www.samajalive.in
Friday, December 5, 2025
20.1 C
Bhubaneswar

୫ଫୁଟ୍‌ ଲମ୍ବର ନାଗ ଉଦ୍ଧାର – ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିଲେ ସ୍ନେକ ହେଲ୍ପ ଲାଇନ୍‌ର ସଦସ୍ୟ

କଲମପୁର – ଜୁନାଗଡ ବ୍ଲକ ଭତ୍ରାଗୁଡା ଲିଙ୍ଗରାଜ ନାଏକଙ୍କ ଘରୁ ୫ ଫୁଟ୍‌ ଲମ୍ବର ଏକ ନାଗ ସାପ ଉଦ୍ଧାର କରାଯାଇଛି । ସ୍ନେକ ହେଲ୍ପ ଲାଇନ ସଦସ୍ୟ ବୀରେନ୍ଦ୍ର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚ ସୁରକ୍ଷିତ ଭାବେ ଏହି ନାଗକୁ ଉଦ୍ଧାର କରିଥିଲେ । ପରେ ନିକଟସ୍ଥ ଖସିଗୁଡାରୁ ଅନ୍ୟ ଏକ ନାଗ ସାପକୁ ଉଦ୍ଧାର କରି ସୁରକ୍ଷିତ ଭାବେ ନେଇ ଜଙ୍ଗଲରେ ଛାଡିଥିଲେ ।

ଗତ କିଛି ଦିନ ତଳେ ଜୁନାଗଡ ଏକ ବ୍ୟବସାୟୀଙ୍କ ଘରରୁ ମା’ ନାଗ ସାପ ସହ ତାର ୨୮ ଗୋଟି ଛୁଆ ସାପକୁ ଧରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିଥିଲେ । ସେ ସାପ ଧରିବା ପାଇଁ ତାଲିମ ନେଇଥିବା ବେଳେ ସେବା ମନୋଭାବ ପାଇଁ ସାପମାନଙ୍କୁ ଧରିବା ପରେ ସେମାନଙ୍କୁ ନେଇ ସେମାନଙ୍କର ସୁରକ୍ଷିତ ବାସସ୍ଥଳୀ ଜଙ୍ଗଲରେ ଛାଡୁଛନ୍ତି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories