www.samajalive.in
Sunday, December 14, 2025
23.1 C
Bhubaneswar

ପଥର ବୋଝେଇ ଗାଡି ଜବତ ,ଚାଳକ ଗିରଫ

ବେଗୁନିଆ -ସୋମବାର ସନ୍ଧ୍ୟାରେ ବାଘମାରୀ ପୋଲିସ ବାଘମାରୀ -ଅଟ୍ରି ରାସ୍ତାରେ ଯାଉଥିବା ଏକ ମାଙ୍କଡ଼ା ବୋଝେଇ ପଥର ଟ୍ରକ କୁ ଜବତ କରାଯାଇଛି । ଏହାପରେ ଗାଡିକୁ ଥାନାକୁ ଅଣାଆଇଛି । ।ଉକ୍ତ ଗାଡ଼ିରେ ୱାଇ ଫର୍ମ ନଥାଇ ପଥର ଚୋରା ଚାଲାଣ ହେଉଥିଲା ।

ପଥର ଚାଲାଣ କୌଣସି ପ୍ରମାଣ ଗାଡି ଚାଳକ ଦେଖାଇ ପାରି ନଥିଲେ । ଗାଡିର ଚାଳକ ବାଘମାରୀ ଗ୍ରାମର ରାକେଶ ମହାରଥୀଙ୍କୁ ପୁଲିସ ଗିରଫ କରିଛି । ଏହି ଅଭିଯୋଗରେ ଗାଡି ମାଲିକ ନାମରେ ମଧ୍ୟ ମୋକଦମା ରୁଜୁ ହୋଇଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories