ଯୌନ ନିର୍ଯାତନାର ଶିକାର ବାଳକମାନଙ୍କୁ ମଧ୍ୟ ମିଳିବ କ୍ଷତିପୂରଣ 

ନୂଆଦିଲ୍ଲୀ : ଯୌନ ନିର୍ଯାତନାର ଶିକାର ହୋଇଥିବା ବାଳକମାନଙ୍କୁ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯିବ। ନିର୍ଯାତନାର ଶିକାର ହୋଇଥିବା ବାଳକମାନଙ୍କୁ କ୍ଷତିପୂରଣ ପାଣ୍ଠିରୁ ସହାୟତା ପ୍ରଦାନ କରିବା ଦିଗରେ ଆବଶ୍ୟକୀୟ…
Read More...

ଭାରତ-ମାଲେସିଆ ସଂପର୍କ ବୃଦ୍ଧି ଦିଗରେ ଫଳପ୍ରଦ ଆଲୋଚନା

କୁଆଲାଲମ୍ପୁର : ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସକାଳେ କ୍ୱାଲାଲମ୍ପୁରରେ ପହଞ୍ଚିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମାଲେସିଆର ନବନିର୍ବାଚିତ…
Read More...

ପୂର୍ବତନ ପୌର ସଦସ୍ୟାଙ୍କୁ ଗୁଳିମାଡ ଘଟଣା; ମୁଖ୍ୟ ଅଭିଯୁକ୍ତ କୋର୍ଟଚାଲାଣ

ପିପିଲି: ପୁରୀର ପୂର୍ବତନ ପୌର ସଦସ୍ୟା ସତ୍ୟଭାମା ବେହେରାଙ୍କ ଉପରକୁ ହୋଇଥିବା ଗୁଳିମାଡ ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ବେହେରା(୩୩)କୁ ପୁଲିସ କଡା ସୁରକ୍ଷା ମଧ୍ୟରେ ଗୁରୁବାର ପିପିଲି କୋର୍ଟକୁ ଚାଲାଣ…
Read More...

ବ୍ୟାରେଜ ସର୍ଭେ ବେଳେ ବୁଡିଲା ଭେଳା, ୨ କର୍ମଚାରୀ ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲା ସମଲ ବ୍ୟାରେଜର ତଳ ପଟେ ଏକ ସର୍ଭେ କରୁଥିବା ବେଳେ ଆରବିଟଲ ନାମକ କମ୍ପାନୀର ୨ଜଣ କର୍ମଚାରୀ ବୁଡିଯାଇଛନ୍ତି । କର୍ମଚାରୀମାନେ ଡ୍ରମରେ ଭେଳା କରି ସର୍ଭେ କରୁଥିବା ବେଳେ ଭେଳା ଛିଡି ଯାଇଥିଲା ।…
Read More...

ଡାକ୍ତରଙ୍କୁ ମାଡ ଓ ନର୍ସଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଅନୁଗୁଳ: ଅନୁଗୁଳ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ।  ଜଣେ ଡାକ୍ତରଙ୍କୁ ରାସ୍ତାରେ ମାଡ଼ ମାରିବା ନେଇ ଅନୁଗୋଳ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଅନୁଗୋଳ କାଲଟାକସ ନିକଟରେ ବଅଂରପାଳ ସାମଲ କେୟରରୁ ଗାଇଙ୍ଗି…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ଵର: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ସହ ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି । କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରପଡା ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନ ରହିଛି । ଏହି ସମୟରେ ପବନର ବେଗ ୫୦ରୁ ୬୦…
Read More...

ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ରେଢାଖୋଲ ବିଜେପିର ଧାରଣା

ରେଢ଼ାଖୋଲ: ଗୁରୁବାର ରେଢାଖୋଲ ବିଜେପି ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ଏକ ୧୫ ଦଫା ଦାବୀ ସମ୍ବଳିତ ଦାବୀପତ୍ର ରେଢାଖୋଲ ଏସଡିଏମଓଙ୍କୁ ପ୍ରଦାନ କରାଯାଇଥିଲା । ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ…
Read More...

ବ୍ରଜାଘାତରେ ୨ ମୃତ ଓ ୩ ଗୁରୁତର

କଲମପୁର: କଳାହାଣ୍ଡି ଜିଲାରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ସୂଚନା ମିଳିଛି । ଦୁଇଟି ପୃଥକ ପୃଥକ ସ୍ଥାନରେ ବ୍ରଜାଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜୁନାଗଡ…
Read More...

କେସର ଶ୍ରିଖଣ୍ଡ

ଆବଶ୍ୟକ ସାମଗ୍ରୀ: ଦହି- ୫୦୦ଗ୍ରାମ୍‍ କେସର- ଅଳ୍ପ ଚିନି- ୫୦ଗ୍ରାମ୍‍ ଗୁଜୁରାତି- ୩ରୁ୪ଟି ପେସ୍ତାବାଦାମ- ୫ରୁ୬ଟି ବାଦାମ- ୫ରୁ୬ଟି ଆମ୍ବ ରସ- ୨କପ୍‍ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଦହିକୁ ଏକ ପତଳା…
Read More...

ସେକ୍ସ ରାକେଟରୁ ଧରାପଡିଥିବା ଯୁବତୀଙ୍କୁ ଦେଶ ଛାଡିବାକୁ ନିଦେର୍ଶ

ଭୁବନେଶ୍ୱର: ଏକ ସେକ୍ସ ରାକେଟରୁ ଧରାପଡିଥିବା ଯୁବତୀଙ୍କୁ ଦେଶ ଛାଡିବାକୁ ନିଦେର୍ଶ ଦିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଦେଶ ଛାଡ଼ିବାକୁ କମିଶନରେଟ ପୁଲିସ ପକ୍ଷରୁ ଏହି ନିର୍ଦେଶ ମିଳିଛି । ଭୁବନେଶ୍ୱରର…
Read More...

ଥଣ୍ଡାପାଣି ପିଇବାରୁ ହୋଇଥାଏ ଏହି ଅସୁବିଧା

ଖରାର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକମାନେ ଖରାଦିନେ ଟିକେ ଆଶ୍ୱସ୍ତି ପାଇବା ପାଇଁ ଥଣ୍ଡାପାଣି ପିଇବାର ମଜା ନେଇଥାନ୍ତି। ମାତ୍ର ଏହି ଥଣ୍ଡାପାଣି ପିଇବା ଦ୍ୱାରା ଶରୀରରେ କି ପ୍ରକାର କ୍ଷତି ହୋଇଥାଏ…
Read More...

କାଠୁଆ ଗଣବଳାତ୍କାର ମାମଲା:୮ଅଭିଯୁକ୍ତଙ୍କୁ କୋର୍ଟରେ ହାଜର

ଚଣ୍ଡିଗଡ଼: କାଠୁଆ ଗଣବଳାତ୍କାର ମାମଲାରେ ୮ଜଣ ଅଭିଯୁକ୍ତଙ୍କୁ ଗୁରୁବାର ପଞ୍ଜାବ ପଠନକୋର୍ଟକୁ ନିଆଯାଇଛି। ଏହି ମାମଲାର ବିଚାର ପ୍ରକ୍ରିୟା ପଠାନକୋର୍ଟରେ ଚାଲୁଥିବାବେଳେ ଆଜି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ।…
Read More...

ଟାଙ୍ଗିଆରେ ହାଣି ଭାଉଜଙ୍କୁ ହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ମଂଗଳପୁର ଥାନା ଈଶ୍ୱରପୁର ଗାଁ ରେ ଅଭାବନୀୟ ଘଟଣା ଘଟିଯାଇଛି । ଭାଉଜକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଦିଅର । ପାରିବାରିକ ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି ।…
Read More...

ଅଂଶୁଘାତରୁ ରକ୍ଷା ପାଇଁ କିଛି ଟିପ୍ସ

ଖରାଦିନେ ଝାଳ ଅଧିକ ପରିମାଣରେ ବାହାରୁଥିବାରୁ ଶରୀରରୁ ଜଳୀୟ ଅଂଶ ହ୍ରାସ ପାଇଥାଏ। ଏଣୁ ବିଶେଷକରି ବୟସ୍କ ଲୋକେ ଓ ଗର୍ଭବତୀ ମହିଳା ଏ ଦିଗ ପ୍ରତି ସଚେତନ ରହିବା ଉଚିତ। ଦିନ ୧୦ ଟାରୁ ଦ୍ବିପହର ୪ଟା ପର୍ୟ୍ୟନ୍ତ ଘରୁ…
Read More...

ଧଉଳି ଅଞ୍ଚଳରେ ଥିଲା ଅଶୋକଙ୍କ ବୃହତ୍‌ ଜନବସତି

ଭୁବନେଶ୍ୱର: ଧଉଳି ପାହାଡ଼ ନିକଟରେ ୨ଟି ପୁରାତନ ଗୁମ୍ଫାର ସନ୍ଧାନ କରାଯାଇଛି। ସେହିପରି ଏଠାରୁ ୨ଟି ଶିଳାଲିପି ଉଦ୍ଧାର ହୋଇଛି। ଅପରପକ୍ଷରେ ହାତତିଆରି ଖପରା, ବିଭନ୍ନ ରଙ୍ଗର ଖପରା ଓ ପଥରର ବାସନ ଉଦ୍ଧାର କରାଯାଇଛି।…
Read More...

୧୦ରାଜ୍ୟରେ ୧୪ଆସନରେ ଉପନିର୍ବାଚନ; କିଏ ଆଗରେ କିଏ ପଛରେ…

ନୂଆଦିଲ୍ଲୀ: ଦେଶର ୪ଟି ଲୋକସଭା ଆସନ ଓ ୧୦ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଗୁରୁବାର ଏହାର ପରିଣାମ ପ୍ରକାଶିତ ହୋଇଛି। ଏହି ସମସ୍ତ ଆସନଗୁଡ଼ିକ ମଧ୍ୟରୁ ଉତ୍ତରପ୍ରଦେଶର କୈରାନା ଓ ମହାରାଷ୍ଟ୍ରର…
Read More...

ଘରେ ପହଞ୍ଚିନି ପୁଅର ଶବ, ମା ଓ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ

ଯାଜପୁର: ପୁଅର ମୃତ୍ୟୁ ଖବର ଶୁଣି ସହି ପାରିଲେନି ମା’ ଓ ଭଉଣୀ । ପୁଅର ଶବ ନ ଫେରୁଣୁ ମା ଓ ଦୁଇ ଭଉଣୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ଯାଜପୁର ଜିଲା ବିଞ୍ଝାରପୁର ପଦାସାହି…
Read More...

ପୁନଶ୍ଚ ମରଣଯନ୍ତାରେ କନ୍ୟା

ମୟୁରଭଞ୍ଜ: ରାଗ ହିଁ ମଣିଷର ପରମଶତ୍ରୁ। ଏହି ରାଗରୁ ଜଣେ ବାପା ନିଜର ସମସ୍ତ ହିତାହିତ ଜ୍ଞାନ ଭୁଲି ଝିଅକୁ ହତ୍ୟା କରିଛି। ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲାର ବାରିପଦା ସଦର ଥାନା ଗୋବର୍ଦ୍ଧନଷୋଳ ଗ୍ରାମରେ। ନିଜ…
Read More...

ପିକଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ,୨୫ ଆହତ ଓ ଜଣେ ମୃତ

ବରଗଡ଼: ବରଗଡ଼ ଜିଲାର ଘେଁସ ନିକଟରେ ବରଗଡ଼-ପଦ୍ମପୁର ରାସ୍ତାରେ ଏକ ପିକଅପ୍‍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପିକଅପ ଭ୍ୟାନଟି ବ୍ରିଜରେ ପିଟି ହୋଇଯିବାରୁ ଦୁର୍ଘଟଣାଟି ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୨୫ରୁ ଅଧିକ ଲୋକ…
Read More...

କେନ୍ଦ୍ରାପଡ଼ା ପୁଲିସର ଏନକାଉଣ୍ଟର, ବିଭୁ ଆହତ

କେନ୍ଦ୍ରାପଡ଼ା: ମାର୍ଶାଘାଇ ଅନ୍ତର୍ଗତ ଭଗବାନପୁରରେ କେନ୍ଦ୍ରାପଡ଼ା ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁ ଓରଫ ପ୍ରତାପକୁ ଏନକାଉଣ୍ଟର କରିଛି। ବୁଧବାର ରାତିରେ ବିଭୁ ପାଟକୁରା ଅଞ୍ଚଳକୁ ଆସିଥିବାର ଖବର ପାଇ କୋରୁଆ…
Read More...

କୁଦୃଷ୍ଟି ପ୍ରଭାବରୁ ଘରକୁ ରକ୍ଷା କରିବେ କିପରି!! ଜାଣନ୍ତୁ।

ଦୁନିଆରେ ତିନି ପ୍ରକାର ଶକ୍ତି କାମ କରିଥାଏ ଯଥା- ସକାରାତ୍ମକ,ନକାରାତ୍ମକ ଓ ଉଦାସୀନ। ଏହି ଶକ୍ତି ଆମର ବ୍ୟବହାର ଓ କଥାବାର୍ତ୍ତାରୁ ସୃଷ୍ଟି ହୋଇଥାଏ। ଆମ ଶରୀର ଉପରେ ଓ ଘରେ ମୁଖ୍ୟତଃ ସକାରାତ୍ମକ ଶକ୍ତି କାମ କରିଥାଏ।…
Read More...

ସିଙ୍ଗାପୁର ଏୟାରଲାଇନ୍‍ସର ୧୯ ଘଣ୍ଟିଆ ନନ୍‍ଷ୍ଟପ୍‍ ସେବା

ନୂଆଦିଲ୍ଲୀ: ସିଙ୍ଗପୁର ଏୟାରଲାଇନ୍ସ ଖୁବ୍‍ଶୀଘ୍ର ୧୯ ଘଣ୍ଟିଆ ନନ୍‍ଷ୍ଟପ୍‍ ବିମାନ ଯାତ୍ରା ସେବା ଯୋଗାଇଦେବ। ସିଙ୍ଗାପୁରରୁ ନ୍ୟୁୟର୍କ ମଧ୍ୟରେ ୧୬,୭୦୦ କିମି ଚଳାଚଳ କରିବାକୁ ଥିବା ଏହି ବିମାନ ସେବା ବିଶ୍ୱର ସବୁଠାରୁ…
Read More...

ସର୍ବୋଚ୍ଚ ସ୍ତରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କ୍ଷତି ପରିମାଣ

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କର ସାମଗ୍ରିକ କ୍ଷତି ପରିମାଣ ୮୫,୩୭୦ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବବର୍ଷଗୁଡ଼ିକ ତୁଳନାରେ ଏହା ସର୍ବାଧିକ ବୋଲି କୁହାଯାଉଛି ମାର୍ଚ୍ଚ ୩୧ ସୁଦ୍ଧା…
Read More...

କାର୍ତ୍ତିଙ୍କ ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‍ଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍‍ଙ୍କ ନାମରେ ଲଣ୍ଡନରେ ଆଉ ଦୁଇଟି ଗୁପ୍ତ ଆକାଉଣ୍ଟ ଥିବା ଜଣାପଡ଼ିଛି। ଏହାପରେ କାର୍ତ୍ତିଙ୍କ ନାମରେ ସାନି ମାମଲା ରୁଜୁ…
Read More...

ବିଜେପିର ଚାନ୍ଦା ୯ ଗୁଣ ବଢ଼ିଛି

ନୂଆଦିଲ୍ଲୀ: ୨୦୧୬-୧୭ ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ୭ଟି ରାଜନୈତିକ ଦଳ ଚାନ୍ଦା ଆକାରରେ ପାଇଛନ୍ତି ୫୮୯.୩୮ କୋଟି ଟଙ୍କା। ସେଥିମଧ୍ୟରୁ କେବଳ ବିଜେପି ପାଇଛି ୫୩୨.୨୭ କୋଟି ଟଙ୍କା। ୧,୧୯୪ଟି ସଂସ୍ଥାରୁ ଦଳ ଏହି…
Read More...

ମହଙ୍ଗା ହୋଇପାରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ

ଚେନ୍ନଇ: ତାମିଲନାଡ଼ୁର ଟୁଟିକୋରିନ୍‍ସ୍ଥିତ ବେଦାନ୍ତର ଷ୍ଟେରଲାଇଟ୍‍ କାରଖାନା ବନ୍ଦ ହେବା ପରେ ଇଲେକ୍ଟ୍ରୋନିକ୍‍ସ ଉପକରଣ ଓ ପମ୍ପସେଟ୍‍ ମହଙ୍ଗା ହେବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ସେହି ସବୁ ଉପକରଣରେ ତମ୍ବା…
Read More...

ରମଣଙ୍କୁ ଓଡ଼ିଶାବାସୀ କ୍ଷମା ଦେବେନାହିଁ: ନରସିଂହ

ଭୁବନେଶ୍ୱର:ମହାନଦୀର ପାଣି ଓଡ଼ିଶାକୁ ଦିଆଯିବ ନାହିଁ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଦେଇଥିବା ମନ୍ତବ୍ୟକୁ ନେଇ ବିରୋଧୀଦଳ ନେତା ନରସିଂହ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଏହି…
Read More...

ମହାନଦୀର ଜଳ ବିନିଯୋଗରେ ସରକାର ବିଫଳ:ବିଜେପି

ଭୁବନେଶ୍ୱର:ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲିଯାତ୍ରା ପଡିଆରେ ଯେଉଁ ବକ୍ତବ୍ୟ ରଖିଛନ୍ତି ତାହା ସଂପୂର୍ଣ୍ଣ ତଥ୍ୟ ଆଧାରିତ। ରାଜ୍ୟ ସରକାର ଏକଥାକୁ ଯଦି ଅସ୍ୱୀକାର କରୁଛନ୍ତି ତେବେ ମହାନଦୀର…
Read More...

ଉଚ୍ଚ ଅଟ୍ଟାଳିକା ନିର୍ମାଣର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ରାଜ୍ୟ ପୂର୍ତ୍ତ ବିଭାଗ ଓ ଇଡ଼କୋ ଦ୍ୱାରା ନିର୍ମାଣାଧୀନ ବିଭିନ୍ନ ଉଚ୍ଚ ଅଟ୍ଟାଳିକାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ…
Read More...

ସିଙ୍ଗଲ୍‌ ୱିଣ୍ଡୋରେ ୫ ପ୍ରକଳ୍ପକୁ ମଞ୍ଜୁରି

ଭୁବନେଶ୍ୱର:ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ନେଇ ସରକାରଙ୍କ ଏକକ ବାତାୟନ କମିଟି ବୁଧବାର ୫ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ଏଥିରେ ୧୫୦୮କୋଟି ଟଙ୍କାରେ ଆଲୁମିନିୟମ,…
Read More...

ସେବାୟତମାନେ ଶୃଙ୍ଖଳିତ ହୁଅନ୍ତୁ: ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନୀତି ସମ୍ପାଦନରେ ସେବାୟତମାନେ ଶୃଙ୍ଖଳିତ ହୁଅନ୍ତୁ । ବିଶ୍ୱରେ ଶ୍ରୀମନ୍ଦିରର ଗରିମା ରଖିବାକୁ ସେମାନେ ଉଦ୍ୟମ କରିବା ଉଚିତ ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ପ୍ରକାଶ…
Read More...

ରାଜନୀତି ବନ୍ଦ କର, ଶଙ୍କରାଚାର୍ଯ୍ୟ

ପୁରୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ଉଚିତ । ଏହା ଭାରତର ୧୦୦କୋଟି ହିନ୍ଦୁଙ୍କ ଇଚ୍ଛା । ରାମ ମନ୍ଦିରକୁ ନେଇ ଭୋଟ ରାଜନୀତି ବନ୍ଦ କରାଯିବାକୁ ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ…
Read More...

ଅର୍ଥ ଆତ୍ମସାତ୍‍ ମାମଲାରେ ବରିଷ୍ଠ କିରାଣୀଙ୍କୁ ଜେଲ

ଭୁବନେଶ୍ୱର: ସରକାରୀ ଚାଉଳ ବାବଦ ଅର୍ଥ ଆତ୍ମସାତ୍‍ କରିବା ମାମଲାର ଶୁଣାଣି କରି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‍ ମୟୁରଭଞ୍ଜ ଶୁକ୍ରୁଳି ବ୍ଲକର ତତ୍କାଳୀନ ବରିଷ୍ଠ କିରାଣି ତଥା ବର୍ତ୍ତମାନ କରଞ୍ଜିଆ…
Read More...

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଜୟପୁର ଆରଡବ୍ଲ୍ୟୁ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଶିବପ୍ରସାଦ ଭୋଳଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ସେଲ ପକ୍ଷରୁ ଚଢଉ କରାଯାଇଛି। ଚଢଉ ବେଳେ…
Read More...

ମୋଦୀଙ୍କ ପରାମର୍ଶ ଅନୁସରଣ କରିପାରନ୍ତି କୁମାରସ୍ୱାମୀ

ବେଙ୍ଗାଲୁରୁ: ଜେଡିଏସ୍‍ ନେତା ଏଚ ଡି କୁମାରସ୍ୱାମୀଙ୍କ ନେତୃତ୍ୱରେ କର୍ଣ୍ଣାଟକରେ ନୂଆ ସରକାର ଗଠନ ହେବାର ଏକ ସପ୍ତାହ ବିତିଯାଇଥିବାବେଳେ ମନ୍ତ୍ରିମଣ୍ଡଳ ଗଠନ ହୋଇପାରୁ ନାହିଁ। ମେଣ୍ଟ ସରକାରର ଦୁଇ ଦଳ କଂଗ୍ରେସ ଓ…
Read More...

ଓଡ଼ିଶାରେ ହେବ ଦ୍ୱିତୀୟ ବିମାନବନ୍ଦର

ଭୁବନେଶ୍ୱର: ଓଡିଶାର ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଦ୍ୱିତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଟ୍ରାଫିକ ଭିଡ ହ୍ରାସ କରିବାକୁ ଏହି…
Read More...

 ମାଲ୍ୟା, ମୋଦୀଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଭାରତର ନିବେଦନ 

ନୂଆଦିଲ୍ଲୀ: ଅର୍ଥନୈତିକ ଅପରାଧରେ ସମ୍ପୃକ୍ତ ଥାଇ ଲଣ୍ଡନରେ ବସବାସ କରୁଥିବା ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା, ଲଳିତ ମୋଦୀଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଭାରତ ସରକାର ବ୍ରିଟେନ୍‍କୁ ନିବେଦନ…
Read More...

ସାଧନାକୁ ସମ୍ମାନ

ଭୁବନେଶ୍ୱର: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକର ଏକ ଚାଷୀ ପରିବାର ଶେଷା କିଶାନ ଏବେ ଅନ୍ତର୍ଜାତୀୟସ୍ତରରେ ନିଜର ସାଧନାର ପରିଚୟ ଦେଇଛନ୍ତି। ଅସାଧାରଣା ପ୍ରତିଭା, ଦୃଢ଼ ମନୋବଳ ଯୋଗୁଁ ଶ୍ରୀ କିଶାନ ଜର୍ମାନୀର…
Read More...

ପାଇକ ବିଦ୍ରୋହ ସ୍ମୃତି ପ୍ରକଳ୍ପ ପାଇଁ ୯୦ କୋଟି ପ୍ରଦାନ ନିଷ୍ପତ୍ତି

ନୂଆଦିଲ୍ଲୀ : ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାରେ ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମୃତି ପ୍ରକଳ୍ପ ନିମନ୍ତେ ୯୦ କୋଟି ଟଙ୍କା ପ୍ରଦାନ ପାଇଁ ଇଣ୍ଡିଆନ ଅଏଲ୍‍ ଫାଉଣ୍ଡେସନର ଟ୍ରଷ୍ଟି ବୋର୍ଡର ବୈଠକରେ…
Read More...

କନ୍ୟାଯାତ୍ରୀ ମିନିଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ୨ ମୃତ, ୩୨ ଆହତ

ଦଶପଲ୍ଲା: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍ ଅଧୀନ କଳସାଖମଣ ଗ୍ରାମପଞ୍ଚାୟତର ଠୁକେଇନାଳ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଦିବାସୀ ସମ୍ପ୍ରଦାୟର ଏକ ଝିଅ ବିବାହର କନ୍ୟାଯାତ୍ରୀମାନଙ୍କୁ ନେଇ…
Read More...

ଗୁରୁବାର ରାଶିଫଳ

ମେଷ: କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ଅଧିକ କ୍ଷମତା ହାସଲ କରିବାରେ ସକ୍ଷମ ହେବେ। ବିବାଦୀୟ ଘଟଣାରେ ବିଜୟ ହାସଲ କରିବେ। ଧର୍ମୀୟ ପ୍ରବଚନ ପ୍ରତି ଆଗ୍ରହୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।…
Read More...

ସରକାରୀ ବଙ୍ଗଳା ଛାଡ଼ିଲେ ମାୟାବତୀ, ସ୍ପିଡ୍‍ ପୋଷ୍ଟରେ ପଠାଇଲେ ଚାବି

ଲକ୍ଷ୍ନୌ : ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ବିଏସ୍‍ପି ନେତ୍ରୀ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଲକ୍ଷ୍ନୌ ଲାଲ ବାହାଦୁର ଶାସ୍ତ୍ରୀ ମାର୍ଗସ୍ଥିତ ୬ ନମ୍ବର ସରକାରୀ ବଙ୍ଗଳାକୁ ଖାଲି…
Read More...

 ବିଶ୍ୱ ଏକାଦଶର ନେତୃତ୍ୱ ନେବେ ଆଫ୍ରିଦି

ଲଣ୍ଡନ: ୱେଷ୍ଟଇଣ୍ଡିଜ ଏକାଦଶ ବିରୋଧରେ ବିଶ୍ୱ ଏକାଦଶ ଗୁରୁବାର ଏକ ପ୍ରଦର୍ଶନୀ ମ୍ୟାଚ୍‍ ଖେଳିବ। ଏହି ମ୍ୟାଚ୍‍ ନିମନ୍ତେ ପୂର୍ବରୁ ବିଶ୍ୱ ଏକାଦଶର ଅଧିନାୟକ ଭାବେ ନିଯୁକ୍ତ ଇଂଲଣ୍ଡର ଇଅନ୍‍ ମୋର୍ଗାନଙ୍କ ଏକ ଆଙ୍ଗୁଠି…
Read More...

ଶିକ୍ଷକ ଶିକ୍ଷା ତାଲିମ ପାଠ୍ୟକ୍ରମ ପାଇଁ ଅନ୍‌ଲାଇନ୍‌ ପ୍ରବେଶିକା

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷଠାରୁ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେସନ୍‌)ଡିଇଏଲ୍‌ଇଡି, ବିଏଡ୍‌, ବିଏଚ୍‌ଇଡି ଏବଂ ଏମ୍‌ଫିଲ୍‌(ଶିକ୍ଷା) ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନ୍‌ଲାଇନ୍‌ରେ ହେବ ବୋଲି ରାଜ୍ୟ…
Read More...

ମେହବୁବାଙ୍କୁ ଗାଳି: ବିଜେପି ନେତାଙ୍କ ବିରୋଧରେ ଗିରଫ ପରୱାନା

ଜାମ୍ମୁ : ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ବିଜେପି ନେତା ରାଜିନ୍ଦର ସିଂହଙ୍କ ବିରୋଧରେ ଅଦାଲତ ଗିରଫ ପରୱାନା ଜାରି କରିଛନ୍ତି। କଠୁଆ ମୁଖ୍ୟ ବିଚାରବିଭାଗୀୟ…
Read More...

ବିଳମ୍ବିତ ହେଉଛି କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ଗଠନ

ବେଙ୍ଗାଲୁରୁ : ଜେଡିଏସ୍‍ ନେତା ଏଚ ଡି କୁମାରସ୍ୱାମୀଙ୍କ ନେତୃତ୍ୱରେ କର୍ଣ୍ଣାଟକରେ ନୂଆ ସରକାର ଗଠନ ହେବାର ଏକ ସପ୍ତାହ ବିତିଯାଇଥିବାବେଳେ ମନ୍ତ୍ରିମଣ୍ଡଳ ଗଠନ ହୋଇପାରୁ ନାହିଁ। ମେଣ୍ଟ ସରକାରର ଦୁଇ ଦଳ କଂଗ୍ରେସ ଓ…
Read More...

କୁନ୍ଦୁଲି ଗଣଦୁଷ୍କର୍ମ ପ୍ରସଙ୍ଗ : ପ୍ରଥମ ମାମଲା ପ୍ରତ୍ୟାହୃତ

କଟକ : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ସର୍ବ ପ୍ରଥମେ ରୁଜୁ ହୋଇଥିବା ମାମଲା ହାଇକୋର୍ଟରୁ ପ୍ରତ୍ୟାହାର କରାଯାଇଛି। କୁନ୍ଦୁଲି ପ୍ରସଙ୍ଗକୁ ନେଇ ପ୍ରଥମେ ଆଇନଜୀବୀ ଗୌତମ ସିଦ୍ଦିକୀ ଘଟଣାର ତଦନ୍ତ ପାଇଁ ସିବିଆଇ କିମ୍ବା…
Read More...

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ସାକ୍ଷ୍ୟ ଦେଲେ ଏଫଏମଟି ଡାକ୍ତର

କଟକ : ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ବୁଧବାର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ତଥା ତୃତୀୟ ଅତିରିକ୍ତ ଜିଲା ଜଜ ଆନନ୍ଦ ଚନ୍ଦ୍ର ମହାରଣାଙ୍କ ଇଜଲାସରେ ଏସସିବି ମେଡ଼ିକାଲ କଲେଜ ଏଫଏମଟି ବିଭାଗ ଡାକ୍ତର ଆର.…
Read More...

ଆଇପିଏଲ୍‍ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ୫ ଭାରତୀୟ

ନୂଆଦିଲ୍ଲୀ : ଆଇପିଏଲ୍‍ର ୧୧ତମ ସଂସ୍କରଣ ରବିବାର ଶେଷ ହୋଇଛି। ଚେନ୍ନଇ ଚମ୍ପିଆନ୍‍ ହୋଇଥିବା ବେଳେ ସନ୍‍ରାଇଜର୍ସ ହାଇଦରାବାଦ୍‍ ରନର୍ସଅପ୍‍ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ବହୁ ଖେଳାଳି ନିଜ ପ୍ରଦର୍ଶନ ବଳରେ…
Read More...

୯ ସ୍ଥାନରେ ପାରଦ ୪୦ଡିଗ୍ରୀ ଉପରେ

ଭୁବନେଶ୍ୱର  : ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଓଡ଼ିଶା ଛୁଇଁବାକୁ ଦୁଇ ସପ୍ତାହ ବାକି ଥିବାବେଳେ ଏବେ ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ସହରର ପାରଦ…
Read More...

କୌନ ବନେଗା କରୋଡପତିର ୧୦ମ ସଂସ୍କରଣର ପ୍ରୋମୋ ରିଲିଜ: ଦ୍ଵୈତ ଭୂମିକାରେ ଅମିତାଭ

ମୁମ୍ବଇ : ସୋନି ଚାନେଲରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ କୌନ ବନେଗା କରୋଡପତିର ୧୦ମ ସଂସ୍କରଣର ଖୁବ୍‍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମର ପ୍ରୋମୋ ରିଲିଜ୍‌ ହୋଇଛି। ଏଥିରେ ବିଗ୍‍ ବି ଅମିତାଭ…
Read More...

ନିର୍ବାଚନ ଆୟୋଗ ସରକାରଙ୍କ ‘ମିଷ୍ଟ୍ରେସ୍‍’ : ଉଦ୍ଧବ ଠାକ୍‍ରେ

ମୁମ୍ବଇ : ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‍ରେ ବିଜେପି ଓ ନିର୍ବାଚନ ଆୟୋଗଙ୍କୁ ଅତି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବିଜେପି ‘ଏକଚ୍ଛତ୍ରବାଦୀ ମାନସିକତା’ ନେଇ କାର୍ଯ୍ୟ କରୁଛି ଓ ଇଲେକ୍‍ଟ୍ରୋନିକ ଭୋଟିଂ…
Read More...

ରୁପାରେ ସଜ୍ଜିତ ହେବ କାଳିଘାଟ ମନ୍ଦିର

କଲକାତା : ପଶ୍ଚିମବଙ୍ଗର କିମ୍ବଦନ୍ତୀ କାଳିଘାଟ ମନ୍ଦିରକୁ ରୁପାରେ ସଜ୍ଜିତ କରିବାକୁ ନିଷ୍ପତ୍ତି ହୋଇଛି। ଦେଶର ୫୧ଟି ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ଏହି କାଳିଘାଟ ମନ୍ଦିରକୁ ରୁପାରେ ସଜ୍ଜିତ ପାଇଁ ୨୫୦ କିଲୋ ରୁପା…
Read More...

ତାମିଲନାଡୁ ଗୁଟ୍‍କା ଦୁର୍ନୀତି: ସିବିଆଇର ମାମଲା ରୁଜୁ

ଚେନ୍ନଇ : ତାମିଲନାଡୁର ବହୁ ଚର୍ଚ୍ଚିତ ଗୁଟକା ଦୁର୍ନୀତିର ତଦନ୍ତ ପାଇଁ ସିବିଆଇ ବୁଧବାର ମାମଲା ରୁଜୁ କରିଛି। ସିବିଆଇ ଏହାର ମାମଲାରେ କେନ୍ଦ୍ରୀୟ ଅବକାରୀ ବିଭାଗ, ତାମିଲନାଡୁ ସରକାର, ଖାଦ୍ୟ ସୁରକ୍ଷା ବିଭାଗର ବେନାମୀ…
Read More...

୫୦ ତାଲିବାନ ଆତଙ୍କବାଦୀ ନିହତ

କାବୁଲ : ଆଫଗାନିସ୍ତାନର ଦାକ୍ଷିଣାତ୍ୟ ପ୍ରଦେଶ ହେଲମାଣ୍ଡରେ ଆମେରିକା ସେନାର ରକେଟ ମାଡରେ ୫୦ରୁ ଅଧିକ ତାଲିବାନ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଆମେରିକା ସେନାର କହିବା ଅନୁଯାୟୀ ପ୍ରାଣ ହରାଇଥିବା ଆତଙ୍କବାଦୀମାନେ…
Read More...

ମୋଜାମ୍ବିକରେ ୧୦ଜଣଙ୍କୁ ମୁଣ୍ଡକାଟି ହତ୍ୟା

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ମୋଜାମ୍ବିକରେ ସନ୍ଦିଗ୍ଧ ଇସଲାମିକ ଆତଙ୍କବାଦୀମାନେ ୧୦ଜଣଙ୍କ ମୁଣ୍ଡକାଟି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ଅଛନ୍ତି। ଉତ୍ତର ମୋଜାମ୍ବିକର ପାଲାମ ନିକଟ ଏକ…
Read More...

ଜଗତ ରାଏର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ୱାରା ଅଗ୍ରାହ୍ୟ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଥମ ରାଜକ୍ଷମା ଆବେଦନ ଅଗ୍ରାହ୍ୟ କରିଛନ୍ତି। ୨୦୦୬ରେ ଜଣଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ…
Read More...

ଜୁଲାଇ ୩୦ରେ ଜିମ୍ବାୱେରେ ସାଧାରଣ ନିର୍ବାଚନ

ହରାରେ : ଜୁଲାଇ ୩୦ରେ ଜିମ୍ବାୱେରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ରାଷ୍ଟ୍ରପତି ଏମର୍‍ସନ୍‍ ମନାଙ୍ଗଗ୍ୱା ବୁଧବାର ବିଜ୍ଞପ୍ତି ଜାରି କରିଛନ୍ତି। ୨୦୧୭ ନଭେମ୍ବରରେ ୯୪ ବର୍ଷ ବୟସ୍କ ଏକଚ୍ଛତ୍ରବାଦ ଶାସକ ରୋବର୍ଟ…
Read More...

ଗୌରୀ ଲଙ୍କେଶ ହତ୍ୟା ମାମଲା : ଅଭିଯୋଗଫର୍ଦ୍ଦ ଦାଖଲ କଲା ଏସ୍‍ଆଇଟି

ନୂଆଦିଲ୍ଲୀ : ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ବୁଧବାର ୬୫୦ ପୃଷ୍ଠା ସମ୍ବଳିତ ଅଭିଯୋଗଫର୍ଦ ଦାଖଲ କରିଛି। ଏଥିରେ ଫରେନ୍ସିକ୍‍ ସାଇନ୍ସ ଲାବୋରେଟୋରୀ (ଏଫ୍‍ଏସ୍‍ଏଲ୍‍)…
Read More...

କେରଳରୁ ଆସିଥିବା ଯବାନଙ୍କ ମୃତ୍ୟୁ; ‘ନିପା’ ସନ୍ଦେହ

କଲକାତା : କେରଳରୁ ଆସିଥିବା ଜଣେ ଯବାନ ସିନୁ ପ୍ରସାଦଙ୍କର କଲକାତାରେ ପରଲୋକ ଘଟିଛି। କେରଳର ଫୋର୍ଟ ୱିଲିୟମଠାରେ କାର୍ଯ୍ୟରତ ସିନୁ ଅସୁସ୍ଥ ଅବସ୍ଥାରେ କଲକାତା ଆସିଥିବାରୁ ସେ ‘ନିପା’ ଆକ୍ରାନ୍ତ ଥିବା ସନ୍ଦେହ…
Read More...

୭୦ ବର୍ଷରେ ସର୍ବାଧିକ ଭାରତୀୟ ଶାନ୍ତିସେନାଙ୍କ ବଳିଦାନ : ଜାତିସଂଘ ରିପୋର୍ଟ

ଜାତିସଂଘ : ବିଗତ ୭୦ ବର୍ଷ ମଧ୍ୟରେ ଜାତିସଂଘ ପକ୍ଷରୁ ଅନୁଷ୍ଠିତ ବହୁ ଶାନ୍ତି ଅଭିଯାନ ବେଳେ ସର୍ବାଧିକ ଭାରତୀୟ ସୈନିକ ପ୍ରାଣ ହରାଇଛନ୍ତି। ୧୯୪୮ ପରଠାରୁ ଶାନ୍ତି ଅଭିଯାନରେ ପ୍ରାଣବଳି ଦେଇଥିବା ମୋଟ ୩,୭୩୭ ଜଣ…
Read More...

ଶିବସେନା ସହ ସମ୍ପର୍କ ସୁଧାରିବା ଉଦ୍ୟମରେ ବିଜେପି

ମୁମ୍ବଇ : ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ମହାରାଷ୍ଟ୍ରରେ ଶିବସେନା ସହିତ ଏହାର ମତାନ୍ତର ଦୂର କରି ସମ୍ପର୍କ ସୁଧାରିବାର ପ୍ରୟାସ ଆରମ୍ଭ କରିଛି। ଅଗାମୀ ବର୍ଷ ଲୋକସଭା ନିର୍ବାଚନ ଏବଂ ବିଧାନସଭା…
Read More...

ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶାର ନୂତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଧବାର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ରାଜ୍ୟପାଳ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନିକଟରେ ପୂଜା କରିବା ସହିତ ମନ୍ଦିର ପରିସର…
Read More...

ସତ୍ୟେନ୍ଦ୍ର ଜୈନ୍‍ଙ୍କ ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ : ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‍ଙ୍କ ବିରୋଧରେ ସିବିଆଇ ବୁଧବାର ଏକ ମାମଲା ରୁଜୁ କରିଛି। କାର୍ମିକ ବିଭାଗ ପକ୍ଷରୁ ସୃଜନଶୀଳ ଦଳ ନିଯୁକ୍ତିରେ ଅନିୟମିତତା ନେଇ ଏହି ମାମଲା ରୁଜୁ ହୋଇଛି। ତତ୍‍ସମୟରେ…
Read More...

ଉଡନ୍ତା ବିମାନରେ ସେଲଫି ନେବାରୁ ୪ ପାଇଲଟ୍‌ଙ୍କୁ କାମରୁ  ବାରଣ କଲା ଜେଟ୍‌ ଏୟାରଓ୍ୱେଜ

ନୂଆଦିଲ୍ଲୀ: ସେଲଫି ଯୋଗୁଁ ୪ ଜଣ ପାଇଲଟ୍‌ଙ୍କୁ ଜେଟ୍‌ ଏୟାର ଓ୍ୱେଜ କାମରୁ  ବାରଣ କରିଛି ।  ଏପ୍ରିଲ ୧୯ ତାରିଖରେ ଏକ ତାଲିମ ଦିଆଯାଉଥିବ ବିମାନରେ ଜଣେ ବରିଷ୍ଠ  ପାଇଲଟଙ୍କ ସହ ୩ ଜଣ  ତାଲିମ ନେଉଥିବା ପାଇଲଟ  ସେଲଫି…
Read More...

ଟେଷ୍ଟମ୍ୟାଚ୍‍ରୁ ବାଦ୍‍ ପଡ଼ିବନି ଟସ୍‍

ମୁମ୍ବଇ : ଟେଷ୍ଟ ମ୍ୟାଚ୍‍ରୁ ଟସ୍‍କୁ ବାଦ୍‍ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛି ଅନୀଲ କୁମ୍ବଲେଙ୍କ ନେତୃତ୍ୱାଧୀନ ଆଇସିସି କମିଟି। ମଙ୍ଗଳବାର ଆଇସିସି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଟେଷ୍ଟ…
Read More...

ୟୁପି ବିଜେପି ବିଧାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଜେପି ବିଧାୟକ କୁଳଦୀପ ସିଂହ ସେନଗର୍‍ଙ୍କ ପରେ ଏବେ ଦଳର ଅନ୍ୟ ଜଣେ ବିଧାୟକ କୁଶଗ୍ରା ସାଗରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଛି। ବଦାୟୁଁ ବିଧାୟକ ସାଗର ତାଙ୍କ ଘରୋଇ ସହଯୋଗୀଙ୍କ ଝିଅକୁ…
Read More...

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ : ନିଅାଁଲିଭାରେ ବାୟୁସେନା ସାମିଲ

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀ ଅନ୍ତର୍ଗତ ମାଲବ୍ୟ ନଗରସ୍ଥିତ ଏକ ରବର କାରଖାନାରେ ମଙ୍ଗଳବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବିଭାଗ ଦୀର୍ଘ ୨୦ ଘଣ୍ଟାର ଅବିଶ୍ରାନ୍ତ ଉଦ୍ୟମ ପରେ ନିଆଁକୁ ଆୟତ୍ତ…
Read More...

‘ରେସ-୩’ : ଡବଲ ରୋଲରେ ଭାଇଜାନ

ମୁମ୍ବଇ : ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଭାଇଜାନ ନାମରେ ସୁପରିଚିତ ସଲମନ ଖାନ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରେସ-୩’ର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ରେମୋ ଡିସୁଜାଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି…
Read More...

ବାଲିଯାତ୍ରାକୁ ମନେ ପକାଇଲେ, ବିଜୁଙ୍କୁ ଭୁଲିଗଲେ ମୋଦୀ

ନୂଆଦିଲ୍ଲୀ : ଭାରତ-ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କ ବହୁ ପୁରୁଣା। ଆଉ ଏହି ସମ୍ପର୍କକୁ ମଜଭୁତ କରିବାରେ ଓଡ଼ିଶାର ପ୍ରମୁଖ ଅବଦାନ ରହିଛି। ଇଣ୍ଡୋନେସିଆ ଓ ଓଡ଼ିଶାର ସମ୍ପର୍କ ପ୍ରାଚୀନ କାଳରୁ ବାଣିଜ୍ୟ ସଂସ୍କୃତି ଓ…
Read More...

ବୋମା ବିସ୍ଫୋରଣରେ ଜଣେ ମୃତ, ୧ ଗୁରୁତର

ପିପିଲି : ପୁରୀ ଜିଲା କଣାସ ବ୍ଲକ ଗଡିଶାଗଦା ଥାନା ଅନ୍ତର୍ଗତ ବକୁ ଛକ ଠାରେ ଏକ ଆଜବେଷ୍ଟସ ଦୋକାନ ଘର ମଧ୍ୟରେ ବୋମା ବିସ୍ଫୋରଣ ଘଟି ଜଣେ ବୃଦ୍ଧଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଉକ୍ତ ଘର ମଧ୍ୟରେ ଥିବା ଅନ୍ୟଜଣେ ଯୁବକ…
Read More...

ଜାମ୍ମୁ କାଶ୍ମୀର ଯୌନ କେଳେଙ୍କେରୀ : ପୂର୍ବତନ ଡିଆଇଜି, ଡିଏସ୍‍ପିଙ୍କ ସମେତ ୫ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : ୧୨ ବର୍ଷ ପୁରୁଣା ଜାମ୍ମୁ କାଶ୍ମୀର ଯୌନ କେଳେଙ୍କେରୀ ମାମଲାରେ ଚଣ୍ଡିଗଡ଼ ଜିଲା କୋର୍ଟ ବୁଧବାର ପୂର୍ବତନ ଡିଆଇଜି ଏବଂ ଡିଏସ୍‍ପିଙ୍କ ସମେତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ଏହି ମାମଲାରେ…
Read More...

ବେଆଇନ ଆର୍ଥିକ କାରବାର ରୋକିବା ପାଇଁ ଅପରାଧ ଶାଖା ପ୍ରତିଶ୍ରୁତିବଦ୍ଧ : ଡିଜିପି

ଭୁବନେଶ୍ୱର : ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରାଜ୍ୟରେ ବେଆଇନ ଆର୍ଥିକ କାରବାର ରୋକିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପୁଳିସ ମହାନିର୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ଅର୍ଥନୈତିକ ଅପରାଧ…
Read More...

୫ଟି ରାଜ୍ୟକୁ ନୋଟିସ୍‌ ଜାରି କଲେ ମହାନଦୀ ଜଳ ବିବାଦ ଟ୍ରାଇବୁନାଲ

ନୂଆଦିଲ୍ଲୀ:  ମହାନଦୀ ଜଳ ବିବାଦ ଟ୍ରାଇବୁନାଲ ୫ଟି ରାଜ୍ୟକୁ ନୋଟିସ୍‌ ଜାରି କରିଛନ୍ତି । ଓଡିଶା, ଛତିଶଗଡ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କୁ ନିଜ ନିଜର ପ୍ରତିନିଧିମାନଙ୍କୁ ମନୋନୀତ କରିବା…
Read More...

ପ୍ରଣବଙ୍କ ପରେ ରଘୁରାମଙ୍କୁ ସଂଘ ପରିବାରର ନିମନ୍ତ୍ରଣ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସ୍ୱୟଂ ସେବକ ସଂଘ (ଆରଏସ୍‍ଏସ୍‍) କାର୍ଯ୍ୟକ୍ରମ ପାଇଁ ନାଗପୁରକୁ ନିମନ୍ତ୍ରଣ କରିବା ପରେ ସଂଘ ପରିବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ…
Read More...

ଶ୍ରୀମନ୍ଦିର ଭିତରେ ହେବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ପୁରୀ: ଶ୍ରୀମନ୍ଦିର ମଧ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହେବ ବୋଲି ଆଇନ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନ୍ତ୍ରୀ ଏ ବିଷୟରେ କହିଛନ୍ତି । ଶ୍ରୀମନ୍ଦିର…
Read More...

ଏୟାରସେଲ-ମ୍ୟାକ୍ସିସ ମାମଲା : ପି.ଚିଦମ୍ବରମଙ୍କ ଗିରଫଦାରୀ ଉପରେ ରୋକ

ନୂଆଦିଲ୍ଲୀ : ଏୟାର୍‍ସେଲ୍‍- ମାକ୍ସିସ୍‍ ବେଆଇନ ଅର୍ଥ କାରବାର ମାମଲାରେ ଦିଲ୍ଲୀ ସ୍ୱତନ୍ତ୍ର ଅଦାଲତ ବୁଧବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍‍ଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ…
Read More...

ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଗୋପାଳପୁରବାସୀ

 -ସ୍ୱଛ ଭାରତ ମିଶନ ଗାଁ ପାଇଁ ସାତ ସପନ, -ଗୋଟିଏ କୋଠରୀରେ ଚାଲିଛି ୫ଟି ଶ୍ରେଣୀ ଓ ଅଫିସ୍‍ ଆରଡି : ଗାଁ ହସିଲେ ଦେଶ ହସିବ, ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନାନାବିଧ ଯୋଜନା ପ୍ରଣୟନ କରିବା ସହ ବାର୍ଷିକ କୋଟି…
Read More...

କାଶୀରେ ଶବ ସତ୍କାର ପାଇଁ ଆଧାର ବାଧ୍ୟତାମୂଳକ

ବାରାଣାସୀ : ମୋକ୍ଷ ନଗରୀ ଭାବେ ପ୍ରସିଦ୍ଧ କାଶୀରେ ଶବ ସତ୍କାର ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି। କାଶୀରେ ଶବ ସତ୍କାର କଲେ ମୃତକ ସିଧା ସ୍ୱର୍ଗ ଲାଭ କରିଥାଏ ବୋଲି ହିନ୍ଦୁ ଧର୍ମାବଳମ୍ବୀଙ୍କ ବିଶ୍ୱାସ…
Read More...

ଷ୍ଟେରଲାଇଟ୍‍ କାରଖାନା ଗୁଳିକାକାଣ୍ଡ ପ୍ରସଙ୍ଗ : ତଦନ୍ତ କରିବ ଏନଏଚଆରସି ଦଳ

ଚେନ୍ନଇ : ତାମିଲନାଡୁର ତୁଥୁକୁଡି ସ୍ଥିତ ବେଦାନ୍ତର ଷ୍ଟେରଲାଇଟ୍‍ ତମ୍ବା କାରଖାନାକୁ ବନ୍ଦ କରିବା ପାଇଁ ତାମିଲନାଡୁ ସରକାର ନିର୍ଦେଶ ଦେବା ପରେ ମଧ୍ୟ ବିବାଦ ଏହାର ପିଛା ଛାଡୁନାହିଁ । କାରଖାନା ସମ୍ପ୍ରସାରଣ ବିରୋଧୀ…
Read More...

ମୃତ ଶିଶୁପୁତ୍ର ଉଦ୍ଧାର

ବ୍ରହ୍ମପୁର: ଜରଡା ଥାନା ପାତ୍ରପୁର କାଙ୍କରା ଖାଲରୁ ବୁଧବାର ଏକ ଶିଶୁପୁତ୍ରର ମୃତଦେହ ଠାବ କରାଯାଇଛି । ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ଚିହ୍ନ ରହିଥିବା ବେଳେ ଆଖି ଦୁଇଟି ନାହିଁ । ଶରୀରରେ ଚେଙ୍କ ଚିହ୍ନ…
Read More...

ଅଙ୍ଗୁଳି ସାହାଯ୍ୟରେ ଫୋନ୍ ବାର୍ତ୍ତାଳାପ

ସ୍ମାର୍ଟ ଯୁଗରେ ସବୁକିଛି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଏଇ କିଛି ବର୍ଷ ତଳେ ଆରମ୍ଭ ହୋଇଥିବା ମୋବାଇଲ୍ ଯୁଗର ଏବେ ନୂତନ ନାମ ହେଉଛି ‘ସ୍ମାର୍ଟଫୋନ୍‌ର ଯୁଗ’। ପ୍ରତ୍ୟେକ ବୟସର ଲୋକେ ଏଇ ଉଚ୍ଚ କ୍ଷମତା…
Read More...

ଇଣ୍ଡୋନେସିଆରେ ଆତଙ୍କବାଦକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ;୧୫ପ୍ରସଙ୍ଗରେ ରାଜିନାମା

ଜାକର୍ତା: ଦକ୍ଷିଣ ଏସିଆର ୩ ପ୍ରମୁଖ ଦେଶ ଗସ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବୁଧବାର ଇଣ୍ଡୋନେସିଆ ପହଞ୍ଚିଛନ୍ତି। ରାଜଧାନୀ ଜାକର୍ତାରେ ଉଭୟ ଦେଶ ମଧ୍ୟରେ ୧୫ଟି ପ୍ରସଙ୍ଗରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।…
Read More...

ଅନ୍ତର୍ଜାତିକ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ଓ ରାମଦେବଙ୍କ ସମେତ ୨ଲକ୍ଷ ଲୋକ କରିବେ ଯୋଗ

ଜୟପୁର: ଅନ୍ତର୍ଜାତିୟ ଯୋଗ ଦିବସ(୨୧ଜୁନ୍‍)ରେ ପ୍ରଧାନମନ୍ତ୍ରୀ ଓ ଯୋଗଗୁରୁ ବାବା ରାମଦେବଙ୍କ ସହିତ ୨ଲକ୍ଷ ଲୋକ କୋଟାରେ ଯୋଗ କରିବେ। ରାଜସ୍ଥାନର କୋଟା ଜିଲାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଗିନିଜ ବୁକ୍‍ ଅଫ ୱାଲ୍ଡ…
Read More...

ମହାନଦୀ ପ୍ରସଙ୍ଗରେ ଛତିଶଗଡ଼କୁ ବିଜେଡିର ସମାଲୋଚନା

କଟକ: ମହାନଦୀ ପ୍ରସଙ୍ଗରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ କଡା ଜବାବ ଦେଇଛି ବିଜେଡି । ମଙ୍ଗଳବାର ମହାନଦୀକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ରଖିଥିବା ବିବାଦୀୟ ମନ୍ତବ୍ୟର ଜବାବ ରଖିଛି ବିଜେଡି । ସମ୍ବାଦିକ…
Read More...

ପ୍ରଥମ ଦେଖାରେ ଏହି ଗୁଣରେ ପ୍ରଭାବିତ ହୁଅନ୍ତି ଝିଅ!!

କଥାରେ ଅଛି ପ୍ରଥମ ଦେଖା ହିଁ ଶେଷ ଦେଖା ହୋଇଥାଏ,ପ୍ରଥମ ଦେଖାରେ ଯଦି ଜଣେ ପ୍ରଭାବିତ ହୋଇଗଲା ତେବେ ଆଉ କିଛି ଭାବିବାକୁ ପଡ଼ି ନ ଥାଏ। ତେବେ ଝିଅମାନେ ବେଶୀ ଏହି ସବୁ ଦିଗ ପ୍ରତି ଖୁବ୍‍ ଧ୍ୟାନ ଦେବା ସହ ଆଗ୍ରହୀ…
Read More...

ବାଣ ଭିଡୁଥିବା ବେଳେ ବିସ୍ଫୋରଣ; ଜଣେ ମୃତ ଓ ଜଣେ ଗୁରୁତର

ପୁରୀ: କଣାସ ବ୍ଳକ୍ ଗଡିଶା ଥାନା ଅନ୍ତର୍ଗତ ବକୁ ଛକ ନିକଟରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତଜନା…
Read More...

ଔଷଧୀୟ ପୋଦିନାପତ୍ର

ଭାରତୀୟ ଜଳବାୟୁରେ ପୋଦିନା ଗଛ ଭଲଭାବେ ବଢ଼ିବା ସହ ଏହାର ବିଭିନ୍ନ ପ୍ରଜାତି ଦୃଶ୍ୟମାନ ହୋଇଥାଏ। ଆୟୁର୍ବେଦରେ ପୋଦିନା ପତ୍ରର ଉପଯୋଗରେ ଔଷଧ ପ୍ରସ୍ତୁତ କରାଯାଏ। ପୋଷକତତ୍ତ୍ବରେ ଭରପୂର ପୋଦିନା ପତ୍ର ଭିଟାମିନ୍ ‘ସି’ର…
Read More...

ଗିରଫଦାରୀକୁ ଏଡ଼ାଇବାକୁ ଦିଲ୍ଲୀ କୋର୍ଟରେ ଚିଦାମ୍ବରମ୍‍

ନୂଆଦିଲ୍ଲୀ: ପ୍ରାକ୍ତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ୍‍ ଏଆରସେଲ ମ୍ୟାକ୍ସିସ୍‍ ଅର୍ଥ ନେଣଦେଣ ମାମଲାରେ ଗିରଫଦାରୀକୁ ଏଡ଼ାଇବା ଉଦ୍ଦେଶ୍ୟରେ ଦିଲ୍ଲୀ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି। ବରିଷ୍ଠ କଂଗ୍ରେସ ନେତା…
Read More...

ଚିକେନ ୬୫

ଆବଶ୍ୟକ ସାମଗ୍ରୀ: ଚିକେନ- ୫୦୦ଗ୍ରାମ୍‍ ମଇଦା- ୫୦୦ଗ୍ରାମ୍‍ କର୍ଣ୍ଣଫ୍ଲୋର ପାଉଡର- ୨ଚାମଚ ଅଣ୍ଡା- ୧ଟି ଅଦା,ରସୁଣ ପେଷ୍ଟ- ୨ଚାମଚ ହଳଦୀ ଗୁଣ୍ଡ- ୧ଚାମଚ ଲଙ୍କା ଗୁଣ୍ଡ- ୧ଚାମଚ ଜିରା ପାଉଡ଼ର- ୨ଚାମଚ ଧନିଆ…
Read More...

ପେଟ୍ରୋଲ ମୂଲ୍ୟ ହ୍ରାସ ନା’ ଜନତାଙ୍କୁ ଉପହାସ!

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ପେଟ୍ରୋଲ ମୂଲ୍ୟରେ ବୃଦ୍ଧିକୁ ନେଇ ଜନତା ଓ ସରକାର ବିଚଳିତ ହୋଇ ପଡ଼ିଥିବାବେଳେ ବୁଧବାର ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ତେଲ ମୂଲ୍ୟକୁ କମ୍‍ କରିଛନ୍ତି। ବର୍ଦ୍ଧିତ ତେଲ ମୂଲ୍ୟକୁ ଅନୁଧ୍ୟାନ…
Read More...

ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ

କଟକ: ବ୍ୟାଙ୍କ କର୍ମଚାରୀମାନେ ଆଜିଠାରୁ ଦୁଇ ଦିନିଆ ଧର୍ମଘଟରେ ଓହ୍ଲାଇଛନ୍ତି । ଦରମା ବୃଦ୍ଧିର ଦାବିରେ ପ୍ରାୟ ୧୦ ଲକ୍ଷରୁ ଅଧିକ ବ୍ୟାଙ୍କ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି । ଧର୍ମଘଟ ଯୋଗୁଁ ବ୍ୟାଙ୍କ…
Read More...

ପୋଖରୀରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

କଟକ: କଟକ ଓଏମ୍‍ପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ଥିବା ଏକ ପୋଖରୀରୁ ଜଣେ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ କନେଷ୍ଟବଳଙ୍କ ନାଁ ଏମ୍‍ କ୍ରିଷ୍ଣାରାଓ ଓ ତାଙ୍କ ଘର ପାରଳାଖେମୁଣ୍ଡିରେ ବୋଲି ଜଣାପଡିଛି ।…
Read More...

ପାସେଞ୍ଜର ଟ୍ରେନ ବଗିରେ ଅଗ୍ନିକାଣ୍ଡ

କେନ୍ଦୁଝର: କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । କେନ୍ଦୁଝର ତିଲିକାଧରା ଷ୍ଟେସନ୍‍ ନିକଟରେ ଟ୍ରେନରେ ନିଆଁ…
Read More...

ନିର୍ବାହିଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

କୋଣାର୍କ: କୋରାପୁଟ ଜୟପୁରର ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିର୍ବାହଯନ୍ତ୍ରୀଙ୍କ ବାସଭବନରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଛି। ନିର୍ବାହିଯନ୍ତ୍ରୀ ଭାବେ କାର୍ଯ୍ୟରତ ଗୋପ ଥାନା ଅଧୀନ ଓଡ଼ମ୍ବା ଗ୍ରାମର ଶିବପ୍ରସାଦ…
Read More...

ଦିଲ୍ଲୀର ରବର ଫ୍ୟାକ୍ଟିରେ ନିଅାଁ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଏକ ରବର ଫ୍ୟାକ୍ଟ୍ରିରେ ନିଅାଁ ଲାଗିଛି। ଠିକ୍‍ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚିବାରୁ ନିଅାଁକୁ ଆୟତ୍ତ କରାଯାଇପାରିଥିଲା। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ନିଅାଁ…
Read More...

ଆମକୁ କେହି ଅଟକାଇ ପାରିବେନି : ରମଣ ସିଂହ

ଝାରସୁଗୁଡ଼ା: ଭୋଟ ଆସିଲେ ମହାନଦୀ ପାଣିକୁ ନେଇ ରାଜନୀତି ହୁଏ। ନିଜ ଭୋଟ ବ୍ୟାଙ୍କ ବଢ଼େଇବା ପାଇଁ ପଡ଼ୋଶୀ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ମହାନଦୀକୁ ନେଇ ରାଜନୀତି କରନ୍ତି; କିନ୍ତୁ ମହାନଦୀର ପାଣି ନେବାକୁ ଆମକୁ କେହି…
Read More...

ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ଅଖଣ୍ଡ ମନୋନୀତ, ୪ରେ ଯିବେ ଆର୍ମେନିଆ

ପିପିଲି:ରାଜ୍ୟର ଜଣାଶୁଣା ମାନବାଧିକାର କର୍ମୀ ଶ୍ରୀଅଖଣ୍ଡ ଆର୍ମେନିଆରେ ହେବାକୁ ଥିବା ଅନ୍ତର୍ଜାତୀୟ ଡିଜିଟାଲ୍ କ୍ୟାମ୍ପେନିଂ ତାଲିମ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି । ଅବିଭକ୍ତ ଋଷ୍ ଗଣରାଜ୍ୟର ଏକ ସ୍ୱାଧୀନ…
Read More...

ବୁଧବାର ରାଶିଫଳ

ମେଷ: ମନ ସ୍ଥିର କରି କାର୍ଯ୍ୟ କରିବାକୁ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। କାର୍ଯ୍ୟ କରିବା ପୂର୍ବରୁ ପରିବାର ସହ ଆଲୋଚନା କରିବାକୁ ପଡ଼ିବ। ପରୋପକାରୀ ହେବେ। ବୃଷ:…
Read More...

କେରଳ ଛୁଇଁଲା ମୌସୁମି

ତିରୁଅନନ୍ତପୁରମ୍‍/ନୂଆଦିଲ୍ଲୀ/ଭୁବନେଶ୍ୱର: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର କେରଳ ଉପକୂଳ ଛୁଇଁଛି। ଜୁନ୍‍ ୧ରେ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‍ଡି) ପକ୍ଷରୁ ଯେଉଁ ପୂର୍ବାନୁମାନ…
Read More...