www.samajalive.in
Wednesday, December 10, 2025
18.1 C
Bhubaneswar

୪୭୬ ଅଧ୍ୟାପକ ପଦବୀ ଆରମ୍ଭ ହେଲା ଅନ୍‌ଲାଇନ୍‌ ଆବେଦନ

ଭୁବନେଶ୍ୱର – ବିଭିନ୍ନ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜମାନଙ୍କରେ ଉ ୪୭୬ ଅଧ୍ୟାପକ ପଦବୀ ପୂରଣ ପାଇଁ ଏସ୍‌ଏସ୍‌ବି ଓଡିଶା ଓ୍ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଛି . ଏପ୍ରିଲ ୧୩ ତାରିଖ ଦିନ ଗୋଟାଏ ସମୟରୁ ଏହି ଆବେଦନ ଆରମ୍ଭ ହୋଇଛି । ମେ ୧୨ ତାରିଖ ରାତି ୧୧ଟ୧୫୯ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ମୋଡ୍‌ରେ ଆବେଦନ କରିପାରିବେ ।
ଏଥିପାଇଁ ପେସ୍କେଲ୍‌ ୪୪,୯୦୦ରୁ ୧,୪୯,୪୦୦ ଟଙ୍କା ରହିଛି ।
ଇତିହାସ,ଓଡ଼ିଆ , ଓ ହିନ୍ଦୀ ବିଭାଗରେ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞାପନରେ ସୂଚନା ଦିଆଯାଇଛି । ଓଡ଼ିଆରେ ୨୭୮ ଜଣ, ଇତିହାସରେ ୧୮୨, ହିନ୍ଦୀରେ ୧୬ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ ।
୪୭୬ ପଦ ମଧ୍ୟରୁ ୧୫୭ଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବଳେ ଅନୁସୂଚିତଜାତି ବର୍ଗଙ୍କ ପାଇଁ ୧୦୬ଟି, ଅନୁସୂଚିତ ଜାତିଙ୍କ ପାଇଁ ୭୭ଟି, ୫୭ଟି ଏସ୍‌ଇବିସି ଏବଂ ୨୩୬ଟି ଅଧ୍ୟାପକ ପଦ ଅଣସଂରକ୍ଷିତ ରଖାଯାଇଛି ।

ନିମ୍ୱ ପ୍ରଦତ ଲିଙ୍କ୍‌ରେ ଆବେଦନ ସହ ସବିଶେଷ ତଥ୍ୟ ପାଇ ପାରିବେ ।

- Advertisement -

https://ssbodisha.ac.in/

https://ssbodisha.ac.in/wp-content/uploads/2022/04/Adv.%20No.006%20of%202022.pdf

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories