www.samajalive.in
Wednesday, December 10, 2025
18.1 C
Bhubaneswar

କିଡ୍‌ନୀ ପ୍ରତିରୋପଣ ପାଇଁ ବିଦେଶ ଯିବେ ଲାଲୁ ପ୍ରସାଦ – ପାସପୋର୍ଟ ଉପରେ ଥିବା ପ୍ରତିବନ୍ଧକ ହଟାଇବା ପାଇଁ ଅଦାଲତରେ କଲେ ଆବେଦନ

ରାଞ୍ଚି – ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କର କିଡ୍‌ନୀ ପ୍ରତାରୋପଣ ପାଇଁ ବିଦେଶ ଯିବେ । ଏଥିପାଇଁ ରାଞ୍ଚିରେ ଥିବା ବିଶେଷ ସିବିଆଇ ଅଦାଲତରେ ସେ ଆବେଦନ କରିଛନ୍ତି । ତାଙ୍କର ପାସପୋର୍ଟର ନବୀକରଣ ସହ ଏହା ଉପରେ ଥିବା ପ୍ରତିବନ୍ଧକ ହଟାଇବା ପାଇଁ ସେ ଆବେଦନ କରିଛନ୍ତି ।

ଗୋଖାଦ୍ୟ ଦୁର୍ନୀତି ମାମଲାରେ ସେ ଜେଲ୍‌ରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଜାମିନ୍‌ ଦେବା ସହ ଚିକିତ୍ସା ପାଇଁ ତାଙ୍କ ପାସପୋର୍ଟ ଦେବା ପାଇଁ ସେ ଆବେଦନରେ ଉଲ୍ଲେଖ କରିଛନ୍ତି । ଲାଲୁ ପ୍ରସାଦଙ୍କ ପାସପୋର୍ଟ ଅଦାଲତରେ ପୂର୍ବରୁ ଜମା କରାଯାଇଛି । ଲାଲୁ ଚିକିତ୍ସା ପାଇଁ ସିଙ୍ଗାପୁର ଯାଇ ପାରନ୍ତି ବୋଲି ସୂଚନା ମିଳିଛି ।

- Advertisement -

ଅଦାଲତରେ ତାଙ୍କର କିଡ୍‌ନୀ ଖରାପୁ ଥିବାରୁ ସେ ଚିକିତ୍ସା ପାଇଁ ବିଦେଶ ଯିବେ ବୋଲି ଉଲ୍ଲେଖ କରିଛନ୍ତି । ଏଥିପାଇଁ ପାସପୋର୍ଟକୁ ଶୀଘ୍ର ପ୍ରଦାନ କରିବା ପାଇଁ ସେ କହିଛନ୍ତି ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories