www.samajalive.in
Monday, December 8, 2025
17.1 C
Bhubaneswar

ସିଦ୍ଧୁ କ୍ଲିନ୍‌ ବୋଲ୍ଡ – ଆପ୍‌ ନେତ୍ରୀ ଜୀବନ ଜ୍ୟୋତ କୌରଙ୍କ ଠାରୁ ହାରିଲେ

ଚଣ୍ଡୀଗଡ- ପଞ୍ଜାବରେ କଂଗ୍ରେସ ଚିତ୍‌ପଟାଙ୍ଗ ହୋଇଥିବା ବେଳେ ଆମ୍‌ ଆଦମୀ ପାର୍ଟିକୁ ବହୁମତ ମିଳିଛି । ପୂର୍ବତନ କ୍ରିକେଟର ତଥା ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ହାରିଯାଇଛନ୍ତି । ସେ ଆମ୍‌ ଆଦମୀର ପ୍ରାର୍ଥୀ ଜୀବନ ଜ୍ୟୋତ କୌରଙ୍କ ଠାରୁ ପରାଜିତ ହୋଇଛନ୍ତି । ଆମ ଆଦାମୀ ପାର୍ଟି ଦୁଇ ତୃତୀୟାଂଶଠାରୁ ଢେର ଅଧିକ ଆସନ ହାସଲ କରିଛି ।

- Advertisement -

ନବଜୋତ ସିଂ ସିଦ୍ଧୁ ନିଜର ଏବ ଦଳ ପରାଜୟକୁ ସ୍ୱୀକାର କରିଛନ୍ତି । ସିଦ୍ଧୁ ଟ୍ୱିଟ କରି ଲୋକଙ୍କ ମତ ଭଗବାନଙ୍କ ମତ ବୋଲି ଉଲ୍ଲେଖ କରିଛନ୍ତି । ଏହା ସହ ଆମ୍‌ଆଦମୀ ପାର୍ଟିକୁ ଶୁଭେଚ୍ଛା ଜଣାଇଛନ୍ତି ।

ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ପ୍ରଚଣ୍ଡ ବିଜୟ ହାସଲ କରିଛି । ଦଳର ନେତା ଭଗବନ୍ତ ମାନ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ । ପଞ୍ଜାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମିରିନ୍ଦର ସିଂହ ହାରିଯାଇଥିବା ବେଳେ ଅନେକ ଶୀର୍ଷ ନେତା ଆମ୍‌ଆଦାମୀ ପ୍ରାର୍ଥୀଙ୍କ ଠାରୁ କମ୍‌ ଭୋଟ୍‌ ପାଇଛନ୍ତି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories