ଦୁଇ ବର୍ଷ ପରେ ଝଲସିବ କଟକର ଐତିହାସିକ ବାଲିଯାତ୍ରା ପଡିଆ

କଟକ- ଦୁଇ ବର୍ଷ ପରେ କଟକ ବାଲିଯାତ୍ରା ପଡିଆରେ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ । କୋଭିଡ୍‌ ପାଇଁ ଗତ ଦୁଇ ବର୍ଷ ବାଲିଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ ଏହାକୁ ଆୟୋଜନ କରାଯିବ ବୋଲି କଟକର ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

prayash

ପିଡି ଡିଆର୍‌ଡିଏ ଏହାର ନୋଡାଲ୍‌ ଅଫିସର୍‌ ଭାବେ କାର୍ଯ୍ୟ ତୁଲାଇବେ । ବାଲିଯାତ୍ରା ଅନୁଷ୍ଠିତ ହେବାକୁ ନେଇ ବ୍ୟବସାୟୀ ଏବଂ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି । ବାଲିଯାତ୍ରାକୁ ରାଜ୍ୟ ସ୍ତରୀୟ ମେଳା ଭାବେ ମାନ୍ୟତା ମିଳିଛି ।

Comments are closed.