Author
Samaja Digital
ଦେଖନ୍ତୁ ଏନ୍ଏସ୍ଜି କମାଣ୍ଡୋଙ୍କ ତାଲିମ୍ର ଭିଡିଓ
https://www.youtube.com/watch?v=e18W5ohwlb8
Read More...
Read More...
ଭୀମ ଭୋଇରେ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଅନୁମତି
ବଲାଙ୍ଗିର :ଛାତ୍ରଛାତ୍ରୀ ଆତ୍ମହତ୍ୟା ପାଇଁ ବିବାଦୀୟ ହୋଇଥିବା ବଲାଙ୍ଗିର ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ନୂତନ ମହାବିଦ୍ୟାଳୟଙ୍କ ମଧ୍ୟରେ ସ୍ନାତକୋତ୍ତର(ପିଜି) ଖୋଲିବାକୁ ଅନୁମତି ପାଇଛି । ବର୍ତ୍ତମାନ ଯାଏ କେବଳ…
Read More...
Read More...
ବୌଦ୍ଧ ଜିଲ୍ଲା ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ବୌଦ୍ଧ : ବୌଦ୍ଧ ଜିଲ୍ଲା ବିଜେପି ନଦୀ ସୁରକ୍ଷା ସମିତି ପକ୍ଷରୁ ଏକ ଦାବୀ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି,ଏହି ଦାବୀ ଗୁଡିକ ହେଲା ମହାନଦୀ ଓ ରାଜ୍ୟର…
Read More...
Read More...
ପାଣି ପ୍ରଦାନରେ ଦୁର୍ନିତୀ ଅଭିଯୋଗ
ସମ୍ବଲପୁର – ସମ୍ବଲପୁର ଜିଲାର ଲୁହାପଙ୍କ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପାନୀୟ ଜଳ ଯୋଗାଣରେ ବ୍ୟାପକ ଦୁର୍ନିତୀ କରିଥିବାର ଅଭିଯୋଗ ପଞ୍ଚାୟତ ସମିତିର ସମସ୍ତ ୱାର୍ଡ ସଭ୍ୟ ଓ ସମିତି ସଭ୍ୟ…
Read More...
Read More...
ସମ୍ବଲପୁରରେ ଆର୍ଟ ଅଫ ଗିଭିଂ
ସମ୍ବଲପୁର – ସମ୍ବଲପୁରର ଦଲଦଲିପଡା, ହୀରାକୁଦ ସ୍ଥିତ କଳ୍ପତରୁ ଆଶ୍ରମ ଓ ଧନକଉଡା ବ୍ଲକର ଗେଙ୍ଗୁଟିପାଲି ଗ୍ରାମ ଠାରେ ଆର୍ଟ ଅଫ ଗିଭିଂ ପାଳିତ ହୋଇଯାଇଛି । ଆର୍ଟ ଅଫ ଗିଭିଂର ନବମ ପ୍ରତିଷ୍ଠା ଦିବସ ଅବସରରେ କିସର…
Read More...
Read More...
ଜ୍ଞାନବାପୀ ମାମଲା- ସୁପ୍ରିମକୋର୍ଟଙ୍କ ଆଦେଶ ମସ୍ଜିଦ୍ରେ ଶିବଲିଙ୍ଗ ମିଳଥିବା ସ୍ଥାନର ସୁରକ୍ଷା କର, ନମାଜ ପାଠ ଯେପରି…
ନୂଆଦିଲ୍ଲୀ - କାଶୀ ବା ବନାରସ୍ରେ ଶିବଙ୍କ ମନ୍ଦିର ଭାଙ୍ଗି ସେଠାରେ ମସ୍ଜିଦ୍ ନିର୍ମାଣ କରାଯାଇଥିବା କୁହାଯାଏ । ଜ୍ଞାନବାପୀ ଏକ ସଂସ୍କୃତ ଶଦ୍ଦ ହୋଇଥିବା ବେଳେ ସେଠାରେ ଶିବ ମନ୍ଦିର ଥିଲା ଏବଂ ଔରଙ୍ଗଜେବ୍ ଏହାକୁ…
Read More...
Read More...
ପୁରୀରେ ପ୍ରେମିକକୁ ହତ୍ୟା
ପୁରୀ -ପୁରୀରେ ପ୍ରେମିକକୁ ହତ୍ୟା । ପ୍ରେମିକା ଘରକୁ ଯାଇଥିବା ବେଳେ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ। ମୃତ ଯୁବକଙ୍କ ନାମ ମୁନା ପ୍ରଧାନ, ବୟସ ୨୮ ବର୍ଷ ଏବଂ ତାଙ୍କ ଘର ସଦର ଥାନା ଅନ୍ତର୍ଗତ ସମାଗରା ଗ୍ରାମରେ। ୪…
Read More...
Read More...
ହେଟା ବାଘ ଆକ୍ରମଣରେ ତିନି ଗୁରୁତର, ମାହାଙ୍ଗା ସିପୂରାରେ ଆତଙ୍କ
କୁଆଁପାଳ: ହେଟା ବାଘ ଆକ୍ରମଣରେ ମାହାଙ୍ଗା ଶିପୁରା ଅଞ୍ଚଳରେ ୩ ଜଣ ଗୁରୁତର ହୋଇଛନ୍ତି। ଶିପୂରା ଗ୍ରାମରେ କଖାରୁ କ୍ଷେତରେ ଶ୍ରମିକ ଭାବେ କାମ କରୁଥିବା ସମୟରେ ପଶ୍ଚିମବଙ୍ଗ ଅଞ୍ଚଳର ଶ୍ରମିକ ଅଚିନ୍ତ ନାୟକ ଓ ବାଲେଶ୍ଵର…
Read More...
Read More...
ୟୁକୋ ବ୍ୟାଙ୍କର ୨୦୨୧-୨୨ ଆର୍ଥିକ ବର୍ଷର ନେଟ୍ ଲାଭ ୯୨୯.୭୬ କୋଟି ଟଙ୍କା
ଭୁବନେଶ୍ୱର ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ୍ ୯୨୯.୭୬ କୋଟି ଟଙ୍କା ନେଟ୍ ଲାଭ ଉପାର୍ଜନ କରିଛି । ବ୍ୟାଙ୍କର ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳ ପ୍ରକାଶ ପାଇଛି…
Read More...
Read More...
୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲା : ଭିଜିଲାନ୍ସ ଇନିସ୍ପେକ୍ଟର ମାନସୀ ଜେନା ଓ ସହଯୋଗୀ ମୁକେଶ ସାହୁ ଗିରଫ
ସମ୍ବଲପୁର – ସମ୍ବଲପୁର ଭିଜିଲାନ୍ସ ମଣ୍ଡଳରେ କାର୍ଯ୍ୟରତ ଇନିସ୍ପକ୍ଟେର ମାନସୀ ଜେନା ତାଙ୍କ ଜଣେ ସହଯୋଗୀ ମୁକେଶ ସାହୁ ଙ୍କ ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଘଟଣାରେ ବିଭାଗ ତାଙ୍କୁ ଶନିବାର ଗିରଫ କରି ଚାଲାଣ…
Read More...
Read More...
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ -ପୂର୍ବ ଜନ ସୂଚନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ
ବଲାଙ୍ଗିର :ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଜନ ସୂଚନା ଅଧିକାରୀଙ୍କୁ ରତ୍ନ ଭଣ୍ଡାର ଚାବି, ନବ କଳେବର ବିଶୃଙ୍ଖଳା ଇତ୍ୟାଦିକୁ ନେଇ ଗତ ୧୧ ଜୁନ ୨୦୧୮ ମସିହାରେ ଜଣାଶୁଣା ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା କେତେକ ତଥ୍ୟ…
Read More...
Read More...
ମୃତ୍ୟୁରୁ ବର୍ତ୍ତିଗଲେ, କଟିଲା ହାତ – ଆତ୍ମହତ୍ୟା ଉଦ୍ୟମ କରି ଟ୍ରେନ ଆଗକୁ ଡେଇଁ ପଡିଲେ ଯୁବକ
ବଲାଙ୍ଗିର :ଶୁକ୍ରବାର ରାତିରେ ଲୋଇସିଂହା ବୁର୍ଡା ରେଳ ଫାଟକ ନିକଟରେ ଚଳନ୍ତା ଟ୍ରେନ ସମ୍ମୁଖକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କିନ୍ତୁ ଅଳ୍ପକେ ସେ ବର୍ତ୍ତି ଯାଇଛନ୍ତି । ହେଲେ ତାଙ୍କ ଡାହାଣ ହାତ…
Read More...
Read More...
ବଲାଙ୍ଗିର ସିଭିଲ କୋର୍ଟରେ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ -୭କୋଟି ୬୪ଲକ୍ଷ ୪ହଜାର ୨୯୪ ଟଙ୍କା ଆଦାୟ
ବଲାଙ୍ଗିର :ଶନିବାର ବଲାଙ୍ଗିର ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବଲାଙ୍ଗିର ଜିଲା ସହ ଜିଲାରେ ଥିବା ସମସ୍ତ ତାଲୁକସ୍ତରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି ।
ରାଷ୍ଟ୍ରୀୟ ଲୋକ ଅଦାଲତରେ ୨୮ଟି…
Read More...
Read More...
ଧଣ୍ଡାମୁଣ୍ଡା ବାଞ୍ଜିପାଲି ଜଗନ୍ନାଥ ମନ୍ଦିରରୁ ଚୋରି
ଖପ୍ରାଖୋଲ(ନି.ପ୍ର): ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ବାଞ୍ଜିପାଲି ଗାଁ ଜଗନ୍ନାଥ ମନ୍ଦିରରେ ଚୋରି । ଏନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ । ସୂଚନା ଅନୁସାରେ, ବାଞ୍ଜିପାଲି ଗାଁ ସରକାରୀ ଉଚ୍ଚ…
Read More...
Read More...
ପାଣିପାଇପ୍ ଫିଟିଙ୍ଗ୍ରେ ୩୨କୋଟିର ସୁନା – ଦିଲ୍ଲୀ ଏୟାର କାର୍ଗୋରୁ ୬୧.୫ କିଲୋଗ୍ରାମ ସୁନା ଜବତ
ନୂଆଦିଲ୍ଲୀ - ସୁନା ଚୋରା ଚାଲାଣର ନୂଆ ଉପାୟ । ପୂର୍ବରୁ ସୁନା ଚୋରା ଚାଲଣ କରୁଥିବା ବ୍ୟକ୍ତିମାନେ ବିଭିନ୍ନ ଅଭିନବ ଉପାୟରେ ସୁନା ଚୋରା ଚାଲଣ କରୁଥିଲେ। କେତେବେଳେ ବିମାନରେ ଆସୁଥିବା ଲୋକଙ୍କୁ କ୍ଷୁଦ୍ରାନ୍ତରୁ ତ…
Read More...
Read More...
ଦିଲ୍ଲୀର ମୁନ୍ଦକ ମେଟ୍ରୋ ଷ୍ଟେସନ୍ ନିକଟରେ ଅଗ୍ନିକାଣ୍ଡ – ୨୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା
ନୂଆଦିଲ୍ଲୀ - ଦିଲ୍ଲୀରେ ଥିବା ମୁନ୍ଦକ ମେଟ୍ରୋ ଷ୍ଟେସନ୍ ନିକଟରେ ଥିବା ଏକ କୋଠାଘରେ ନିଆଁ ଲାଗିବାରୁ ୨୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପଶ୍ଚିମଦିଲ୍ଲୀର ଏହି ଅଟ୍ଟାଳିକାରେ ଅପରାହ୍ନ ସମୟରେ ଭୟଙ୍କର ନିଆଁ…
Read More...
Read More...
କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀ ହତ୍ୟା ଘଟଣା, ଶ୍ରୀନଗରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ- ପୁଲିସର ଲାଠି…
ଶ୍ରୀନଗର - କାଶ୍ମୀରରେ ଆତଙ୍କବାଦୀମାନେ ଜଣେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିବା ପରେ ଶ୍ରୀନଗର ସହ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ସରକାରୀ କାର୍ଯ୍ୟାଳୟ ଭିତରେ ପଶି…
Read More...
Read More...
ମସ୍ତିଷ୍କ ରୋଗ ସେରେବ୍ରେଲ ଐନ୍ୟୁରିଜମ୍ରେ ଆକ୍ରାନ୍ତ ଚୀନର ରାଷ୍ଟ୍ରପତି ଜିନ୍ପିଙ୍ଗ୍ !
ବେଜିଂ- ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ବିରଳ ମସ୍ତିଷ୍କ ରୋଗରେ ପୀଡିତ ଥିବା ସୂଚନା ମିଳିଛି । ତାଙ୍କୁ ସେରେବ୍ରେଲ ଐନ୍ୟୁରିଜମ୍ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଏହି ରୋଗ ହେଲେ…
Read More...
Read More...
ଖାରଗୋନ ହିଂସା- ଏସ୍ପିଙ୍କ ଆଗରେ ଖଣ୍ଡା ଦେଖାଇ ଆକ୍ରମଣ ଉଦ୍ୟମ କରିଥିବା ଅପରାଧୀ ଇରଫାନ୍କୁ ଗିରଫ କଲା ପୁଲିସ
ଭୋପାଳ - ଖାରଗୋନ ହିଂସାବେଳେ ପୁଲିସ ଅଧୀକ୍ଷକଙ୍କ ଆଗରେ ଖଣ୍ଡା ଦେଖାଇ ଆକ୍ରମଣ କରିବାକୁ ଧମକ ଦେଇଥିବା ଅପରାଧୀକୁ ପୁଲିସ ଗିରଫ କରିଛି। ହିଂସା ସମୟରେ ଏହାକୁ ନିୟନ୍ତ୍ରଣ କରିବାରୁ ଯାଇଥିବା ପୁଲିସ ଏସ୍ପି ସିଦ୍ଧାର୍ଥ…
Read More...
Read More...
ଦେଖନ୍ତୁ କି ଆଶ୍ଚର୍ଯ୍ୟ କଥା- ପ୍ରଶାନ୍ତ ମହାସାଗରେ ତଳେ ଆବିଷ୍କାର ହେଲା ହଳଦିଆ ଇଟାର ରାସ୍ତା
ନ୍ୟୁୟର୍କ - ବିଶ୍ୱର ସବୁଠାରୁ ଗଭୀରତମ ତଥା ବୃହତ ମହାସାଗର ହେଉଛି ପ୍ରଶାନ୍ତ ମହାସାଗର । ଏହି ମହାସାଗର ତଳେ ଏବେବି ରହସ୍ୟମୟ ହୋଇ ରହିଛି ଅନେକ କଥା । ବିଜ୍ଞାନର ପ୍ରଗତି ସହ ମଣିଷ ଏବିଷୟରେ ଜାଣିବା ପାଇଁ ଅନେକ…
Read More...
Read More...
ପାକିସ୍ତାନକୁ ଅନ୍ଧାର କରିଦେବାକୁ ଧମକ ଦେଲା ଚୀନ୍ର କମ୍ପାନୀ
ଇସାଲାମବାଦ - ପାକିସ୍ତାନକୁ ଅନ୍ଧାର କରିଦେବାକୁ ଚୀନ୍ର ଏକ କମ୍ପାନୀ ଧମକ ଦେଇଛି । ପାକିସ୍ତାନରେ ବିଦ୍ୟୁତ୍ ଦେୟ ଅତ୍ୟଧିକ ହୋଇଯାଇଛି । ଏହା ୩୦୦୦୦୦ କୋଟିରୁ ଅଧିକ ହେଲାଣି । ବକେୟା ଟଙ୍କା ନଦେଲେ ଆଉ ବିଦ୍ୟୁତ୍…
Read More...
Read More...
ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି – ସେନା ପଠାଇବା ଖବରକୁ ଖଣ୍ଡନ କଲା ଭାରତ
ନୂଆଦିଲ୍ଲୀ - ଶ୍ରୀଲଙ୍କା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ସେଠାରେ ଅଶାନ୍ତି ଏବଂ ଉତ୍ତେଜନା ଦେଖା ଦେଇଛି । ଶ୍ରୀଲଙ୍କାରେ କେତକ ମିଡିଆ ରିପୋର୍ଟରେ ଭାରତ ସେଠାରୁ ସେନା ପଠାଇବ ବୋଲି ଖବର ପ୍ରକାଶିତ ହୋଇଥିଲା ।…
Read More...
Read More...
ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ର ଚତୁର୍ଥ ତ୍ରୟମାସ ଲାଭ ୨୪% ବୃଦ୍ଧି ସହ ୪୧୭୩ କୋଟି ଟଙ୍କା
ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସର ଆର୍ଥିକ ଫଳାଫଳ ଆଜି ଘୋଷଣା କରାଯାଇଛି । ଜାନୁୟାରୀ ରୁ ମାର୍ଚ୍ଚ ୨୦୨୨ ପର୍ୟ୍ୟନ୍ତ ରହିଥିବା ଏହି ତ୍ରୟମାସରେ କମ୍ପାନୀର ଟିକସ…
Read More...
Read More...
ପରିବା ବିକ୍ରେତାଙ୍କ ଝିଅ ସିଭିଲ୍ ଜଜ୍ ପରୀକ୍ଷାରେ କୃତକାର୍ଯ୍ୟ
ଇନ୍ଦୋର- ପରିବା ବିକ୍ରେତାଙ୍କ ଝିଅ ହେବେ ସିଭଲ୍ ଜଜ୍ । ମଧ୍ୟପ୍ରଦେଶର ଇନ୍ଦୋରରେ ଅଙ୍କିତା ନାମକ ଛାତ୍ରୀଙ୍କ ବାପା ପରିବା ବିକ୍ରେତା । ଅଙ୍କିତା ମଧ୍ୟପ୍ରଦେଶ ସିଭିଲ୍ ଜଜ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।…
Read More...
Read More...
ଚାଷୀଙ୍କର ଚମକିଲା ଭାଗ୍ୟ – ଲିଜ୍ ନେଇଥିବା ଜମିରୁ ବାହାରିଲା ଏପରି ଜିନିଷ
ଭୋପାଳ - ମଧ୍ୟ ପ୍ରଦେଶର ପାନ୍ନାରୁ ଜଣେ ଚାଷୀଙ୍କୁ ସରକାରଙ୍କ ଠାରୁ ଲିଜ୍ରେ ନେଇଥିବା ଜମିରୁ ଏକ ହୀରା ମିଳିଛି । ଏହି ହୀରା ୧୧.୮୮ କ୍ୟାରେଟ୍ର । ମଧ୍ୟପ୍ରଦେଶ ପନ୍ନାର ପ୍ରତାପ ସିଂ ଯାଦବ ଜଣେ କ୍ଷୁଦ୍ର ଚାଷୀ ।…
Read More...
Read More...
ବିଷମ ପରିସ୍ଥିତିରେ ଦେଶର ସୁରକ୍ଷା; ବାଲିରେ ଭାଜି ହୋଇଯାଉଛି ପାମ୍ପଡ଼
https://youtu.be/w_7WwkDy19M
Read More...
Read More...
ବର୍ଷା ବେଳେ ଶ୍ରୀମନ୍ଦିରର ଦୃଶ୍ୟ
https://www.youtube.com/watch?v=tMifulhkG1A
Read More...
Read More...
ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା – ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ
ଠାକୁରମୁଣ୍ଡା - ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା । ଅଭିଯୁକ୍ତ ଆସାମୀ ଠାକୁରମୁଣ୍ଡା ଥାନାରେ ଆତ୍ମସମର୍ପଣ କରିଛି । ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ଗ୍ରାମପଞ୍ଚାୟତର ଛେରାଟାଙ୍ଗର…
Read More...
Read More...
ଅକ୍ଷୟ ତୃତୀୟ ଉପଲକ୍ଷେ ମାଁ ବାଟ ମଙ୍ଗଳାଙ୍କର ଜଳସେଇ
ସମ୍ବଲପୁର - ସମ୍ବଲପୁରର ଦଲେଇପଡା ସ୍ଥିତ ମାଁ ବାଟ ମଙ୍ଗଳା ମନ୍ଦିରରେ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମାଁ ଙ୍କୁ ଜଳସେଇ କରାଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଅବସରରେ ମାଁ ବାଟ ମଙ୍ଗଳାଙ୍କ…
Read More...
Read More...
ନାଳରେ ପଡିଥିବା ଷଣ୍ଢକୁ ଉଦ୍ଧାରକଲେ ଅଗ୍ନିଶମ ବିଭାଗର କର୍ମଚାରୀ
ସମ୍ବଲପୁର – ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଅନେକ ବୁଲା ଗାଈଗୋରୁ, ଷଣ୍ଢ, ଛେଳି ଆଦି ଘୂରି ବୁଲୁଥିବା ବେଳେ ସେଗୁଡିକର ଥଇଥାନ ପାଇଁ ପ୍ରଶାସନ ସମ୍ପୁର୍ଣ୍ଣ ଉଦାସୀନ । ଏଣୁ ଅନେକ ସମୟରେ ବୁଲା ପଶୁ ଗୁଡିକ ବିଭିନ୍ନ…
Read More...
Read More...
ତାରକେଶ୍ୱର ବାବାଙ୍କ ଥାଳ ଉଠା ସମ୍ପନ୍ନ
ସମ୍ବଲପୁର – ସମ୍ବଲପୁରର ଉପକଣ୍ଠସ୍ଥ ଶ୍ରୀ ଶ୍ରୀ ତାରକେଶ୍ୱର ବାବା ଙ୍କ ଶୀତଳ ଷଷ୍ଠୀ ଅବସରରେ ଦେବ ବିବାହ ଉତ୍ସବ ପାଇଁ ଥାଳ ଉଠା ନୀତି ସମ୍ପନ୍ନ ହୋଇଯାଇଛି । ମଙ୍ଗଳବାର ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପରମ୍ପରା…
Read More...
Read More...
ବଲାଙ୍ଗୀର ସହରରେ ଦିନକୁ ଦିନ ବିଗୁଡୁଛି ପରିମଳ ବ୍ୟବସ୍ଥା- ସଫେଇ କାର୍ଯ୍ୟ ତଦାରଖ କରୁଛନ୍ତି ପୌରାଧ୍ୟକ୍ଷା
ବଲାଙ୍ଗିର - ଦିନକୁ ଦିନ ବଲାଙ୍ଗିର ସହରର କଳେବର ଓ ଜନସଂଖ୍ୟା ବଢି ବଢି ଚାଲିଛି । ସେହି ଅନୁସାରେ ଅସ୍ୱଚ୍ଛ ହେଉଛି ସହର । ଆବର୍ଜନାର ଭୂସ୍ୱର୍ଗରେ ପରିଣତ ହୋଇଛି । ପଡ଼ା ପଡ଼ାରେ ଅଳିଆ ଆବର୍ଜନା ଜମି ରହୁଥିବା ବେଳେ…
Read More...
Read More...
ଅଚେତ ହେଇ ପଡିଗଲେ, ଜୀବନ ଚାଲିଗଲା
ବଲାଙ୍ଗିର -ବଲାଙ୍ଗିର ଲୋଇସିଂହା ବ୍ଲକ ଯୋଗିସୁର୍ଡା ଗାଁର ଚିତ୍ତରଞ୍ଜନ ମିଶ୍ର । ଛାତିରେ ଯନ୍ତ୍ରଣା ହେଉଥିଲା, ନିଶ୍ୱାସ ନେବାରେ ଅସୁବିଧା ଭୋଗୁଥିଲେ । ତେଣୁ ସଂପର୍କୀୟଙ୍କ ସହ ବୁଧୁବାର ବଲାଙ୍ଗିର ଭୀମ ଭୋଇ…
Read More...
Read More...
ଦିଲ୍ଲୀରେ କୁଆ ପଥର ସହ ପ୍ରବଳ ବର୍ଷା
ନୂଆଦିଲ୍ଲୀ - ଗତ କିଛି ଦିନ ହେଲା ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହୋଇଛି । ବୁଧବାରରେ ଦିଲ୍ଲୀର ଅନେକ ଅଞ୍ଚଳରେ କୁଆ ପଥର ସହ ପ୍ରବଳ ବର୍ଷା ହୋଇଛି । ଆକାଶରେ କଳା ହାଣ୍ଡିଆ ବାଦଲ ଘୋଟି ଆସିବା ସହ ପବନ ବହିଥିଲା ।…
Read More...
Read More...
ବିଦ୍ୟୁତ ବିଭ୍ରାଟକୁ ନେଇ ଅସନ୍ତୋଷ
ବଲାଙ୍ଗିର - ଚଳିତ ବର୍ଷର ଅସହ୍ୟ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ବଲାଙ୍ଗିର ଜିଲା ଜନସାଧାରଣ ହନ୍ତସନ୍ତ । ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ନେଇ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି…
Read More...
Read More...
ଅକ୍ଷୟ ତୃତୀୟା ଅବସରରେ ଅକ୍ଷି ମୁଠି ଅନୁକୂଳ କଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର
ବଲାଙ୍ଗିର - ଅକ୍ଷୟ ତୃତୀୟା ଅବସରରେ ସ୍ୱାମୀନାଥନ କମିଟିଙ୍କ ରିପୋର୍ଟ ଅନୁସାରେ ଚାଷୀକୁ ଅମଳର ପ୍ରକୃତ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଗଲେ ଚାଷୀ ଖୁସି ହେବ । ଜିଲା କିଷାନ କଂଗ୍ରେସ ବଲାଙ୍ଗିର ପକ୍ଷରୁ ଆୟୋଜିତ ଅକ୍ଷୟ…
Read More...
Read More...
ବାଲଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅକ୍ଷୟ ତୃତୀୟାରେ ଅକ୍ଷି ମୁଠି ଅନୁକୁଳ
ବଲାଙ୍ଗିର -ଅକ୍ଷୟ ତୃତୀୟା ଚାଷୀଙ୍କ ଦିନ । ପରମ୍ପରା ଅନୁସାରେ ଏହି ଦିନ ହିଁ ଭଲ ଚାଷ ପାଇଁ ଜମିରେ ଚାଷୀ ପୂଜାର୍ଚ୍ଚନା କରି ଅକ୍ଷିମୁଠି ଅନୁକୁଳ କରେ । କ୍ଷେତରେ ହଳ ବୁଲାଏ । ତା’ପରେ ପରେ ଧାନ ବୁଣେ । ପାଣି ମଡାଇବା…
Read More...
Read More...
ଜଙ୍ଗଲରେ ଶିକାର ଚାଲିଥିବା ବେଳେ ପୁଲିସର ରାତି ଅଧିଆ ଚଢଉ – କର୍ଲାପିଟା ଜଙ୍ଗଲରୁ ୮ ଦେଶୀ ବନ୍ଧୁକ, ଗୁଳି ଓ…
ମୁରିବାହାଲ -ମଙ୍ଗଳବାର ବିଳମ୍ବିତ ରାତିରେ ମୁରିବାହାଲ ପୁଲିସ ହଲଦୀ ପଞ୍ଚାୟତ କର୍ଲାପିଟା ଗାଁ ନିକଟ ଜଙ୍ଗଲରେ ଚଢଉ । ଜଙ୍ଗଲରେ ଖୋଜାଖୋଜି କରିବା ପରେ ୪ଜଣଶିକାରୀଙ୍କୁ ପୁଲିସ ଠାବ କରିଥିଲା । ସେମାନଙ୍କ ନିକଟରୁ ଦେଶୀ…
Read More...
Read More...
୩ କେଜି ସୁନା ଗହଣା ଲୁଟ ଘଟଣା- ୨ ଲୁଟେରା ଗିରଫ
ଗୁଣୁପୁର - ରାୟଗଡା ଜିଲ୍ଲା ଗୁଣୁପୁର ପୁଲିସକୁ ମିଳିଛି ବଡ଼ ସଫଳତା । ଏପ୍ରିଲ ୨୬ ତାରିଖରେ ଗୁଣୁପୁର ଏସ ଏସ ଜୁଏଲେରୀ ମାଲିକ ଏସ ବାବା ପ୍ରସାଦ ନିଜ ଦୋକାନ ଖୋଲିବାକୁ ଯାଉଥିବା ବେଳେ ଏକ କଳା ପଲସର ବାଇକ ରେ ଦୁଇଜଣ…
Read More...
Read More...
ବିହାରରେ ପୁଣି ଚୋରି ହୋଇଗଲା ପୋଲ
ପାଟନା- ବିହାରରେ ଚୋରଙ୍କ ଦୌରାତ୍ମ୍ୟ ଦିନିକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ତଲେ ଲୁହାରେ ତିଆରି ହୋଇଥିବା ଏକ ପୋଲକୁ ରାତ ରାତ ଲାଗି ଚୋରମାନେ କାଟି ନେଇଯାଇଥିଲେ । ଏବେ ବାଙ୍କା ଜିଲ୍ଲାରେ ଥିବା ଏକ…
Read More...
Read More...
ସତ୍ୟସାଇ ସେଵା ସଙ୍ଗଠନ ବୌଦ୍ଧ ପକ୍ଷରୁ ଅଗ୍ନି ବିପନ୍ନ ପରିବାରକଙ୍କୁ ସହାୟତା
ବୌଦ୍ଧ, : ବୌଦ୍ଧ ବ୍ଲକ ଆମ୍ବଝରି ପଞ୍ଚାୟତର ଗୋଛାପଡା ଗ୍ରାମର ରବି ବାଘଙ୍କ ଘରେ ଶନିବାର ଅଗ୍ନିକାଣ୍ଡ ଘଟି ୬ବଖରା ଘର ଜଳିଯିବା ଯୋଗୁଁ ଏହି ପରିବାର ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିଲେ।ଅଗ୍ନି ବିପନ୍ନ ପରିବାରକୁ…
Read More...
Read More...
ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷକ ଟଙ୍କଧର ସାହୁଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର…
ବୌଦ୍ଧ, : ବୌଦ୍ଧ ସହର ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷକ ଟଙ୍କଧର ସାହୁଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ମାନଙ୍କ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଅଛି କ୍ଷ ୩୦ଅପ୍ରେଲ ୨୦୨୨ରେ…
Read More...
Read More...
ଅଜଣା ଗାଡି ଧକ୍କାରେ ୩ ଗୋରୁ ମୃତ, ଉତ୍ୟକ୍ତ ଗ୍ରାମବାସୀଙ୍କ ୪ ଘଣ୍ଟା ଜାତୀୟ ରାଜପଥ ଅବରୋଧ
ବୌଦ୍ଧ, : ଖୋର୍ଧା- ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧଜିଲା ଖଜୁରୀପଡା ଛକଠାରେ ଏକ ଅଜଣା ଗାଡି ଧକ୍କାରେ ୩ ଗୋରୁଙ୍କ ମୃତ୍ୟୁ ହେବାଫଳରେ ଉତ୍ୟକ୍ତ ଗ୍ରାମବାସୀମାନେ ଦୀର୍ଘ ୪ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ ।…
Read More...
Read More...
ତ୍ରିଲୋଚନପୁର ପଞ୍ଚାୟତରେ ସମ୍ମନ୍ୱିତ ଶିଶୁ ବିକାଶ ଯୋଜନା ଏମିତି ଚାଲିଛି-୫ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ଦୁଇଟି…
ଲାଞ୍ଜିଗଡ଼ : ମହିଳା ଓ ଶୁଶୁ ବିକାଶ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଠାରେ ଏହି ଯୋଜନା ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ତ୍ରିଲୋଚନପୁର ପଞ୍ଚାୟତରେ…
Read More...
Read More...
ଅଗ୍ନିକାଣ୍ଡ ଘଟି ଜଳିଗଲା ୩ବଖରା ଘର
ଗୁରୁଡିଝାଟିଆ- ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଛୋଟିଆମ୍ବ ଗ୍ରାମରେ ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ ଘଟି ୫ବଖରା ଘର ଭସ୍ମୀଭୁତ ହୋଇଯାଇଛି । ଆଠଗଡରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ଛୋଟିଆମ୍ବର ମୁଷା…
Read More...
Read More...
ଶ୍ରୀନଗର ବିମାନ ବନ୍ଦରରେ ସେନାର ଯବାନଙ୍କ ବ୍ୟାଗରୁ ମିଳିଲା ଗ୍ରିନେଡ୍
ଶ୍ରୀନଗର - ଶ୍ରୀନଗର ବିମାନ ବନ୍ଦରରେ ସେନାର ଯବାନଙ୍କ ବ୍ୟାଗରୁ ମିଳିଲା ଗ୍ରିନେଡ୍ । ବ୍ୟାଗେଜ୍ ସ୍କ୍ରିନିଙ୍ଗ୍ ସମୟରେ ବ୍ୟାଗ ଭିତରେ ଗ୍ରିନେଡ୍ ଥିବା କଥା ଜଣା ପଡିଥିଲା । ଏହି ଯବାନ୍ ଜଣଙ୍କ ଦକ୍ଷିଣ କାଶ୍ମୀର…
Read More...
Read More...
ପୂର୍ବ ଶତ୍ରୁତାରୁ ପଥରରେ ଛେଚି ଓ୍ୱାର୍ଡ ମେମ୍ବରଙ୍କୁ ହତ୍ୟା
ପଟ୍ଟାଙ୍ଗି - କୋରାପୁଟ ଜିଲ୍ଲାର ଆନ୍ଧ୍ର ସିମାନ୍ତ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାପାଲି ପଞ୍ଚାୟତ ର ମୁଲାଗୁଡା ଗ୍ରାମ ନିବାସୀ ପାଲବାଲସା ଓ୍ୱାର୍ଡ ମେମ୍ବର ଆଦାରୀ ନାଶାୟା (୫୫) ଙ୍କୁ ପଥର ଛେଚି ହତ୍ୟା ।…
Read More...
Read More...
ଅଟୋ ସହ ବାଲି ବୋଝେଇ ଟିପର ଧକ୍କା ଜଣେ ମହିଳା ମୃତ- ତିନି ଗୁରୁତର
ଚିକିଟି - ରବିବାର ଅପରାହ୍ନରେ ଗୋଲନ୍ଥରା ଥାନା ଅନ୍ତର୍ଗତ ତୁଳୁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ତିନି ଜଣ ଗୁରୁତର ହୋଇଥିବା ଖବର ମିଳିଛି |
ସୁରଳ ଗ୍ରାମର…
Read More...
Read More...
୨୭ ବର୍ଷର ସରକାରୀ ଅବହେଳା -ଜମି ପାର୍ଚ୍ଚା ପାଇଛନ୍ତି ପାଇଛନ୍ତି, ହୋଇନି ଜମି ଚିହ୍ନଟ
ବଲାଙ୍ଗିର -ବଲାଙ୍ଗିର-ଟିଟିଲାଗଡ ରାସ୍ତାରେ ଖର୍ଲିକାନି ଗାଁ । ଅନେକ ଗରିବ ଆଦିବାସୀ ଏଠାରେ ବସବାସ କରନ୍ତି । ୧୯୯୫ ମସିହାରୁ ସରକାର ଚିହ୍ନଟ କରି ୪ଡିସିମିଲ ଲେଖାଏଁ ଜମି ଏଠାକାର ଲୋକଙ୍କୁ ଦେଇଛନ୍ତି । ବିଡମ୍ବନାର…
Read More...
Read More...
ବର୍ଷାରେ ଭାଙ୍ଗିଲା ସମିତି ସଭ୍ୟଙ୍କ ଘର
ବଡ଼ମାଲ- ରବିବାରରେ ଅଦିନିଆ ବର୍ଷା ଯୋଗୁ ସଇଁତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତର ସମିତି ସଭ୍ୟ ଦୁଷିଲା ଜାନୀଙ୍କ ଘର ଭାଙ୍ଗି ଯାଇଛି। ଘରେ ଦୁଷିଲା ଯାନୀ ଓ ତାଙ୍କ ପୁଅ ଥିବା ସମୟରେ ହଠାତ୍ ପବନର ବେଗ ବଢିବା…
Read More...
Read More...
କର୍ପୋରେଟର ପ୍ରାର୍ଥୀଙ୍କୁ ପ୍ରାଣାନ୍ତକ ଆକ୍ରମଣ
ବ୍ରହ୍ମପୁର : ଶନିବାର ରାତି ପ୍ରାୟ ୧୨ଟା ସମୟରେ ବ୍ରହ୍ମପୁର ମହାନଗର ନିଗମ ୧୮ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ଆନନ୍ଦ ଗଉଡଙ୍କୁ ଆକ୍ରମଣ । ସେ ନିଜ ବ୍ୟବସାୟିକ କାର୍ଯ୍ୟ ସାରି ସାଇନଗର ସ୍ଥିତ ନିଜ ବାସଭବନକୁ ଫେରିବା…
Read More...
Read More...
କୋର୍ଟରେ ହାଜର ହେବା ପରେ ଜେଲ୍ ଗଲେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ
ଭୁବନେଶ୍ୱର - ତିଲେଇବଣିର ବିଡିଓଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଦେବଗଡର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରେ ହାଜର କରାଯିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ…
Read More...
Read More...
ମୁଖ୍ୟ ସଚେତକ ପଦ ଛାଡିଲି ,ସଭାପତି ପଦ ମିଳିଲେ ଛାଡିବିନି ବୋଲି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି
ଭୁବନେଶ୍ୱର - କଂଗ୍ରେସ ଦଳରେ ଭିତରେ ବାହାରେ ଅସନ୍ତୋଷ ।ରାଜ୍ୟରେ ଦଳର ମଙ୍ଗ କିଏ ଧରିବ ତାକୁ ନେଇ ବହୁ ଦିନ ଦଳ ଭିତରେ ଗୋଷ୍ଠୀ କନ୍ଦଳ । ପିସିସି ସଭାପତି ପଦ ପାଇଁ ବହୁ ଆଶାୟୀ । ପ୍ରତି ନିର୍ବାଚନରେ ଦଳ ଖରାପ…
Read More...
Read More...
ପାଗଳ ହୋଇ ଯାଇଛନ୍ତି କିଛି ହନୁମାଙ୍କଡ ! କାମୁଡାରେ ୩ ମହିଳା ଆହତ
ପାତ୍ରପୁର-ପାତ୍ରପୁର ବ୍ଳକ ଖରଣିପଡା ପଞ୍ଚାୟତ କୋଳିହଳା ଗ୍ରାମରେ ହନୁ ଆକ୍ରମଣରେ ତିନିଜଣ ମହିଳାଙ୍କ ସମେତ ଚାରି ଜଣ ଆହତ ହୋଇଛନ୍ତି। ଏହାପରେ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ତିନିଦିନ ତଳେ ଗ୍ରାମର ରିନୁ ପ୍ରଧାନ,…
Read More...
Read More...
ଗିରଫ ପରେ କୋର୍ଟକୁ ଯିବା ବାଟରେ ଅସୁସ୍ଥ ହେଲେ ଦେବଗଡ ବିଧାୟକ.
ଭୁବନେଶ୍ୱର - ବିଡିଓଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଦେବଗଡର ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ବିଜେପି ଦଳର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଏହି ଆକ୍ରମଣ ଅଭିଯୋଗ ଘଟଣାରେ ପୁଲିସ…
Read More...
Read More...
ଟଳିପଡିଲେ ସିଆରପିଏଫ ଯବାନ, ମୃତ୍ୟୁର କାରଣ ଅସ୍ପଷ୍ଟ
ବଲାଙ୍ଗିର - ବଲାଙ୍ଗିର କେନ୍ଦ୍ରୀୟ ସୁରକ୍ଷା ବାହିନୀ(ସିଆରପିଏଫ) ୧୮୯ ବେଟେଲିଆନର ଜଣେ ଯବାନଙ୍କର ରବିବାର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ ଯବାନ ଜଣକ ପଶ୍ଚିମ ତ୍ରୀପୁରାର ଶ୍ରୀଦମ ଦେବବର୍ମା ବୋଲି ଜଣାପଡିଛି ।…
Read More...
Read More...
ସିନ୍ଦୁରର ସ୍ୱପ୍ନ ଦେଖାଇ ପ୍ରତାରଣା- ଗ୍ରାମବାସୀଙ୍କ ସହାୟତାରେ ପ୍ରେମିକର ଦୁଆରେ ପ୍ରେମିକା ।
ନର୍ଲା : ପ୍ରେମ ବେଳେ ସାବାଳିକା ପ୍ରେମିକା ଅନେକ ସ୍ୱପ୍ନ ଦେଖିଥାଏ । ହାତରେ ଶଙ୍ଖା,ସିନ୍ଥିରେ ସିନ୍ଦୂର,ପାଦରେ ଅବିର ଲଗେଇ ମଥାରେ ଓଢଣୀ ଦେଇ ଦିନେ ସେ ନୁଆ ବୋହୂ ହେବାର ସ୍ୱପ୍ନ ଦେଖିଥାଏ । ହେଲେ ସେ ସ୍ୱପ୍ନ ତାର…
Read More...
Read More...
ଏପଟେ ଶ୍ରମିକ ଦିବସ ପାଳନ ସେପଟେ ଟାଣ ଖରାରେ ଶିଶୁ ଶ୍ରମିକ ବାଉଁଶ ଝୁଡି ମୁଣ୍ଡାଇଥିବାର ଦୃଶ୍ୟ
ହରଭଙ୍ଗା . ସାରା ଭାରତବର୍ଷରେ ମେ ଏକ ତାରିଖରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ହେଇଛି । ଏଭଳି ଏକ ମହତ୍ ଦିନରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ କେନ୍ଦୁପତ୍ର ରେଞ୍ଜର ଅଧିନସ୍ଥ ବାଇଶିପଡା ପତ୍ର…
Read More...
Read More...
ହରଭଙ୍ଗା:ବାଲ୍ୟବିବାହ ଓ ଶିଶୁ ସୁରକ୍ଷା ସଚେତନ ପଥପ୍ରାନ୍ତ ନାଟକ ଉଦ୍ଯାପିତ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ୟୁନିସେଫ ର ମିଳିତ ଆନୁକୂଲ୍ୟରେ ବୀଣାପାଣି ସାହିତ୍ୟ କଳା ସଂସଦ ବୌଦ୍ଧର କଳାକାର ମାନଙ୍କ ଦ୍ୱାରା ହରଭଙ୍ଗା ବ୍ଲକରେ ବିଭିନ୍ନ ସ୍ଥାନରେ ବାଲ୍ୟବିବାହ ଓ ଶିଶୁ…
Read More...
Read More...
ଶ୍ରମିକ ଦିବସରେ ଶ୍ରମିକଙ୍କୁ ସମ୍ବର୍ଦ୍ଧନା
ଟିଟିଲାଗଡ଼ - ଟିଟିଲାଗଡ଼ ବ୍ଳକର ଖୋଲାନ ପଞ୍ଚାୟତରେ ବିଶ୍ୱ ଶ୍ରମିକ ଦିବସ ଅବସରରେ ମଞ୍ଚରେ ଶ୍ରମିକ ଅତିଥି ଭାବରେ ସମ୍ମାନ ଏବଂ ସମ୍ବର୍ଦ୍ଧନା ଦିଆଯାଇଛି । ସରପଞ୍ଚ ନରେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...
Read More...
ଢେଙ୍କାନାଳରୁ ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟ ସିମ୍ ଜବତ କଲା କ୍ରାଇମବ୍ରାଞ୍ଚ
କଟକ: କ୍ରାଇମବ୍ରାଞ୍ଚ ଅନଲାଇନ ସିମ୍ ଠକେଇର ପର୍ଦ୍ଦାଫାସ କରିଛି। ଢେଙ୍କାନାଳରୁ ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟ ସିମ୍ ଜବତ କରିଛି କ୍ରାଇମବ୍ରାଞ୍ଚ। ଏହାସହ ୪୮ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଏହି ମାମଲାରେ…
Read More...
Read More...
ଶ୍ରୀମନ୍ଦିର ଗୁମୁଟରୁ ଡେଇଁ କିନ୍ନରଙ୍କର ମୃତ୍ୟୁ
ପୁରୀ- ଶ୍ରୀମନ୍ଦିର ସିଂହଦ୍ୱାରରେ ଥିବା ଗୁମୁଟରୁ ଡେଇଁ ଜଣେ କିନ୍ନରଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ବଳରାମ ରାଉତ । ତାଙ୍କ ଘର ପୁରୀ ଜିଲ୍ଲା ନିମାପଡା-ଗୋପ ଅଞ୍ଚଳରେ ବୋଲି ପୁଲିସ ସୂଚନା ଦେଇଛି । ସେ ଆନନ୍ଦ…
Read More...
Read More...
ଏଆଇପିଏନ୍ବିପିଆର୍ଏର ବାର୍ଷିକ ସାଧାରଣ ସଭା ବୈଠକ
ଭୁବନେଶ୍ୱର: ଅଲ୍ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ ପେନ୍ସନର୍ସ ଆଣ୍ଡ୍ ରିଟାରିଜ୍ ଆସୋସିଏସନ୍ (ଏଆଇପିଏନ୍ବିପିଆର୍ଏ)ର ବାର୍ଷିକ ସାଧାରଣ ସଭା ବୈଠକ ଭୁବନେଶ୍ୱରର ଇମେଜ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ରାମ…
Read More...
Read More...
ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ନେଟ୍ ଲାଭ ୩୫୫ କୋଟି
ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ସୁଦ୍ଧା ୩୫୫ କୋଟି ଟଙ୍କାର ନେଟ୍ ଲାଭ ସଂଗ୍ରହ କରି ଶତକଡା ୧୧୫ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିପାରିଛି । ବ୍ୟାଙ୍କର ମୋଟ ସୁଧ…
Read More...
Read More...
ଉତ୍କଟ ଜଳ ସମସ୍ୟା -ଦେଓଗାଁ ବ୍ଲକର ୨୮୦ରୁ ୯୦ ଗାଁ ନଦୀ କୂଳରେ
କନିଷ୍ଠ ଯନ୍ତ୍ରୀଙ୍କୁ ବଲାଙ୍ଗିର ବ୍ଲକକୁ ବଦଳି
ଦେଓଗାଁ, -କେବଳ ମଣିଷ ନୁହେଁ, ପାଣି ମୁନ୍ଦାଏ ପିଇବା ପାଇଁ ଗୃହ ପାଳିତ ପଶୁ, ବନ୍ୟଜନ୍ତୁ ଓ ପଶୁପକ୍ଷୀ ଛଟପଟ ହେଉଛନ୍ତି । ପଶୁ ପକ୍ଷୀଙ୍କ କଥା କିଏ ପଚାରେ, ସାଧାରଣ…
Read More...
Read More...
ଏବେ ଗାଁ ଗାଁରେ ହିଟ୍ ବରଫ ବାଲା ଆଏଲାନ…’ ଗୀତ
ବଲାଙ୍ଗିର -ବଙ୍ଗାଳୀ ବାଦାମ ବିକାଳି ଭୁବନ ବାଦ୍ୟକରଙ୍କ ‘ବାଦାମ୍ ବାଦାମ୍ କାଚା ବାଦାମ୍....’ ଓ ସହଦେବ ନାମକ ଜଣେ କିଶୋରଙ୍କ ‘ବଚପନ୍ କା ପ୍ୟାର୍’ ଗୀତ ସାମାଜିକ ଗଣମାଧ୍ୟମରେ ବେଶ ଚହଳ ସୃଷ୍ଟି କରିଥିଲା ।…
Read More...
Read More...
ମିସେସ୍ ଇଣ୍ଡିଆର ବିଜୟୀ ହେଲେ ଓଡ଼ିଶାର ରୁପ୍ସା
ଭୁବନେଶ୍ୱର - ଓଡ଼ିଶାର ରୁପ୍ସା ନାୟକ ମିସେସ୍ ଇଣ୍ଡିଆ କ୍ରାଉନ୍ ହାସଲ କରି ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ମୁମ୍ବାଇ ଠାରେ ଗ୍ଲାମର ୱାର୍ଲ୍ଡ ପକ୍ଷରୁ ନିକଟରେ ଆୟୋଜିତ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ…
Read More...
Read More...
ଇଦ ନମାଜ ପାଇଁ ପ୍ରସ୍ତୁତି ବୈଠକ
ସମ୍ବଲପୁର, – ସମ୍ବଲପୁରର ସାକ୍ଷୀପଡା ସ୍ଥିତ ଇଦଗାହ ଠାରେ ଇଦ ନମାଜ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଇଦଗା ପରିଚାଳନା କମିଟୀ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ବୈଠକରେ ଚଳିତ ବର୍ଷର ଇଦ ନମାଜ…
Read More...
Read More...
ବାଣିଜ୍ୟ ବିଭାଗର ଆଲୁମୁନି ବୈଠକ
ସମ୍ବଲପୁର – ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆଲୁମୁନି ବୈଠକ ଅନୁଷ୍ଠିତ ହୋଇଯାଇଛି । କୂଳପତି ପ୍ର. ଏନ. ନାଗରାଜୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ର. ଶ୍ୟାମା ଚରଣ ଆଚାର୍ଯ୍ୟ ସ୍ୱାଗତ…
Read More...
Read More...
ବ୍ୟାଡମିଣ୍ଟନ ଏସିଆନ ଚମ୍ପିଆନସିପ୍, ସେମିରେ ସିନ୍ଧୁ
ମାନିଲା (ଫିଲିପାଇନ୍ସ): ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ପି.ଭି ସିନ୍ଧୁ ଏଠାରେ ଚାଲିଥିବା ବ୍ୟାଡମିଣ୍ଟନ ଏସିଆନ ଚମ୍ପିଆନସିପ୍ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଥି ସହିତ ସିନ୍ଧୁ ଉକ୍ତ ପ୍ରତିଯୋଗିତାରେ ଏକ…
Read More...
Read More...
ପହିଲାରୁ ଭିତରକନିକା ବନ୍ଦ
ରାଜନଗର,୨୯ା୪ (ନି.ପ୍ର) : ବଉଳା କୁମ୍ଭୀରର ଅନ୍ତୁଡିଶାଳ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମେ ପହିଲାରୁ ବନ୍ଦ ହେବ। କୁମ୍ଭୀର ପ୍ରଜନନଋତୁ ଆରମ୍ଭ ହୋଇଛି। ନଦୀନାଳମାନଙ୍କରେ ଥିବା…
Read More...
Read More...
ଆଗ କୋଇଲା, ପରେ ଯାତ୍ରୀ: ୬୫୭ ଯାତ୍ରୀବାହୀ ଟ୍ରେନ ଚଳାଚଳ ବାତିଲ
ନୂଆଦିଲ୍ଲୀ, ୨୯ା୪: ଦେଶସାରା ଭୀଷଣ ଗ୍ରୀଷ୍ମପ୍ରବାହ ସମୟରେ ବିଦ୍ୟୁତ ସଙ୍କଟ ଜନଜୀବନକୁ ଦୁର୍ବିସହ କରିଦେଇଛି। ବିଶେଷକରି ତାପଜ ଶକ୍ତିକେନ୍ଦ୍ରଗୁଡିକୁ କୋଇଲା ପରିବହନ କ୍ଷେତ୍ରରେ ସମସ୍ୟା ଯୋଗୁ ବିଦ୍ୟୁତ ଉତ୍ପାଦନ…
Read More...
Read More...
୬୨ ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ ଅଙ୍ଗଦ
ଫୁଲବାଣୀ, ୨୯ା୪ (ନି.ପ୍ର): ଜ୍ଞାନ ଆହରଣ ପାଇଁ ବୟସର ତାରତମ୍ୟ ବୋଲି କିଛି ନାହିଁ। ପିଲାବେଳର ପାଠ ପଢିବାର ଇଛାକୁ ସାକାର ରୂପ ଦେବାକୁ ସମୟସୁଯୋଗକୁ କେତେକ ଅପେକ୍ଷା କରିଥାନ୍ତି। ଆଉ ସେହି ସୁଯୋଗ ଉପନୀତ ହେବା ମାତ୍ରେ…
Read More...
Read More...
ଶିଶୁ ଚାଲାଣ ନେଇ ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗିର, -ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ଗୃହରେ ଶିଶୁ ଚାଲାଣ ଶୀର୍ଷକରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସଭାରେ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ପୁଲିସ ଏସ୍ଆଇ ଜୟଶଙ୍କର, ଶିଶୁ ମଙ୍ଗଳ ସମିତିର…
Read More...
Read More...
ମଠଖାଇ ସଂରକ୍ଷିତ ଜଙ୍ଗଲରେ ଚଢଉ – ୫କ୍ୱିଣ୍ଟାଲ କାଠ ଜବତ
ବଲାଙ୍ଗିର, -ବଲାଙ୍ଗିର ବନାଞ୍ଚଳ କର୍ମଚାରୀମାନେ ମଠଖାଇ ସଂରକ୍ଷିତ ଜଙ୍ଗଲରେ ଚଢଉ କରିଥିଲେ । ଜଙ୍ଗଲରୁ ୯ଟି ସାଇକେଲରେ ପ୍ରାୟ ୫ କ୍ୱିଣ୍ଟାଲ ଜାଳେଣି କାଠ ନେଇ ଯାଉଥିବା ଲୋକଙ୍କୁ କର୍ମଚାରୀମାନେ ଧରିବାକୁ ଉଦ୍ୟମ…
Read More...
Read More...
ବର୍ଷ ବର୍ଷ ଧରି ଚାଲିଛି କୋଟି କୋଟି ଟଙ୍କାର ଚୋରା ରତ୍ନପଥର ବେପାର- ଏହାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ଦାବି
ଟିଟିଲାଗଡ଼- ବଲାଙ୍ଗିର ଜିଲାର ମୁରିବାହାଲ, ସଇଁନ୍ତଲା ତଥା ଟିଟିଲାଗଡ ବନ ରେଞ୍ଜ ତଥା ଏହି ତିନୋଟି ଥାନା ଅଞ୍ଚଳ ମଧ୍ୟରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ଦୀର୍ଘ ଦଶନ୍ଧି ଧରି ହଜାର ହଜାର ବୃକ୍ଷ ଛେଦନ ସହ ବେଆଇନ ରତ୍ନପଥର…
Read More...
Read More...
ହାତରେ ଲାଗିଛି ହାତକଡି ୨ ଅଭିଯୁକ୍ତ ଫେରାର –୨ ଦିନ ପରେ ବି ଖୋଜଖବର ନାହିଁ
ବଲାଙ୍ଗିର -ବଲାଙ୍ଗିର ଜିଲା ସଇଁନ୍ତଲା ଥାନା ଅନ୍ତର୍ଗତ ବଡମାଳ ଫାଣ୍ଡିରେ ଅଟକ ଥିବା ୨ ଅଭିଯୁକ୍ତ ବୁଧୁବାର ରାତିରେ ଫେରାର ହୋଇଯାଇଛନ୍ତି । ଖାଇବା ପରେ ହାତ ଧୋଇବା ପାଇଁ ଯାଇ ଆଉ ଆସି ନଥିଲେ । ବଡମାଳ ବର୍ଣ୍ଣି ଜଙ୍ଗଲ…
Read More...
Read More...
ରିଲାଏନ୍ସ ଓ ଭାୟାକମ୍୧୮ ପକ୍ଷରୁ ବୋଧି ଟ୍ରି ସିଷ୍ଟମ୍ସ ସହ ସହଯୋଗିତା ସ୍ଥାପନ ଘୋଷଣା
- ଭାୟାକମ୍୧୮ରେ ୧୩,୫୦୦ କୋଟି ଟଙ୍କା ନିବେଶ କରିବ ବୋଧି ଟ୍ରି ସିଷ୍ଟମ୍ସ
- ରିଲାଏନ୍ସ ପ୍ରୋଜେକ୍ଟସ୍ ଆଣ୍ଡ୍ ପ୍ରପର୍ଟି ମ୍ୟାନେଜମେଂଟ୍ ସର୍ଭିସେସ୍ ୧,୬୪୫ କୋଟି ନିବେଶ କରିବ
ଭୁବନେଶ୍ୱର: ଜେମ୍ସ…
Read More...
Read More...
ଓଡ଼ିଶା ଫିନଟେକ୍ ଷ୍ଟାର୍ଟଅପ ଆଇ ସର୍ଭ ୟୁ କୁ ମିଳିଲା ୧୦୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ, ରାଜ୍ୟରେ ୩ ବର୍ଷରେ ତିଆରି…
ଭୁବନେଶ୍ୱର: କମାଲ କରିଛି ଓଡ଼ିଶାର ୠଆଇ ସର୍ଭ ୟୁ '। କଂପାନୀର ୧୦୦ କୋଟି ଟଙ୍କାର ପୁଞ୍ଜି ଲଗାଣ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ମୁମ୍ବାଇ ନିୟୋଗିନ ଫାଇନ୍ଟେକ୍ ଶହେ କୋଟି ଟଙ୍କାର ପୁଞ୍ଚି ପର୍ୟ୍ୟାୟ କ୍ରମେ…
Read More...
Read More...
ପିଏନ୍ବି ଭୁବନେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ଚିତ୍ତରଞ୍ଜନ ପୃଷ୍ଟି କାର୍ଯ୍ୟଭାର ଗ୍ରହଣ କରିଛନ୍ତି
ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଭୁବନେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ଚିତ୍ତରଞ୍ଜନ ପୃଷ୍ଟି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ପୃଷ୍ଟି ଏହା ପୂର୍ବରୁ ବ୍ୟାଙ୍କର…
Read More...
Read More...
ପିଏନ୍ବି ଅଞ୍ଚଳ ଶସ୍ତ୍ରର ନୂତନ ମହାପ୍ରବନ୍ଧକ
ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଅଞ୍ଚଳ ଶସ୍ତ୍ରର ମୁଖ୍ୟ ରୂପେ ମହାପ୍ରବନ୍ଧକ ଜ୍ୟୋତି ରଞ୍ଜନ ରଥ ଯୋଗ ଦେଇଛନ୍ତି । ଶ୍ରୀ ରଥ ଏହା ପୂର୍ବରୁ ଦିଲ୍ଲୀ ଠାରେ ବ୍ୟାଙ୍କର କର୍ପୋରେଟ୍…
Read More...
Read More...
ମୁତ୍ୟାଲୁମା’ଙ୍କ ନବଦିନାତ୍ମକ ଘଟଯାତ୍ରା ଉଦଯାପିତ
ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ମହକୁମାର ଅଧିଷ୍ଠାତ୍ରୀ ମୁତ୍ୟାଲୁ ମା' ଙ୍କ ନବଦିନାତ୍ମକ ଘଟଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି। ନଅ ଦିନର ଯାତ୍ରା ପରେ ଅସ୍ଥାୟୀ ଗୁଡିରୁ ମନ୍ଦିରକୁ ବିଜେ କରନ୍ତି…
Read More...
Read More...
ପଦଯାତ୍ରା ବେଳେ ଟମାଟୋ ମାଡ
ପୁରୀ - ଭୁବନେଶ୍ୱରର ତଥା ବିଜେପି ସାସଂଦ ଅପରାଜିତା ଷଡଙ୍ଗୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ତଥାକଥିତ ପଦଯାତ୍ରା କରୁଥିବା ବେଳେ ଟମାଟୋ ମାଡ ହୋଇଛି । କଂଗ୍ରେସର ଜଣେ କର୍ମୀ ପଦଯାତ୍ରା ସମୟରେ ଟମାଟୋ ମାଡ…
Read More...
Read More...
କଳା ଓ ଖେଳ ଶିକ୍ଷକ ଆଶାୟୀ ନିରାଶ, ବିକ୍ଷୋଭ ପ୍ରଦର୍ଶନ -୨ ବର୍ଷ ପରେ ବି ଯୋଗ୍ୟ ତାଲିକା ପ୍ରକାଶ ପାଉନି
ବଲାଙ୍ଗିର, -ବଲାଙ୍ଗିର ଜିଲାର କଳା ଓ ଖେଳ ଶିକ୍ଷକ ମହାସଂଘ ପକ୍ଷରୁ ଜିଲା ପ୍ରକଳ୍ପ କାର୍ଯ୍ୟାଳୟରେ କଳା ଓ ଖେଳ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ଯୁବକ ଯୁବତୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ୨ ବର୍ଷ…
Read More...
Read More...
ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନରେ ବଲାଙ୍ଗିରର ଜି.ଗୌତମ
ବଲାଙ୍ଗିର -ଅଲ୍ ଓଡ଼ିଶା ବ୍ୟାଡମିଣ୍ଟର ର୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ବଲାଙ୍ଗିରର ଜି.ଗୌତମ ୯ ବର୍ଷ ଏକକ ବର୍ଗରେ ବିଜୟୀ ହୋଇଛନ୍ତି । ଭୁବନେଶ୍ୱର ପଟିଆ ଉଡାନ ସ୍ପୋର୍ଟସ୍ ଏକାଡେମୀରେ ଗତ ୨୨ରୁ ୨୪ ତାରିଖ ଯାଏ ଖେଳା…
Read More...
Read More...
ଆଗଲପୁରରେ ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର ବଢି ଚାଲିଥିବା ଅଭିଯୋଗ- ତହସିଲଦାରଙ୍କ ନେତୃତ୍ୱରେ ଚଢଉ, ଜରିମାନା ଆଦାୟ
ଆଗଲପୁର - ବଲାଙ୍ଗିର ଜିଲା ଆଗଲପୁର ତହସିଲରେ ଲଘୁ ଖଣିଜ ଦ୍ରବ୍ୟ ବାଲି, ପଥର ଓ ମୋରମର ବେଆଇନ କାରବାର ଦିନକୁ ଦିନ ବଢିବାରେ ଲାଗିଛି । ତହସିଲ କର୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅସାଧୁ ଲୋକେ ଚୋରା କାରବାରରେ…
Read More...
Read More...
ଗ୍ରୀଷ୍ମପ୍ରବାହ ଯୋଗୁଁ କେବଳ ପ୍ରଥମ ସିଟିଂରେ ହେବ ମାଟ୍ରିକ ପରୀକ୍ଷା- ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ମେ ଦୁଇ ତାରିଖ…
ଭୁବନେଶ୍ୱର - ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପାଠପଢା ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି । ମେ ଦୁଇ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ…
Read More...
Read More...
ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ – ନୂଆଦିଲ୍ଲୀ ଠାରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାର ସାମାଜିକ ଆର୍ଥିକ…
Read More...
Read More...
ସମ୍ବଲପୁର ରେଳ ମଣ୍ଡଳରେ ଯାତ୍ରୀବାହୀ ରହଣି ଷ୍ଟେସନ ବୃଦ୍ଧି
ସମ୍ବଲପୁ – ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଦେଇ ଚଳାଚଳ କରୁଥିବା ବିଭିନ୍ନ ଯାତ୍ରୀବାହୀ ରେଳଗାଡି ଗୁଡିକ ବିଭିନ୍ନ ଷ୍ଟେସନ ଗୁଡିକରେ ରହଣି କରିବ । ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ରେଳ…
Read More...
Read More...
ମନରେଗାରେ ଶ୍ରମିକ ଭାବେ ମାଟି କାମ କଲେ ବିରିପାଲି ସମିତି ସଭ୍ୟ
ବଙ୍ଗୋମୁଣ୍ଡା -ମନରେଗା ଯୋଜନା ସତ୍ତ୍ୱେ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଦାଦନ ହ୍ରାସ ପାଉନାହିଁ ।ମନରେଗା ଯୋଜନାରେ କାମ କରି ଠିକ ସମୟରେ ମଜୁରୀ ପାଉନଥିବାରୁ ଶ୍ରମିକ ମାନେ କାମ କରିବା ପାଇଁ ବିମୁଖ ହେଉଛନ୍ତି ।ଏଭଳି…
Read More...
Read More...
ସୁନା ଦୋକାନୀଙ୍କ ଠାରୁ ୩ କେଜି ସୁନା ସହ ୨ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ
ଗୁଣୁପୁର - ରାୟଗଡା ଜିଲ୍ଲା ଗୁଣୁପୁର ସହରରେ ଚାଞ୍ଚଲ୍ୟ । ଦିନରେ ଲୁଟେରାଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ସ୍ଥାନୀୟ ହଳଦିଆ ନାଳ ମୁଖ୍ୟ ରାସ୍ତା ରେ ଥିବା ଏସ ଏସ ଜୁଏଲେରୀ ମାଲିକ ଏସ ବାବା ପ୍ରସାଦ ରାଓ ଦୋକାନ…
Read More...
Read More...
ସାପ କାମୁଡ଼ା ଓ ଏନେଇ ହେଉଥିବା ଜୀବନହାନୀ ହ୍ରାସ ନିମନ୍ତେ ଗବେଷଣା କରିବ ଏମ୍ସ ଭୁବନେଶ୍ୱର
ଭୁବନେଶ୍ୱର, : ବର୍ଷକୁ ବର୍ଷ ରାଜ୍ୟରେ ବୃଦ୍ଧିପାଉଛି ସାପ କାମୁଡ଼ାଜନିତ ମୃତ୍ୟୁ ସଂଖ୍ୟା। ଏହି କାରଣରୁ ଓଡ଼ିଶାରେ ବର୍ଷକୁ ପ୍ରାୟ ୮ଶହରୁ ଊର୍ଦ୍ଧ୍ୱ ମୃତ୍ୟୁ ହେଉଛି । ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ…
Read More...
Read More...
ରାତିରେ ଚାରା ଉତ୍ପାଦନ କେନ୍ଦ୍ରକୁ ପଶି ଆସିଲେ ହାତୀ – ଦଳି ଚକଟି ନଷ୍ଟ କରିଦେଲେ
ଲାଞ୍ଜିଗଡ଼- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ଅଞ୍ଚଳରେ ଦୀର୍ଘଦିନ ହେଲା ଜଙ୍ଗଲି ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଗତ ବିଳମ୍ବିତ ରାତିରେ ଏକ ହାତୀପଲ ଲାଞ୍ଜିଗଡ଼ ବନ…
Read More...
Read More...