www.samajalive.in
Sunday, December 14, 2025
26.1 C
Bhubaneswar

କେନ୍ଦ୍ରାପଡ଼ା ପୁଲିସର ଏନକାଉଣ୍ଟର, ବିଭୁ ଆହତ

କେନ୍ଦ୍ରାପଡ଼ା: ମାର୍ଶାଘାଇ ଅନ୍ତର୍ଗତ ଭଗବାନପୁରରେ କେନ୍ଦ୍ରାପଡ଼ା ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁ ଓରଫ ପ୍ରତାପକୁ ଏନକାଉଣ୍ଟର କରିଛି। ବୁଧବାର ରାତିରେ ବିଭୁ ପାଟକୁରା ଅଞ୍ଚଳକୁ ଆସିଥିବାର ଖବର ପାଇ କୋରୁଆ ଫାଣ୍ଡି ପୁଲିସ ଓ ସ୍ପେଶାଲ ସ୍କ୍ୱାଡ଼ ଟିମ୍‍ ଚଢ଼ଉ କରିଥିଲା। ବିଭୁ ପୁଲିସ ଉପରକୁ ୩ରାଉଣ୍ଡ ଗୁଳି ଚଳାଇଥିଲା, ପୁଲିସର ପାଲଟା ଗୁଳି ଚାଳନାରେ ବିଭୁର ଦୁଇ ଗୋଡ଼ରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ କେନ୍ଦ୍ରାପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ହତ୍ୟା,ଦାଦାବଟି,ବୋମାମାଡ଼ ଭଳି ୩୦ରୁ ଅଧିକ ମାମଲା ବିଭିନ୍ନ ଥାନାରେ ବିଭୁ ନାଁରେ ରହିଛି।
ଗତ ୯ତାରିଖରେ କେନ୍ଦ୍ରାପଡ଼ା ପୁଲିସ ଡ଼େରାବିଶରେ ଏସ.କେ.ଲାଲ ନାମକ ଅପରାଧିକୁ ଏନକାଉଣ୍ଟର କରିଥିଲା।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories