -ବଙ୍କରରେ ବିତିଥିଲା ଦୁଇଦିନ

ବ୍ରହ୍ମପୁର(କାର୍ଯ୍ୟାଳୟ)/ ପୋଲସରା  ରହୁଥିବା ସ୍ଥାନଠାରୁ ମାତ୍ର କେଇ ମିଟର ପରିଧି ଭିତରେ ଅନବରତ ଶୁଭୁଥିଲା ଗୁଳିଗୋଳାର ଗର୍ଜନ। କ୍ଷେପଣାସ୍ତ୍ର ମାଡରେ ଦେହ ଶୀତେଇ ଯାଉଥିଲା। ଖାଇବାପିଇବା କଥା ବଭୂଲି କିପରି ଜୀବନ…
Read More...

ଭିନେସ୍ତିଆ ବିମାନ ବନ୍ଦର ଧ୍ବଂସ -ଜିଦ୍‌ରେ ଅଟଳ ପୁଟିନ୍‌, ବାରୁଦ ଗଦାରେ ୟୁକ୍ରେନ୍‌

କିଭ୍‍/ମସ୍କୋ/ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ରବିବାର ସୁଦ୍ଧା ୧୦ ଦିନ ପୂରିଛି। କ୍ରମାଗତ ରୁଷ୍‌ ତା’ର ଆକ୍ରମଣ ତୀବ୍ର କରୁଥିବାବେଳେ ୟୁକ୍ରେନ୍‌ ମଧ୍ୟ ୟୁରୋପୀୟ ରାଷ୍ଟ୍ର ଓ ନାଟୋର ପରୋକ୍ଷ ସହାୟତାରେ ରୁଷୀୟ…
Read More...

ସୋମବାରରେ ଏହି ରାଶିଧାରୀଙ୍କର ଆୟ ବୃଦ୍ଧିର ସୂଚନା – ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

ମେଷ- ଆୟ ବୃଦ୍ଧିର ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ, ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ। ବୃଷ- ବିବାଦୀୟ…
Read More...

ଆଜି ୟୁପିରେ ଶେଷ ଭୋଟ; ୧୦ରେ ଗଣତି

ଲକ୍ଷ୍ନୌ,: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ଭୋଟ ପାଇଁ ସୋମବାର ମତଦାନ ହେବ। ଏହି ପର୍ଯ୍ୟାୟରେ ରାଜ୍ୟର ୯ଟି ଜିଲାର ୫୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏହି…
Read More...

ବିଧାନପରିଷଦ ଗଠନ ପ୍ରସଙ୍ଗରେ ବାଚସ୍ପତିଙ୍କ ସୂଚନା- କେନ୍ଦ୍ର ମାଗିଛି ତଥ୍ୟ, ଶୀଘ୍ର ଦିଆଯିବ ଉତ୍ତର

ଭୁବନେଶ୍ବର : ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି। ପ୍ରାୟ ଏକ ମାସ ଧରି କେନ୍ଦ୍ର ଆଇନ ମନ୍ତ୍ରାଳୟ ଓ ବିଧାନସଭା ବାଚସ୍ପତିଙ୍କ ମଧ୍ୟରେ ପତ୍ରାଳାପ ଯୁଦ୍ଧ ଲାଗି ରହିଛି। ସଂସଦରେ ଏହି ପ୍ରସଙ୍ଗ…
Read More...

୨ ହଜାର ବିଦ୍ୟାଳୟ, ମହାବିଦ୍ୟାଳୟକୁ ଜମିପଟ୍ଟା

ଭୁବନେଶ୍ବର: ରାଜ୍ୟରେ ବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଜମି ପଟ୍ଟା ପ୍ରଦାନକୁ ପ୍ରାଥମିକତା ଦେଇଛି ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ସ୍ୱର ସମର୍ପଣ ତରଫରୁ ଶ୍ରଦ୍ଧାଞ୍ଜଳି ସମାରୋହ

ନୂଆଦିଲ୍ଲୀ / ଭୁବନେଶ୍ୱର : ଦେଶର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସ୍ୱରସମର୍ପଣ ତରଫରୁ ପଣ୍ଡିତ ଡଃ ଦାମୋଦର ହୋତା ଓ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ନୂଆଦିଲ୍ଲୀର…
Read More...

ରୁଷିଆ ନିଶାଣରେ ୫ ପ୍ରମୁଖ ସହର

କିଭ୍‌, : ରୁଷିଆ ସେନା ବନ୍ଦର ସହର ଖେରସାନ୍‌ ଦଖଲ କରିବା ପରେ ୟୁକ୍ରେନ୍‌ର ଅନ୍ୟ ପ୍ରମୁଖ ସହରଗୁଡ଼ିକୁ ନିଶାଣ କରିଛନ୍ତି। ରାଜଧାନୀ କିଭ୍‌ ସମେତ ସମସ୍ତ ପ୍ରମୁଖ ସହରରେ ଘନଘନ ଆକ୍ରମଣ ହେଉଛି। ବୋମା, ରକେଟ ସହ…
Read More...

ଶ୍ରୀନଗର ଓ ବିହାରରେ ୟୁକ୍ରେନ ଚିନ୍ତା

ଶ୍ରୀନଗର : କିଭ୍‌ରେ ରହୁଥିବା ପରିବାର ପାଇଁ ଚିନ୍ତାରେ ପଡ଼ିଛନ୍ତି ଜଣେ କାଶ୍ମୀରୀ ମହିଳା। ୟୁକ୍ରେନ୍‌ ପାଇଁ କାଶ୍ମୀରର ଜଣେ ମହିଳା କାହିଁକି ଚିନ୍ତାରେ ପଡ଼ିବେ ବୋଲି ପ୍ରଶ୍ନର ଉତ୍ତର ଖୋଜିଲେ ଜଣାପଡ଼ିବ ଯେ…
Read More...

ୟୁରୋପରେ ଇଣ୍ଟରନେଟ୍‌ ଅଚଳ; ସାଇବର ଆକ୍ରମଣ ସନ୍ଦେହ

ପ୍ୟାରିସ୍‌, : ଯୁଦ୍ଧ ପରିପ୍ରେକ୍ଷୀରେ ୟୁରୋପ ଉପରେ ସାଇବର ଆକ୍ରମଣର ସୂଚନା ମିଳିଛି। ୟୁରୋପର ବିଭିନ୍ନ ରାଷ୍ଟ୍ର; ବିଶେଷକରି ଫ୍ରାନ୍ସରେ ଶୁକ୍ରବାରଠାରୁ ଇଣ୍ଟରନେଟ ସେବା ଅଚଳ ହୋଇପଡ଼ିବା ଯୋଗୁଁ ଏଭଳି ଆଶଙ୍କା ପ୍ରକାଶ…
Read More...

ପୁଣି ଚର୍ଚ୍ଚାରେ ୧୪୦୦ କିମି ସ୍କୁଟର ଚଳାଇ ପୁଅକୁ ଆଣିଥିବା ତେଲଙ୍ଗାନା ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ, : କରୋନା ମହାମାରୀ ଜନିତ ତାଲାବନ୍ଦ ସମୟରେ ପୁଅକୁ ଉଦ୍ଧାର କରି ଘରକୁ ଆଣିବା ପାଇଁ ୧୪୦୦ କିଲୋମିଟର ସ୍କୁଟର ଚଳାଇ ଚର୍ଚ୍ଚାକୁ ଆସିଥିବା ତେଲଙ୍ଗାନାର ମହିଳା ଏବେ ପୁଣି ସେହି ପୁଅକୁ ନେଇ ଚର୍ଚ୍ଚାକୁ…
Read More...

ଏହି ସପ୍ତାହରେ କେଉଁ ରାଶିଧାରୀ ବ୍ୟକ୍ତିଙ୍କ କେମିତି କଟିବ -ଜାଣନ୍ତୁ

ମେଷ- ରବିବାର ଓ ସୋମବାର ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମଙ୍ଗଳବାର ଓ ବୁଧବାର ଦୂରଯାତ୍ରା ନକରିବା ଭଲ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଭାତ୍ରୁବିବାଦ ଦୂରହେବ। ବନ୍ଧୁ ପ୍ରିୟ ହେବେ। ମହିଳା ଓ ବିଦ୍ୟାର୍ଥୀ…
Read More...

ଓଡ଼େଶାରେ ପ୍ରତିରୋଧ କରୁଛନ୍ତି ଛୋଟ ପିଲା

କିଭ୍‌,୫ା୩: ରୁଷିଆ ସେନା ଶୁକ୍ରବାର ଖେର୍‌ସାନ୍‌ ସହରକୁ ଦଖଲ କରିନେଇଥିବାବେଳେ ସ୍ଥାନୀୟ ନିରସ୍ତ୍ର ଜନତାଙ୍କ ପ୍ରତିରୋଧର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ କବଳରୁ ଖସିବା ପାଇଁ ରୁଷିଆ ସେନା ଗୁଳି ଚଳାଉଥିବା ଏକ…
Read More...

ଡାକ୍ତରଙ୍କ ବାଇକ୍‌ ଧକ୍କାରେ ସାମ୍ବାଦିକ ଜିତେନ୍ଦ୍ର ପ୍ରସାଦ ଦାସଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଆମ୍ରି ଡାକ୍ତରଖାନା ରାସ୍ତାରେ ଶନିବାର ରାତିରେ ରଶ୍ମିକାନ୍ତ ମିଶ୍ର ନାମକ ଡାକ୍ତର ବାଇକରେ ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ସାମ୍ବାଦିକ ଜିତେନ୍ଦ୍ର ପ୍ରସାଦ ଦାସଙ୍କର ମୃତ୍ୟୁ ହୋଇଛି।…
Read More...

ମହାକାଳପଡାରେ ଗୁଳି କାଣ୍ଡ – ବାପା ମୃତ, ପୁଅ ଓ ମା’ ଗୁରୁତର, ଗୁଳିମାରିଥିବା ଦୁଇ ଯୁବକଙ୍କୁ ଧରି…

ମହାକାଳପଡା - ପଞ୍ଚାୟତ ନିର୍ବାଚନ ପରେ ରାଜନୈତିକ ହିଂସା ଅଭିଯୋଗ । ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣଙ୍କର ମୃତ୍ୟୁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବବକର ପୁର ଗାଁ ରେ ଗୁଳିକାଣ୍ଡ ଘଟି ଗୋଟିଏ…
Read More...

ଖୁବଶୀଘ୍ର ବିଏସ୍‌ଏନ୍‌ଏଲ୍‌ ଲଞ୍ଚ୍‌ କରିବ ହାଇସ୍ପିଡ୍‌ 4G ସେବା – ରିପୋର୍ଟ

ନୂଆଦିଲ୍ଲୀ - ଦେଶରେ ବିଭିନ୍ନ ବେସରକାରୀ ମୋବାଇଲ୍‌ ନେଟଓ୍ୱର୍କ ସେବାପ୍ରଦାନକାରୀ ସଂସ୍ଥା 4G ନେଟ୍‌ଓ୍ୱାର୍କର ସେବା ପ୍ରଦାନ କରୁଛନ୍ତି । ହେଲେ ବିଏସ୍‌ଏନ୍‌ଏଲ୍‌ ଏହି ସେବା ପ୍ରଦାନକରି ନାହିଁ । ଦେଶରେ…
Read More...

ସ୍ପେନିଶ ପାରା ବ୍ୟାଡମିଣ୍ଟନ : ସେମିରେ ପ୍ରମୋଦ, ଦୀପ୍‌ରଞ୍ଜନ

ଭୁବନେଶ୍ବର    : ସ୍ପେନର ଭିକ୍ଟୋରିଆ ସହରରେ ଚାଲିଥିବା ସ୍ପେନିଶ ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଏସ୍‌ଏଲ-୩ ପୁରୁଷ ଏକକ ବର୍ଗ ସେମିଫାଇନାଲରେ ଟୋକିଓ ପାରାଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା…
Read More...

ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ : ଫାଇନାଲରେ ଓଡ଼ିଶା

ଭୁବନେଶ୍ବର : କର୍ଣ୍ଣାଟକର ବାଙ୍ଗାଲୋରରେ ଚାଲିଥିବା ଦ୍ବିତୀୟ ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଓଡ଼ିଶା ୧୨୯ରନରେ…
Read More...

ରୁଷୀୟ ଟିଭି ଚାନେଲ କର୍ମଚାରୀଙ୍କ ସମୂହ ଇସ୍ତଫା

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବିଶ୍ବରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଇଚାଲିଛି। ପରିସ୍ଥିତି ଜଟିଳ ହେବାକୁ ଯାଉଥିବାବେଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ତାଙ୍କ ଜିଦ୍‌ ଛାଡିବାକୁ ନାରାଜ। ଜିଦ୍‌ ଛାଡିବା…
Read More...

ମାତ୍ର ୭ ଦିନରେ ଟେଲିଭିଜନ୍‌ ହାସ୍ୟ ଅଭିନେତାରୁ ମହାନାୟକ

କିଭ୍‌, : ରୁଷିଆ ଆକ୍ରମଣର ମାତ୍ର ୭ଦିନରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ବିଶ୍ବବାସୀଙ୍କ ନଜରରେ ହୀରୋ (ନାୟକ) ପାଲଟି ଯାଇଛନ୍ତି। ଦେଶର ଲୋକପ୍ରିୟ ଟେଲିଭିଜନ୍‌ ହାସ୍ୟ ଅଭିନେତାରୁ ମାତ୍ର କେଇଟା…
Read More...

ବିଧ୍ୱଂସକ- ଚମତ୍କାରିତା ଦେଖାଉଛି ଆମେରିକାର ଜାଭେଲିନ୍‌ କ୍ଷେପଣାସ୍ତ୍ର

କିଭ୍‌, : ରୁଷିଆ ଆକ୍ରମଣର ଜବାବ ଦେବାରେ ୟୁକ୍ରେନ୍‌ ସୈନ୍ୟଙ୍କୁ ସର୍ବାଧିକ ସହାୟକ ହେଉଛି ଆମେରିକା ପ୍ରଦତ୍ତ ଟ୍ୟାଙ୍କ ବିଧ୍ବଂସୀ ଜାଭେଲିନ୍‌ କ୍ଷେପଣାସ୍ତ୍ର। ହାତରେ ନିକ୍ଷେପ କରାଯାଉଥିବା ଏହି କ୍ଷେପଣାସ୍ତ୍ରର…
Read More...

ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କିଙ୍କୁ ହତ୍ୟା ପାଇଁ କରାଯାଇଥିବା ଷଡଯନ୍ତ୍ର ତିନିଥର ପଣ୍ଡ

କିଭ୍‌: ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କିଙ୍କୁ ହତ୍ୟା ନିମନ୍ତେ ରୁଷିଆ ସେନା ପକ୍ଷରୁ ଷଡଯନ୍ତ୍ର କରାଯାଇଛି। ଜେଲେନସ୍କିଙ୍କୁ ହତ୍ୟା କରି ୟୁକ୍ରେନକୁ ଦଖଲ କରିବା ଲାଗି ରୁଷିଆ ଯୋଜନା କରିଥିବାବେଳେ ସଫଳ…
Read More...

କଳିଙ୍ଗ ସମ୍ରାଟ -ବିଜୁ ପଟ୍ଟନାୟକ

୧୯୧୬ ମାର୍ଚ୍ଚ ୫ରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ଆଶାଲତା ଦେବୀଙ୍କର କଟକସ୍ଥିତ ତୁଳସୀପୁରର ଆନନ୍ଦ ଭବନରେ ପୁତ୍ର ବିଜୟାନନ୍ଦ ପଟ୍ଟନାୟକ ଜନ୍ମ ହୋଇଥିଲା। ବିଜୁ ବାବୁ କଟକ ମିଶନ୍ ସ୍କୁଲ ଓ ରେଭେନ୍ସା କଲିଜିଏଟରେ ପାଠ…
Read More...

ଶନିବାରରେ ଏହି ରାଶିର ଅତି ଶୁଭଫଳ -ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

ବିବାଦୀୟ ବିତର୍କରୁ ଦୂରେଇ ଯାଇପାରନ୍ତି। ଧନ, ଆଚ୍ଛାଦିନ, ଭୋଜନ, ଚତୁଷ୍ପଦ ପଶୁ କ୍ରୟ ଓ ପୌରୁଷ କର୍ମରେ ଧନ ବ୍ୟୟ କରିପାରନ୍ତି। କଥା ମଧୁର ହେଲେ, ପର ଆପଣାର ହେ​‌େ​‌ବ। ସଫଳତାର ଶୀର୍ଷ ସ୍ପର୍ଶ କରିପାରନ୍ତି।…
Read More...

ନ୍ୟୁଜିଲାଣ୍ଡକୁ ୩ରନରେ ହରାଇଲା ୱେଷ୍ଟଇଣ୍ଡିଜ୍‌

ମାଉଣ୍ଟ ମାନୁଙ୍ଗିଲ(ନ୍ୟୁଜିଲାଣ୍ଡ),   : ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଥିବା ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ବକପର ସଂସ୍କରଣରେ ୱେଷ୍ଟଇଣ୍ଡିଜ୍‌ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଓଭାଲର ମାଉଣ୍ଟ…
Read More...

କ୍ରିକେଟ ଜଗତ ସ୍ତବ୍ଧ : ଥିଲେ ଜଣେ ସ୍ପିନ୍‌ ଯାଦୁକର

ମେଲବୋର୍ଣ୍ଣ,  : ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ସେନ୍‌ ୱାର୍ଣ୍ଣଙ୍କ ପରଲୋକ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି। ଥାଇଲାଣ୍ଡରେ ଶୁକ୍ରବାର ୱାର୍ଣ୍ଣଙ୍କ ପରଲୋକ ହୋଇଛି। ତାଙ୍କ ପରଲୋକରେ ଅଷ୍ଟ୍ରେଲିଆ ସମେତ ବିଶ୍ବ…
Read More...

ପାନ ଯୋଗୁଁ କେବଳ ମୁଖର ଦୁର୍ଗନ୍ଧ ନୁହେଁ ଆପଣଙ୍କ ଚୁଟି ଝଡା କମିଯିବ- କରନ୍ତୁ ଏହି କାମ

ପାନ ପତ୍ରରେ - ରୂପଚର୍ଚ୍ଚା ପାନ ପତ୍ରର ସୁଆଦ ଯେମିତି, ତା’ କରାମତି ମଧ୍ୟ ସେଇପରି। ରୂପ ଚର୍ଚ୍ଚାରେ ଏହି ପତ୍ରର ଉପକାରିତା ଜାଣିବା। u କେଶ ଝଡ଼ାକୁ କମ୍ କରିବା ପାଇଁ ପାନ ପତ୍ର ବଟାକୁ କେଶ​‌େ​‌ର ଲଗାଇପାରିବେ।…
Read More...

ପୌରାଧ୍ୟକ୍ଷ ଓ ମେୟର ନିର୍ବାଚନ ସରଗରମ -୩ ଦିନରେ ୨୮ ନାମାଙ୍କନ ଦାଖଲ

ଭୁବନେଶ୍ବର,: ପୌର ନିର୍ବାଚନକୁ ନେଇ ଏବେ ରାଜ୍ୟର ପ୍ରମୁଖ ତିନିଦଳର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ପୌରାଞ୍ଚଳ ଅଧ୍ୟକ୍ଷ ପଦରେ କାହାକୁ ବଛାଯିବ ସେନେଇ ଯେତିକି କସରତ କରିବାକୁ ପଡୁଛି ତା'ଠାରୁ ଅଧିକ ଭୁବନେଶ୍ବର, କଟକ ଓ…
Read More...

ଦୁନିଆଁରେ କାହାର ନୁହେଁ କେବଳ ଏହି ବ୍ୟକ୍ତିମାନଙ୍କର କଥା ଶୁଣନ୍ତି ରୁଷ୍‌ ରାଷ୍ଟ୍ରପତି ପୁତିନ୍‌

ମସ୍କୋ - ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ୍‌ । ୟୁକ୍ରେନ୍‌ ଉପରେ ଆକ୍ରମଣପରେ ସାରା ଦୁନିଆଁରେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଛି। ଏପରିକି ନିଜ ଦେଶରେ ମଧ୍ୟ ତାଙ୍କୁ ବିରୋଧ କରାଯାଉଛି । କେହିବି ତାଙ୍କୁ ଏହି…
Read More...

ସତସଙ୍ଗ ତରଫରୁ ଆନ୍ତର୍ଜାତିକ ଆଭାସି ଆଲୋଚନା ଚକ୍ର ଅନୁଷ୍ଠିତ

କ୍ୱଲାଲମ୍‍ପୁର / ସିଙ୍ଗାପୁର / ସିଡ୍‍ନୀ / ସିଓଲ୍‍ / ମାଙ୍ଗାଲୋର / ନୂଆଦିଲ୍ଲୀ / ଭୁବନେଶ୍ୱର / କଟକ,  : ସମଗ୍ର ବିଶ୍ୱ ମହାମାରୀ ଓ ଯୁଦ୍ଧର ବିଭିଷୀକା ଦ୍ୱାରା ବିଷାଦ ଗ୍ରସ୍ତ ହୋଇଥିବା ସମୟରେ ସତସଂଗ ଏହାର ପାଞ୍ଚ…
Read More...

ସୋନୀ ଏବଂ ହୋଣ୍ଡା ଏକାଠି ତିଆରି କରିବେ ଉନ୍ନତ ବୈଦ୍ୟୁତିକ ଯାନ

ନୂଆଦିଲ୍ଲୀ - ସୋନୀ ଏବଂ ହୋଣ୍ଡା ମିଳିତ ଭାବରେ ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରିକ ଗାଡି ତିଆରି କରିବେ । ଏ ବିଷୟରେ ଦୁଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ସୋନୀ କିଛି ମାସ ତଳେ ନିଜର ବେଦ୍ୟୁତିକ ଯାନ ବିଷୟରେ…
Read More...

ଅଫ୍‌ଲାଇନ୍‌ ସପକ୍ଷରେ ୯୬% -ସରିଲା +୨ ପରୀକ୍ଷା ପାଇଁ ମତ ଲୋଡ଼ା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ +୨ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଆସନ୍ତା ଏପ୍ରିଲରେ ପରୀକ୍ଷା କରିବାକୁ ପରିଷଦ ପକ୍ଷରୁ ଯୋଜନା କରାଯାଇଛି। କେନ୍ଦ୍ରୀୟ…
Read More...

ଖାଇବା ତେଲ ବଜାରରେ ଯୁଦ୍ଧ ପ୍ରଭାବ -ଲିଟର ପିଛା ୩୦ରୁ ୪୦ ଟଙ୍କା ବୃଦ୍ଧି

ଭୁବନେଶ୍ବର,  : ଋଷ-ୟୁକ୍ରେନ ଯୁଦ୍ଧ ବିଶ୍ବବ୍ୟାପୀ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ଓଡ଼ିଶା ଉପରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଲାଣି। ବିଶେଷ କରି ୟୁକ୍ରେନରେ ଥିବା ଓଡ଼ିଶାର ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ…
Read More...

ଭାରତ ପାଇଁ ୬ ଘଣ୍ଟା ଯୁଦ୍ଧ ବନ୍ଦ -‘ଅପରେସନ ଗଙ୍ଗା’କୁ ରୁଷର ସମର୍ଥନ

କିଭ୍‍/ମସ୍କୋ,: ବିଶ୍ୱ ଦରବାରରେ ଭାରତର କୂଟନୈତିକ ସଫଳତାକୁ ନେଇ ଏବେ ଚର୍ଚ୍ଚା। ରୁଷ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଙ୍କ ସମେତ ନାଗରିକଙ୍କୁ ସେଠାରୁ ଆଣିବାକୁ ଭାରତ ସରକାରଙ୍କ ପ୍ରୟାସ ସଫଳ…
Read More...

ଜାଣନ୍ତୁ କାଠ ପାନିଆରେ ଚନ୍ଦା ସମସ୍ୟା ଭଲ ହେବା ସହିତ- ସହ ଅନ୍ୟ କ’ଣ ରହିଛି ଉପକାରିତା

ବଜାର​‌େ​‌ର ଆଜିକାଲି ପ୍ଲାଷ୍ଟିକ୍ ପାନିଆର ଚାହିଦା ବଢ଼ୁଛି। ପ୍ଲାଷ୍ଟିକ୍ ପାନିଆରେ କୁଣ୍ଡାଇଲେ କେଶର ବିଭିନ୍ନ ସମସ୍ୟା ଉପୁଜେ। ଆଗ ସମୟରେ, ସମସ୍ତେ କାଠ ପାନିଆରେ କେଶ କୁଣ୍ଡାଉଥିଲେ। ପ୍ଲାଷ୍ଟିକ୍ ଯୁଗରେ କାଠକୁ…
Read More...

ଅଙ୍ଗଦାନ’ ଜୀବନର ସର୍ବଶ୍ରେଷ୍ଠ ସମ୍ମାନ

ଭୁବନେଶ୍ୱର,- : ‘ଅଙ୍ଗଦାନ’ ଜୀବନର ସର୍ବଶ୍ରେଷ୍ଠ ସମ୍ମାନ । ସଭିଏଁ ଜୀବନରେ କିଛି ନା କିଛି ଦାନ କରିଥାଉ, ଏହା ଖୁସି ଦେଇଥାଏ ଏବଂ ମାନବିକତାର ପରିଚୟ ଦିଏ । ଭଗବାନ ଏତେ ସୁନ୍ଦର ଜୀବନ ଦେଇଛନ୍ତି ଏବଂ ବୈଜ୍ଞାନିକ ମାନେ…
Read More...

ସମାଜ କାର୍ଟୁନ

ଜିତୁ: ବୁଝିଲୁ, ମୋର ଗୋଟେ ଅସୁବିଧା ହେଉଛି। ମିତୁ: କ’ଣ ହେଇଛି କହୁନୁ....? ଜିତୁ: ମୁଁ ଯେତେବେଳେ ଫୋନ୍‌‌ରେ କଥା ହେଉଛି, ମୋତେ ସାମ୍ନା ଲୋକ ଦେଖାଯାଉନି। ମିତୁ: ଶୁଣ, ମୋ ଆଖି ଆଗରୁ ତୁ ଏବେ ପଳା। ନଚେତ୍…
Read More...

ରୁଷ୍‌ ଦେଇ ଆସିବେ ଭାରତୀୟ – ‘ଅପରେସନ ଗଙ୍ଗାରେ ଭାରତୀୟ ବାୟୁସେନା ସାମିଲ

ୟୁରୋପୀୟ ସଂସଦରେ ଜେଲେନ୍‌ସ୍କିଙ୍କ ସମ୍ବୋଧନ ଆଜି ରୁଷ୍‌-ୟୁକେନ୍‌ ମଧ୍ୟରେ ପୁନଃ ହେବ ବାର୍ତ୍ତା ଆମ ପାଇଁ ମହାଦେବଙ୍କୁ ପ୍ରାର୍ଥନା କରନ୍ତୁ: ୟୁକ୍ରେନ୍‌ ରାଷ୍ଟ୍ରଦୂତ ଯୁଦ୍ଧର ୬ଷ୍ଠ ଦିନ: ରୁଷ୍‌ର ଆକ୍ରମଣ…
Read More...

ପୌର ନିର୍ବାଚନ: ଆଜିଠୁ ନାମାଙ୍କନ ଦାଖଲ

ଭୁବନେଶ୍ୱର, (ନି.ପ୍ର): ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶକ୍ରମେ ଗତକାଲି ୧୦୬ ପୌରାଞ୍ଚଳ ସମେତ କଟକ, ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।…
Read More...

ଯେତିକି ଭିନ୍ନତା ସେତିକି ଏକତାର ଆମ ଦେଶ

ଭାରତର ସମ୍ବିଧାନ ପ୍ରଣୟନ ହୋଇ ୨୬ ଜାନୁୟାରୀ, ୧୯୫୦ରେ ପ୍ରବର୍ତ୍ତନ ହେବା ସହିତ ପ୍ରାୟ ୨୦୦୦ ବର୍ଷରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ଏକ ବିଶାଳ ଉପମହାଦେଶରେ ଭୌଗୋଳିକ ଓ ରାଜନୈତିକ ଏକତା ଆଣି ଭାରତୀୟମାନଙ୍କ ଏକ ଦେଶ…
Read More...

ଭିଟାମିନ୍‌ ସି’ ଜରୁରୀ

ଭିଟାମିନ୍‌ ସି’ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ। ପ୍ରାକୃତିକ ଉତ୍ସରୁ ଏହି ଭିଟାମିନ୍‍ ଏବଂ ପୋଷକ ତତ୍ତ୍ୱ ଆହରଣ କରିବା ସର୍ବୋତ୍ତମ। ଯଦିଓ ଅସୁସ୍ଥତା କ୍ଷେତ୍ରରେ ଭିଟାମିନ୍‍ ସି’ ବଟିକା ନେଇପାରନ୍ତି, ତେବେ…
Read More...

ଅକଳ୍ପନୀୟ ବିଜୟ

ଶାସକ ବିଜେଡି କିମ୍ବା ବିରୋଧୀ ବିଜେପି ଓ କଂଗ୍ରେସ କେହି କଳ୍ପନା କରି ନଥିଲେ ୨୦୨୨ର ପଞ୍ଚାୟତ ନିର୍ବାଚନରେ ଅତୀତର ସବୁ ରେକର୍ଡ ଭାଙ୍ଗିଯିବ ା ବିଜେଡିର ବିଜୟକୁ ବିରଳ ବିଜୟ ବୋଲି କୁହାଯାଉଛି ା ଏଠି ନା ଶାସକ ଦଳ ନା…
Read More...

କୋଭିଡ ପରେ ଦେଖା ଦେଉଛି ଏହି ବାୟୁରୋଗ-ଇରିଟେବ୍‌ଲ ବାୱେଲ ସି​ଣ୍ଡ୍ରୋମ

କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହେବା ପରେ ବହୁଲୋକ ବିଭିନ୍ନ ପ୍ରକାର ଅସୁସ୍ଥତା ଲକ୍ଷଣ ଯଥା- ଦୁର୍ବଳତା, ରକ୍ତହୀନତା, ପେଟରେ ବାୟୁ ବୃଦ୍ଧି, ଝାଡା ସଫା ନହେବା, ପତଳା ଝାଡା ହେବା ଆଦି ଦେଖିଥାନ୍ତି। ଏହା ସହିତ…
Read More...

ଦେଖନ୍ତୁ ପଞ୍ଚାୟ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ

ଜିଲା           ମୋଟଜୋନ୍  ବିଜେଡ଼ି   ବିଜେପି  କଂଗ୍ରେସ   ସ୍ବାଧୀନ   ଅନ୍ୟାନ୍ୟ ଅନୁଗୋଳ         ୨୮        ୨୭       ୧         ୦          ୦         ୦ ବାଲେଶ୍ବର         ୪୫       …
Read More...

ବୁଧବାରରେ ଏହି ରାଶିଙ୍କର ଶୁଭଫଳ – ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

ମେଷ- ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦ୍ବିଜା ନକ୍ଷତ୍ରର ସାମାନ୍ୟ ଶୁଭଫଳ।…
Read More...

ଗୁପ୍ତେଶ୍ୱରରେ ଲକ୍ଷାଧିକ ଶ୍ରଦ୍ଧାଳୁ

ବୈପାରିଗୁଡ଼ା: ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରଙ୍କ ପୀଠରେ ଜାଗର ଜାଳିିବା ପାଇଁ ଉଜାଗର ହୋଇଛନ୍ତି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ା ଚଳିତବର୍ଷ ଓଡ଼ିଶାର କୋଣ ଅନୁକୋଣ ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼,…
Read More...

ବିରୋଧୀଙ୍କ ଅଙ୍କ ଭୁଲ୍‌ -ବାଜି ମାରିଲା ଶାସକ ଦଳ ୭୬୬ ଜୋନ୍‌ ସହ ବିଜେଡିର ରେକର୍ଡ

ଭୁବନେଶ୍ବର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚୂଡାନ୍ତ ଫଳ ଘୋଷଣା ହୋଇଛି। ଅପ୍ରତ୍ୟାଶିତ ଜନସମର୍ଥନ ସହିତ ବିଜେଡ଼ି ଜିଲା ପରିଷଦ ଜୋନ୍‌ ହାସଲ କରିବାରେ ସର୍ବକାଳୀନ ରେକର୍ଡ ହାସଲ କରିଛି। ବିରୋଧୀ ବିଜେପି ଓ…
Read More...

ସରିଲା ଗାଁ ରାଜନୀତି, ଏବେ ସହରରେ ଖେଳ

କୋରାପୁଟ,(ବ୍ୟୁରୋ): ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ା ନିର୍ବାଚନ ଫଳାଫଳ ନେଇ ବିଭିନ୍ନ ରାଜନୈତିକ ଦଳ ସମୀକ୍ଷା ମଧ୍ୟ ଆରମ୍ଭ କରିସାରିଛନ୍ତି ା ଶାସକ ବିଜେଡି ବେଶ ଉତ୍ସାହିତ ଥିବାବେଳେ କଂଗ୍ରେସ ମଧ୍ୟ ନିଜର ସ୍ଥିତି…
Read More...

ଚଳିତ ବର୍ଷ ଭାରତର ଏହି ସ୍ଥାନରେ କମ୍‌ ଗରମ – ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ - ଚଳିତ ବର୍ଷ ସ୍ୱାଭାବିକ ଠାରୁ କମ୍‌ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷର ପୂର୍ବାନୁମାନ କରାଯାଇଛି । ଗାଙ୍ଗେୟ ଉପତ୍ୟକାରେ କମ୍‌ ରମ ଅନୁଭୂତ ହେବ । ମାର୍ଚ୍ଚ ରୁ ମେ ମାସ ମଧ୍ୟ…
Read More...

ଚାବି ତିଆରି କରୁଥିବା ବ୍ୟକ୍ତି ଚୋରି କରିନେଲେ ୩୦ ଲକ୍ଷ ଟଙ୍କାର ସୁନାଗହଣା

ଗୁରୁଗ୍ରାମ - ଚାବି ତିଆରି କରୁଥିବା ଜଣେ ବ୍ୟକ୍ତି ଚାବି ତିଆରି କରିବା ପାଇଁ ଆସିବା ପରେ ୩୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଘରୁ ଏହି…
Read More...

ସେରିବ୍ରାଲ ପାଲ୍ସୀରେ ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଡେଲାଙ୍କ ପୁଅଙ୍କ ନିଧନ

ନ୍ୟୁୟର୍କ - ସେରିବ୍ରାଲ ପାଲ୍ସୀରେ ମାଇକ୍ରୋସଫ୍ଟ ସିଇଓ ସତ୍ୟା ନାଡାଲଙ୍କ ପୁଅ ଜୈନ ନାଡଲଙ୍କର ମୃତ୍ୟୁ ହୋଇଛି । ମାଇକ୍ରୋସଫ୍ଟର ଏକ୍ସିକ୍ୟୁଟିଭ୍‌ ଷ୍ଟାଫ୍‌ଙ୍କ ପକ୍ଷରୁ ମେଲ୍‌ ଜରିଆରେ ଏହି ସୂଚନା ଦିଆଯାଇଛି । ସେ…
Read More...

ରାଜ୍ୟରେ ମହାଶିବରାତ୍ରି ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଜାରି -ଜାଣନ୍ତୁ କ’ଣ ରହିଛି ନିର୍ଦେଶ

ଭୁବନେଶ୍ୱର - ମାର୍ଚ୍ଚ ଏକ ତାରିଖରେ ମହାଶିବାରାତ୍ରି ଏଥିପାଇଁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାପାଇଁ ମିଳିବ । ଜାଗରରେ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁମାନଙ୍କର ଭିଡ ଜମିବ । ଏଥିପାଇଁ ସ୍ୱତନ୍ତ୍ର…
Read More...

ସନ୍ଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନର ମତଗଣନାର ଫଳାଫଳ

ଅନୁଗୋଳ ୮ ଟି ଜୋନ୍‌ରେ ବିଜେଡି ଆଗୁଆ ଅନୁଗୋଳରେ  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଗଣନାରେ ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ୮ଟି ଜୋନ୍‌ରେ  ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି । ମାହାଙ୍ଗା ସପ୍ତମ…
Read More...

ପ୍ରଥମ ଦିନ ଗଣିତ: ସନ୍ଧ୍ୟା ସୁଦ୍ଧା ଅଧିକାଂଶ ସ୍ଥାନରେ ବିଜେଡି ଆଗରେ

ଭୁବନେଶ୍ୱର - ତ୍ରିସ୍ତରୀୟ ପଞ୍ଚାୟତନ ନିର୍ବାଚନର ମତଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ଦିନର ଗଣତିରେ ଅଧିକାଂଶ ସ୍ଥାନରେ ବିଜେଡିର ପ୍ରାର୍ଥୀମାନେ ଜିଲ୍ଲା ପରିଷଦ ଆସନରେ ଆଗୁଆ ରହିଛନ୍ତି । ସନ୍ଧ୍ୟା ୭ଟା ବେଳେ…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-ମତଗଣନାରେ ଅଧିକାଂଶ ସ୍ଥାନରେ ବିଜେଡ଼ି ଆଗୁଆ,୩୧୫ରୁ ୨୬୮ଟି ଜିଲ୍ଲା ପରିଷଦ ଜୋନରେ…

ଭୁବନେଶ୍ୱର - ରାଜ୍ୟରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚରେ ପ୍ରଥମ ଦିନର ଭୋଟ୍‌ ଗଣତି ଜାରି ରହିଛି । ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଗଣନା କରାଯାଉଛି । ଅପରାହ୍ନ ୪ ଟା ସୁଦ୍ଧା…
Read More...

ତୁଟୁନି ବିବାଦ ରହିଛି ଦ୍ୱନ୍ଦ- ଛପା ହେଉନି ‘ଛବିଳ ମଧୁ ବର୍ଣ୍ଣବୋଧ’

ଭୁବନେଶ୍ବର : ଛାତ୍ରଛାତ୍ରୀ ପୁଣି ‘ଛବିଳ ମଧୁ ବର୍ଣ୍ଣବୋଧ’ ପଢ଼ିବେ। ଏହି ଆଶା ଏବେ କ୍ଷୀଣ ହେବାରେ ଲାଗିଛି। ଦୀର୍ଘ ବର୍ଷେ ହେବ ଛପା ନେଇ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ତାହା ଏବେ ଶୀତଳଭଣ୍ଡାରରେ ପଡ଼ିରହିଛି।…
Read More...

ଓଡ଼ିଆ ମାଟିରେ ତେଲୁଗୁ ଗାଁ

ମାଲକାନଗିରି: ରାଜ୍ୟ ସରକାର ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଶହଶହ କୋଟିର ଯୋଜନା କଥା କହୁଥିବାବେଳେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ବହୁ ଗ୍ରାମ। ମାଓବାଦୀ ଦମନ ପରେ ଦଶନ୍ଧି…
Read More...

ଗୁରୁବାରରେ ଏହି ରାଶିଧାରୀଙ୍କର ଚମକିବ ଭାଗ୍ୟ

ମେଷ- ସ୍ବାଭିମାନୀ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ସହଯୋଗ ବ୍ୟବସାୟ ଲାଭଜନକ ହେବ। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ଉଦ୍ୟାନ କାର୍ଯ୍ୟରେ ପାରଙ୍ଗମ ହେବେ। ବୃଷ-ଅନାଶକ୍ତ…
Read More...

ଆଜି ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଆସନ୍ତାକାଲି (ଗୁରୁବାର) ଅନୁଷ୍ଠିତ ହେବ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ୨୫ ଜିଲାର ୪୮ ବ୍ଲକ, ୯୭୫ ଗ୍ରାମ ପଞ୍ଚାୟତ, ୧୩୧ ଜିଲା ପରିଷଦ ଜୋନର…
Read More...

୨୫ରେ ବଢ଼ିବ ବର୍ଷା -ପଶ୍ଚିମରେ ବର୍ଷିବ ପଶ୍ଚିମା ଝଡ଼ 

ଭୁବନେଶ୍ବର: ଆଫଗାନିସ୍ତାନ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ପଶ୍ଚିମା ଝଡ ପ୍ରଭାବରେ ଗୁରୁବାରଠାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ୨୫…
Read More...

ବନ୍ଧାହେଲେ ନକଲି ଡାକ୍ତରଙ୍କ ଭଉଣୀ, ନଣନ୍ଦ ପୁଟୁଳି ଲୋଭରେ ବହୁ ବିବାହରେ ଥିଲେ ସାମିଲ୍‌ – ମିଳିମିଶି ଠକୁଥିଲେ

ଭୁବନେଶ୍ୱର  : ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ବିେରାଧରେ ଅଭିେଯାଗ ଫର୍ଦ ବଢିବାରେ ଲାଗିଥିଲା ବେଳେ ତାଙ୍କୁ ଏହି କାମରେ ଭଉଣୀ ଓ ଭିଣୋଇ ସହଯୋଗ କରୁଥିଲେ। ଭଉଣୀ ରଶ୍ମିତା େବଉରାଙ୍କ ସମ୍ପୃକ୍ତି ପ୍ରମାଣିତ…
Read More...

ଭୋଟଦାନରୁ ବଞ୍ଚିତ ଆଦିବାସୀ ତାତିଲେ -ବିଡିଓଙ୍କୁ ଗାଡ଼ିରୁ ଓହ୍ଲାଇ ୪ କିମି ଚଲାଇଲେ

ପାତ୍ରପୁର : ନିର୍ବାଚନ ପରେ ବି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଶାସନ ବିରୋଧରେ ପ୍ରତିବାଦ ଜାରି ରହିଛି। ଭୋଟର ତାଲିକାରେ ନାମ ନଥିବା ପ୍ରତିବାଦରେ ଆଜି ଗ୍ରାମବାସୀ ପାତ୍ରପୁର ଗୋଷ୍ଠୀ ଉନ୍ନୟନ…
Read More...

ଯୁଦ୍ଧ ମୁହାଁ ବିଶ୍ୱ – ୟୁକ୍ରେନକୁ ତିନି ପଟୁ ଘେରିଲେ ରୁଷ ସେନା

ଦ୍ଭକିଭ୍‍: ବୁଧବାର ରୁଷ ସୈନ୍ୟମାନେ ୟୁକ୍ରେନ ସୀମାରେ ପହଞ୍ଚିବା ସହିତ ଦେଶକୁ ତିନିପଟରୁ ଘେରି ରହିଛନ୍ତି। ଏଥିସହିତ ପୁଟିନଙ୍କ ଦ୍ବାରା ସ୍ବାଧୀନ ଘୋଷିତ ୟୁକ୍ରେନର ଡନେସ୍କ ଏବଂ ଲୁହାନସ୍କରେ ରୁଷ ସେନା ପ୍ରବେଶ…
Read More...

ଓ୍ୱାଟର ହିଟର୍‌ ବନ୍ଦ କରିବାକୁ ଭୁଲିଯାଇଥିଲେ ଜଳିଗଲା ବହୁତଳ ପ୍ରାସାଦ

ପୁନେ - ପୁନେରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏକ ଆପାର୍ଟମେଣ୍ଟରେ ରହୁଥିବା ଏକ ପରିବାର ପାଣି ଗରମ ହେବା ପାଇଁ ଲାଗିଥିବା ହିଟ୍‌କୁ ବନ୍ଦ ବା ଅଫ୍‌ କରିବା ପାଇଁ ଭୁଲିଯାଇଥିଲେ । ଏହାପରେ ସେଥିରୁ ନିଆଁ ବାହାରି…
Read More...

ମହିଳାଙ୍କୁ ଥଣ୍ଡା ଧରିଥିଲା ହେଲେ ଭୁଲିଗଲେ ୨୦ ବର୍ଷର ସବୁ ବିଷୟ -ହୋଇଯାଇଥିଲା ମସ୍ତିଷ୍କ..

ଲଣ୍ଡନ - ବ୍ରିଟେନ୍‌ର ସାମ୍ବାଦିକା କ୍ଲାଇରେ ମୁଫେଟ୍‌ ରିସେ୍‌ଙ୍କୁ ଭୀଷଣ ଥଣ୍ଡା ଧରିଥିଲା । ଏନ୍‌ସେଫାଲିଟିସ୍‌ ହେବାରୁ ମସ୍ତିଷ୍କରେ ଇନ୍‌ଫ୍ଲାମେସନ୍‌ ହୋଇଥିଲା । ସଂକ୍ରମଣ ଯୋଗୁଁ ଏପରି ହୋଇଥିଲା ।…
Read More...

ନିର୍ବାଚନ ରାଲିରେ ବିଜେପି ବିଧାୟକ ପ୍ରାର୍ଥୀ କାନଧରି ଉଠ୍‌ବସ୍‌ ହେଉଥିବାର ଭିଡିଓ ଭାଇରାଲ୍‌

ଲକ୍ଷ୍ମୌ - ଉତ୍ତରପ୍ରଦେଶରେ ଚାଲିଥିବା ବିଧାନସଭା ନିର୍ବାଚନର ପ୍ରଚାର ସମୟରେ ବିଜେପିର ବିଧାୟକ ତଥା ଏବେ ନିର୍ବାଚନ ଲଢୁଥିବା ଭୁପେଶ ଚୌବେ କାନଧରି ବସ୍ ଉଠ୍‌ ହେଉଥିବାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି ।…
Read More...

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର,ଆତ୍ମହତ୍ୟା ସନ୍ଦେହ

ବାଙ୍କୀ -ଡମପଡା ବ୍ଲକ ଅନ୍ତର୍ଗତ ହରିରାଜପୁର ପଞ୍ଚାୟତ ଅଧିନ ମହାନଦୀ କାଳିକା ଗାଧୁଆ ତୁଠ ନିକଟରେ ଜଣେ ଯୁବକଙ୍କର ଝୁଲନ୍ତା ଶବ ଏକ ସାହାଡା ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି  । ସ୍ଥାନୀୟ ଲୋକ ମହାନଦୀକୁ…
Read More...