www.samajalive.in
Friday, December 12, 2025
14.1 C
Bhubaneswar

ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କ ମୃତଦେହ ଉଦ୍ଧାର

ତେଲକୋଇ -ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର  ।ମୃତକ ଯୁବକ ହେଲେ ତେଲକୋଇ ଥାନା ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ପାଟଖଳି ଗ୍ରାମର ପ୍ରମୋଦ କୁମାର ନାୟକ(୩୪)। ପୁଲିସ ଗାଁ ନିକଟ ଖୋଖସହୁଳି ରୁ ଏକ କାଠ ଶିଆଳି ଗଛ ଉପରୁ ମୃତଦେହ ଉଦ୍ଧାର କରିଛି ।

ମୃତକ ପ୍ରମୋଦ ପାଟଖଳି ଗାଁ ର ଭୋଳେଶ୍ବର ଦଣ୍ଡପାଟ ଙ୍କ ସାନଝିଅ କୁ ବାହାହୋଇ ଘରଜ୍ବାଇଁ ଭାବେ ଶଶୁର ଘରେ ଦୀର୍ଘ ଦିନ ହେବ ରହିଆସୁଥିଲେ । ତେବେ ଗତ କାଲି ଦିନ ୪ଟା ବେଳୁ ସେ ନିଖୋଜ ଥିଲେ । କିଛି ଲୋକ ଓ ଶ୍ବଶୁର ଭୋଳେଶ୍ବର ଜଙ୍ଗଲ କୁ ଯାଇ ଖୋଜାଖୋଜି କରୁଥିବା ବେଳେ କାଠଶିଆଳି ଗଛ ଉପରେ ପ୍ରମୋଦ ଙ୍କ ମୃତଦେହ ଝୁଲୁଥିବା ର ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଘରୋଇ ଝଗଡ଼ାରୁ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି।ତେବେ ମୃତ୍ୟୁ ର କାରଣ ଅସ୍ପଟ ରହିଛି।ତଦନ୍ତ ପରେ ସତ୍ୟ ସାମ୍ନା କୁ ଆସିବ ବୋଲି ପୁଲିସ କହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories