www.samajalive.in
Monday, December 8, 2025
13.1 C
Bhubaneswar

ସନ୍ଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନର ମତଗଣନାର ଫଳାଫଳ

ଅନୁଗୋଳ ୮ ଟି ଜୋନ୍‌ରେ ବିଜେଡି ଆଗୁଆ

ଅନୁଗୋଳରେ  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଗଣନାରେ ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ୮ଟି ଜୋନ୍‌ରେ  ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି ।

- Advertisement -

ମାହାଙ୍ଗା ସପ୍ତମ ରାଉଣ୍ଡ ସୁଦ୍ଧା ମାହାଙ୍ଗା ୩୯ ନମ୍ବର ଜୋନ ରେ ବିଜେଡ଼ି ପ୍ରାର୍ଥୀ ମୂର୍ଷିଦ ରିଆଜୁଲ ହୋଦା ବିଜେପି ପ୍ରାର୍ଥୀଙ୍କ ଠାରୁ୬୩୩୨ ଖଣ୍ଡ ଭୋଟ ରେ ଆଗୁଆ,
ବିଜେଡି -୧୫୦୩
ବିଜେପିପ-୪୧
କଂଗ୍ରେସ- ୧୪୯

ବଣାଇଁଗଡ ଜିଲ୍ଲା ପରିଷଦ ଜୋନ୍‌
(୧)ବୀର ବିଚିତ୍ର ସେନ ନାଏକ (ବିଜେଡି)୨୭୨୨
(୨)କର୍ମୁ କିସାନ (ବିଜେପି)୧୮୯୪
(୩)ବିଜୟ କୁମାର ବଡନାୟକ (ସିପିଆଇଏମ୍)୧୧୨୮
(୪)କଂଗ୍ରେସ – ୨୩୮
୪ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ୮୨୮ ଖଣ୍ଡ

କଳାହାଣ୍ଡି ଜିଲ୍ଲାରେ ସନ୍ଧ୍ୟା ସୁଦ୍ଧା କିଏ କେଉଁଠାରେ ଆଗୁଆ
୧- ହୃଦାନନ୍ଦ ସାହୁ (ବିଜେପି) ଭବାନୀଋପାଟଣା
୨- ଅର୍ପେସ ସ୍ବାଇଁ (ବିଜେପି)ଧର୍ମଗଡ
୩- ହେମାଙ୍ଗିନି ରାଉତ ( ବିଜେଡି) ଗୋଲାମୁଣ୍ଡା
୪- ଅଙ୍ଗଦ ମାଝି(ବିଜେପି) ଜୟପାଟଣା
୫- ସୁଧିର ମେହେର(ବିଜେଡି) ଜୁନାଗଡ
୬- ପୁର୍ଣ୍ଣମୀ ମାଝୀ( ବିଜେପି) କଲମପୁର
୭- ମହେନ୍ଦ୍ର ରଣା(ବିଜେଡି)କର୍ଲାମୁଣ୍ଡା
୮- ଦିପାଞ୍ଜଳି ସାହୁ(ବିଜେଡି) କେସିଙ୍ଗା
୯- ହେମନ୍ତ ମାଝୀ( ବିଜେଡି)କୋକସରା
୧୦- ଅଞ୍ଜଳି ମାଝୀ(ବିଜେଡି) ଲାଞ୍ଜିଗଡ
୧୧- ପୁଷ୍ପେନ୍ଦ୍ର ସିଂହଦେଓ(ବିଜେଡି) ମ ରାମପୁର
୧୨- ନମ୍ରତା ସାହୁ(ବିଜେଡି) ନର୍ଲା
୧୩- ପ୍ରମିଳା ମାଝୀ(ବିଜେଡି) ଥୁଆମୂଳ ରାମପୁର

ତ୍ରିସ୍ତରୀୟ ପଞ୍ଚାୟତନ ନିର୍ବାଚନର ମତଗଣନା କାର‌୍ୟ୍ୟ ଆରମ୍ଭ ହୋଇଛି । ପ୍ରଥମ ଦିନର ଗଣତିରେ ଅଧିକାଂଶ ସ୍ଥାନରେ ବିଜେଡିର ପ୍ରାର୍ଥୀମାନେ ଜିଲ୍ଲା ପରିଷଦ ଆସନରେ ଆଗୁଆ ରହିଛନ୍ତି । ସନ୍ଧ୍ୟା ୭ଟା ବେଳେ ରିପୋର୍ଟ ଲେଖା ହେବା ବେଳକୁ ବିଜିଡିର ପ୍ରାର୍ଥୀମାନେ ୨୭୭ଟି ଆସନରେ ଆଗରେ ଥିବା ବେଳେ ବିଜେପିର ୧୯ଟି ଏବଂ କଂଗ୍ରେସର ୧୪ଟି ଆସନରେ ପ୍ରାର୍ଥୀମାନେ ଆଗୁଆ ରହିଥିଲେ । ସ୍ୱାଧୀନ ଏବଂ ଅନ୍ୟପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଥିଲେ ।

ରାଜ୍ୟରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚରେ ପ୍ରଥମ ଦିନର ଭୋଟ୍‌ ଗଣତି ଜାରି ରହିଛି । ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଗଣନା କରାଯାଉଛି

କେନ୍ଦ୍ରାପଡା, ମାଲକାନଗିରି, ନୟାଗଡ଼, ପୁରୀ , ସୋନପୁର , ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡାରେ ବିଜେଡି ଆଗୁଆ ରହିଛି । ବିଭନ୍ନ ଜିଲ୍ଲାରେ ବିଜେପିର ପ୍ରଦର୍ଶନ ନୈରାଶଜନକ ରହିଛି । ଅନେକ ଜିଲ୍ଲାରେ ବିଜେପି ପ୍ରାର୍ଥୀ କୌଣସି ଜୋନ୍‌ରୁ ଆଗୁଆ ରହି ନାହାନ୍ତି । ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼,ନୂଆପଡା, ପୁରୀ, ରାୟଗଡା ,ସୋନପୁର ,ଭଦ୍ରକ, ,ଦେବଗଡ଼, ଗଜପତି, ଝାରସୁଗୁଡା ଜିଲ୍ଲାମାନଙ୍କରେ ବିଜେପି ଖବର ଲେଖା ହେବା ପର‌୍ୟ୍ୟନ୍ତ କୌଣସି ଆସନରୁ ଆଗୁଆ ନଥିବା ସୂଚନା ମିଳିଛି ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories