www.samajalive.in
Monday, December 15, 2025
24.1 C
Bhubaneswar

ଗୋପପୁର ଆକାଶିଆ ଜଙ୍ଗଲ ରେ ୧୪ ଘରିଆ ହାତୀପଲ, ଲୋକେ ଆତଙ୍କିତ

ପାଟଣା- କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ତଥା ଘଟଗାଁ ବ୍ଲକ ତୋରାଣିପୋଖରୀ ପୋଇପାଣି କ୍ଷେତ୍ର ଅନ୍ତର୍ଗତ ଗୋପପୁର ଗ୍ରାମର ଆକାଶିଆ ଜଙ୍ଗଲ ରେ ଶୁକ୍ରବାର ସକାଳୁ ୧୪ ଘରିଆ ହାତୀପଲ ପଶିଆସିଛନ୍ତି । ଏହି ହାତୀ ପଲ ଘଟଗାଁ ବନାଞ୍ଚଳ ହୋଇ ପାଟଣା ବନାଞ୍ଚଳ କୁ ଗତ ବିଳମ୍ବିତ ରାତିରେ ପ୍ରବେଶ କରିଛନ୍ତି ।

ଏହି ପଲରେ ୪ ଟି ଦନ୍ତା , ୬ ଟି ମାଈ ହାତୀ ଓ ୪ ଟି ଛୁଆ ହାତୀ ରହିଥିବା ବନ ବିଭାଗ ସୂଚନା ଦେଇଛି । ତେବେ ଗାଁ ନିକଟରେ ହାତୀ ପଲ ରହୁଥିବାରୁ ଆଖ ପାଖ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏଣୁ ଏହି ହାତୀ ପଲକୁ ଘଉଡାଇବା ପାଇଁ ଦାବି ହୋଇଛି ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories