ଅସହାୟଙ୍କୁ ଶୁଦ୍ଧିକ୍ରିୟା ପାଇଁ ସହାୟତାର ହାତ ବଢାଇଲା ଭରସା ପରିବାର

ପାଟଣା - କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବଡ଼ବିଲ ଗ୍ରାମପଞ୍ଚାୟତ ବାରତଣିଆଁ ଗ୍ରାମର ସରସ୍ବତୀ ଲୋହାରଙ୍କ ମୃତ୍ୟୁ ପରେ ତାଙ୍କ ଅସହାୟ ପରିବାର ଶୁଦ୍ଧିକ୍ରିୟା କରିବା ପାଇଁ ଭରସା ପରିବାରକୁ ସହାୟତା ପାଇଁ ଅନୁରୋଧ…
Read More...

ଗ୍ୟାସ ଚୁଲାରୁ ନିଆଁ ଲାଗି ଜଳିଗଲା ଘର

ପାଟଣା - କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶି ଗ୍ରାମରେ ଆଜି ସଂଧ୍ୟାରେ ଗ୍ୟାସ ଚୁଲା ରୁ ନିଆଁ ଲାଗି ଜଣେ ବ୍ୟକ୍ତିଙ୍କର ଦୁଇ ବଖରା ଘର ଜଳି ଯାଇଛି । ଏହା ସହ ଘର ଭିତରେ ଥିବା ଆସବାବପତ୍ର ପୋଡ଼ି ନଷ୍ଟ…
Read More...

କାଳ ବୈଶାଖୀ ପବନରେ ଧୋବାପିଟଣା ଗ୍ରାମରେ ବ୍ୟାପକ କ୍ଷୟ କ୍ଷତି

ପାଟଣା- ପ୍ରବଳ ଗ୍ରୀଷ୍ମ ସାଙ୍ଗକୁ କାଳବୈଶାଖୀ । ଗତକାଲି ସନ୍ଧ୍ୟାରେ ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ଓ ସରlସପଶି ପଞ୍ଚାୟତ ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି l ଖୁଦପୂଟଳି,…
Read More...

ଆପଣ ଜିଲା ମୁଖିଆ, ଆପଣ ଆମ ଅଭିଯୋଗ ଶୁଣନ୍ତୁ, ବୁଡି ଯାଉଥିବା ଆମ ଚାଷୀକୁଳକୁ ସୁରକ୍ଷା ଦିଅନ୍ତୁ- ଶୀତଲଭଣ୍ଡାର, ଜଳସେଚନ…

ଟିଟିଲାଗଡ଼ - ଆପଣ ଜିଲା ମୁଖିଆ । ଆପଣ ଆମ ଅଭିଯୋଗ ଶୁଣନ୍ତୁ, ବୁଡି ଯାଉଥିବା ଆମ ଚାଷୀକୁଳକୁ ସୁରକ୍ଷା ଦିଅନ୍ତୁ । ସୋମବାର ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣାଙ୍କୁ…
Read More...

ଦିବ୍ୟାଙ୍ଗ ମୋଧାବୀ ଛାତ୍ରଙ୍କୁ ଲ୍ୟାପଟପ ପ୍ରଦାନ କଲେ ଜିଲାପାଳ

ଟିଟିଲାଗଡ଼- ରାଜ୍ୟ ସରକାରଙ୍କ ଏସଏସସି ପିଡି ଯୋଜନା କ୍ରମେ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ଟିଟିଲାଗଡ ଅଞ୍ଚଳର ତିନି ଦିବ୍ୟାଙ୍ଗ ମେଧାବୀ ଛାତ୍ରଙ୍କୁ ଲ୍ୟାପଟପ ଉପହାର ପ୍ରଦାନ କରାଯାଇଛି । ଭାରପ୍ରାପ୍ତ ଟିଟିଲାଗଡ…
Read More...

ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦୀର୍ଘ ବର୍ଷ ଧରି ଚାଲିଛି ଗଛକଟା ଏବଂ ବେଆଇନ ରତ୍ନପଥର କାରବାର- ମାଫିଆଙ୍କୁ କାବୁ କରିବାକୁ…

ଟିଟିଲାଗଡ଼- ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ହଜାର ହଜାର ବୃକ୍ଷ ଛେଦନ ସହ ଚାଲିଥିବା ବେଆଇନ ରତ୍ନପଥର କାରବାର ଉପରେ ଏଥର ଅଙ୍କୁଶ ଲାଗିବା ସୁନିଶ୍ଚିତ ବୋଲି ସୋମବାର ପ୍ରଶାସନିକ ଅଧିକାରୀ ଦୃଢୋକ୍ତି…
Read More...

ପଥର ବୋଝେଇ ଗାଡି ଜବତ ,ଚାଳକ ଗିରଫ

ବେଗୁନିଆ -ସୋମବାର ସନ୍ଧ୍ୟାରେ ବାଘମାରୀ ପୋଲିସ ବାଘମାରୀ -ଅଟ୍ରି ରାସ୍ତାରେ ଯାଉଥିବା ଏକ ମାଙ୍କଡ଼ା ବୋଝେଇ ପଥର ଟ୍ରକ କୁ ଜବତ କରାଯାଇଛି । ଏହାପରେ ଗାଡିକୁ ଥାନାକୁ ଅଣାଆଇଛି । ।ଉକ୍ତ ଗାଡ଼ିରେ ୱାଇ ଫର୍ମ ନଥାଇ ପଥର…
Read More...

ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ନବାଗତ ଅଧ୍ୟାପକ ଓ ଅଧ୍ୟାପିକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଗୋପାଳପୁର -ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ନବାଗତ ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ…
Read More...

ନକଲି ଡାକ୍ତରଙ୍କୁ ଅସଲି ସଜା-୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୬ହଜାର ଟଙ୍କା ତଣ୍ଡ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁଭଙ୍କର ମହାନ୍ତି ଶୁକ୍ରବାରରେ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ନକଲି ସରକାରୀ ଡାକ୍ତରଙ୍କୁ ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ସଶ୍ରମ…
Read More...

ଶୋଇବା ଘରୁ ୫ଫୁଟର ନାଗସାପ ଉଦ୍ଧାର

ଆଠଗଡ - ଆଠଗଡ ସହର ନିକଟବର୍ତ୍ତୀ ରାଧାଗୋବିନ୍ଦପୁର ଗ୍ରାମର କଣ୍ଡୁରୀ ଜେନା ନାମକ ଜଣେ ବ୍ୟକ୍ତିଙ୍କ ଶୋଇବା ଘରୁ ଏକ ୫ଫୁଟ ଲମ୍ବର ନାଗସାପ ଉଦ୍ଧାର କରାଯାଇଛି । ଶ୍ରୀ ଜେନାଙ୍କ ପତ୍ନୀ ଶୋଇବା କକ୍ଷରେ ନାଗସାପର ଗର୍ଜନ…
Read More...

ଆଠଗଡ ନିର୍ବାଚନ ମଣ୍ଡଳୀର ୫୦ ରୁ ଊର୍ଦ୍ଧ୍ୱ  ଗାଁ-ସିଡିଏରେ ମିଶିବା ନେଇ ବିରୋଧ

ଗୁରୁଡିଝାଟିଆ-  ଆଠଗଡ ନିର୍ବାଚନ ମଣ୍ଡଳୀ ର ୫୦ ରୁ ଊର୍ଦ୍ଧ୍ୱ  ଗାଁ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ରେ ମିଶିବାକୁ ନେଇ ଲୋକମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଏ ନେଇ ଏକ ପ୍ରତିବାଦ ସଭା ଘଣ୍ଟିଖାଲ…
Read More...

ଗୋପପୁର ଆକାଶିଆ ଜଙ୍ଗଲ ରେ ୧୪ ଘରିଆ ହାତୀପଲ, ଲୋକେ ଆତଙ୍କିତ

ପାଟଣା- କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ତଥା ଘଟଗାଁ ବ୍ଲକ ତୋରାଣିପୋଖରୀ ପୋଇପାଣି କ୍ଷେତ୍ର ଅନ୍ତର୍ଗତ ଗୋପପୁର ଗ୍ରାମର ଆକାଶିଆ ଜଙ୍ଗଲ ରେ ଶୁକ୍ରବାର ସକାଳୁ ୧୪ ଘରିଆ ହାତୀପଲ ପଶିଆସିଛନ୍ତି । ଏହି ହାତୀ ପଲ ଘଟଗାଁ…
Read More...

ଶ୍ରୀଜଗନ୍ନାଥ ଐତିହ କରିଡର୍‌ କାର୍ଯ୍ୟର ପ୍ରଶଂସା କଲେ ପରିବହନ ପର୍ଯ୍ୟଟନ ଏବଂ ସଂସ୍କୃତି ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ…

ଭୁବନେଶ୍ୱର : ପରିବହନ ପର୍ଯ୍ୟଟନ ଏବଂ ସଂସ୍କୃତି ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଟିଜି ଭେଙ୍କଟେଶଙ୍କ ସହ କମିଟିର ୧୫ ଜଣିଆ ସଦସ୍ୟ ରାଜଧାନୀ ଭୁବନେଶ୍ୱରରେ ପରିବହନ ଏବଂ ପର୍ଯ୍ୟଟନ ବିଷୟରେରେ ଏଥି ସହ…
Read More...

ଏମ୍ସ ଭୁବନେଶ୍ୱରର ବରିଷ୍ଠ ପ୍ରସୂତୀ ଏବଂ ସ୍ତ୍ରୀ-ରୋଗ ବିଶେଷଜ୍ଞ ଡ. ଶ୍ଵେତା ସିଂ’ଙ୍କୁ ମିଳିଲା ସମ୍ମାନଜନକ…

ଭୁବନେଶ୍ୱର, : ଏମ୍ସ ଭୁବନେଶ୍ୱର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ଅତିରିକ୍ତ ପ୍ରଫେସର ଡ. ଶ୍ଵେତା ସିଂ'ଙ୍କୁ ସମ୍ମାନଜନକ ଫୋଗସି ମୋଭିକୋଲ୍ କୋରିଅନ୍ ପୁରସ୍କାର ପ୍ରଦାନ କରାଯାଇଛି। ଫେଡେରେସନ୍ ଅଫ୍…
Read More...

ବଜାର ବନ୍ଦ କରିଦେଲେ ମହୁମାଛି

କଣ୍ଟାବାଞ୍ଜି - ମହୁମାଛିଙ୍କ ଯୋଗୁଁ ବଜାର ବନ୍ଦ । ଏହି ଘଟଣା ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡ଼ବାଙ୍କି ଅଞ୍ଚଳରେ ଘଟିଛି । ଗାଁ ରେ ସପ୍ତାହିକ ବଜାର ଚାଲିଥିବା ବେଳେ ହଠାତ୍‌ ୍ଏକ ଗଛ ଉପରୁ ଶହ ଶହ ମହୁମାଛି ଆସି…
Read More...

ବାଇକ ଦୁର୍ଘଟଣା – ଯୁବକ ମୃତ

ଫୁଲବାଣୀ, :କନ୍ଧମାଳ ଜିଲା ଖଜୁରୀପଡା ଥାନା ଅନ୍ତର୍ଗତ ଆର.ନୂଆଗାଁ ପଂଚାୟତ ଗରାକୁମ୍ପା ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବୌଦ ଜିଲା…
Read More...

ମଞ୍ଚଶିଳ୍ପୀ ପ୍ରଦୀପ ପଣ୍ଡାଙ୍କୁ ନବଜୀବନ ସମ୍ମାନ 

ସମ୍ବଲପୁର – ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ପ୍ରଦୀପ ପଣ୍ଡାଙ୍କୁ ନବଜୀବନ ସମ୍ମାନ - ୨୦୨୨ରେ ସମ୍ମାନିତ କରାଯାଇଛି । ସୁନ୍ଦରଗଡର ନବଜୀବନ ସଂସ୍ଥା଼ ଆନୁକୂଲ୍ୟରେ ମାଦ୍ରି କାଲୋ ଭବନ ଠାରେ ଅନୁଷ୍ଠିତ ବସନ୍ତ…
Read More...

ମାଟି ଖୋଳି ୩୨ ଲକ୍ଷ ଉଦ୍ଧାର କଲା ସମ୍ବଲପୁର ପୁଲିସ- ୪ ହୋଟେଲ କର୍ମଚାରୀ ଗିରଫ

ସମ୍ବଲପୁର, – ସମ୍ବଲପୁରର ସ୍ପର୍ଶକାତର ଥାନା ଧନୁପାଲି ଅନ୍ତର୍ଗତ ଏକ ସମ୍ରାନ୍ତ ହୋଟେଲରୁ ଗତ ୧୫ – ୧୬ ତାରିଖ ରାତ୍ରିରେ ହୋଇଥିବା ୩୯ ଲକ୍ଷ ଚୋରି ମାମଲାରେ ପୁଲିସ ୩୨ ଲକ୍ଷ ୧୦ ହଜାର ଟଙ୍କା ମାଟି ଖୋଳି ଉଦ୍ଧାର କରିଛି…
Read More...

ଥାନା ହାଜତରେ ମୃତ୍ୟୁ ମାମଲା -ନିଜ ଆଡୁ ମାମଲା କଲେ ମାନବାଧିକାର ଆେୟାଗ

ଭୁବନେଶ୍ୱର: ବଡ଼ଗଡ଼ ଥାନା ପୁଲିସ ହେପାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର ଆେୟାଗ। ମାମଲା ରୁଜୁ ସହ ପୁଲିସ ଆୟୁକ୍ତଙ୍କୁ ରିପୋର୍ଟ ତଲବ କରିଛନ୍ତି।…
Read More...

ସଂସ୍କୃତି ଏବଂ ପରମ୍ପରା -ମଞ୍ଚସ୍ଥ ହେଲା ନାଟକ କୁମ୍ଭକର୍ଣ୍ଣ ବଧ

ବୌଦ୍ଧ  : ବୌଦ୍ଧଗଡଜାତର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରାର ବୁଧବାର ଦିନ ଦଶମ ଦିବସରେ ମଞ୍ଚସ୍ଥ ହୋଇଛି ନାଟକ କୁମ୍ଭକର୍ଣ୍ଣ ବଧ । ଇନ୍ଦ୍ରଜିତର ନାଗଫାସରୁ ଶ୍ରୀରାମ ଲକ୍ଷ୍ମଣ ମୁକ୍ତି ପାଇବା ପରେ ଇନ୍ଦ୍ରଜିତ…
Read More...

ଦ୍ରୁତ ଗତିରେ ବଢୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଏକ ହଜାରରୁ ଅଧିକ କୋଭିଡ୍‌ ସଂକ୍ରମିତ ଚିହ୍ନଟ- ଜଣଙ୍କର…

ନୂଆଦିଲ୍ଲୀ - ଏବେ ଦେଶର ରାଜଧାନୀ ଦିଲ୍ଲୀରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସୂଚନା ମିଳିଛି । ଗୋଟିଏ ଦିନରେ ଦିଲ୍ଲୀରେ ୧୦୦୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ କୋଭିଡ୍‌…
Read More...

ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୂଆଦିଲ୍ଲୀ : ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦ (ଡଲ୍‍ସ)ର ପଞ୍ଚମ ବାର୍ଷିକ ମହୋତ୍ସବ ଆଭାସି ମଞ୍ଚରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଭର୍ଚ୍ଚୁଆଲ ସମାବେଶରେ ଦେଶର ବହୁ ବରେଣ୍ୟ ସାହିତ୍ୟ ସାଧକ ଓ ସାଧିକା…
Read More...

ରାସ୍ତାକଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍‌- ଦୁଇ ଗୁରୁତର

ଦେବଗଡ଼ : ବୁଧବାର ଅପରାହ୍ନରେ ରିଆମାଳ ଥାନା ତଥା କଂସର ଫାଣ୍ଡି ଅନ୍ତର୍ଗତ ଢୋଲପଡା ଗ୍ରାମରେ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ନ ପ୍ରାୟ ୪ ଟା ସମୟରେ କଂସର ଫାଣ୍ଡି…
Read More...

ଯୁବକ ଦ୍ୱିତୀୟ ବିବାହ କରୁଥିବା ବେଳେ ମିଶିକି ପିଟିଲେ ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀଙ୍କ ପରିବାର ଲୋକ

ଡେହରାଡୁନ୍‌- ଦ୍ୱିତୀୟ ବିବାହ କରୁଥିବା ବଳେ ଯୁବକ ହଟହଟା । ମିଶିକି ପ୍ରଥମ ପତ୍ନୀ ଏବଂ ଦ୍ୱିତୀୟ ପତ୍ନୀଙ୍କ ପରିବାର ଲୋକେ ପିଟିଛନ୍ତି । ଉତ୍ତରାଖଣ୍ଡ ଉଦାମ ସିଂ ନଗର ଗଦରପୁରରେ ଜଣେ ଯୁବକଙ୍କର ବିବାହ ଉତ୍ସବ…
Read More...

କଲେଜ ଛାତ୍ରୀଙ୍କ ଝୁଳନ୍ତା ଶବ ଉଦ୍ଧାର

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୨ନମ୍ବର ୱାର୍ଡ଼ ଓଟିଏମ୍‌ କଲୋନୀରେ ଜଣେ କଲେଜ ପଢ଼ୁଆ ଯୁବତୀ ବେକରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି ।ମୃତକ ଜଣକ ହେଲେ ମଧୁସ୍ମିତା ଓଝା(୧୯) । ପ୍ରାପ୍ତ ସୂଚନା ଅନୁଯାୟୀ…
Read More...

ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି- ଜନ ଅସନ୍ତୋଷ ବୃଦ୍ଧି

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡ ନୁଆସାହି ଅଞ୍ଚଳରେ ରାସ୍ତା ଉପରେ ନର୍ଦ୍ଦମା ପାଣି ଭାସୁଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ମଙ୍ଗଳବାର ସ୍ଥାନୀୟ ଲୋକେ ଯାଇ ରାସ୍ତା ଉପରକୁ ନାଳ ପାଣି…
Read More...

ପୁଲିସ ଗାଡିରେ ତେଲଭର୍ତ୍ତିକୁ ନେଇ ଓଭର ବିଲିଂ -୩ କନେଷ୍ଟବଳ ନିଲମ୍ବିତ, ତଦନ୍ତ ଜାରି

ସମ୍ବଲପୁର (ସିଟି) – ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ଜନତାଙ୍କ ପ୍ରିୟଭାଜନ ଆମ ପୁଲିସ ଅଭିଯାନ ସମେତ ବିଭିନ୍ନ ଯୋଜନା ପ୍ରାରମ୍ଭ କରାଯାଇଥିବା ବେଳେ ଏହି କ୍ରମରେ ସମ୍ବଲପୁର ଠାରେ ଜନତାଙ୍କୁ ସୁବିଧାରେ ଉତ୍ତମମାନର…
Read More...

ଗିରଫ ହେଲା ଫେରାର ହୋଇଯାଇଥିବା ଅଭିଯୁକ୍ତ

ଟିକାବାଲି- ଟିକାବାଲି ଥାନା ପୋଲିସ ୨୦୧୮ ମସିହାରେ ବଳାତ୍କାର ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି ।  ଦୀର୍ଘ ୩ବର୍ଷ ପରେ ଟିକାବାଲି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସୂଚନା ଅନୁସାରେ…
Read More...

ନଈ କୂଳରେ ଖରାଦିନ ଆରମ୍ଭରୁ ପାଣି ସମସ୍ୟା- ପାନୀୟଜଳ ଯୋଗାଣ ଆଶାରେ ଦୁଇଟି ଗ୍ରାମର ବାସିନ୍ଦା

ବାଙ୍କୀ- ବାଙ୍କୀର ୧୩ଟି ପଞ୍ଚାୟତ ଓ ଡମପଡା ବ୍ଲକର ୧୭ଟି ଏବଂ ବାରଙ୍ଗର ୨ଟି ଗ୍ରାମପଞ୍ଚାୟତ ପାଇଁ ଆଗାମୀ ଦିନରେ ବୃହତ ପାନୀୟଜଳ ଯୋଗାଣ ପ୍ରକଳ୍ପ ସ୍ଥାନୀୟ କାଳିକା ପ୍ରସାଦ ଠାରେ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ।…
Read More...

ଜିଓର ନୂଆ ରିଚାର୍ଜ ପ୍ଲାନ୍‌ -ମାସିକ ପ୍ଲାନ୍ : ୩୯୯ ଟଙ୍କାରେ କନେକ୍ଟିଭିଟି ଓ ୧୦୦ ଟଙ୍କାରେ ମନୋରଂଜନ

ଜିଓଫାଇବର୍ ପକ୍ଷରୁ ମନୋରଂଜନ ବୋନାଞ୍ଜାର ଶୁଭାରମ୍ଭ - ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଶୂନ ପ୍ରବେଶ ଖର୍ଚ: ବିନା କୌଣସି ଖର୍ଚରେ ପାଆନ୍ତୁ ପ୍ରାୟ ୧୦,୦୦୦ ଟଙ୍କା ମୂଲ୍ୟର ଇଟଂରନେଟ୍ ବକ୍ସ (ଗେଟ୍‌ୱେ ରାଉଟର), ସେଟ୍…
Read More...

ଭାରତୀୟ ବଂଶୋଦ୍ଭବ ଶାନ୍ତି ସେଠୀ ହେଲେ ଆମେରିକାର ଉପରାଷ୍ଟ୍ରପତିଙ୍କର ପ୍ରତିରକ୍ଷା ପରାମର୍ଶଦାତା

ନ୍ୟୁୟର୍କ- ଭାରତୀୟ ବଂଶୋଦ୍ଭବ ଶାନ୍ତି ସେଠୀ ଆମେରିକାର ଉପାରଷ୍ଟ୍ରପତି କମଳା ହାରିସ୍‌ଙ୍କର ପ୍ରତିରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି । କମଳା ହାରିସ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।…
Read More...

କୋଭିଡ୍‌ ଲକ୍‌ଡାଉନ୍‌ ପରେ ପ୍ରଥମଥର ପାଇଁ ଆରମ୍ଭ ହେଲା ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର

ଭବାନୀପାଟଣା - କୋଭିଡ ମହାମାରୀ ପରିସ୍ଥିତି ଯୋଗୁଁ ବନ୍ଦ ରହିଥିବା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ସରକାରଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ…
Read More...

ଦୁଇବର୍ଷ ପରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ବୌଦ୍ଧ : କୋଭିଡ କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷରୁ ଅଧିକ ସମୟ ହେଲା ସ୍ଥଗିତ ରହିଥିବା ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜିଲାସ୍ତରୀୟ ଅଭିଯୋଗ ଶୁଣାଣୀ ପୁନର୍ବାର ଆରମ୍ଭ ହୋଇଛି । ଏହି ଅବସରରେ ବୌଦ୍ଧଜିଲାପାଳଙ୍କ…
Read More...

ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ଅଙ୍ଗନବାଡି କର୍ମୀଙ୍କୁ ପୁଣି ନିଯୁକ୍ତି ଦେବାକୁ ନେଇ ଗ୍ରାମବାସୀଙ୍କ ବିରୋଧ

ଝୁମ୍ପୁରା, : ଝୁମ୍ପୁରା ବ୍ଲକ ନାରଦପୁର ପଞ୍ଚାୟତର ବଳରାମପୁର ଅଙ୍ଗନବାଡି କେନ୍ଦ୍ରର କର୍ମୀ କୌଣସି କାରଣ ନଥାଇ ଦେଢବର୍ଷ କେନ୍ଦ୍ରରେ ଅନୁପସ୍ଥିତ ରହିଥିଲେ । ସେହି କର୍ମୀଙ୍କୁ ପୁଣିଥରେ ସିଡିପିଓ ନିଯୁକ୍ତି ଦେଇଥିବାରୁ…
Read More...

ସେଣ୍ଟ୍ରାଲ୍‌ ବ୍ୟାଙ୍କର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଅନାଦି ବିଶ୍ୱାସ

ଭୁବନେଶ୍ୱର: ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‍ ଇଣ୍ଡିଆ, ଭୁବନେଶ୍ୱର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଉପ-ମହାପ୍ରବନ୍ଧକ ଅନାଦି ବିଶ୍ୱାସ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ବିଶ୍ୱାସ୧୯୮୭ ମସିହାରେ ନିଜର…
Read More...

ପଞ୍ଚଭୂତରେ ବିଲୀନ ହେଲେ ସଂଗୀତଜ୍ଞ ପ୍ରଫୁଲ୍ଲ କର -ବଡ଼ପୁଅ ମହାଦୀପ କର ମୁଖାଗ୍ନି ଦେଲେ

ପୁରୀ - ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଓଡିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ କର । ଭୁବନେଶ୍ୱରରୁ ତାଙ୍କ ମର ଶରୀର ପୁରୀ ସ୍ୱର୍ଗଦ୍ୱାର ନିକଟରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର…
Read More...

ନିଯୁକ୍ତି ସୁଯୋଗ- ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନ୍ୟାସନାଲ୍‌ ମିନେରାଲ୍‌ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌ରେ…

ଭୁବନେଶ୍ୱର - ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନ୍ୟାସନାଲ୍‌ ମିନେରାଲ୍‌ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌ରେ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାର ଲୋକପ୍‌ରିୟ କବର କାଗଜ ସମାଜରେ ଏ…
Read More...

ଜାମ୍ମୁ-କାଶ୍ମୀରର କିଶ୍ତଓ୍ୱାଡରେ ଭୂକମ୍ପର ଝଟକା ଅନୁଭୂତ

ଶ୍ରୀନଗର- ଜାମ୍ମୁ-କାଶ୍ମୀରରେ କିଶ୍ତଓ୍ୱାଡରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ସୋମବାର ମଧ୍ୟାହ୍ନ ଦିନ ୧୨ଟା ବାଜି ୯ ମିନିଟ୍‌ରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ନ୍ୟାସନାଲ୍‌ ସେଣ୍ଟର ଫର୍‌ ସେସିମୋଲୋଜି…
Read More...

‘ସମାଜ’ ଖବର ପ୍ରକାଶ ପରେ- ଅସହାୟ ସୋନାଲି ନିକଟରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ

କଲମପୁର - ଜଣେ ଅସହାୟ ନାବାଳିକା, ଏକ ଦୁର୍ଘଟଣା ଯୋଗୁଁ ମେରୁଦଣ୍ଡରେ ଆଘାତ ପାଇଁ ଏବେ ଚାଲିବା ଶକ୍ତି ହରାଇଛି । ମା ର ମୃତ୍ୟୁ ପରେ ବାପା ଦ୍ୱିତୀୟ ବିବାହ କରିଛନ୍ତି, ବୃଦ୍ଧା ଜେଜେମା ର ସାହାରାରେ ଦିନ ଅତିବାହିତ…
Read More...

୫ଫୁଟ୍‌ ଲମ୍ବର ନାଗ ଉଦ୍ଧାର – ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିଲେ ସ୍ନେକ ହେଲ୍ପ ଲାଇନ୍‌ର ସଦସ୍ୟ

କଲମପୁର - ଜୁନାଗଡ ବ୍ଲକ ଭତ୍ରାଗୁଡା ଲିଙ୍ଗରାଜ ନାଏକଙ୍କ ଘରୁ ୫ ଫୁଟ୍‌ ଲମ୍ବର ଏକ ନାଗ ସାପ ଉଦ୍ଧାର କରାଯାଇଛି । ସ୍ନେକ ହେଲ୍ପ ଲାଇନ ସଦସ୍ୟ ବୀରେନ୍ଦ୍ର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚ ସୁରକ୍ଷିତ ଭାବେ ଏହି ନାଗକୁ…
Read More...

ମାଲଗାଡି ଧକ୍କାରେ ଜଣେ ମୃତ

କଣ୍ଟାବାଞ୍ଜି - ସହର ଉପକଣ୍ଠ କୁକୁଡାହାଡ଼ ଗ୍ରାମନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ମାଲବାହୀ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଏହି ଯୁବକ ଜଣଙ୍କ ରେଳ ଧାରଣା ଉପରେ ଯାଉଥିବା ବେଳେ…
Read More...

ଦିଲ୍ଲୀରେ ମହିଳା ଗ୍ୟାଙ୍ଗ୍‌ କରୁଥିଲେ ଏପରି କାମ – ୬ ଜଣଙ୍କୁ ଗିରଫ କଲା ପୁଲିସ୍‌

ନୂଆଦିଲ୍ଲୀ - ଦିଲ୍ଲୀ ମେଟ୍ରୋ ଷ୍ଟେସନ୍‌ରେ ମହିଳାମାନେ କରୁଥିଲେ ପକେଟମାର୍‌। ସିସିଟିଭିରେ ଏ କଥା ଜଣା ପଡିବା ପରେ ପୋଲିସ୍‌ ସତର୍କ ହୋଇଯାଇଥିଲା । ମେଟ୍ରୋ ଷ୍ଟେସନ୍‌ରେ ଭିଡ ଥିବା ବେଳେ ସେମାନେ ଏପରି କାମ କରୁଥିଲେ…
Read More...

ଏକ ଟଙ୍କାରେ ଏକ ଲିଟର ପେଟ୍ରୋଲ – ଶୋଲାପୁରରେ ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ଶସ୍ତା…

ମୁମ୍ବଇ - ଏବେ ପେଟ୍ରୋଲ ଡିଜେଲ୍‌ ଦର ହୁହୁ ହୋଇ ବଢୁଛି । ହେଲେ ସେହି ସମୟରେ ମହାରାଷ୍ଟ୍ର ଶୋଲାପୁରରେ ଥିବା ଏକ ପେଟ୍ରୋଲ ପମ୍ପରେ ଏକ ଟଙ୍କାରେ ଏକ ଲିଟର ପେଟ୍ରୋଲ ଦିଆଯାଇଥିଲା । ଏହି ଖବର ପ୍ରଚାରିତ ହେବା…
Read More...

ବିକ୍ରି ହେବ ଟ୍ୱିଟର- କିଣିବା ପାଇଁ ଶେଷ ଏବଂ ସବୁଠାରୁ ଭଲ ପ୍ରସ୍ତାବ ଦେଲେ ଏଲନ୍‌ ମସ୍କ

ନ୍ୟୁୟର୍କ- ସାମାଜିକ ଗଣମାଧ୍ୟମରେ ଲୋକ ପ୍ରିୟ ଟ୍ୱିଟରକୁ କିଣିବା ପାଇଁ ସ୍ପେସ୍‌ ଏକ୍ସର ପୂର୍ବତନ ସିଇଓ ଏଲନ୍‌ ମସ୍କ ପ୍ରସ୍ତାବ ଦେଇଛନ୍ତି । ସେ ଏହାର ୧୦୦ ପ୍ରତିଶତ ଅଂଶଧନ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାର…
Read More...

ରିଲାଏନ୍ସ ଜୁଏଲ୍ସ, ଚଳିତ ଅକ୍ଷୟ ତୃତୀୟାରେ “ରନ୍‌କାର” କଲେକ୍‌ସନର ଶୁଭାରମ୍ଭ କରିଛି

ଭୁବନେଶ୍ୱର : ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ କଳା ଓ ସଂସ୍କୃତି ଦ୍ୱାରା ଅନୁପ୍ରେରିତ ଅନେକ ଗୁଡ଼ିଏ କଲେକ୍‌ସନ ପାଇଁ ଜଣାଶୁଣା । ଏଥି ମଧ୍ୟରେ ସାମିଲ୍ ରହିଛି ପାରମ୍ପରିକ ବିଶ୍ୱାସ…
Read More...

୪୭୬ ଅଧ୍ୟାପକ ପଦବୀ ଆରମ୍ଭ ହେଲା ଅନ୍‌ଲାଇନ୍‌ ଆବେଦନ

ଭୁବନେଶ୍ୱର - ବିଭିନ୍ନ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜମାନଙ୍କରେ ଉ ୪୭୬ ଅଧ୍ୟାପକ ପଦବୀ ପୂରଣ ପାଇଁ ଏସ୍‌ଏସ୍‌ବି ଓଡିଶା ଓ୍ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଛି . ଏପ୍ରିଲ ୧୩ ତାରିଖ ଦିନ ଗୋଟାଏ ସମୟରୁ…
Read More...

MCL-ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର - ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ରେ ନିଯୁକ୍ତି ସୁଯୋଗ । ଚୁକ୍ତିଭିତ୍ତିକ ଏହି ନିଯୁକ୍ତି ବିଷୟରେ ଦୈନିକ ଖବର କାଗଜ ସମାଜରେ ବିଜ୍ଞାପନ ପ୍ରକାଶ ପାଇଛି । ଆର୍‌ଆଇ ବା ରେଭେନ୍ୟୁ ଇନିସ୍‌ପେକ୍ଟ ପାଇଁ…
Read More...

କିଶୋର ଦ୍ୱିବେଦୀଙ୍କୁ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ନୋଏଡ଼ା  : ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ)ର ଅଧ୍ୟକ୍ଷ କିଶୋର ଦ୍ୱିବେଦୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ହାଇଫାଇଭ ଗ୍ଲୋବାଲ ନେଟୱାର୍କସ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରବାସୀ ଓଡ଼ିଆ…
Read More...

ସର୍ବଭାରତୀୟ ସବ ଜୁନିୟର କୁସ୍ତି ପ୍ରତିଯୋଗୀତାରେ ଭାଗ ନେବାକୁ ଥିବା କୁସ୍ତି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ସମ୍ବଲପୁର…

ସମ୍ବଲପୁର –   ଝାରଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚି ଠାରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ସବ ଜୁନିୟର କୁସ୍ତି ପ୍ରତିଯୋଗୀତାରେ ଓଡିଶା ଦଳ ଭାଗ ନେଉଛନ୍ତି । ଏଥିରେ ସମ୍ବଲପୁରର ଦୁଇ କୁସ୍ତି ଖେଳାଳି ତମନ୍ନା ଗୋପ ଓ…
Read More...

ଶୀତଳଷଷ୍ଠୀ ପାଇଁ ଜିଲାପାଳଙ୍କୁ ସାକ୍ଷାତ କଲେ ସମନ୍ୱୟ କମିଟିର କର୍ମକର୍ତ୍ତା

ସମ୍ବଲପୁର (ସିଟି) – କରୋନାର କରାଳ ସଙ୍କଟ ପାଇଁ ବିଗତ ୨ ବର୍ଷ ହେବ ପ୍ରାୟ ୪ ଶହ ବର୍ଷ ପୁରାତନ ଧାର୍ମିକ ଉତ୍ସବ ଶୀତଳଷଷ୍ଠୀ ଯାତ୍ରା କେବଳ ବିଧି ରକ୍ଷା ମଧ୍ୟରେ ସୀମିତ ରହିଥିଲା । ଚଳିତ ବର୍ଷ କରୋନାର ସଙ୍କଟ ଟଳିବା…
Read More...

ଜାତୀୟ ଦୁଗ୍ଧ ସମବାୟ ମହାସଂଘ ଦ୍ୱାରା ଓମଫେଡ଼ ଇ-ବଜାର ପୁରସ୍କାରରେ ସମ୍ମାନିତ

ଗାନ୍ଧୀନଗର -ଗୁଜୁରାଟରେ  ଜାତୀୟ ଡେରୀ ସମବାୟ ମହାସଂଘ(ଏନ.ସି.ଡି.ଏଫ.ଆଇ) ଦ୍ୱାରା ଇ କମର୍ସରେ ସକ୍ରିୟ ଅଂଶଗ୍ରହଣ ପାଇଁ ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ମହାସଂଘ(ଓମଫେଡ଼)କୁ ଇ-ବଜାର ପୁରସ୍କାର ପ୍ରଦାନ କରାଯାଇଛି ।…
Read More...

ପିଏନ୍‌ବି ପକ୍ଷରୁ ୧୨୮ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଦେଶର ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ୟାଙ୍କର ୧୨୮ତମ ପ୍ରତିଷ୍ଠା ଦିବସ ତା ୧୨-୪-୨୦୨୨ ରିଖ ଦିନ ପାଳିତ ହୋଇଯାଇଛି ।…
Read More...

ଦେବତ୍ତୋର ସହକାରୀ କମିଶନରଙ୍କ ବୌଦ୍ଧ ଜିଲାର ବିଭିନ୍ନ ମନ୍ଦିର ପରିଦର୍ଶନ

ବୌଦ୍ଧ  : ବୌଦ୍ଧଜିଲାରେ ଶତାଧିକ ମନ୍ଦିର ରହିଥିବାବେଳେ ରାଜ୍ୟ ଦେବତ୍ତୋର ବିଭାଗ ଅଧିନରେ ୧୫ ଗୋଟି ମନ୍ଦିର ରହିଛି । ଗତକାଲି ତିନିଦିନିଆ ବୌଦ୍ଧଜିଲା ଗସ୍ତରେ ସହକାରୀ କମିଶନର ମାନସ ରଞ୍ଜନ ସାମନ୍ତରାୟ ଆସି ବିଭିନ୍ନ…
Read More...

ଆଇଏମଏର ନୂତନ କର୍ମକର୍ତ୍ତା ଙ୍କ ଦାୟିତ୍ୱ ଗ୍ରହଣ

ସମ୍ବଲପୁର – ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ସମ୍ବଲପୁର ଶାଖାର ବାର୍ଷିକ ନିର୍ବାଚନ ରବିବାର ସ୍ଥାନୀୟ ମୋଦିପଡା ସ୍ଥିତ ଆଇଏମଏ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ପର୍ଯ୍ୟବେକ୍ଷକ ରୂପେ ରାଜ୍ୟ ଶାଖାର…
Read More...

ରାଜ୍ୟବାସୀଙ୍କୁ ୨ ଶହ ୟୁନିଟି ବିଜୁଳି ମାଗଣାରେ ଦେବା ପାଇଁ ଆପ୍‌ କର୍ମକର୍ତ୍ତାଙ୍କ ଦାବି

ସମ୍ବଲପୁର, – ଓଡିଶା ରାଜ୍ୟ ବିଦ୍ୟୁତ ବଳକା ରାଜ୍ୟ ହୋଇଥିବା ବେଳେ ଏଠାରେ ବିଜୁଳି ଗ୍ରାହକ ଙ୍କୁ ୨ ଶହ ୟୁନିଟ ବିଜୁଳି ମାଗଣାରେ ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଆମ ଆଦମି ପାର୍ଟି ସମ୍ବଲପୁର ଜିଲା ଶାଖା…
Read More...

ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ

ସମ୍ବଲପୁର – ମାସିକ ମହିଳା ଓ ପାରିବାରିକ ପତ୍ରିକା ‘ସିନ୍ଧୁଜା’ ଅନୁଷ୍ଠାନ ପକ୍ଷରୁ ଜାତୀୟ ନିରାପଦ ମାୃତତ୍ୱ ଦିବସ ଉପଲକ୍ଷେ ଏକ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସମାରୋହ ୨୦୨୨ ପାଳିତ ହୋଇଯାଇଛି । ମହିଳା ମାନେ ସଶକ୍ତ…
Read More...

ଇସ୍ପାତ ଏକ୍ସପ୍ରେସ କଣ୍ଟାବାଞ୍ଜୀକୁ ସମ୍ପ୍ରସାରିତ

ସମ୍ବଲପୁର – ପଶ୍ଚିମ ଓଡିଶାର ଟିଟିଲଗଡରୁ ପଶ୍ଚିମବଙ୍ଗର ରାଜଧାନୀ କୋଲକତା (ହାୱାଡା) ସହିତ ସଂଯୋଗ କରୁଥିବା ଯାତ୍ରୀବାହୀ ରେଳ ଇସ୍ପାତ ଏକ୍ସପ୍ରେସକୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ମଙ୍ଗଳବାର ଏହି…
Read More...

ନ୍ୟୁୟର୍କର ମେଟ୍ରୋ ଷ୍ଟେସନ୍‌ ବାହାରେ ଗୁଳିକାଣ୍ଡ – ୧୬ ଗୁରୁତର

ନ୍ୟୁୟର୍କ- ନ୍ୟୁୟର୍କରେ ଥିବା ବ୍ରୁକ୍‌ଲି ସବ୍‌ ଓ୍ୱେ ମେଟ୍ରୋ ଷ୍ଟେସନ୍‌ ନିକଟରେ ଗୁଳିକାଣ୍ଡ । ଏଥିରେ   ୧୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ପ୍ରଥମେ ମୃତାହତର ସୂଚନା ମିଳିଥିଲା ମାତ୍ର ପରବର୍ତ୍ତୀ ସମୟରେ ୧୬…
Read More...

ମହୁଲ ସଂଗ୍ରହ ପାଇଁ ଯାଇଥିବା ମହିଳାଙ୍କୁ ସୁରକ୍ଷାକର୍ମୀଙ୍କ ଦୁର୍ବ୍ୟବହାର ଅଭିଯୋଗ- ଅଭିଯୁକ୍ତ ଗିରଫ

ରେଙ୍ଗାଲି - ଠେଲକୋଲୋଇ ଥାନା ଅନ୍‌ର୍ଗତ ଗୁମକାରମା ଗ୍ରାମ ର ଜନୈକ ମହିଳା ମହୁଲ ସଂଗ୍ରହ କରିବାକୁ ଯାଇଥିବା ବେଳେ ଆଦିତ୍ୟ ଆଲୁମିନା ର ଏସ୍‌.ଏଲ୍‌.ବି ନାମକ ସୁରକ୍ଷା ସଂସ୍ଥା ରେ କାମ କରୁଥିବା ପ୍ରକାଶ କୁମାର ସାହୁ…
Read More...

କତରବଗାରେ ନବନିର୍ମିତ କପିଳେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାପିତ

ରେଙ୍ଗାଲି -ରେଙ୍ଗାଲି ବ୍ଳକ୍‌  ର କତରବଗା ଗ୍ରାମ ରେ  ଗତ ୪ ତାରିଖ ରୁ ଆରମ୍ଭ ହୋଇଥିବା ନବନିର୍ମିତ କପିଳେଶ୍ୱର ମହାଦେବ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି ।  ଗ୍ରାମବାସୀ ଏବଂ ଆଦିତ୍ୟ ଆଲୁମିନା…
Read More...

ଏନ୍‌.ଏଲ୍‌.ସି କୋଇଲା ଖଣି କ୍ଷତିଗ୍ରସ୍ତଙ୍କ ଚେତାବନୀ- ୧୦ଦଫା ଦାବୀ ପୂରଣ ନହେଲେ ୨୪ ରୁ ଆନ୍ଦୋଳନ

ରେଙ୍ଗାଲି - ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‌ ଖିଣ୍ଡା ପଞ୍ଚାୟତ ରେ ଥିବା ଏନ୍‌ଏଲ୍‌ ସି କମ୍ପାନି ର ତଲାବିରା ୨ ଏବଂ ୩ କୋଇଲା ଖଣି ଯୋଗୁଁ ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ତଥା ଜମିହରାଇ ଥିବା ଜନସାଧାରଣ ଙ୍କ…
Read More...

ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କ ମୃତଦେହ ଉଦ୍ଧାର

ତେଲକୋଇ -ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର  ।ମୃତକ ଯୁବକ ହେଲେ ତେଲକୋଇ ଥାନା ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ପାଟଖଳି ଗ୍ରାମର ପ୍ରମୋଦ କୁମାର ନାୟକ(୩୪)। ପୁଲିସ ଗାଁ ନିକଟ ଖୋଖସହୁଳି ରୁ ଏକ…
Read More...

ପାହାଡ ପର୍ବତ ପରିବେଷ୍ଟିତ କୋରାପୁଟ ଜିଲ୍ଲାର ନାରାୟଣାପାଟଣା ବ୍ଲକ୍‍କୁ ବାସ୍ତବ ୪ଜି ଡିଜିଟାଲ ସେବା ସହିତ ସଂଯୁକ୍ତ…

ଭୁବନେଶ୍ୱର: ସାମ୍ପ୍ରତିକ ଯୁଗରେ ଡିଜିଟାଲ ସଂଯୋଗ ପ୍ରାୟ ପ୍ରତ୍ୟେକଙ୍କ ଦୈନନ୍ଦିନ ଜୀବନରେ ଯୋଗାଯୋଗ, ଶିକ୍ଷା, ମନୋରଂଜନ ପାଇଁ ହେଉ ଅଥବା ଦୈନନ୍ଦିନ ଆବଶ୍ୟକତା ପୂରଣ, ସବୁ  କ୍ଷେତ୍ରରେ ଅନ୍ୟତମ ମୌଳିକ ଆବଶ୍ୟକତା…
Read More...

ଗିରଫ ହେଲେ ଆନ୍ଧ୍ର ଲୁଟେରା , ଓଡିଶାରେ କରୁଥିଲେ ଲୁଟ୍‌ – ଲକ୍ଷେ ଛୟାଅଶୀ ହଜାର ଟଙ୍କା ସହ ବାଇକ୍‌ ଜବତ

ରେଙ୍ଗାଲିକ୍ୟାମ୍ପ - ସୁଦୂର ଆନ୍ଧ୍ରପ୍ରଦେଶ ରୁ ଆସି ଅତାବିରା ତଥା ଆଖପାଖ ଅଞ୍ଚଳରେ ଟଙ୍କା ଲୁଟ କରୁଥିବା ଦୁଇ ଜଣ ଲୁଟେରାଙ୍କୁ ଅତାବିରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଦୁଇ ଜଣ ଲୁଟେରା ଗତ ୬ ତାରିଖରେ…
Read More...

ମୁମୂର୍ଷୁ ଅବସ୍ଥାରେ ଅଚିହ୍ନା ବୃଦ୍ଧଙ୍କୁ ଉଦ୍ଧାର କଲେ ଯୁବ ସମାଜସେବୀ -ଚିକିତ୍ସା ପରେ ଅନାଥାଶ୍ରମରେ ଥଇଥାନ କଲା…

କଲମପୁର :ରଖେ ହରି ତ ମାରେ କିଏ।ଦେବଦୂତ ସାଜି ନୂତନ ଜୀବନ ପ୍ରଦାନ କରିବାରେ ଉଦ୍ୟମ କରି ଠିକଣାହୀନ ଅସହାୟ ବୃଦ୍ଧକୁ ଉଦ୍ଧାର କଲେ ଯୁବ ସମାଜସେବୀ ।ମାନବିକତାର ପରିଚୟ ଦେଇ ବୃଦ୍ଧଙ୍କ ସେବାରେ ଲାଗିପଡିଲେ ଯୁବ…
Read More...

ଜଳୁଛି ଇଟାଭାଟି, ବଢୁଛି ଗରମ – ପ୍ରଦୂଷଣରେ ଆଉଟୁ ପାଉଟୁ ସାଧାରଣ ଜନତା, ଗ୍ରୀନ୍‌ ଟ୍ରିବୁନାଲ୍‌ ଏବଂ ସରକାରୀ…

ରେଙ୍ଗାଲି - ଗ୍ରୀନ୍‌ ଟ୍ରିବୁନାଲ୍‌ଙ୍କ ନିର୍ଦ୍ଦେଶ ଏବଂ ସରକାରୀ ନିୟମ କାନୁନ୍‌ କୁ ଖାତିର ନକରି ରେଙ୍ଗାଲି ତହସିଲ ଅଞ୍ଚଳ ରେ ଯିଏ ଯେଉଁଠି ପାରିଲା ଇଟାଭାଟି ସ୍ଥାପନ କରିଛନ୍ତି । ବ୍ୟବସାୟ ପାଇଁରେ ଇଟା ଛତୁ ଫୁଟିଲା…
Read More...

ଗରିବର ମୁଣ୍ଡ ଉପରେ ନାହିଁ ଛାତ – ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି ମଧୁପୁର ଗ୍ରାମର କମଳ ଧୀବର

ଝୁମ୍ପୁରା : ଗରିବ ପରିବାର ମୁଣ୍ଡ ଉପରେ ଛାତ ପାଇଁ ରହିଛି ସରକାରୀ ଯୋଜନା । ଏହି ଯୋଜନା ରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ହିତାଧିକାରୀ ଯେପରି ସାମିଲ ହୋଇ ପାରିବେ ସେଥି ନିମନ୍ତେ ପଞ୍ଚାୟତ ସ୍ତରରୁ ଆରମ୍ଭ କରି…
Read More...

ଚେରମୂଳୀ କଂଚା କ୍ଷୀର ସାହାଯ୍ୟରେ ହେଉଛି ଚିକିତ୍ସା-ବୈଜ୍ଞାନିକ ଯୁଗରେ ଆଜି ବି ବଞ୍ଚି ରହିଛି ବୈଦିକ ରୀତିନୀତି

ବାବା ପେଟାଶ୍ୱରଙ୍କ କରୁଣାରୁ ଅଢେଇ ଓଳିରେ ଆରୋଗ୍ୟ ହେଉଛି ହାଡଭଙ୍ଗା ରୋଗୀ ହରଭଙ୍ଗା(ପ୍ରିତିରଞନ ଦାସ)-ଯୁଗ ବଦଳିଛି ଆଧୁନିକତା ଛାପରେ ମଣିଷର ବେଶଭୁଷା ପାରିପାଟି ବଦଳିଛି ।ବୈଜ୍ଞାନିକଙ୍କ ନୂଆ ନୂଆ ଜ୍ଞାନକୌଶଳ…
Read More...

ଓଡ଼ିଶା ସରକାରଙ୍କ ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥାରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର -ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥାରେ ନିଯୁକ୍ତି ସୁଯୋଗ । ମୋଟ୍‌ ୫୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସିଷ୍ଟାଣ୍ଟ ଡାଇରେକ୍ଟର ଟେକନିକାଲ୍ ପାଇଁ ୧୪ଟି (୫ ପଦବୀ ମହିଳାଙ୍କ ପାଇଁ…
Read More...

ହିନ୍ଦୁସ୍ତାନ ଏରୋନେଟେକାଲ୍‌ ଲିମିଟେଡ୍‌ (ହାଲ୍‌) କୋରାପୁଟରେ ନିଯୁକ୍ତି ସୁଯୋଗ

ହିନ୍ଦୁସ୍ତାନ ଏରୋନେଟେକାଲ୍‌ ଲିମିଟେଡ୍‌ (ହାଲ୍‌) କୋରାପୁଟରେ ନିଯୁକ୍ତି ସୁଯୋଗ ଭୁବନେଶ୍ୱର -ହିନ୍ଦୁସ୍ତାନ ଏରୋନେଟେକାଲ୍‌ ଲିମିଟେଡ୍‌ (ହାଲ୍‌) କୋରାପୁଟ୍‌ରେ ୭୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ମେଡିକାଲ୍‌…
Read More...

ରାଜଧାନୀରେ ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ଉତ୍ତେଜନା : କଳ୍ପନା – ରସୁଲଗଡ ରାସ୍ତା ଜାମ୍‌

ଭୁବନେଶ୍ୱର: ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ରାସ୍ତାରୋକ ଯୋଗୁଁ କଳ୍ପନା - ରସୁଲଗଡ ରାସ୍ତାରେ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିଯୋଗୁଁ ରବିଟକିଜ୍‌ ଠାରୁ ରସୁଲଗଡ…
Read More...

ବାଇକ ଦୁର୍ଘଟଣା- ଜଣେ ମୃତ

ହରଭଙ୍ଗା -ବୌଦ୍ଧ ଜିଲ୍ଳା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ମାଧପୁର ସ୍ଥିତ ବନଦୁର୍ଗାମନ୍ଦିର ନିକଟରେ ବାଇକ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ସକାଳେ…
Read More...

ତ୍ରିପୁରାସୁନ୍ଦରୀ ମା’ ଭଟ୍ଟାରିକାଙ୍କ ପୀଠରେ ବାସନ୍ତୀକ ନବରାତ୍ର ପୂଜା

ବଡ଼ମ୍ବା : ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ଶଶାଙ୍ଗ ଗ୍ରାମବାସିନୀ ତ୍ରିପୁରାସୁନ୍ଦରୀ ମା ଭଟ୍ଟାରିକାଙ୍କ ପୀଠରେ ନବଦିନାତ୍ମକ ବାସନ୍ତୀକ ଦୁର୍ଗାପୂଜା ଅର୍ଥାତ୍‌ ନବରାତ୍ରପୂଜା ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଉଛି ।…
Read More...

କଂଟାବାଞ୍ଜି ଏନଏସି ଉପାଧ୍ୟକ୍ଷା ହେଲେ କଂଗ୍ରସର କାଉନସିଲର ମନୋରମା ରାଉତ

କଂଟାବାଞ୍ଜି - କଂଟାବାଞ୍ଜି ପୌର ପରିଷଦର ଉପାଧ୍ୟକ୍ଷା ପଦ ପାଇଁ ନିର୍ବାଚନ ଶେଷ ହୋଇଯାଇଛି । କଂଟାବାଞ୍ଜି ଏନଏସି କାର୍ଯ୍ୟାଳୟରେ ପରିସରରେ ଉପାଧ୍ୟକ୍ଷା ନିର୍ବାଚନ ହୋଇଥିଲା । ୧୬ ୱାର୍ଡ ବିଶିଷ୍ଟ କଂଟାବାଞ୍ଜି ଏନଏସି…
Read More...

ଆମେରିକା କି ରୁଷ୍‌, ଜାତିସଂଘରେ ଭାରତ କାହା ସପକ୍ଷରେ ! ୯ ଥର, ଏମିତି ରହିଛି କୂଟନୀତି

ନୂଆଦିଲ୍ଲୀ - ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଛି ଘମାଘୋଟ୍‌ ଯୁଦ୍ଧ । ଏପଟେ ନାଟୋରେ ୟୁକ୍ରେନ୍‌କୁ ସାମିଲ୍‌ କରାଯାଇ ନଥିଲେ ବି ଆମେରିକା ଏବଂ ନାଟୋ ଦେଶ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ସହ ଅନ୍ୟ ସାମରିକ ସହାୟତା…
Read More...

ଇମ୍ରାନ୍‌ ଖାନ୍‌ଙ୍କୁ ଝଟକା – ପାକିସ୍ତାନ ସୁପ୍ରିମକୋର୍ଟ ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ କହିଲେ ଭୁଲ୍‌

ଇସଲାମାବାଦ - ପାକିସ୍ତାନରେ ଏବେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି । ଇମ୍ରାନ ଖାନ୍‌ ଯେ କୌଣସି ପ୍ରକାରରେ ନିଜର ସରକାରକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ସେ ସଫଳ ହୋଇ ନଥିଲେ । ପାକିସ୍ତାନ ସଂସଦରେ…
Read More...

ଜୀବିତ ଥାଇ ସରକାରୀ କାଗଜରେ ମୃତ ଘୋଷିତ ବ୍ୟକ୍ତିଙ୍କୁ ସମାଜ ଖବର କାଗଜରେ ଖବର ପ୍ରକାଶ ପରେ ମିଳିଲା ଭତ୍ତା

ପାପଡାହାଣ୍ଡି, ମୈଦଲପୁର- ଜୀବିତ ବ୍ୟକ୍ତି ଙ୍କୁ ମୃତ ଦର୍ଶାଇ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ କରିଥିଲେ ସରକାରୀ କର୍ମଚାରୀ । ସମାଜ ଖବର କାଗଜରେ ଖବର ପ୍ରକାଶ ପାଇଲା ପରେ ପ୍ରଶାସନର ତତ୍ପରତା । ସୂଚନା…
Read More...

ବୌଦ୍ଧରେ ନିଯୁକ୍ତି ମେଳା ୨୦୨୧-୨୨ ଅନୁଷ୍ଠିତ, ୩୦୪ ଜଣ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ଓ ୧୦୪ ଜଣକୁ ତାଲିମ…

ବୌଦ୍ଧ :  ବୌଦ୍ଧ ଟାଉନ ହଲ ଠାରେ ନିଯୁକ୍ତି ମେଳା ୨୦୨୧-୨୨ ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବରେ ଏହି ମେଳାକୁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି…
Read More...

ରାଜେନ୍ଦ୍ର କୁମାର ରଞ୍ଜିତ ହେବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ କୁଳସଚିବ

ଗୋପାଳପୁର - ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳସଚିବ ଭାବେ ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ ନିଯୁକ୍ତି ଦିଆଯାଇଥିବା କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଜାରି କରାଯାଇଥିବା ସୂଚନା ମିଳିଛି ।…
Read More...

ଘର ସମ୍ମୁଖରୁ ସ୍କୁଟି ଚୋରି

ସମ୍ବଲପୁର – ସମ୍ବଲପୁରରେ ଦିନକୁ ଦିନ ଚୋରି ବୃଦ୍ଧି ପାଉଥିବା ବେଳେ କିନ୍ତୁ ପୁଲିସର ନିଷ୍କ୍ରିୟତା ଜାରି ରହିଛି । କାଇଁଶିର ନିବାସୀ ଚର୍ତୁଭୁଜ ପଧାନ ନାମକ ଜଣେ ବ୍ୟକ୍ତି ରାତ୍ରିରେ ତାଙ୍କର ଘର ସମ୍ମୁଖରେ ସ୍କୁଟି…
Read More...

ସମ୍ବଲପୁର ମହାନଗର ନିଗମରେ ପେନସନ ଅଦାଲତ ଅନୁଷ୍ଠିତ

ସମ୍ବଲପୁର – ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମ୍ବଲପୁର ମହାନଗର ନିଗମର ନବନିର୍ମିତ ଦୁର୍ଗାପାଲି ସ୍ଥିତ କାର୍ଯ୍ୟାଳୟରେ ‘ପେନସନ ଅଦାଲତ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିତ୍ତୀୟ…
Read More...

ପାପ କରୁ କରୁ ପାଇଗଲା କର୍ମଫଳ – ମନ୍ଦିରରେ ଚୋରି ବେଳେ ଏମିତି ହେଲା

ଶ୍ରୀକାକୁଲମ୍‌ - ସବୁ କର୍ମର ଫଳ ରହିଛି । ଭଲ କର୍ମର ଭଲ ଫଳ । ଖରାପ କର୍ମର ଖରାପ ଫଳ । କେତେବେଳେ ସାଙ୍ଗେ ସାଙ୍ଗେ ମିଳିଯାଏ ତ କେତେ ବେଳେ ଡେରି ହୁଏ ହେଲେ କର୍ମଫଳ ଯେମିତି ହେଲେ ମିଳେ । ଏପରି ଏକ ଘଟଣା…
Read More...

ଆଇଆଇଟି ଭୁବନେଶ୍ୱରରେ ବିଟେକ୍‌ ଡିଗ୍ରୀଧାରୀଙ୍କ ପାଇଁ ନିଯୁକ୍ତି ଆବେଦନ ସୁଯୋଗ- ଏପ୍ରିଲ ୬ ଶେଷ ତାରିଖ

ଭୁବନେଶ୍ୱର - ଆଇଆଇଟି ଭୁବନେଶ୍ୱରରେ ବିଟେକ୍‌ ଡିଗ୍ରୀ ଧାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ । ପୋଗ୍ରାମ ମ୍ୟାନେଜର , ଟେକନିକାଲ ଅଫିସର୍‌ ଏବଂ ଟେକ୍‌ନିକାଲ ଷ୍ଟାଫ୍‌ଙ୍କ ପାଇଁ ନିଯୁକ୍ତି ବିଜ୍ଞାପନ ଦୈନିକ ଖବର…
Read More...

ଦାଉ ସାଧୁଛି ପରିବହନ ଖର୍ଚ୍ଚ -ଅମଳ ବେଳେ ଦର ବୃଦ୍ଧି

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଦର ଦୈନିକ ବଢୁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟବୃଦ୍ଧିର ଏହା ପ୍ରଭାବ ବୋଲି କୁହାଯାଉଛି। ମାତ୍ର ୧୪ଦିନରେ ୧୨ଥର ଦର ବୃଦ୍ଧି ହୋଇ ୯ ଟଙ୍କାରୁ ଅଧିକ ବଢିଲାଣି। ବିଶେଷ କରି…
Read More...

ଏ.ଏସ୍‌.ବି.ଏମ୍‌ ବିଶ୍ୱବିଦ୍ୟାଳୟରେ ଅଷ୍ଟମ ଆନ୍ତର୍ଜାତୀୟ ପ୍ରବନ୍ଧନ ମହାଧିବେଶନ ଅନୁଷ୍ଠିତ

ଭୁବନେଶ୍ୱର -  ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ଅନୁକୁଲ୍ୟରେ ଏ.ସି.ବି.ଏସ୍‌.ପି ଯୁକ୍ତରାଷ୍ଟ୍ର ଆମେରିକା, ଲୋଭାଚେସ୍କି ବିଶ୍ୱବିଦ୍ୟାଳୟ ରୁଷ ଓ ଭାରତୀୟ ପ୍ରବନ୍ଧନ ସଂସ୍ଥାନ, ସମ୍ବଲପୁର ର ସହଯୋଗୀତାରେ ଅଷ୍ଟମ…
Read More...

ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀ – ୫ବର୍ଷ ଅବଧି ପୂରଣ କରି ନାହାନ୍ତି : ଜାଣନ୍ତୁ କେଉଁ ପ୍ରଧାନମନ୍ତ୍ରୀଙ୍କ…

ଇସଲାମାବାଦ : ଇମ୍ରାନ ଖାଁଙ୍କ ନେତୃତ୍ବ ପାକିସ୍ତାନ ସରକାର ରବିବାର ଭାଙ୍ଗିବା ସହିତ ଦେଶରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ରାଷ୍ଟ୍ରପତି ନିର୍ଦେଶ ଦେଇଛନ୍ତି। ଇମ୍ରାନଙ୍କ ସରକାରର ୫ବର୍ଷର ଅବଧି ଶେଷ ହେବାକୁ…
Read More...

ଦାନା ବାନ୍ଧୁଛି ଲଘୁଚାପ-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଏଣେ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି। ଏହା ଭିତରେ ଆସୁଛି ପୁଣି ଏକ ଲଘୁଚାପ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ଅନୁଯାୟୀ ଆଜି ପୁଣିଥରେ ଟିଟିଲାଗଡ଼ ୪୧.୬ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର…
Read More...

ଲଣ୍ଡନରେ ସରିଫ୍‌ଙ୍କ ଉପରେ ଆକ୍ରମଣ

ଲଣ୍ଡନ, : ଲଣ୍ଡନରେ ଅବସ୍ଥାନ କରୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଉପରେ ଆକ୍ରମଣ ହୋଇଛି। ରବିବାର ହୋଇଥିବା ଆକ୍ରମଣରେ ସରିଫଙ୍କର ଜଣେ ଅଙ୍ଗରକ୍ଷୀ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ…
Read More...

ୟୁକ୍ରେନ ରାସ୍ତାରେ କୁଢ଼ କୁଢ଼ ଶବ

କିଭ୍‍, : ରୁଷ୍‍ ସୈନ୍ୟ ପଛକୁ ହଟୁଥିବା କିଭ୍‍, ବୁଚା ଓ ଚେର୍ଣ୍ଣିହିଭ୍‍ ଆଦି ଅଞ୍ଚଳରେ ରାସ୍ତା, ଗଳି କନ୍ଦିରେ କୁଢ କୁଢ ମୃତଦେହ ପଡ଼ିରହିଛି। ସେଗୁଡିକ ସାଧାରଣ ନାଗରିକଙ୍କର ମୃତ ଶରୀର ବୋଲି ଚିହ୍ନଟ କରାଯାଇଛି।…
Read More...