www.samajalive.in
Friday, December 12, 2025
27.1 C
Bhubaneswar

ମହୁଲ ସଂଗ୍ରହ ପାଇଁ ଯାଇଥିବା ମହିଳାଙ୍କୁ ସୁରକ୍ଷାକର୍ମୀଙ୍କ ଦୁର୍ବ୍ୟବହାର ଅଭିଯୋଗ- ଅଭିଯୁକ୍ତ ଗିରଫ

ରେଙ୍ଗାଲି – ଠେଲକୋଲୋଇ ଥାନା ଅନ୍‌ର୍ଗତ ଗୁମକାରମା ଗ୍ରାମ ର ଜନୈକ ମହିଳା ମହୁଲ ସଂଗ୍ରହ କରିବାକୁ ଯାଇଥିବା ବେଳେ ଆଦିତ୍ୟ ଆଲୁମିନା ର ଏସ୍‌.ଏଲ୍‌.ବି ନାମକ ସୁରକ୍ଷା ସଂସ୍ଥା ରେ କାମ କରୁଥିବା ପ୍ରକାଶ କୁମାର ସାହୁ ନାମକ ଜନୈକ ସୁରକ୍ଷା କର୍ମୀ ଉକ୍ତ ମହିଳା ଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରି ଟଣାଓଟରା କରିଥିବା ଅଭିଯୋଗ ହୋଇଛି ।

ମହିଳାଜଣକ ସୁରକ୍ଷା ପାଇଁ ଚିତକାର କରିବା ଫଳ ରେ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚିଯିବାରୁ   ସୁରକ୍ଷା କର୍ମୀ ଜଣଙ୍କ ସେଠାରେ ଫେରାର୍‌ ହୋଇଯାଇଥିଲା । ଏସଂକ୍ରାନ୍ତରେ ଠେଲକୋଲୋଇ ଥାନା ରେ   ଅଭିଯୋଗ କଲାପରେ ପୁଲିସ ଏହାର ତଦନ୍ତ କରି ଅଭିଯୁକ୍ତ ସୁରକ୍ଷା କର୍ମୀ ପ୍ରକାଶ କୁମାର ସାହୁ କୁ ଗିରଫ କରି  କୋର୍ଟ ଚାଲଣ କରିଥିବାର ଜଣାପଡିଛି । ଅଭିଯୁକ୍ତ ପ୍ରକାଶ କୁମାର ସାହୁ ଦେବଗଡ ର ବାସିନ୍ଦା ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories