www.samajalive.in
Sunday, December 14, 2025
26.1 C
Bhubaneswar

ହିନ୍ଦୁସ୍ତାନ ଏରୋନେଟେକାଲ୍‌ ଲିମିଟେଡ୍‌ (ହାଲ୍‌) କୋରାପୁଟରେ ନିଯୁକ୍ତି ସୁଯୋଗ

ହିନ୍ଦୁସ୍ତାନ ଏରୋନେଟେକାଲ୍‌ ଲିମିଟେଡ୍‌ (ହାଲ୍‌) କୋରାପୁଟରେ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର -ହିନ୍ଦୁସ୍ତାନ ଏରୋନେଟେକାଲ୍‌ ଲିମିଟେଡ୍‌ (ହାଲ୍‌) କୋରାପୁଟ୍‌ରେ ୭୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ମେଡିକାଲ୍‌ ଅଧିକାରୀ ସହ ମେଡିକାଲ୍‌ ସୁପରିଟେଣ୍ଡଟ୍‌, ସିନିୟର ମେଡିକାଲ୍‌ ଅଫିସର୍‌, ମେଡିସିନ୍‌ , ଅର୍ଥୋପେଡିକ୍‌, ଆନେସ୍ଥେସିଆ ପେଡିଆଟ୍ରିକ୍ସ , ରେଡିଓଲୋଜି ଏବଂ ଜେନେରାଲ୍‌ ଡ୍ୟୁଟି ପାଇଁ ଅଭିଜ୍ଞ ଡାକ୍ତର ଆବଶ୍ୟକ କରୁଛି ।

ଏହା ଭାରତ ସରକାରଙ୍କ ଏକ ଉପକ୍ରମ ।ହାଲ୍‌ ଭାରତର ପ୍ରତିରକ୍ଷା ପାଇଁ ବିଭିନ୍ନ ଉପକରଣ ତିଆରି କରିଥାଏ । ଏହି ସବୁ ପଦବୀ ପାଇଁ ଆପଣ ନିମ୍ନ ଲିଖିତ ଲିଙ୍କର୍‌ ରେ ଆବେଦନ କରିପାରିବେ ।

- Advertisement -

ଆବେଦନର ଲିଙ୍କ୍‌ -https://hal-india.co.in/Career_Details.aspx?Mkey=206&lKey=&Ckey=1550&Divkey=29

ଆବେଦନର ବୟସ ସୀମା ୩୫ ଏବଂ ୪୫ ବର୍ଷ ରହିଛି । ସବିଶେଷ ବିବରଣୀ ପାଇଁ ଲିଙ୍କ୍‌ରେ କ୍ଲିକ୍‌ କରିବା ସହ -https://hal-india.co.in/ ସାଇଟ୍‌ରେ ତଥ୍ୟ ହାସଲ କରନ୍ତୁ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories