ମୋଜାମ୍ବିକରେ ୧୦ଜଣଙ୍କୁ ମୁଣ୍ଡକାଟି ହତ୍ୟା

0

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ମୋଜାମ୍ବିକରେ ସନ୍ଦିଗ୍ଧ ଇସଲାମିକ ଆତଙ୍କବାଦୀମାନେ ୧୦ଜଣଙ୍କ ମୁଣ୍ଡକାଟି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ଅଛନ୍ତି। ଉତ୍ତର ମୋଜାମ୍ବିକର ପାଲାମ ନିକଟ ଏକ ଛୋଟ ସହର ମୋନଜାନୋରେ ରବିବାର ଏହି ଅଘଟଣ ଘଟିଛି।

Leave A Reply