www.samajalive.in
Friday, December 12, 2025
19.1 C
Bhubaneswar

ନିଶା ନିବାରଣ ପାଇଁ ଅଣ୍ଟା ଭିଡ଼ିଲେ ରତଙ୍ଗ ପଞ୍ଚାୟତବାସୀ- ଗାଁ ଗାଁ ରେ ଚାଲିଛି ସଚେତନତା ବୈଠକ

ଫୁଲବାଣୀ :ବର୍ତମାନ ନିଶା ସମାଜରେ ମୁଖ୍ୟ ସମସ୍ୟା । ଏଥିଯୋଗୁଁ  ଅପରାଧ ବଢିବାରେ ଲାଗିଛି । ଯାହାକୁ ନେଇ ନିଶା ନିବାରଣ ସଚେତନତା ପାଇଁ ରତଙ୍ଗ ପଞ୍ଚାୟତର ସରପଞ୍ଚ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଯୁବ ଗୋଷ୍ଠୀ ଅଣ୍ଟା ଭିଡି ଥିବା ଦେଖିବାକୁ ମିଳିଛି ।

ରତଙ୍ଗ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଲୋକଙ୍କୁ ନିଶା ନିବାରଣ ଉପରେ ସଚେତନ କରିବାକୁ ବୈଠକ ଚାଲୁ ରହିଥିବା ଦେଖିବାକୁ ମିଳିଛି । ଡାଙ୍ଗଡୀକିଆ ଗ୍ରାମ ରେ ଗ୍ରାମ ସଭାପତି ଲିଙ୍ଗରାଜ କହଁର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକରେ ନିଶା ନିବାରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବୈଠକ କରାଯାଇ ଲୋକମାନଙ୍କୁ ସଚେତନ କରାଯାଉଛି ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories