ଭାୟାକମ୍‌୧୮ ପକ୍ଷରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ର ଡିଜିଟାଲ୍ ଷ୍ଟ୍ରିମ୍ ଅଧିକାର ହାସଲ

ମୁମ୍ବାଇ/ଭୁବନେଶ୍ୱର: ଭାୟାକମ୍‌୧୮ ପକ୍ଷରୁ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଭାରତୀୟ ଉପ ମହାଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌) ମ୍ୟାଚ୍‌ଗୁଡ଼ିକର ଡିଜିଟାଲ ଷ୍ଟ୍ରିମିଂ ଅଧିକାର ହାସଲ କରାଯାଇଛି । ପ୍ରତି ସିଜନର…
Read More...

ଭିଡିଓ ବାର୍ତ୍ତାରେ ଭାରତରେ ଆକ୍ରମଣ ପାଇଁ ଧମକ୍‌ ଦେଲା ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍‌ ଷ୍ଟେଟ୍‌

ନୂଆଦିଲ୍ଲୀ - ଭାରତରେ ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍‌ ଷ୍ଟେଟ୍‌ ଏକ ଭିଡଓ ଜାରି କରି ଧମକ ଦେଇଛି । ପ୍ରଫେଟ୍‌ ମହମ୍ମଦଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ  ଆତଙ୍କବାଦୀ ସଙ୍ଗଠନ…
Read More...

ଅଜବ କାଣ୍ଡ- ପଶୁଡାକ୍ତରଙ୍କୁ ପଶୁ ଚିକିତ୍ସା ପାଇଁ ଡାକି କଲେ ଏପରି କାମ

ବେଗୁସରାଇ - ବିହାରର ବେଗୁସରାଇରେ ଅଜବ କାଣ୍ଡ । ଜଣେ ପଶୁ ଡାକ୍ତରଙ୍କୁ ଘରେ ଥିବା ଗୃହପାଳିତ ପଶୁର ଦେହ ଖରାପ ଅଛି କହି ଡକାଇଥିଲେ । ଏହାପରେ ତାଙ୍କୁ ଜବରଦସ୍ତ ଏକ ଝିଅ ସହ ବିବାହ କରି ଦେଇଥିବା ଅଭିଯୋଗ ହୋଇଛି ।…
Read More...

ଏମସ୍‌ର ଡାକ୍ତର ଦେଲେ ଚେତାବନୀ – ସାବଧାନ୍‌ ହୋଇ ଖାଆନ୍ତୁ ଏହି ଜିନିଷ

ନୂଆଦିଲ୍ଲୀ - ଏମସ୍‌ର ଡାକ୍ତରମାନେ ଖାଦ୍ୟ ଖାଇବା ବେଳେ ସାବଧାନ୍‌ ହେବା ପାଇଁ ପରାମର୍ଶ ଦେଇଛନ୍ତି । କାରଣ ଏହି ଖାଦ୍ୟକୁ ଖାଇବା ବେଳେ ବା ଗିଳିବା ସମୟରେ ତଣ୍ଟିରେ ଲାଗିଥିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ…
Read More...

ଭାରତରେ ଜୁଲାଇ ମାସରେ ଆରମ୍ଭ ହେବ 5G ସ୍ପେକ୍ଟ୍ରମର ନିଲାମ

ନୂଆଦିଲ୍ଲୀ - ଭାରତରେ ଜୁଲାଇ ମାସରୁ 5G ସ୍ପେକ୍ଟ୍ରମର ନିଲାମ ଆରମ୍ଭ ହେବ । ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଟେଲିଯୋଗାଯୋଗ ବିଭାଗ ପକ୍ଷରୁ ଏହି ନିଲାମ ପ୍ରକ୍ରିୟା କରାଯିବ ।…
Read More...

ଭିଡିଓ: ୨ ବର୍ଷର ଶିଶୁକୁ ନିସ୍ତୁକ ପିଟୁଛି ଘରୋଇ ସହାୟକା ଭିଡିଓ ଭାଇରାଲ୍‌ – ଡାକ୍ତର କହିଲେ ପିଲାର ପେଟ ଭିତରେ…

ଜବଲପୁର - ବାପା ମାଆ ଚାକିରିଆ । ଚାକିରି ପାଇଁ ବାହାରକୁ ଯାଉଥିବାରୁ ୨ ବର୍ଷର ଶିଶୁର ଯତ୍ନ ନେବାରେ ଅସୁବିଧା ହେଉଥିଲା । ଏଥିପାଇଁ ମାସକୁ ୫ ହଜାର ଟଙ୍କା ଦେଇ ଏକ ଘରୋଇ ସହାୟିକା ନିଯୁକ୍ତି ଦେଇଥିଲେ। ମାତ୍ର ଏହା…
Read More...

ପାକିସ୍ତାନରେ ଲୋକଙ୍କୁ ଚା’ ପିଇବା ପାଇଁ ମନା କଲେ ମନ୍ତ୍ରୀ – ଏପରି କହିଲେ ଦୁଃଖ କଥା

ଇସଲାମାବାଦ- ଅନ୍ଧାରରେ ପାକିସ୍ତାନ ବୋଲି ଆପଣ ଖବର ପାଇଥିଲେ । ଋଣ ଭାର ଯୋଗୁଁ ପାକିସ୍ତାନର ଅର୍ଥନୀତି ଭୁଶୁଡି ଯାଇଛି । କୋଇଲା ଆମଦାନୀ ହୋଇ ପାରୁ ନଥିବାରୁ ବିଜୁଳି ଉତ୍ପାଦନ ହୋଇପାରୁନି । ପାକିସ୍ତାନର ଅଧିକାଂଶ ସହର…
Read More...

ପାଟଣା ଏବଂ ଢେଙ୍କିକୋଟ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ -ବଣଚକୁଳିଆ ଗ୍ରାମରେ ବଜ୍ରପାତରେ ଶିଶୁ କନ୍ୟା ମୃତ

ପାଟଣା - ଘଟଗାଁ ବ୍ଲକ ଅନ୍ତର୍ଗତ ବଣଚକୁଳିଆ ଗ୍ରାମରେ ମଙ୍ଗଳ ମୁଣ୍ଡା ଙ୍କ ୧୦ ବର୍ଷ ର ଶିଶୁ କନ୍ୟା ବେବୀନା ମୁଣ୍ଡା (୧୦) ବଜ୍ରପାତରେ ପ୍ରାଣ ହରାଇଛି। ଅପରାହ୍ନରେ ଘର ନିକଟରେ ଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ ।…
Read More...

ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ – ଜବତ ହେଲା ଗଞ୍ଜେଇ, ଛୁ ମାରିଲେ ଚାଲାଣକାରୀ

ମୋହନା : ଦାମୀ କାର୍‌ରେ ଗଞ୍ଜେଇ ଚୋରା ଚାଲଣ । ଜବତ ହେଲା ଗଞ୍ଜେଇ ଛୁ ମାରିଲେ ଚାଲାଣକାରୀ । ଗଜପତି ଜିଲ୍ଲା ଅଡବା ପୁଲିସ ଏସଆଇ ଲକ୍ଷ୍ମଣ ବେସରା ଓ ଥାନା କର୍ମଚାରୀ ଖାରିଗୁଡା ପଞ୍ଚାୟତରେ ମଙ୍ଗଳବାର ସକାଳେ…
Read More...

ଯଜ୍ଞ ବରାହ ମନ୍ଦିରରେ ସ୍ନାନପୂର୍ଣ୍ଣିମା ପାଳିତ

ସମ୍ବଲପୁର – ସମ୍ବଲପୁରର ନନ୍ଦପଡା ସ୍ଥିତ ଅନ୍ୟତମ ପୁରାତନ ଯଜ୍ଞ ବରାହ (ଜଗନ୍ନାଥ) ମନ୍ଦିର ଠାରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ଚୁତାର୍ଦ୍ଧାମୂର୍ତ୍ତୀ ଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା ।…
Read More...

ପାପଡାହାଣ୍ଡିରେ ଧୂମଧାମରେ ରଜ ପାଳିତ

ପାପଡାହାଣ୍ଡି -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଲା ଗ୍ରାମ ଠାରେ ପହିଲି ରଜକୁ ଧୂମଧାମରେ ପାଳନ କରାଯାଇଛି ।ଏହି କାର୍ଯ୍ୟକ୍ରମ ସେମଲା ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ନବରଙ୍ଗପୁର…
Read More...

ପାଣି ପାଇଁ ହାହାକାର…ରାସନକାର୍ଡରେ ମିଳୁଛି ପାଣି, ଚିଲୀରେ ୧୩ ବର୍ଷ ଧରି ପଡିଛି ମରୁଡି – ହ୍ରଦ ଶୁଖି…

ପିନୁଇଲାସ୍‌- ଚିଲ୍ଲୀର ଗତ ୧୩ ବର୍ଷ ଧରି ମରୁଡି ପଡିଛି । ଏହାର ବିଭିନ୍ନ ଅଞ୍ଚଳରେ ୧୩ ବର୍ଷ ଧରି ବର୍ଷା ହୋଇ ନାହିଁ । କୂଅ ପୋଖରୀ କଥା ଛାଡନ୍ତୁ ବଡ ବଡ ହ୍ରଦ ସମ୍ପୂର୍ଣ୍ଣ ଶୁଖିଯାଇ ମରୁଭୂମି ପରି ଦେଖାଯାଉଛି । ପାଣି…
Read More...

ରିଲାଏନ୍ସ ଜୁଏଲ୍‌ସ ପକ୍ଷରୁ ଉତ୍ସବ ଦ୍ୱାରା ଅନୁପ୍ରାଣିତ ସ୍ୱତନ୍ତ୍ର ସମ୍ଭାର ସହିତ ରଜ ପର୍ବ ପାଳନ

ରିଲାଏନ୍ସ ଜୁଏଲସ୍ ଏକ ଚମକ ସହ ନାରୀତ୍ୱର ଅସୀମ ଭାବକୁ ନେଇ ରଜ ପର୍ବ ପାଳନ କରୁଛି ଭୁବନେଶ୍ୱର: ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ରଜ ପର୍ବରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଗହଣା ସମ୍ଭାରର…
Read More...

ନିଶାସକ୍ତ ଡ୍ରାଇଭର- ଓଲଟିଲା ସରକାରୀ ଅଧିକାରୀଙ୍କ ଗାଡି: ଚାଳକ ଗୁରୁତର

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧିନସ୍ତ ଟାଙ୍ଗିଲିପଦର ନିକଟରେ ଗୋଟିଏ ଚାରି ଚକିଆ ଯାନ ଭାରସାମ୍ୟ ହରାଇ ଓଲଟି ପଡିଛି । ଗଜପତି ଜିଲ୍ଲା ପାରାଖେମୁଣ୍ଡି ପାନୀୟ ଜଳ ଯୋଗାଣ ବିଭାଗ…
Read More...

ଦୁଇ ବର୍ଷ ପରେ ଝଲସିବ କଟକର ଐତିହାସିକ ବାଲିଯାତ୍ରା ପଡିଆ

କଟକ- ଦୁଇ ବର୍ଷ ପରେ କଟକ ବାଲିଯାତ୍ରା ପଡିଆରେ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ । କୋଭିଡ୍‌ ପାଇଁ ଗତ ଦୁଇ ବର୍ଷ ବାଲିଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ ଏହାକୁ ଆୟୋଜନ କରାଯିବ ବୋଲି କଟକର ଜିଲ୍ଲାପାଳ ଭବାନୀ…
Read More...

ଜମି ମାଫିଆଙ୍କ ଗୁଣ୍ଡାରାଜ ବିରୋଧରେ ଦଳିତ ମହାସଂଘର ଧାରଣା

ପିପିଲି :ପିପିଲିରେ ଏବେ ଜମି ମାଫିଆଙ୍କ ଗୁଣ୍ଡାରାଜ୍‍ ବଢିଚାଲିଛି । ବିଲ୍‍ଡରମାନେ ଗରିବ ଚାଷୀଙ୍କୁ ଶୋଷଣ କରୁଥିବା ବେଳେ ପୁଲିସ ଓ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ଗରିବ ଚାଷୀଙ୍କ ଠାରୁ ଜମିକିଣିବା ପରେ ବିଲ୍‍ଡର…
Read More...

ଜେରୁଜେଲମ୍‌ରେ ଅଲଅକସା ମସ୍‌ଜିଦ୍‌ରେ ଧର୍ମଗୁରୁ ଦେଲେ ବିବାଦୀୟ ଭାଷଣ – ପାକିସ୍ତାନ ଭାରତକୁ ଆକ୍ରମଣ କରିବା…

ଜେରୁଜେଲମ୍‌ - ଜେରୁଜେଲମ୍‌ରେ ଥିବା ଅଲଅକସା ମସ୍‌ଜିଦ୍‌ରେ ଜଣେ ଧର୍ମଗୁରୁ ଭାରତ ତଥା ହିନ୍ଦୁମାନଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଉଥିବାର ଭିଡିଓ ଭାଇରାଲ୍ ହୋଇଛି ।ଏଥିରେ ସବୁ ସବୁ ମୁସଲିମ୍‌ ଦେଶ ଏକାଠି ହେବା…
Read More...

ତିଆରି ହୋଇଥିଲା ବ୍ୟୟବହୁଳ ପଞ୍ଚାୟତ ଶିଶୁ ଉଦ୍ୟାନ ହେଲେ ଶିଶୁଙ୍କ ମନୋରଞ୍ଜନ କାମରେ ଲାଗୁନି

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଗ୍ରାମାଞ୍ଚଳର ଶିଶୁ,କିଶୋର ଓ ବରିଷ୍ଠଙ୍କୁ ମନୋରଂଜନର ସୁବିଧା ଦେବା ପାଇଁ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ବ୍ଲକ ପ୍ରଶାସନ ସହାୟତାରେ ନିର୍ମାଣ କରାଯାଇଥିବା…
Read More...

ଧାମରାରେ କଳଭର୍ଟକୁ ସ୍ଲୁଇସ ଗେଟରେ ପରିଣତ କରିବାକୁ ଦାବି

ଧାମରା :ଧାମରା ରେ ଥିବା ଏକ କଲଭର୍ଟ ପୁନଃ ନିର୍ମାଣ କରିବାକୁ ଅଂଚଳବାସୀ ଜଳସମ୍ପଦ ବିଭାଗ ପାଖରେ ଦାବୀ ଜଣାଇଛନ୍ତି । ଧାମରାଇ ମନ୍ଦିର ନିକଟରେ ଜଳସମ୍ପଦ ବିଭାଗର ଏକ କଲଭର୍ଟ ଅଛି । ସେହି କଲଭର୍ଟ ଅତ୍ୟନ୍ତ ପୁରୁଣା ହୋଇ…
Read More...

ଏ ହେଉଛନ୍ତି ଦୁନିଆଁର ସର୍ବଶ୍ରେଷ୍ଠ ଧନୀ ରାଜା- ରହିଛି ଏତିକି ସମ୍ପତ୍ତି

ନୂଆଦିଲ୍ଲୀ - ରାଜାଙ୍କ କଥା କହିଲେ ମନକୁ ସାଧାରଣତଃ ଧନାଢ୍ୟ ବ୍ୟକ୍ତି ଯେ ପୂର୍ବ କାଳରେ ଶାସନ ଭାର ସମ୍ଭାଳୁଥିଲେ, ଚାକଚକ୍ୟ ସହ ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ କଥା ମନକୁ ଆସିଥାଏ। ଏବେ ବି ବିଶ୍ୱରେ କେତକ ରାଷ୍ଟ୍ରରେ…
Read More...

ମୁମ୍ବାଇରେ ପଞ୍ଚିଲା ମୌସୁମୀ – ଆଗକୁ ବର୍ଷା ପାଇଁ ପାଗ ଅନୁକୂଳ

ନୂଆଦିଲ୍ଲୀ - ଦେଶର ବାଣିଜ୍ୟିକ ରାଜଧାନୀରେ ପହଞ୍ଚିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ମୁମ୍ବାଇ ସହ ମହାରାଷ୍ଟ୍ରର ଅନେକାଂଶରେ ବର୍ଷା ହଇଛି । ଏବେ ମୌସୁମୀ ଆଗକୁ ବଢିବା ପାଇଁ ପାଗ ଅନୁକୂଳ ଥିବାରୁ…
Read More...

ଘରର କବାଟ ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା

ପାଟଣା- କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଶ୍ୟାମସୁନ୍ଦର ପୁର ଗ୍ରାମରେ ଆଜି ଦିବାଲୋକରେ ଘରର କବାଟ ତାଡ଼ି କଳାକନା ବୁଲାଇ ଛନ୍ତି ଦୁବୃର୍ତ୍ତ । ଗ୍ରାମର ଟଙ୍କଧର ମହାନ୍ତ ଙ୍କ ପରିବାର ଲୋକେ ଖରାଟିଆ ଚାଷ ପାଇଁ…
Read More...

ସ୍କୁଟିରେ ଚୋରା ମଦ ବେପାର – ଯୁବକ ଗିରଫ

ପାଟଣା - କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଯମୁନାପଶି ପଞ୍ଚାୟତ ଗୋଡିପୋଖରୀ ଗ୍ରାମ ନିକଟ ମୁଖ୍ୟ ରାସ୍ତା ଉପରୁ ଶୁକ୍ରବାର ଅପରାହ୍ନରେ ପାଟଣା ଅବକାରୀ ବିଭାଗ ୪୦ ଲିଟର ଚୋରା ମହୁଲି ମଦ ସହ ଗୋଟିଏ ସ୍କୁଟିକୁ ଜବତ…
Read More...

ତିନି କଏଦୀ କମ୍ବଳ କାଟି ତିଆରି କଲେ ରଶି- ପରେ ଜେଲର ବିଶାଳ କାନ୍ଥ ଡେଇଁ ହୋଇଗଲେ ଫେରାର

ଜୟପୁର - ରାଜସ୍ଥାନର ବାଂସବାଡା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଅପହରଣ , ଦୁଷ୍କର୍ମପରେ ଅପରାଧରେ ସାମିଲ୍‌ ତିନିଜଣ ବିଚାରଧୀନ କଏଦୀ ଜେଲ୍‌ରୁ ଫେରାର ହୋଇଯାଇଛନ୍ତି । ଏହି କଏଦୀମାନେ କମ୍ବଳ କାଟି ସେଥିରୁ ଦଉଡି…
Read More...

ରାଞ୍ଚିରେ ଶୁକ୍ରବାର ନମାଜ ପରେ ହିଂସା – ଗାଡି, ଦୋକାନ, ବଜାର ପୋଡାଜଳା: ହିଂସା ନିୟନ୍ତ୍ରଣ ପାଇଁ ପୁଲିସର ଗୁଳି…

ରାଞ୍ଚି - ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ବିଜେପିର ପୂର୍ବତନ ନେତ୍ରୀ ନୁପୁର ଶର୍ମାଙ୍କ ବୟାନକୁ ବିରୋଧ କରି ଶୁକ୍ରବାର ନମାଜ ପରେ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା। ପ୍ରଦର୍ଶନକାରୀମାନେ ପୁଲିସ ସହ ବିଭିନ୍ନ ଘର ଏବଂ…
Read More...

ଦାଦନର ଦୁଃଖ- ରୋଜଗାର ପାଇଁ ଯାଇ ଶବ ହୋଇ ଫେରିଲେ ଯୁବକ

କଲମପୁର- କଳାହାଣ୍ଡିରେ ଥମିବାର ନାଁ ଧରୁନି ଦାଦନ ର ସମସ୍ୟା । କିଏ ଦଲାଲର ପ୍ରଲୋଭନର ଶିକାର ହେଇ ହାତ ଗୋଡ କାଟି ନିର୍ଯ୍ୟାତିତ ହେଇ ଫେରୁଛିତ ପୁଣି କିଏ ନିଖୋଜ ହେଇ ଯାଉଛି ସବୁ ଦିନ ପାଇଁ । ପୁଣି କିଏ ଶବ ହେଇ…
Read More...

ଶୀତଳଷଷ୍ଠୀ ଯାତ୍ରାର ସଫଳ ଆୟୋଜନ ପାଇଁ ସତ୍ୟନାରାୟଣ ପୂଜା

ସମ୍ବଲପୁର – ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ସଫଳ ଆୟୋଜନ ପାଇଁ ଝାଡୁଆପଡାର ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜାର ଆୟୋଜନ କରାଯାଇଛି । ପଣ୍ଡିତ ମହେନ୍ଦ୍ର…
Read More...

ଦିନକରେ ତିନୋଟି ବଡ ଅଗ୍ନିକାଣ୍ଡ – ସୁନା ଦୋକାନରେ ନିଆଁ ତା ସହ ଜଳିଗଲା ତିନି ଦୋକାନ

ସମ୍ବଲପୁର – ସମ୍ବଲପୁରରେ ଗୁରୁବାର ଦିନଟି ଅଗ୍ନିକାଣ୍ଡ ଘଟଣାରେ ବିତି ଯାଇଛି । ତେବେ ସୌଭାଗ୍ୟବଶତଃ କୌଣସି ଅଗ୍ନିକାଣ୍ଡ ଘଟଣାରେ ଜୀବନ ହାନି ଘଟି ନ ଥିବା ବେଳେ କିନ୍ତୁ ବିପୁଳ ଧନ ହାନି ଘଟିଛି । ଏଭଳି ଘଟଣା ପୂର୍ବରୁ…
Read More...

ପାକିସ୍ତାନ ସରକାରଙ୍କୁ ଅସ୍ଥିର କରିଦେବ ଏମତି ବିଶାଳ ଶୋଭାଯାତ୍ରା ମୁଁ କରିବି , ଯାହା ଇତିହାସରେ ବି ହୋଇନି –…

ଇସଲାମାବାଦ - ପାକିସ୍ତାନ ସ୍ୱାଧୀନତା ପାଇଛି ସତ ତାହା ପ୍ରକୃତ ସ୍ୱାଧୀନତା ନୁହେଁ, ଏବେ ପ୍ରକୃତ ସ୍ୱାଧୀନତା ପାଇଁ ବିଶାଳ ଶୋଭାଯାତ୍ରା କରିବି। ଏତେ ବିଶାଳ ଶୋଭାଯାତ୍ରା କରିବି ଯାହା ପାକିସ୍ତାନ ଇତିହାସରେ କେବେ ବି…
Read More...

୨ ଦୁଷ୍କର୍ମକାରୀଙ୍କୁ ପୋଡିଦେଲେ ପୀଡିତାଙ୍କ ପରିବାର ଲୋକ – ଜଣଙ୍କର ମୃତ୍ୟୁ

ରାଞ୍ଚି - ଝାଡଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇ ଜଣ ଦୁଷ୍କର୍ମକାରୀଙ୍କୁ ପୀଡିତାଙ୍କ ପରିବାର ଲୋକ ଜାଳି ଦେଇଛନ୍ତି । ଏଥିରେ ଜଣଙ୍କର ମୃତ୍ୟ ହୋଇଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି ।…
Read More...

ଅପରାଧ ଓ ପରିବହନ ନିୟମ ଉଲ୍ଲଂଘନ ନିୟନ୍ତ୍ରଣ ପାଇଁ ଲାଗିବ ଉଚ୍ଚକ୍ଷମତା ସମ୍ପନ୍ନ ସିସିଟିଭି -ସର୍ଭେ କାର୍ଯ୍ୟ ଆରମ୍ଭ

ସମ୍ବଲପୁର – ସମ୍ବଲପୁରରେ ଦିନକୁ ଦିନ ଅପରାଧିକ ଗତିବିଧି ତଥା ପରିବହନ ନିୟମ ଉଲ୍ଲଂଘନକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ନିୟନ୍ତ୍ରଣ ପାଇଁ ସମ୍ବଲପୁର ପୁଲିସ ଅଧିକ ହାଇଟେକ ହେଉଛି । ଦୈନିକ ଖବର କାଗଜ ‘ସମାଜ’…
Read More...

ସାମ୍ବାଦିକଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ : ସାଇବର ଥାନାରେ ମାମଲା

ସମ୍ବଲପୁର – ସମ୍ବଲପୁରର ଏକ ପ୍ରତିଷ୍ଠିତ ଗଣମାଧ୍ୟମରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ରତ୍ନାକର ଭୋଇ ଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ ଖୋଲାଯାଇଥିବାର ଅଭିଯୋଗ ହୋଇଛି । ପ୍ରାପ୍ତସୂଚନାନୁଯାୟୀ, ସାମ୍ବାଦିକ ଭୋଇ ଙ୍କ…
Read More...

ଦେଖେଇ ହେବା ପାଇଁ ମଟରସାଇକେଲ୍‌ ସାଇଲେନ୍ସର ବିକଟାଳ ଶବ୍ଦ – ପୁଲିସ ଧରପଗଡ, ଜରିମାନା ଗଣିଲେ ୬ ଗାଡି ମାଲିକ

ସମ୍ବଲପୁର – ସମ୍ବଲପୁର ସହରର ପ୍ରତି ଗଳିକନ୍ଦିରେ ବିକଟାଳ ଶବ୍ଦ କରି ବିଭିନ୍ନ ମୋଟରସାଇକେଲ ଆରୋହୀ ମାନେ ଷ୍ଟଣ୍ଟ କରୁଥିବା ବେଳେ ଦିନ ହେଉ କି ରାତି ହେଉ ଲୋକେ ଶାନ୍ତିରେ ରହି ପାରୁ ନାହାନ୍ତି । ଏ ସର୍ମ୍ପକରେ…
Read More...

ଖାଇବା ପାଇଁ ହାଣିଦେଲା – ସ୍ତ୍ରୀ ଏବଂ ଦୁଇ ସନ୍ତାନଙ୍କୁ ହାଣି ଗୁରୁତର କଲା ମଦ୍ୟପ

ଦେବଗଡ଼ : ମଧ୍ୟାହ୍ନରେ ଖାଇବା ପାଇଁ କେନ୍ଦ୍ରକରି ଦେବଗଡ ପୌରାଂଚଳ ବଣିଆଁସାହିର ଜଣେ ବ୍ୟକ୍ତି ନିଜର ସ୍ତ୍ରୀ, ପୁଅ ଏବଂ ଝିଅଙ୍କୁ କଟୁରୀ ସାହାଯ୍ୟରେ ଆକ୍ରମଣ ଲହୁଲୁହାଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ…
Read More...

ନିଶା ନିବାରଣ ପାଇଁ ଅଣ୍ଟା ଭିଡ଼ିଲେ ରତଙ୍ଗ ପଞ୍ଚାୟତବାସୀ- ଗାଁ ଗାଁ ରେ ଚାଲିଛି ସଚେତନତା ବୈଠକ

ଫୁଲବାଣୀ :ବର୍ତମାନ ନିଶା ସମାଜରେ ମୁଖ୍ୟ ସମସ୍ୟା । ଏଥିଯୋଗୁଁ  ଅପରାଧ ବଢିବାରେ ଲାଗିଛି । ଯାହାକୁ ନେଇ ନିଶା ନିବାରଣ ସଚେତନତା ପାଇଁ ରତଙ୍ଗ ପଞ୍ଚାୟତର ସରପଞ୍ଚ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଯୁବ ଗୋଷ୍ଠୀ…
Read More...

ନାବାଳିକାଙ୍କ ଗାଧୋଇବା ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ ଅଭିଯୋଗ – ପାଞ୍ଚ ଅଭିଯୁକ୍ତ ଗିରଫ

ଲାଞ୍ଜିଗଡ଼ -ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ନାବାଳିକାଙ୍କ ଗାଧୋଇବା ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ କରିବା ଅଭିଯୋଗରେ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଲାଞ୍ଜିଗଡ଼ ପୁଲିସ । ଲାଞ୍ଜିଗଡ଼…
Read More...

ସିନେମା ହଲ୍‌ରେ ସିନେମା ଚାଲିଥିବାବେଳେ ପରଦାରେ ଲାଗିଗଲା ନିଆଁ

ପୁଡୁଚେରୀ - ପୁଡୁଚେରୀରେ ଏକ ବଡ ଅଘଟଣରୁ ଅଳ୍ପକେ ରକ୍ଷା ମିଳିଛି । ସିନେମା ହଲ୍‌ ଦର୍ଶକରେ ପୂର୍ଣ୍ଣ ଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା । ହେଲେ ସମସ୍ତେ ଅଳ୍ପକେ ଏଥିରୁ ବର୍ତ୍ତିଯାଇଛନ୍ତି । ପୁଡୁଚେରୀର ଏକ…
Read More...

ଅନ୍ଧାରରେ ପାକିସ୍ତାନ – ରାତିରେ ବାହାଘର ମନା, କାର୍ଯ୍ୟାଳୟରେ କଟକଣା

ଇସଲାମବାଦ - ଏବେ ପାକିସ୍ତାନ ରାତିରେ ଆଉ ବେଶୀ ଜଳୁନି ବିଦ୍ୟୁତ୍‌ ବଲ୍ବ । ଗରମରେ ଲୋକ ଆଉଟୁ ପାଉଟୁ । ବିଭିନ୍ନ କଳ କାରଖାନା ବନ୍ଦ ରହୁଛି । ପାକିସ୍ତାନରେ ବିଜୁଳି ସଙ୍କଟ ଏପରି ହେଲାଣି କି ରାତିରେ ବିଦ୍ୟୁତ୍‌ ଆଲୋକ…
Read More...

ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଜେଲ୍‌ ଛାତରେ ଥିବା ସିଲିଂ କଣା କରି ଖସିଗଲେ ୩ ଜଣ ଭୟଙ୍କର ଅପରାଧୀ

ନ୍ୟୁୟର୍କ- ଆମେରିକାର ମିସୋରୀରେ ଥିବା ଏକ ଜେଲ୍‌ରୁ ତିନିଜଣ ଭୟଙ୍କର ଅପରାଧୀ ଜେଲ୍‌ର ଛାତ ସିଲିଂ କଣା କରି ଖସିଯାଇଥିବା ସୂଚନା ମିଳିଛି । ଏମାନେ ସିଲିଂ କଣା କରିବା ପରେ ଛାତ ଏବଂ ସିଲିଂ  ମଧ୍ୟରେ ଥିବା ଫାଙ୍କା…
Read More...

ସମ୍ପୂର୍ଣ୍ଣଭାବେ ଭଲ ହୋଇଯାଉଛି କ୍ୟାନସର୍‌ – ପରୀକ୍ଷଣରେ ସାମିଲ ହୋଇଥିବା ସମସ୍ତ ଆକ୍ରାନ୍ତ ହେଲେ ସୁସ୍ଥ

ନ୍ୟୁୟର୍କ - କର୍କଟ ବା କ୍ୟାନସରରୁ ସମ୍ପୂର୍ଣ୍ଣ ଭାବେ ଭଲ ହେବା ପାଇଁ ଚିକିତ୍ସା ଉପାୟ ମିଳିଯାଇଥିବା ଆମେରିକାର ମାନହାଟ୍ଟନରେ ଥିବା ମେମୋରିଆଲ୍‌ ସୋଲାନ୍‌ କେଟରିଙ୍ଗ କ୍ୟାନସର୍‌ ସେଣ୍ଟର ପକ୍ଷରୁ ଦାବି କରାଯାଇଛି ।…
Read More...

ଅଲ-କାଏଦାର ଆତ୍ମଘାତୀ ଆକ୍ରମଣ ଧମକ

ନୂଆଦିଲ୍ଲୀ,  : ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିଜେପି ନେତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଭାରତ ପ୍ରତି ବିପଦ ବଢିବାରେ ଲାଗିଛି। ବିଜେପି ନେତାଙ୍କ ମନ୍ତବ୍ୟ ପାଇଁ ପଡୋଶୀ ସମେତ ଉପସାଗରୀୟ ରାଷ୍ଟ୍ରଗୁଡିକ ସହିତ…
Read More...

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସମ୍ବଲପୁରର ୪ ବର୍ଷର ପୁଅ ଆସ୍ତିକ

ରେଙ୍ଗାଲି-ମାତ୍ର ୪ ବର୍ଷ ପୁଅ ସାଧାରଣ ଜ୍ଞାନରେ ନିଜର ପାରଦର୍ଶିତା ଦେଖାଇ ସର୍ବ ଭାରତୀୟ ସ୍ତର ରେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇ ସମ୍ବଲପୁର ଜିଲ୍ଲା ପାଇଁ ଆଣିଛନ୍ତି ।ସର୍ବ ଭାରତୀୟ ସ୍ତରରେ ହୋଇଥିବା…
Read More...

ଠକେଇ ଅଭିଯୋଗରେ ଜଣେ ଗିରଫ

ବେଗୁନିଆ -ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମର ମନୋଜ ମହାନ୍ତିଙ୍କୁ ଠକେଇ ଅଭିଯୋଗରେ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଖୋର୍ଦ୍ଧାରେ ଏକ ମୋବାଇଲ ଦୋକାନ କରିଥଲେ ।ସେ ସାମସଙ୍ଗ କମ୍ପାନୀର ମୋବାଇଲ ବିକ୍ରି…
Read More...

ଆଜାଦୀର ଅମୃତ ମହୋତ୍ସବ ଅବସରରେ ବ୍ୟାଙ୍କଗୁଡିକର ଋଣ ସଂଯୋଗୀକରଣ ପଦକ୍ଷେପ

ଭୁବନେଶ୍ୱର: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ “ଆଜାଦୀ କା ଅମୃତ ମହୋତ୍ସବ” ଅବସରରେ ବ୍ୟାଙ୍କ ଗୁଡିକ ପକ୍ଷରୁ ଚଳିତ ମାସ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ…
Read More...

ଅନ୍‌ଲାଇନ୍‌ ତାସ୍‌ ଖେଳ ରମି ନେଲା ମହିଳାଙ୍କ ଜୀବନ

ଚେନ୍ନାଇ - ଅନ୍‌ଲାଇନ୍‌ରେ ଗେମ୍‌ ଖେଳିବା ପରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଘଟଛି । ସି. ଭବାନୀ ନାମକ ଏହି ୨୫ ବର୍ଷୀୟ ମହିଳା ଅନେକ ସମୟରେ ଅନ୍‌ଲାଇନ୍‌ ଗେମ୍‌…
Read More...

ଟ୍ୱିଟରକୁ କିଣିବା ନିଷ୍ପତ୍ତିରୁ ଓହରିବେ ଏଲୋନ୍‌ ମସ୍କ

ନ୍ୟୁୟର୍କ - ଟ୍ୱିଟର ବିକ୍ରି ହୋଇଯିବ । ସ୍ପେସ୍‌ ଏକ୍ସ୍‌ର ପ୍ରତିଷ୍ଠାତା ଏଲନ୍‌ ମସ୍କ ଏହାକୁ କିଣିବେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଏବେ ଏଲନ୍‌ ମସ୍କ ଟ୍ୱିଟର କିଣିବେ ନାହିଁ ବୋଲି ସୂଚନା ଦେିଛନ୍ତି । ୪୪…
Read More...

କିଡ୍‌ନୀ ପ୍ରତିରୋପଣ ପାଇଁ ବିଦେଶ ଯିବେ ଲାଲୁ ପ୍ରସାଦ – ପାସପୋର୍ଟ ଉପରେ ଥିବା ପ୍ରତିବନ୍ଧକ ହଟାଇବା ପାଇଁ…

ରାଞ୍ଚି - ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କର କିଡ୍‌ନୀ ପ୍ରତାରୋପଣ ପାଇଁ ବିଦେଶ ଯିବେ । ଏଥିପାଇଁ ରାଞ୍ଚିରେ ଥିବା ବିଶେଷ ସିବିଆଇ ଅଦାଲତରେ ସେ ଆବେଦନ କରିଛନ୍ତି । ତାଙ୍କର ପାସପୋର୍ଟର…
Read More...

ରାମେଶ୍ୱରଦେବଙ୍କ ଶୀତଳଷଷ୍ଠୀ ଓ ବାଣଯାତ୍ରା ସଂପନ୍ନ

ପିପିଲି: ପିପିଲି ନିକଟବର୍ତ୍ତୀ ବାଗେଶ୍ୱରପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀରାମେଶ୍ୱରଦେବଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ ଓ ବାଣଯାତ୍ରା ସମାରୋହରେ ସଂପନ୍ନ ହୋଇଛି । ଏହି ଯାତ୍ରାର ପ୍ରସିଦ୍ଧ କାଠଚକ୍ର ବାଣକୁ…
Read More...

ଛାତ୍ର ଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେଲା ଡାକ ଟିକଟ ପ୍ରଦର୍ଶନୀ

ବୌଦ୍ଧ : ନବୋଦୟ ବିଦ୍ୟାଳୟରେ ଡାକ ଟିକଟ,ଷ୍ଟାମ୍ପ,ଦେଶ ବିଦେଶର ମୁଦ୍ରା ଓ ନୋଟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧର ସୁନାମଧନ୍ୟ ସଂଗ୍ରାହକ ଶ୍ରୀ ବିଶ୍ୱନାଥ ମିଶ୍ର ନିଜ ଉଦ୍ୟମରେ ସଂଗ୍ରହ କରିଥିବା ଡାକ ଟିକଟ,…
Read More...

ପରିବେଶ ସୁରକ୍ଷା ସଚେତନତା ପାଇଁ ସାଇକେଲ୍‌ ଶୋଭାଯାତ୍ରା ଓ ବନୀକରଣରେ ବ୍ରତୀ ସଂକଟେଶ୍ୱର କ୍ଲବ୍‌କୁ ପ୍ରକୃତି ମିତ୍ର…

ଭୁବନେଶ୍ୱର- ପରିବେଶ ସୁରକ୍ଷା ସଚେତନତା ପାଇଁ ସାଇକେଲ୍‌ ଶୋଭାଯାତ୍ରା ଓ ବନୀକରଣରେ ବ୍ରତୀ ସଂକଟେଶ୍ୱର କ୍ଲବ୍‌କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି । ସାରା ବିଶ୍ୱ ଏବେ ପ୍ରଦୂଷଣ ଜନିତ ବିବିଧ ସମସ୍ୟାରେ ଜର୍ଜରିତ ।…
Read More...

ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ 

ଜଗତସିଂହପୁର : ବିରିଡ଼ି ରୋଡ଼ ଚାନ୍ଦପୁର ସ୍ଥିତ ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଗତକାଲି…
Read More...

ହାତୀ ଶିକାର ମାମଲାରେ – ଜଣେ ଅଟକ, ସ୍ୱାମୀଙ୍କ ସହ ଆସିଥିବା ମହିଳାଙ୍କ ସନ୍ଦେହଜନକ…

ବୌଦ୍ଧ : ବୌଦ୍ଧଜିଲା ବଘିଆପଡା ଅଞ୍ଚଳରେ ଦୁଇଗୋଟି ହାତୀ ଶିକାର ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ତନାଘନା ଚଢାଉ ଚାଲିଥିବାବେଳେ ସନ୍ଦେହରେ ବିଭିନ୍ନ ଲୋକଙ୍କୁ ଧରିଆଣି ପଚରା ଉଚୁରା କରୁଛନ୍ତି…
Read More...

ଅଗଣାରେ ଛିଡା ହୋଇଥିବା ବେଳେ ମାରିଲା ବିଜୁଳି – ମହିଳା ଗୁରୁତର

ଦେବଗଡ଼: ଶନିବାର ସଂଧ୍ୟାରେ କାଳ ବୈଶାଖି ପ୍ରଭାବରେ ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ଘରଦ୍ୱାର ଭାଙ୍ଗିବା ସହ ବହୁ ଘରଦ୍ୱାର ମଧ୍ୟ ମହୁଲତା ଗ୍ରାମର କ୍ଷତିଗ୍ରସ୍ତ ହୋଇଛି । ସେହିପରି ଗଛପଡି ବାରକୋଟ ବ୍ଲକ କାଦୋପଡା…
Read More...

ନାଗସାପ କାମୁଡ଼ାରେ ଶିଶୁ ମୃତ

ବେଗୁନିଆ-ବେଗୁନିଆ ବ୍ଲକ ସିକୋ ପଞ୍ଚାୟତ ର ଚନ୍ଦ୍ରଶେଖରପୁର ଗ୍ରାମରେ ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ନାଗ ସାପ ଦଂଶନରେ ଏକ ୫ ବର୍ଷ ଶିଶୁର ମୃତ୍ୟୁ ହୋଇଯାଇଥିବାର ଜଣାପଡିଛି ।ସମ୍ପୃକ୍ତ ଗ୍ରାମର ଲଜାଜୁଦ୍ଦିନଙ୍କ…
Read More...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ସିଦ୍ଧୁ ମୁଜେଓ୍ୱାଲାଙ୍କ ପିତାମାତା

ଚଣ୍ଡୀଗଡ- ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁଜେଓ୍ୱାଲାଙ୍କୁ ଗତ କିଛିଦିନ ତଳେ ଗୁଳିମାରି ହତ୍ୟା କରାଯାଇଥିଲା । ଏହାକୁ ନେଇ ପଞ୍ଜାବରେ ବିରୋଧ ପ୍ରଦର୍ଶନ କରିଥିଲେ । ଶନିବାରରେ  ମୁଜେଓ୍ୱାଲାଙ୍କ ପିତାମାତା କେନ୍ଦ୍ର…
Read More...

ଆଭ୍ୟନ୍ତରୀଣ ଓଡ଼ିଶାରେ ଜୁନ୍‌ ୧୧ ଯାଏଁ ଜାରି ରହିବ ପ୍ରଚଣ୍ଡ ରୌଦ୍ର ତାପ- ତା’ପରେ ମୌସୁମୀ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଜୁନ୍‌ ୧୧ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ର ତାପ ଏବଂ ଉପକୂଳବର୍ତୀ ଅଂଚଳରେ ମଧ୍ୟମ ଧରଣର ଗରମ ସହ ଅସହ୍ୟ ଗୁଳୁଗୁଳି ଲାଗି ରହିବ । ତେବେ ଜୁନ୍‌ ୧୧ ତାରିଖ ପରେ ମୌସୁମୀର ଆଗମନର…
Read More...

ଆବାସ ଯୋଜନାରୁ ବଂଚିତ ଅସହାୟ ବୃଦ୍ଧ ପାରେଶ୍ୱର

ହରଭଙ୍ଗା  -କେନ୍ଦ୍ରସରକାର ଗରିବ ଖଟିଖିଆ ପରିବାରକୁ ପକ୍କା ଘର ଖଣ୍ଡିଏ ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଭଳି ଜନହିତକର ଯୋଜନା କାର୍ଯ୍ୟକାରୀ କରିଛନ୍ତି ।ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତ…
Read More...

ଏପଟେ ସୁରକ୍ଷା ପାଇଁ ପୁଲିସ ବ୍ରିଫିଂ ସେପଟେ ଡକାୟତି – ଶୀତଳଷଷ୍ଠୀ ବେଳେ ବରିଷ୍ଠ ନାଗରିକଙ୍କୁ ମାଡ ମାରି ଲୁଟ,…

ସମ୍ବଲପୁର-ସମ୍ବଲପୁର ସପ୍ତାହବ୍ୟାପି ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇ ସାରିଥିବା ବେଳେ କରୋନାର ୨ ବର୍ଷ ଅନ୍ତରାଳରେ ଆୟୋଜିତ ହେଉଥିବା ଏହି ଭବ୍ୟ ଧାର୍ମିକ ସମାରୋହ ପାଇଁ ସହର ଏବେ ଉତ୍ସବମୁଖର ।…
Read More...

ଭାରତରେ ଇଲେକ୍ଟ୍ରିକ୍ ଗମନାଗମନକୁ ଦୃଢ଼ କରିବାକୁ ଜିଓ-ବିପି, ଏମ୍‌ଜି ମୋଟର ଓ କ୍ୟାଷ୍ଟ୍ରଲ୍ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଭାରତରେ ଇଲେକ୍ଟ୍ରିକ୍ ଯାନର ଗ୍ରହଣୀୟତା ଓ ଗମନାଗମନ ବଢ଼ାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଇଲେକ୍ଟ୍ରିକ୍ କାର୍ ପାଇଁ ଗମନାଗମନ ସମାଧାନ ସନ୍ଧାନ କରିବା ନେଇ ଜିଓ-ବିପି ସହିତ ହାତ ମିଳାଇଛନ୍ତି…
Read More...

ଉତ୍ସବ ମୁଖର ସମ୍ବଲପୁର- ବଂ ବରାଡ ବାଲୁଙ୍କେଶ୍ୱର ଓ ପାର୍ବତୀଙ୍କର ବିବାହ ପାଇଁ ଶ୍ରୀ ସାକ୍ଷୀଗୋପିନାଥ ଙ୍କ ଆଗମନ   

ସମ୍ବଲପୁର  – ସମ୍ବଲପୁରର ସର୍ବପୁରାତନ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟୀ ବଂ ବରାଡ ବାଲୁଙ୍କେଶ୍ୱର ଓ ଜଗତଜନନୀ ମାତା ପାର୍ବତୀଙ୍କର ବିବାହ ପାଇଁ ରିତିନିତି ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଗୁଡିକ ଜୋରସୋରରେ ଚାଲିଛି…
Read More...

ମେସିନ କରୁଛି ‘ମୋ ପୋଖରୀ’ କାମ – ହାତବାନ୍ଧି ବସିଛନ୍ତି ଜବକାର୍ଡ ଧାରୀ ଶ୍ରମିକ

ଝୁମ୍ପୁରା, : ପ୍ରତି ଗ୍ରାମରେ ରହିଥିବା ଗରିବ ଶ୍ରେଣୀର ଜବକାର୍ଡ ଧାରୀ ଶ୍ରମିକ ମାନଙ୍କୁ ସରକାର ମନରେଗା ଯୋଜନାରୁ ୧୦୦ ଦିନର କାମ ଯୋଗାଇ ଦେବାର ଲକ୍ଷ୍ୟ ରଖିଛନ୍ତି । ପ୍ରତି ଗ୍ରାମରେ ରହିଥିବା ଜବ କାର୍ଡଧାରୀ ଶ୍ରମିକ…
Read More...

ଘାଟିରେ ପଛକୁ ଗଡିଲା ଆମ୍ବୁଲାନ୍ସ – ସ୍ଥାନୀୟ ଲୋକଙ୍କ ସହାୟତାରେ ବଡ ବିପତ୍ତିରୁ ବର୍ତ୍ତିଲା

କଲ୍ୟାଣସିଂହପୁର - ପଛକୁ ଗଡିଲା ଆମ୍ବୁଲାନ୍ସ । ସ୍ଥାନୀୟ ଲୋକଙ୍କ ଯୋଗୁଁ ବଡ ବିପଦରୁ ରକ୍ଷା ମିଳିଲା । ଏହି ଘଟଣା ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ଘଟିଛି । ରାସ୍ତାର ଦୂରାବସ୍ଥା, ବିଭିନ୍ନ ସମସ୍ୟା ପାଇଁ…
Read More...

୫ ମିନିଟ୍‌ରେ ଋଣ : ୟୁକୋ ବ୍ୟାଙ୍କ

ଭୁବନେଶ୍ୱର: ୟୁକୋ ବ୍ୟାଙ୍କ ବଜାରକୁ କୌଣସି ଉତ୍ପାଦର ଶୁଭାରମ୍ଭ କରିବା ସମୟରେ ସର୍ବଦା ଗ୍ରାହକଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇଥାଏ । ଏହି କ୍ରମରେ ଗ୍ରାହକଙ୍କ ପରିବର୍ତ୍ତିତ ପସନ୍ଦକୁ ପୁରଣ କରିବା ପାଇଁ ୟୁକୋ…
Read More...

ଅମୃତସରର ଖାଲସା ମହାବିଦ୍ୟାଳୟ ଆଗରେ ଗୁଳିକାଣ୍ଡ- ଜଣେ ମୃତ ଅନ୍ୟଜଣେ ଗୁରୁତର

ଅମୃତସର - ପଞ୍ଜାବର ରାଜଧାନୀ ଅମୃତସରରେ ଥିବା ଖାଲସା ମହାବିଦ୍ୟାଳୟ ସାମ୍ନାରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମହାବିଦ୍ୟାଳୟ ପ୍ରବେଶ…
Read More...

ତିନିଭାଗ ହୋଇଯିବ ପାକିସ୍ତାନ ! ଭବିଷ୍ୟବାଣୀ କଲେ ଇମରାନ୍‌ ଖାନ୍‌

ଇସଲାମାବାଦ - ଭବିଷ୍ୟତରେ ପାକିସ୍ତାନ ତିନିଭାଗ ହୋଇଯିବ ବୋଲି ଏହାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ କହିଛନ୍ତି । ଏବେଠାରୁ ଠିକ୍ ଭାବେ ଆଇନ କାନୁନ ବ୍ୟବସ୍ଥାକୁ ଲାଗୁ କରାନଗଲେ ଭବିଷ୍ୟତରେ ଏପରି ହୋଇପାରେ…
Read More...

ବଲିଉଡ୍‌ର ଲୋକ ପ୍ରିୟ କଣ୍ଠଶିଳ୍ପୀ‌ କେକେଙ୍କର ମୃତ୍ୟୁ : କୋଲକାତାରେ ସଙ୍ଗୀତ ପରିବେଷଣ ସମୟରେ ମୃତ୍ୟୁ ହୋଇଥିବା…

କୋଲକାତା- ବଲିଉଡ୍‌ର ଲୋକ ପ୍ରିୟ କଣ୍ଠଶିଳ୍ପୀ‌ କେକେଙ୍କର ନିଧନ । କୋଲକାତାରେ ସଙ୍ଗୀତ ପରିବେଷଣ ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ମାତ୍ର ୫୩ ବର୍ଷ ବୟସରେ କେକେଙ୍କର ମୃତ୍ୟୁ ହୋଇଛି । ସଙ୍ଗୀତ କାର୍ଯ୍ୟକ୍ରମ…
Read More...

ଫଟୋଗ୍ରାଫର ଠିକ୍‌ ନ କରିପାରିବାରୁ ବର ଶିଶୁପାଳ – ବେଦୀରୁ ଉଠିଗଲେ କନ୍ୟା

କାନପୁର - ବିବାହ କରିବା ପାଇଁ ମନା କରିଦେଲେ ମଙ୍ଗୁଳା କନ୍ୟା । ବର ଫଟୋଗ୍ରାଫର ଠିକ୍‌ ନକରିବାପାରିବାରୁ ଜଣେ କନ୍ୟା ବିବାହ ପାଇଁ ମନା କରି ଦେଇଛନ୍ତି । କାନପୁର ଦେହାତରେ ଏହି ଘଟଣା ଘଟିଛି । କାନପୁର ଦେହାତର…
Read More...

ବାରିପଦାର ସଫେଇ ମହିଳା କର୍ମଚାରୀଙ୍କ ଭିଡିଓକୁ ନେଇ ସାରା ଦେଶରେ ଚର୍ଚ୍ଚା – ପିଠିରେ ଶିଶୁ ହାତରେ ଝାଡୁ ,…

ଭୁବନେଶ୍ୱର - ବାରିପଦାରେ ସଫେଇ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌ । ତାଙ୍କର ଏହି କାର୍ଯ୍ୟକୁ ଅନେକ ପ୍ରଶଂସା କରିବା ସେ ମାତୃ ଶକ୍ତିର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି । ପୀଠିରେ ନିଜ…
Read More...

କେଦାରନାଥ ଧାମ ପାଦଚଲା ଯାତ୍ରା ମାର୍ଗରେ ମୋବାଇଲ ସଂଯୋଗ ଯୋଗାଇଲା ଜିଓ

ଡେରାଡୁନ / ଭୁବନେଶ୍ୱର: କେଦାରନାଥ ଧାମ ମନ୍ଦିରର ପାଦଚଲା ଯାତ୍ରା ମାର୍ଗରେ ମୋବାଇଲ ଯୋଗାଯୋଗ ପ୍ରଦାନ କରିବାରେ ରିଲାଏନ୍ସ ଜିଓ ପ୍ରଥମ ଅପରେଟର ହୋଇଛି । ଜିଓ ଦ୍ୱାରା ଗୌରୀକୁଣ୍ଡ ଏବଂ କେଦାରନାଥ ଧାମ ମଧ୍ୟରେ ସମୁଦାୟ…
Read More...

କର୍ମ ସନ୍ୟାସ…. କର୍ମ ଯୋଗ ର ଭିତ୍ତି ଭୂମି

ସନ୍ୟାସ ର ଅର୍ଥ ସଂସାର ତ୍ୟାଗ ଅଥବା ସଂସାର ପ୍ରତି ବିରକ୍ତି ଓ ପ୍ରକୃତ ପକ୍ଷେ ସର୍ବ ଜନପ୍ରିୟ ଭାଷା ରେ ପ୍ରକାଶ କରିବାକୁ ଗଲେ ସଂସାର ତ୍ୟାଗ ସହ ଭଗବତ କୃପା ଦ୍ୱାରା ତାଙ୍କୁ ଅନ୍ୱେଷଣ ଅଥବା ପ୍ରାପ୍ତ କରିବାର ଇଛା ହିଁ…
Read More...

ଅଲେଖ ସାଧୁଙ୍କ ବିୟୋଗରେ ବ୍ରହ୍ମଧ୍ୱନୀ, ଅଖଣ୍ଡ ଘୃତବତୀ ପ୍ରଜ୍ଜ୍ୱଳନ

ପିପିଲି :ପିପିଲି ନିକଟବର୍ତ୍ତୀ ଗୋଡିମାଳ ଗ୍ରାମର ଅଲେଖ ସାଧୁ ରସାନନ୍ଦ ପୂଜାରୀଙ୍କ ବିୟୋଗରେ ମହିମା ଧର୍ମର ରିତୀନିତୀ ଅନୁଯାଇ ବ୍ରହ୍ମଧ୍ୱନୀ, ଅଖଣ୍ଡ ଘୃତବତୀ ପ୍ରଜ୍ଜ୍ୱଳନ ଆଦି କରାଯାଇ ତାଙ୍କର ସ୍ୱର୍ଗପ୍ରାପ୍ତି…
Read More...

ଥରେ ଚାର୍ଜ କଲେ ଗଡିବ ୫୯୦ କି.ମି- ବିଏମ୍‌ଡବ୍ଲୁର i4 ସିଡାନ୍‌ ଇଲେକ୍ଟ୍ରିକ୍‌ କାର୍‌ ଭାରତରେ ଲଞ୍ଚ୍‌ ହେଲା: ଦାମ୍‌…

ନୂଆଦିଲ୍ଲୀ - ଭାରତରେ ବିଏମ୍‌ଡବ୍ଲୁର i4 ସିଡାନ୍‌ ଇଲେକ୍ଟ୍ରିକ୍‌ କାର୍‌ ଲଞ୍ଚ୍‌ ହୋଇଛି । ଏହାକୁ ଥରେ ଚାର୍ଜ କଲେ ୫୯୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏଥିରେ ୮୩.୯…
Read More...

ଓଡ଼ିଶାରେ ବୃଦ୍ଧି ପାଇବ ତାପମାତ୍ରା, ମୌସୁମୀ ଆଗମନ ନେଇ ଅନିଶ୍ଚିତତା

ଭୁବନେଶ୍ୱର : ଉତର-ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ଓଡ଼ିଶାରେ ମେ ୨୯ ତାରିଖରୁ ଦିନର ତାପମାତ୍ରା ବୃଦ୍ଧି ପାଇବା ସହ କେତେକ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୪ ରୁ ୪୭ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ବଢ଼ିବାର…
Read More...

ଜାପାନରେ କୁକୁର ପରି ଦେଖାଯିବାକୁ ଜଣେ ବ୍ୟକ୍ତି ଖର୍ଚ୍ଚ କଲେ ୧୨ ଲକ୍ଷ -ଦେଖନ୍ତୁ ଭିଡିଓ

ଟୋକିଓ - ସୁନ୍ଦର ଦେଖାଯିବା ପାଇଁ ଅନେକ ବିଭିନ୍ନ ପ୍ରକାରର ପ୍ରାସାଧନ ସାମଗ୍ରୀ ବ୍ୟବହାର କରିଥାଆନ୍ତି । କେହି କେହି ବି ପ୍ଲାଷ୍ଟିକ ସର୍ଜରୀ କରି ଥାଆନ୍ତି । ମାତ୍ର ଏପରି କିଛି ଲୋକ ଅଛନ୍ତି ଜୀବ ଜନ୍ତୁ ପରି…
Read More...

ବିନା ହେଲ୍‌ମେଟ୍‌, ଡିଏଲ୍‌ରେ ଗାଡି ଚଳାଇବା ମହଙ୍ଗା ପଡିଲା -ସମ୍ବଲପୁର ଜିଲାରେ ୨୦୬ ଜଣଙ୍କ ଡିଏଲ ସସପେଣ୍ଡ

ସମ୍ବଲପୁର – ରାଜ୍ୟ ପରିବହନ ବିଭାଗ କମିଶନର ସଞ୍ଜୀବ ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ ଗତ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ମୋଟରଯାନ ଚେକିଂ ଅଭିଯାନ କରାଯାଇଥିଲା । ଏହି କ୍ରମରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ…
Read More...

ଶୀଳଷଷ୍ଠୀରେ କନ୍ୟା ଖୋଜା ଓ ପତ୍ରପେଣ୍ଡିର ନୀତି : ପୁରୀ ଶ୍ରୀକ୍ଷେତ୍ର ଓ ପଶ୍ଚିମ ଓଡିଶା ସଂସ୍କୃତିର ସଙ୍ଗମର ନିଦର୍ଶନ

ସମ୍ବଲପୁର, – ସମ୍ବଲପୁର ଠାରେ ପ୍ରାୟ ୪୫୦ ବର୍ଷ ପୁର୍ବେ ପୁରୀରୁ ଆସିଥିବା ଉତ୍କଳୀୟ ବ୍ରାହ୍ମଣ ମାନେ ଶୀତଳ ଷଷ୍ଠୀ ଆରମ୍ଭ କରିଥିଲେ । ଉକ୍ରଳୀୟ ବ୍ରାହ୍ମଣ ମାନେ ପୁରୀ ରୁ ସମ୍ବଲପୁରକୁ ଆସିବା ସମୟରେ ପୁରୀର ସଂସ୍କୃତି…
Read More...

ଆରପାରିରେ ବରିଷ୍ଠ ଅଭିନେତା ବିରାଜ ଦାସ

ଭୁବନେଶ୍ୱର- ଆରପାରିରେ ବରିଷ୍ଠ ଅଭିନେତା ବିରାଜ ଦାସ । କିଛି ଦିନ ଧରି ବିରାଜ ଦାସ ଅସୁସ୍ଥ ଥିଲେ । ତାଙ୍କର ଚିକିତ୍ସା ଚାଲିଥିଲା । ବୁଧବାରରେ ରାତି ପ୍ରାୟ ୯ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।
Read More...

ଲୁଟେରା ବୋହୂ -ସୁଲତାନା ପୂଜା , ରିୟା, ସୀମା ଏମିତି ନାମ ବଦଳାଇ ….

ଭୋପାଳ - ଏବେ ଲେଡି ଲୁଟେରା ସକ୍ରିୟ । ବିଭିନ୍ନ ଢଙ୍ଗରେ ଲୋକଙ୍କ ଫସାଇବା ସହ ଲୁଟିବା ଏମାନଙ୍କ ଲକ୍ଷ୍ୟ । ନାମ ବଦଳାଇ ବିଭିନ୍ନ ବ୍ୟକ୍ତିଙ୍କୁ ବିବାହ ପ୍ରଲୋଭନ ଦେଇ ଲୁଟିଛନ୍ତି   ସୁନ୍ଦର ଦେଖାଯାଉଥିବା ଯୁବତୀ ।…
Read More...

ଏମିତି ବି ଚମକେ ଭାଗ୍ୟ -ମହିଳାଙ୍କୁ ଜମିରୁ ମିଳିଲା ୧୦ ଲକ୍ଷ ଟଙ୍କାର ହୀରା

ଭୋପାଳ - ଭାଗ୍ୟରେ ଥିଲେ ମିଳେ । ଯେତେବେଳେ ଉପରବାଲା ଦେଇଥାଏ ତାହା କେହି ବି କଳ୍ପନା କରିପାରି ନଥାଏ । ଏପରି ଏକ ଘଟଣା ମଧ୍ୟପ୍ରଦେଶର ଜଣେ ମହିଳାଙ୍କ ସହ ଘଟିଛି । ମଧ୍ୟ ପ୍ରଦେଶର ଏହି ମହିଳା ଦୁଃଖେ ସୁଖେ ନିଜ ପରିବାର…
Read More...

ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନେଟ୍‌ ଲାଭ ୩,୪୦୫ କୋଟି ଟଙ୍କା

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆର୍ଥିକ ବର୍ଷ ୨୦୨୧-୨୨ର ଚତୁର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳରେ ୬୦୬ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ କରିଥିବା ସହ ବ୍ୟାଙ୍କର ନେଟ୍‌ ଲାଭ ପୂର୍ବ ଆର୍ଥିକ ବର୍ଷର ଚତୁର୍ଥ…
Read More...

‘‘ମୁଁ ଆମର ଦେଶରେ ପୁନଶ୍ଚ ଅଲମ୍ପିକ ଆନ୍ଦେଳାନକୁ ମଜବୁତ୍ କରିବା ପାଇଁ ଆଶା କରୁଛି’’ : ଶ୍ରୀମତୀ ନିତା ଅମ୍ବାନୀ

ମୁମ୍ବାଇ,- : ଆଜି ଓଡ଼ିଶାରେ ଇଣ୍ଟରନାସନାଲ୍ ଅଲମ୍ପିକ କମିଟି (ଆଇଓସି) ଦ୍ବାରା ପ୍ରଥମ ଅଲମ୍ପିକ ଭାଲ୍ୟୁସ ଏଡୁକେସନ ପ୍ରୋଗ୍ରାମ (ଓଭିଇପି) ର ଶୁଭାରମ୍ଭ ଅବସରରେ ଶ୍ରୀମତୀ ନିତା ଅମ୍ବାନି ଏହାର ପ୍ରଶଂସା…
Read More...

ବାହାରିନରେ ଓଡ଼ିଆ କଳା ସଂସ୍କୃତିକୁ ମନେ ପକାଇଲେ ପ୍ରବାସୀ -ମହାସମାରୋହରେ ପାଳନ କଲେ ଉତ୍କଳ ଦିବସ

ମାନାମା - ବାହାରିନ ଓଡ଼ିଆ ସମାଜ (ବାଓସ) ତରଫରୁ ଉତ୍କଳ ଦିବସ - ୨୦୨୨ ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଏଠାକାର ଇଣ୍ଡିଆନ୍ କ୍ଳବ୍ ପ୍ରେକ୍ଷାଳୟରେ ଆୟୋଜିତ ଭବ୍ୟ ଉତ୍ସବରେ ବାଓସର ସଦସ୍ୟ, ସେମାନଙ୍କର…
Read More...

ବିଳମ୍ବିତ ରାତିରେ ଗଛରେ ପିଟିହେଲା କାର୍‌ – ଚାଳକଙ୍କ ସହ କାର୍ ମାଲିକ ମୃତ

ପୁରୀ: ପୁରୀ-ସାତପଡ଼ା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଡ୍ରାଇଭର ସମେତ ଦୁଇଜଣଙ୍କର  ମୃତ ହୋଇଥିବା ସୂଚନା। ଶନିବାର ବିଳମ୍ବିତ ରାତିରେ କାରରେ ପୁରୀ ପଟୁ ସାତପଡ଼ା ଅଭିମୁଖେ ନିଜ ଗାଁ କୁ ଫେରୁଥିବା ବେଳେ…
Read More...

ମା’ ଝିଅର ସବୁଠାରୁ ଭଲ ବାନ୍ଧବୀ- ସମ୍ପର୍କର ସୁତ୍ର

ମା’ ଝିଅର ସବୁଠାରୁ ଭଲ ବାନ୍ଧବୀ। ତେବେ ପ୍ରାୟ ପରିବାରରେ ଦେଖାଯାଏ, ଝିଅମାନେ ବଡ ହେବା ପରେ ମା’ଠାରୁ ବହୁତ କଥା ଲୁଚାଇ ରଖନ୍ତି। ଏଥିପାଇଁ ପରେ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ବି ହୋଇଥାଏ। ତେବେ…
Read More...

ଶ୍ରୀନଗର: ଭୁଶୁଡି ପଡିଥିବା ଟନେଲ୍‌ ତଳୁ ୧୦ ମୃତ ଦେହ ଉଦ୍ଧାର

ଶ୍ରୀନଗର: ଭୁଶୁଡି ପଡିଥିବା ଟନେଲ୍‌ ତଳୁ ୧୦ ମୃତ ଦେହ ଉଦ୍ଧାର ହୋଇଛି । ଶନିବାରରେ  ଜାମ୍ମୁ କାଶ୍ମୀରର ରାମବନ ଜିଲ୍ଲାରେ ଏକ ଟନେଲ୍‌ କାମ ଚାଲିଥିବା ବେଳେ ଏହା ଭୁଶୁଡି ପଡିଥିଲା । ଏହା ତଳେ କାମ କରୁଥିବା ଅନେକ…
Read More...

ଏହି ସପ୍ତାହର ରାଶିଫଳ ଜାଣନ୍ତୁ କେଉଁ ରାଶିର ଭଲ କାହାର ମଧ୍ୟମଫଳ ଏହା ସହ ଉପଚାର

ମେଷ- ରବିବାର ମଧ୍ୟମଫଳ ପାଇବେ। ସୋମବାରଠାରୁ ବୁଧବାର କର୍ମାନୁରାଗୀ ହେବେ। ଗୁରୁବାର ଓ ଶୁକ୍ରବାର ସମସ୍ୟା ସମାଧାନରେ ବ୍ରତୀ ହେବେ। ଶନିବାର ମାନସିକ ଅବସାଦର ସମ୍ମୁଖୀନ ହେବେ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ।…
Read More...

ଚିତ୍ରକୋଣ୍ଡାରେ କାୟା ବିସ୍ତାର କରୁଛି ଡେଙ୍ଗୁ

ଚିତ୍ରକୋଣ୍ଡା -ଅଂଚଳରେ କାୟା ବିସ୍ତାର କରୁଛି ଡେଙ୍ଗୁ ଓ ଆତଙ୍କିତ ଅଞ୍ଚଳବାସୀ।ଏଥି ନେଇ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟ ବିଭାଗ ଅବଗତ ଅଛନ୍ତି, ହେଲେ ରୋଗ ରୋକିବା…
Read More...

ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକ ଅବସ୍ଥା ଶୋଚନୀୟ  

ହରଭଙ୍ଗା: ହରଭଙ୍ଗା-ଧଳପୁର   ଜଗନ୍ନାଥ ସଡକ ରାସ୍ତା ନିର୍ମାଣର ଦୁଇବର୍ଷ ନପୂରୁଣୁ ଏହାର ଅବସ୍ଥା ଶୋଚନୀୟ ହୋଇପଡିଛି ।ଅଧିକାଂଶ ସ୍ଥାନରେ ପିଚୁ ଉଠି ଖାଲଖମାରେ ପରିଣତ ଯୋଗୁଁ ଯାତାୟତରେ ବହୁ ଅସୁବିଧା ହେଉଛି ।ପ୍ରକାଶ…
Read More...

ପାଟଣା ବନାଞ୍ଚଳରେ ପୁଣି ଭାଲୁ ଆତଙ୍କ

ପାଟଣା  - କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା କ୍ଷେତ୍ର ମାଛଗଡ ଅଞ୍ଚଳ ରେ ପୁଣି ଭାଲୁ ଆତଙ୍କ ଦେଖା ଦେଇଛି। ବାଉଁଶନାଳି ଗାଁ ନିକଟରେ ଗୋଟିଏ ବଡ଼ ଭାଲୁ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଥିଲେ । ଗାଁ…
Read More...

ରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ବୁଧବାରରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୩୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ…
Read More...

ଏଆଇପିଏନ୍‌ବିଓଏ ପକ୍ଷରୁ ବୈଠକ ଆୟୋଜିତ

ଭୁବନେଶ୍ୱର: ଅଲ୍‌ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍‌ , ଓଡିଶା ଚାପ୍ଟର, ଭୁବନେଶ୍ୱର ପକ୍ଷରୁ ନୂତନ ଆଞ୍ଚଳିକ ପ୍ରବନ୍ଧକ ଏ. ଉଦୟ ଭାସ୍କର ରେଡ୍ଡୀ ଏବଂ ଭୁବନେଶ୍ୱର ଆଞ୍ଚଳିକ  କାର୍ଯ୍ୟାଳୟରେ…
Read More...

ଜିଓଫୋନ୍ ନେକ୍ସଟ୍‌ର ଅନନ୍ୟ “ଏକ୍ସଚେଂଜ୍ ଟୁ ଅପ୍‌ଗ୍ରେଡ୍‌’ ଅଫର

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ ଜିଓଫୋନ୍ ନେକ୍ସଟ୍ ପାଇଁ ସୀମିତ ସମୟର ଏକ୍ସଚେଂଜ୍ ଟୁ ଅପ୍‌ଗ୍ରେଡ୍ ଅଫରର ଶୁଭାରମ୍ଭ କରାଯାଇଛି । ଅଫର ଅନୁସାରେ ଗ୍ରାହକମାନେ ଯେକୌଣସି ପୁରୁଣା ସକ୍ରିୟ ୪ଜି ଫିଚରଫୋନ୍,…
Read More...