www.samajalive.in
Friday, December 12, 2025
26.1 C
Bhubaneswar

MCL-ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ରେ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର – ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ରେ ନିଯୁକ୍ତି ସୁଯୋଗ । ଚୁକ୍ତିଭିତ୍ତିକ ଏହି ନିଯୁକ୍ତି ବିଷୟରେ ଦୈନିକ ଖବର କାଗଜ ସମାଜରେ ବିଜ୍ଞାପନ ପ୍ରକାଶ ପାଇଛି । ଆର୍‌ଆଇ ବା ରେଭେନ୍ୟୁ ଇନିସ୍‌ପେକ୍ଟ ପାଇଁ ୩ଟି ପଦବୀ ଏବଂ ଅମିନ ପାଇଁ ୩ଟି ପଦବୀ ଥିବା ସୂଚନା ଦିଆଯାଇଛି । ଆର୍‌ଆଇ ପାଇଁ ମାସିକ ୨୦ ହଜାର ଟଙ୍କା ବେତନ ଥିବା ବେଳେ ଅମିନଙ୍କ ପାଇଁ ୧୫ ହଜାର ଟଙ୍କା ରହିଛି । ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରମାଣପତ୍ର ପାଇଥିବା ଏବଂ ୨୦ ବର୍ଷ ଅଭିଜ୍ଞତା ଥିବା ବ୍ୟକ୍ତିମାନେ ଏଥିପାଇଁ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଥିବା ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ଅଧିକ ଏବଂ ୬୯ ବର୍ଷରୁ କମ୍‌ ହୋଇଥିବା ଆବଶ୍ୟକ ।

ଏପ୍ରିଲ୍‌ ୨୧ ତାରିଖ ସୁଦ୍ଧା
ଜେନେରାଲ୍‌ ମ୍ୟାନେଜର୍‌
ହିଙ୍ଗୁଳା ଏରିଆ
ପୋଷ୍ଟ-ଏନ୍‌ଏସ୍‌ ନଗର
ଜିଲ୍ଲା – ଅନୁଗୁଳ
ଓଡିଶା
ପିନ୍‌-୭୫୯୧୪୮
ସବିଶେଷ ବିବରଣୀ ପାଇଁ ନିମ୍ନ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
https://www.mahanadicoal.in/OurPeople/pdf/Advt_Amin_RI_hingula%20Area.pdf

- Advertisement -

https://www.mahanadicoal.in/OurPeople/ourpeople.php

 

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories