www.samajalive.in
Saturday, December 6, 2025
15.1 C
Bhubaneswar

ଆବାସ ଯୋଜନାରୁ ବଂଚିତ ଅସହାୟ ବୃଦ୍ଧ ପାରେଶ୍ୱର

ହରଭଙ୍ଗା  -କେନ୍ଦ୍ରସରକାର ଗରିବ ଖଟିଖିଆ ପରିବାରକୁ ପକ୍କା ଘର ଖଣ୍ଡିଏ ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଭଳି ଜନହିତକର ଯୋଜନା କାର୍ଯ୍ୟକାରୀ କରିଛନ୍ତି ।ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତ ଅର୍ନ୍ତଗତ ଭଗାମୁଣ୍ଡା ଗ୍ରାମର ପାରେଶ୍ୱର ନାଏକ ଭଳି ଜଣେ ଅତ୍ୟନ୍ତ ଗରିବ ଖଟିଖିଆ ବୃଦ୍ଧ ଶ୍ରେଣୀର ଲୋକ ଏହି ଯୋଜନାର ବାଦ୍‌ପଡିବା ସରକାରଙ୍କ ଆବାସ ଯୋଜନା ହିତାଧିକାରୀ ଚୟନରେ ଆଉ ଏକ ବ୍ୟତିକ୍ରମ ପରିଲିକ୍ଷିତ ହୋଇଛି ।

ପ୍ରକାଶ ଯେ ପଂଚାୟତର ୪ନଂ ଓାର୍ଡ ଅର୍ନ୍ତଗତ ଭଗାମୁଣ୍ଡାର ବାସିନ୍ଦା ପାରେଶ୍ୱର ନାଏକ(୬୫) । ପରିବାର କହିଲେ ଏକ ମାତ୍ର ଝିଅ ତାଙ୍କ ସାହା ଭରସା ।ମୁଣ୍ଡ ଗୁଞିବାକୁ ମାଟିଝାଟି ଚାଳ ଘର ଖଣ୍ଡିଏ ରହିଛି ।ମାସକୁ ମିଳୁଥିବା ଭତ୍ତା ଟଙ୍କା ରାସନକାର୍ଡର ୫କେଜି ଚାଉଳରେ ଦୁଃଖକଷ୍ଟେ ବାପା,ଝିଅ ଗୁଜୁରାଣ ମେଂଟାନ୍ତି ।ବାମହାତ ଅର୍କମଣ୍ୟ ଯୋଗୁଁ ବୃଦ୍ଧ ପାରେଶ୍ୱର ଏବେ ଝିଅ ଉପରେ ବୋଝ ପାଲଟିଛନ୍ତି । ଏଭଳି ଅବସ୍ଥାରେ ରହୁଥିବା ପାରେଶ୍ୱରଙ୍କୁ ମିଳିପାରିନି ଆବାସ ଯୋଜନାରେ ଘର ।ଅସହାୟ ବୃଦ୍ଧ ପାରେଶ୍ୱରଙ୍କୁ ତୁରନ୍ତ ଆବାସ ଯୋଜନା

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories