www.samajalive.in
Sunday, December 14, 2025
23.1 C
Bhubaneswar

ପାଣିପାଇପ୍‌ ଫିଟିଙ୍ଗ୍‌ରେ ୩୨କୋଟିର ସୁନା – ଦିଲ୍ଲୀ ଏୟାର କାର୍ଗୋରୁ ୬୧.୫ କିଲୋଗ୍ରାମ ସୁନା ଜବତ

ନୂଆଦିଲ୍ଲୀ – ସୁନା ଚୋରା ଚାଲାଣର ନୂଆ ଉପାୟ । ପୂର୍ବରୁ ସୁନା ଚୋରା ଚାଲଣ କରୁଥିବା ବ୍ୟକ୍ତିମାନେ ବିଭିନ୍ନ ଅଭିନବ ଉପାୟରେ ସୁନା ଚୋରା ଚାଲଣ କରୁଥିଲେ। କେତେବେଳେ ବିମାନରେ ଆସୁଥିବା ଲୋକଙ୍କୁ କ୍ଷୁଦ୍ରାନ୍ତରୁ ତ କେତେବେଳେ ତରଳ ସୁନା ଜବତ ହେଉଥିଲା । ଏବେ ଦିଲ୍ଲୀରୁ ବିମାନରେ ଆସିଥିବା ଏକ ଏୟାର କାର୍ଗୋରୁ ୬୧.୫ କିଲୋ ସୁନା ଜବତ ହୋଇଛି ।

ଚୀନ୍‌ର ଗୁଆଙ୍ଗଝୋଓରୁ ପାଣି ପାଇପ୍‌ ଫିଟିଙ୍ଗ୍‌ର ଏୟାର କାର୍ଗୋ ଆସିଥିଲା । ଡାଇରେକ୍ଟୋରେଟ୍‌ ଅଫ୍‌ ରେଭେନ୍ୟ ଇଣ୍ଟିଲିଜେନ୍ସିକୁ କାର୍ଗୋରେ ସୁନା ଚୋରା ଚାଲଣ ହେବା କଥା ସୂଚନା ମିଳିଥିଲା । ତଦନ୍ତ ବଲେ ପାଣିପାଇବ୍‌ର ଏଲ୍‌ ଟାଇପ୍‌ ଭାଲ୍ଭ୍‌ ଏବଂ ପେଚରେ ସୁନା ଥିବା କଥା ଜଣା ପଡିଥିଲା ।

- Advertisement -

ଜବତ ସୁନାର ପରିମାଣ ୬୧.୫ କିଲୋଗ୍ରାମ । ଏହାର ମୂଲ୍ୟ ୩୨.୫ କୋଟିଟଙ୍କା ।ଏହା ୯୯ ପ୍ରତିଶତ ଶୁଦ୍ଧ ସୁନା ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories