ଲଭ୍‌ ଜିହାଦ ପ୍ରସଙ୍ଗ : ପଙ୍କଜା-ଇନ୍ଦ୍ରେଶ ମୁହାଁମୁହିଁ

ଭୋପାଳ : ଲଭ-ଜିହାଦ ପ୍ରସଙ୍ଗରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି। ଜବଲପୁରରେ ଭାଜପାର ରାଷ୍ଟ୍ରୀୟ ସଚିବ ପଙ୍କଜା ମୁଣ୍ଡେ ଲଭ ଜିହାଦ ସହ ଜଡିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ପ୍ରେମ ହେଉଛି ପ୍ରେମ। ଏହାକୁ ସମ୍ମାନ…
Read More...

୧୩ରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’

ମାଡ଼ିଆସୁଛି ପୂର୍ବ କେନ୍ଦ୍ର ଆରବ ସାଗରରେ ବାତ୍ୟା ‘ବିପର୍ଯ୍ୟୟ’ । ଆସନ୍ତା ୧୩ ତାରିଖ ସକାଳେ ଗୁଜରାଟର ସୌରାଷ୍ଟ୍ର ଏବଂ ପାକିସ୍ତାନର କରାଚି ଉପକୂଳ ମଧ୍ୟରେ ବାତ୍ୟା ‘ବିପର୍ଯ୍ୟୟ’ ସ୍ଥଳଭାଗ ଛୁଇଁବ ବୋଲି ଆକଳନ…
Read More...

ଆଇନଜୀବୀଙ୍କୁ ଶ୍ରଦ୍ଧାଞ୍ଜଳି

ବଡମ୍ବା: ନରସିଂହପୁରର ବରିଷ୍ଠ ଆଇନଜୀବୀ ଭାଗିରଥି ମିଶ୍ରଙ୍କ ବିୟୋଗରେ ବଡ଼ମ୍ବାର ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି। ସ୍ୱର୍ଗତ ମିଶ୍ରଙ୍କୁ ସ୍ଥାନୀୟ ଓକିଲ ସଂଘ ତରଫରୁ ଅଦାଲତ ପରିସରରେ ଏବଂ ବ୍ଲକ କାର୍ଯ୍ୟାଳୟ…
Read More...

ସହକାରୀ ଯନ୍ତ୍ରୀ ଓ ବ୍ୟାଙ୍କ ସହାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଶ୍ରୀ ଭୂୟାଁଙ୍କର ଭୁବନେଶ୍ୱରର ସୌଭାଗ୍ୟ ନଗରସ୍ଥିତ ଘର ସମେତ ମୋଟ ୪ଟି…
Read More...

ଏନସିପିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ ଓ ସୁପ୍ରିୟା ସୁଲେ

ନୂଆଦିଲ୍ଲୀ : ବରିଷ୍ଠ ନେତା ପ୍ରଫୁଲ ପଟେଲ ଓ ସାଂସଦ ସୁପ୍ରିୟା ସୁଲେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ବୋଲି ଏନସିପିର ସଭାପତି ଶରଦ ପାୱାର ଘୋଷଣା…
Read More...

ଆଜି ପାଇଁ ୭ ଜିଲାକୁ ୟେଲୋ ୱାର୍ଣ୍ଣି ଜାରି

ଭୁବନେଶ୍ବର : ପ୍ରବଳ ଘଡ଼ଘଡ଼ି ଓ ପବନ ବର୍ଷା ସମ୍ଭାବନା ଥିବାରୁ ଆଜି ପାଇଁ ୭ ଜିଲାକୁ ୟେଲୋ ୱାର୍ଣ୍ଣି ପାଣିପାଗ ପକ୍ଷରୁ ଜାରି କରାଯାଇଛି।   ୟେଲୋ ୱାର୍ଣ୍ଣି ଜାରି କରାଯାଇଥିବା ଜିଲାଗୁଡ଼ିକ ହେଲା-ଗଜପତି,…
Read More...

ସୋମାଲିଆ ହୋଟେଲରେ ଆକ୍ରମଣ :  ୬ ନାଗରିକ ନିହତ, ୧୦ ଆହତ

ମୋଗାଡିଶୁ: ସୋମାଲିଆର ରାଜଧାନୀ ମୋଗାଡିଶୁର ଏକ ସମୁଦ୍ର କୂଳ ହୋଟେଲରେ ଇସଲାମବାଦୀ ଅଲ-ଶବାବ ଆତଙ୍କବାଦୀଙ୍କ ଆକ୍ରମଣରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଅଲ-କାଏଦା ସହ ଜଡିତ…
Read More...

‘ମନୋରମା ମହାପାତ୍ର ନାରୀସମାଜ ପାଇଁ ପ୍ରେରଣାର ଉତ୍ସ’

ଆଠଗଡ: ବିଶିଷ୍ଟ ସାରସ୍ବତ ସ୍ରଷ୍ଟା, ସମାଜସେବୀ, ପ୍ରବୀଣ ସାମ୍ବାଦିକ, ଓଜସ୍ୱିନୀ ବାଗ୍ମୀ ତଥା ଦୈନିକ ‘ସମାଜ’ର ପ୍ରାକ୍ତନ ସମ୍ପାଦକ ଡଃ ମନୋରମା ମହାପାତ୍ର ସମଗ୍ର ନାରୀଜାତି ପାଇଁ ପ୍ରେରଣାର ଉତ୍ସ ବୋଲି ଜନ୍ମମାଟି…
Read More...

ବାହାନଗାରେ ରହିବନି କୌଣସି ଟ୍ରେନ୍‌

ବାହାନଗା : ବାହାନଗା ରେଳ ଦୁର୍ଘଟଣା ନେଇ ସିବିଆଇ ତଦନ୍ତ ଚାଲୁଥିବାରୁ ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ୍ ରହିବ ନାହିଁ ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଜନସଂପର୍କ ଅଧିକାରୀ (ସିପିଆରଓ) ଆଦିତ୍ୟ ଚୌଧୁରୀ…
Read More...

ଗଛରୁ ପଡି ଯୁବକ ଗୁରୁତର

କଳାହାଣ୍ଡି : କଲମପୁର ବ୍ଲକ ଅଧିନସ୍ଥ ହାରାମାଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମ ଠାରେ ଆଜି ଭୋରରୁ ଘଟିଛି ଏକ ଅଘଟଣ। ଜଣେ ଯୁବକ ଆମ୍ବ ତୋଳିବାକୁ ଯାଇ ଗଛର ୨୦ଫୁଟ ଉଚ୍ଚରୁ ଆସି ପଡି ଗୁରୁତର ହେଇ…
Read More...

ମହାରାଷ୍ଟ୍ରରେ ସ୍ବାର୍ଥପର ରାଜନୀତି ଚାଲିଛି : ଶ୍ରୀକାନ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ ‘ସ୍ବାର୍ଥପର ରାଜନୀତି’ ଚାଲିଛି ବୋଲି ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ କହିଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ଏକନାଥ…
Read More...

ବୟସର ଅପରାହ୍ଣରେ ବି ସ୍ବାବଲମ୍ବୀ ଦିବ୍ୟାଙ୍ଗ ମୂଳାବତୀ

କଲ୍ୟାଣସିଂହପୁର : ବୟସର ଅପରାହ୍ଣରେ ଆତ୍ମନିର୍ଭରଶୀଳ ହେବା ଏତେ ସହଜ କଥା ନୁହେଁ। ଜୀବନର ଅଧାରୁ ଅଧିକ ବୟସ କେବଳ ଦୁଃଖ ସହିତ ଯୁଝି ଯୁଝି ବିତିଛି। ତଥାପି ସେ ହାର ମାନିନାହାନ୍ତି। ସେମିତି ଜଣେ ଦିବ୍ୟାଙ୍ଗ ୭୫ବର୍ଷ…
Read More...

ହତ୍ୟାକାରୀ ସାଜିଲେ ପୂଜକ

ହାଇଦ୍ରାବାଦ : ହାଇଦ୍ରାବାଦର ଶାମଶାହବାଦରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ପୂଜକ ଶ୍ରଦ୍ଧାଳୁଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମନ୍ଦିର ଯିବା ଆସିବା ମଧ୍ୟରେ ଜଣେ ଶ୍ରଦ୍ଧାଳୁଙ୍କ ସହ…
Read More...

ବିଦ୍ୟୁତ୍‌ ଆଘାତରେ ମାଆ ପୁଅ ମୃତ

ଖଇରା : ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ନାହୁଲ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସ୍ତ୍ରୀ ତିଳୋତ୍ତମା ଦାସ (୪୮) ଓ ପୁଅ ରାମଚନ୍ଦ୍ର ଦାସ (୨୮) ଆଜି ସକାଳେ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ ମା…
Read More...

ସାରା ରାଜ୍ୟରେ ପ୍ରବଳ ଗୁଳିଗୁଳି ଅବ୍ୟାହତ

ଭୁବନେଶ୍ବର : ସାରା ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଗୁଳିଗୁଳି ଜାରି ରହିଛି। ଏହା ଆଗାମୀ ୫ ଦିନ ଯାଏଁ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। ସୂଚନା…
Read More...

ଏହି କାରଣରୁ ଭଗବାନଙ୍କୁ ବିଶ୍ୱାସ କରୁ ନଥିବା ଚୀନ୍‌ର ଲୋକ ଏବେ ମନ୍ଦିର ମୁହାଁ – ମନ୍ଦିରମାନଙ୍କରେ ଲାଗୁଛି ଭିଡ

ବେଜିଂ - ଚୀନ୍‌ରେ କମ୍ୟୁନିଷ୍ଟ ଶାସନ । ସେଠାରେ ଅଧିକାଂଶ ଲୋକ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ । ଚୀନ୍‌ ବିଶ୍ୱର ଦ୍ୱିତୀୟ ବୃହତ୍ତ ଅର୍ଥନୀତି । ମାତ୍ର ଚୀନ୍‌ର ବିଭିନ୍ନ ମନ୍ଦିରରେ ଏବେ ଲୋକଙ୍କ ଭିଡ ଦେଖିବା…
Read More...

ସାପକୁ ମାରି ପୋଡିବା ମାମଲାରେ ଜଣେ ଗିରଫ

ଲକ୍ଷ୍ମୌ - ଉତ୍ତରପ୍ରଦେଶର ବଦାଉଁରେ ସାପକୁ ମାରି ପୋଡିବା ମାମଲାରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ବୁଧବାର ରାତିରେ ବିଶ୍ୱାଲି ନାମକ ଅଞ୍ଚଳରେ ଜୋହାଇବ ନାମକ ଦୋକାନୀ ଗୋଟିଏ ସାପକୁ ମାରି ଏହାର ଭିଡିଓ…
Read More...

୫-ଟି ସଚିବଙ୍କ ରାୟଗଡା ଜିଲା ଗସ୍ତ-ବିଜୁ ଏକ୍ସପ୍ରେସ ସଡ଼କ ଯୋଜନାରେ ୧୨୦୦ କୋଟି ମଞ୍ଜୁର 

ରାୟଗଡା: ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଦୁଇ ଦିନିଆ ରାୟଗଡା ଜିଲା ଗସ୍ତ ସମୟରେ ଜିଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି…
Read More...

ଉଚ୍ଚ ଶିକ୍ଷାମନ୍ତ୍ରୀରୁ ହଟିଲେ ରୋହିତ ପୂଜାରୀ, ଅତନୁ ସବ୍ୟସାଚୀଙ୍କୁ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର : ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ପଦ ହରାଇଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍…
Read More...

କାଳବୈଶାଖୀରେ ଜଣେ ମୃତ

କାମାକ୍ଷାନଗର : କାମାକ୍ଷାନଗର ଥାନା ନୂଆପାଣି ଗ୍ରାମରେ କଳାବୈଶାଖୀରେ ଜଣଙ୍କର ମୃତ୍ୟୁ ହୋଇଥିବାର  ଜଣାଯାଇଛି l ନୂଆପାଣି ଗ୍ରାମର ଅଚ୍ୟୁତ ଦିଆଣୀ ଗୁରୁବାର ଅପରାହ୍ନରେ ଟୋଲ ଗୋଟାଇବାକୁ ଯାଇଥିଲେ। ଅପରାହ୍ଣରେ…
Read More...

ଦିନ ୨ଟା ମୁଖ୍ୟ ଖବର

-ବାହାନଗା ରେଳ ଦୁର୍ଘଟଣା : ବାହାନଗା ଉଚ୍ଚବିଦ୍ୟାଳୟର ହେବ ପୁନଃନିର୍ମାଣ; ଆଦର୍ଶ ବିଦ୍ୟାଳୟ ଭାବେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ... -ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର…
Read More...

ବାହାହେଲେ ନିର୍ମଳା ସୀତାରମଣଙ୍କ କନ୍ୟା

ବେଙ୍ଗାଲୁରୁ : ଅତି ନିରାଡ଼ମ୍ବର ଭାବେ ବିବାହ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକାଲା ବାଙ୍ଗମୟୀ। ଏହି ବିବାହରେ କେବଳ କିଛି ସମ୍ପର୍କୀୟଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ କୌଣସି…
Read More...

ଗ୍ୟାଙ୍ଗଷ୍ଟାର ସଞ୍ଜୀବ ହତ୍ୟା ଘଟଣା : ୬ ପୁଲିସ୍‌ କର୍ମଚାରୀ ନିଲମ୍ବିତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଏକ ଅଦାଲତ ପରିସରରେ ଗ୍ୟାଙ୍ଗଷ୍ଟର ସଞ୍ଜୀବ ମାହେଶ୍ୱରୀ ଜେଭାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୬ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ (ସସ୍‌ପେଣ୍ଡ )କରାଯାଇଛି। ଏହି…
Read More...

ରେଳ ଦୁର୍ଘଟଣା :୬୬୧ ଜଣଙ୍କୁ ଦିଆସରିଲାଣି କ୍ଷତିପୂରଣ

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାର ଓ ଆହତଙ୍କୁ ମିଶାଇ ୬୬୧ ଜଣଙ୍କୁ କ୍ଷତିପୂରଣ ଦିଆସରିଲାଣି । ୩୩୧ ସାମାନ୍ୟ ଆହତ, ୧୫୦ ଗୁରୁତର ଆହତ ଏବଂ ମୃତକଙ୍କ ପରିବାରକୁ ୨୨.୬୬ କୋଟି ଟଙ୍କାର କ୍ଷତିପୂରଣ…
Read More...

ସପ୍ତାହେ ପରେ ସ୍ବାଭାବିକ ହେଲା ଟ୍ରେନ୍‌ ଚଳାଚଳ

ବାଲେଶ୍ବର : ବାହାନଗା ଟ୍ରେନ୍ ଦୁର୍ଘଟଣାର ସପ୍ତାହେ ପରେ ସ୍ବାଭାବିକ ହୋଇଛି ଟ୍ରେନ୍ ଚଳାଚଳ । ମରାମତି ଓ ପୁନରୁଦ୍ଧାର ପରେ ୪ଟି ଲେନରେ ଟ୍ରେନ୍ ଚଳାଚଳ କରୁଛି ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ବାହାନଗା ରେଳ…
Read More...

ଭଙ୍ଗାଗଲା ବାହାନଗା ଉଚ୍ଚ ବିଦ୍ୟାଳୟ

ବାହାନଗା : ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ଉଚ୍ଚବିଦ୍ୟାଳୟକୁ ଭଙ୍ଗାଯାଉଛି। ସ୍କୁଲ ପରିଚାଳନା କମିଟି ଉପସ୍ଥିତିରେ ଆଜି ସକାଳେ ବିଦ୍ୟାଳୟ ଘର ଭଙ୍ଗାଯାଇଛି। ଏଠାରେ ୨୦୦ରୁ ଊର୍ଦ୍ଧ୍ବ ଶବ…
Read More...

ଟ୍ୱିଟର ପରେ ଏବେ ଫେସ୍‌ବୁକ୍‌, ବ୍ଲୁଟିକ୍‌ ପାଇଁ ନେବ ଟଙ୍କା- ମାସକୁ ଏତିକି ଟଙ୍କା

ନୂଆଦିଲ୍ଲୀ - ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ବ୍ଲୁୁଟିକ୍‌ ପାଇଁ ପୂର୍ବରୁ ଥିବା ନିୟମରେ ଟ୍ୱିଟର ପରିବର୍ତ୍ତନ କରିଥିଲା । ବ୍ଲୁଟିକ୍‌ ପାଇଁ ମାସିକ ତଥା ବାର୍ଷିକ ଦେୟ ଦେବା ପାଇଁ ଟ୍ୱିଟର ଘୋଷଣା କରିଥିଲା । ଏଲନ୍‌…
Read More...

ବାହାଘରରେ ବର ଶୂନ୍ୟରେ ଗୁଳି ଚଳାଇବା ବେଳେ ତାଙ୍କ ମାଆଙ୍କର ମୃତ୍ୟୁ

ପାଟଣା - ବିହାରରେ ବାହାଘର ବେଳେ ଶୂନ୍ୟକୁ ଗୁଳି ଫୁଟାଉଥିବା ବେଳେ ଏହା ଜଣଙ୍କର ଜୀବନ ନେଇଯାଇଛି । ପତିଆରା ଦେଖାଇବା ପାଇଁ ନିଜ ବାହାଘରରେ ବର ଶୂନ୍ୟକୁ ଗୁଳି ଫୁଟାଉଥିଲା । ସେ ଟ୍ରିଗର ଚିପିବା ପାଇଁ ଯାଉଥିବା ବେଳେ…
Read More...

ଦିନ ୩ଟା ସୁଦ୍ଧା ମୁଖ୍ୟ ଖବର

ଯାଜପୁର ଚୂନଭାଟିରେ ଟ୍ରେନ୍‌ ମାଡ଼ିଯିବା ଘଟଣା : ୬ ଶ୍ରମିକ ମୃତ୍ୟୁର ତଦନ୍ତ ଆରମ୍ଭ.. ସିଟି ଓ ଜିଏସ୍‌ଟି ବିଭାଗର ଚଢ଼ାଉ : ବରଗଡ଼ ଓ ସମ୍ବଲପୁରରେ ଟାକ୍ସ ଫାଙ୍କିବା ଅଭିଯୋଗରେ ଚଢ଼ାଉ .. ରେଳ ଦୁର୍ଘଟଣା :…
Read More...

ରେଳ ଦୁର୍ଘଟଣା : ଭଙ୍ଗାଯିବ ବାହାନଗା ଉଚ୍ଚବିଦ୍ୟାଳୟ ଘର !

ବାହାନଗା : ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତ ଦେହ ବାହାନଗାର ଉଚ୍ଚବିଦ୍ୟାଳୟରେ ରହିଥିଲା। ପାଖାପାଖି ୨୦୦ ମୃତ ଦେହ ଏଠାରେ ଥିବାରୁ ପିଲାମାନେ ବିଦ୍ୟାଳୟ ଆସିବାକୁ ଭୟ କରୁଛନ୍ତି। ବିଦ୍ୟାଳୟ…
Read More...

ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ବର : କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସପ୍ତାହେ ବିଳମ୍ବରେ ମୌସୁମୀ କେରଳ ଛୁଇଁଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ମିଳିଛି। କେରଳକୁ ସପ୍ତାହେ ବିଳମ୍ବରେ ମୌସୁମୀ…
Read More...

ପୋଖରୀରେ ବୁଡି ୨ ମହିଳା ମୃତ

ଜି.ଉଦୟଗିରି: ସ୍ଥାନୀୟ ଥାନା ଅନ୍ତର୍ଗତ ଲିଙ୍ଗାଗଡ ଗ୍ରାମ ନିକଟରେ ଥିବା କୁତୁଲୁମା ପୋଖରୀରେ ଆଜି ବୁଡିଯାଇ ୨ ଜଣ ମହିଳା ମୃତ୍ୟୁବରଣ କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୭ଟା ସମୟରେ ସ୍ଥାନୀୟ…
Read More...

ପାଟନାରେ ହେବ ୨୦୨୪ ନିର୍ବାଚନ ପାଇଁ ମହାମେଳି

ପାଟନା: ବିଜେପିକୁ ମାତ୍‌ ଦେବାକୁ କଂଗ୍ରେସ ପୂରାଦମରେ ଲାଗିପଡ଼ିଛି। କର୍ଣ୍ଣାଟକ ନିର୍ବାଚନ ଫଳାଫଳ କଂଗ୍ରେସର ବିଶ୍ବାସକୁ ବୃଦ୍ଧି କରିଛି। ଜୁନ୍‌ ୨୩ରେ ବିରୋଧୀଙ୍କ ମେଗା ସୋ ପାଟନାରେ ହେବ ବୋଲି ସୂଚନା ମିଳିଛି । ଏହି…
Read More...

ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ । ସୂଚନା ଅନୁସାରେ, ‘ମନିଟାରି ପଲିସି କମିଟି’ ବୈଠକରେ ରେପୋ ରେଟ୍‌ ଅପରିବର୍ତ୍ତିତ ରହିଥିବା କଥା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ…
Read More...

ଗ୍ୟାଙ୍ଗଷ୍ଟର୍‌କୁ ଗୁଳି କରି ହତ୍ୟା

ଲକ୍ଷ୍ମୌ - ଉତ୍ତରପ୍ରଦେଶରେ ଗ୍ୟାଙ୍ଗ୍‌ଷ୍ଟରକୁ ଗୁଳିକରି ହତ୍ୟା । ଅଦାଲତ ପରିସରରେ ଆଇନଜୀବୀ ବେଶରେ ଆସି ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାକୁ ଗୁଳି କରିହତ୍ୟା କରାଯାଇଛି । ଲକ୍ଷ୍ମୌର କେଶରୀବାଗ ଅଦାଲତଲେ ସଞ୍ଜୀବକୁ ଗିରଫ…
Read More...

୪୧ ବର୍ଷ ବୟସରେ ୧୬,୦୦୦ ହାର୍ଟ ସର୍ଜରୀ କରିଥିବା ଡାକ୍ତରଙ୍କର ହାର୍ଟଆଟାକ୍‌ରେ ମୃତ୍ୟୁ

ନୂଆଦିଲ୍ଲୀ - ହୃଦରୋଗ ବିଶେଷଜ୍ଞ ଡାକ୍ତରଙ୍କର ହୃଦଘାତରେ ମୃତ୍ୟୁ । ଗୁଜୁରାଟ ଜାମନଗରର ଡାକ୍ତର ଗୌରବ ଗାନ୍ଧୀ ଜଣେ ଜଣାଶୁଣା ହୃଦରୋଗ ବିଶେଷଜ୍ଞ । ସେ ପ୍ରତିଦିନ ୫ରୁ ଅଧିକ ଛୋଟ ବଡ ଅସ୍ତ୍ରୋପଚାର କରିଥାଆନ୍ତି । ୪୧…
Read More...

ଏପଟେ ମାଗଣା ସେପଟେ ବଢିଲା – କର୍ଣ୍ଣାଟକରେ ବିଦ୍ୟୁତ ମୂଲ୍ୟ

ବେଙ୍ଗାଲୁର - କର୍ଣ୍ଣାଟକରେ ଉପଭୋକ୍ତାମାନଙ୍କୁ ପ୍ରଥମ ୨୦୦ ୟୁନିଟ୍‌ ମାଗଣା ଦିଆଯିବ ବୋଲି ନିର୍ବାଚନ ପୂର୍ବରୁ କଂଗ୍ରେସ ଘୋଷଣା କରିଥିଲା । ଜିତିବା ପରେ ଲୋକଙ୍କୁ ମାଗଣା ଘୋଷଣାକୁ କାର୍ଯ୍ୟକାରୀ କରାଯାଇଥିଲା । ହେଲେ…
Read More...

ମଝିଘରିଆଣୀଙ୍କ ମନ୍ଦିର ଉନ୍ନତି ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ସମ୍ଭାବନା !

ରାୟଗଡା: ଆଜିଠୁ ଦୁଇଦିନିଆ ରାୟଗଡା ଗସ୍ତରେ ଆସୁଛନ୍ତି ୫-ଟି ସଚିବ ଭି.କାର୍ତିକେୟ ପାଣ୍ଡିଆନ୍‌ । ଏଥିପାଇଁ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ବିଜେଡିର ଦଳର ତୁଙ୍ଗନେତାମାନେ କିପରି ତାଙ୍କ ଗସ୍ତ କାର୍ଯ୍ୟକ୍ରମ ସଫଳ ହେବ…
Read More...

ସୁନା ବ୍ୟବସାୟରେ ପ୍ରବେଶ କରିବେ ବିର୍ଲାଗ୍ରୁପ୍‌

ନୂଆଦିଲ୍ଲୀ - ଭାରତରେ ସୁନାର ଚାହିଦ ଖୁବ୍‌ ବେଶୀ । ଏଥିପାଇଁ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ବ୍ରାଣ୍ଡ ଏହି ବ୍ୟବସାୟରେ ପ୍ରବେଶ କରିଛନ୍ତି । ସାରା ଦେଶରେ ଏମାନଙ୍କର ସୋ ରୁମ୍‌ ରହିଛି । ଏହା ସହ ସ୍ଥାନୀୟ ଅଳଙ୍କାର…
Read More...

ବଢିଲା ସୁନାଦର – ୧୦ ଗ୍ରାମକୁ ଏବେ ଏତିକି ଟଙ୍କା

ନୂଆଦିଲ୍ଲୀ - ସୁନା ଦର ଏବେ ବୃଦ୍ଧି ପାଇଛି । ୧୦ ଗ୍ରାମ ସୁନାଦର ରାଜଧାନୀ ଦିଲ୍ଲୀରେ ୬୦,୭୭୫ ଟଙ୍କାରେ ପହଞ୍ଚିଛି । ମାତ୍ର ରୂପା ଦର କିଲୋପ୍ରତି ୫୦ ଟଙ୍କା ହ୍ରାସ ପାଇଛି । ମଙ୍ଗଳବାରରେ ରାଜଧାନୀର ସରଫା ବା…
Read More...

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପାଇଁ ୧୦-ସୂତ୍ରୀ ରିଲିଫ୍ ପଦକ୍ଷେପ ଘୋଷଣା; ରିଲିଫ୍ ଉଦ୍ୟମରେ…

ମୁମ୍ବାଇ/ ଭୁବନେଶ୍ୱର: ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ଲୋକମାନଙ୍କ ଲାଗି ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ ପ୍ରକାର ରିଲିଫ୍ ପଦକ୍ଷେପ ଘୋଷଣା କରିଛି । ଛଅ ମାସ ପର୍ଯ୍ୟନ୍ତ ମାଗଣାରେ ରାସନ, ଆହତମାନଙ୍କୁ ଔଷଧ ଓ…
Read More...

କଂଗ୍ରେସ ନେତାଙ୍କ ହତ୍ୟା ମାମଲାରେ ମୁଖତାର ଅଂସାରୀଙ୍କୁ ଆଜୀବନ କାରାଦଣ୍ଡ

ଲକ୍ଷ୍ମୌ - କଂଗ୍ରେସ ନେତା ଅବଧେଶ ରାୟଙ୍କ ହତ୍ୟା ମାମଲାରେ ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ । ଏହି ହତ୍ୟାମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ୧୯୯୧ ମସିହା ଅଗଷ୍ଟ ୩ ତାରିଖରେ ଅବଧେଶଙ୍କୁ ଗୁଳି କରି…
Read More...

ଭଉଣୀକୁ ଅଶ୍ଳୀଳ ବ୍ୟବହାର କରିଥିବା ଯୁବକକୁ ହତ୍ୟାକଲା ଭାଇ

ପାଟନା - ବିହାର  ଆରା ମୁଫାସ୍ସିଲ୍ ଥାନା ଅନ୍ତର୍ଗତ ଭେଲୁଡମରା ଗାଁରେ ଭଉଣୀକୁ ଖରାପ ବ୍ୟବହାର କରିଥିବା ଯୁବକକୁ ତାହାର ଭାଇ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଗାଁରେ ଜଣେ କଲେଜ ଛାତ୍ରୁ ରବିକୁମାରଙ୍କୁ…
Read More...

୩୯ ବର୍ଷ ବୟସରେ ଅଭିନେତା ନୀତିନ ଗୋପୀଙ୍କର ହୃଦଘାତରେ ପରଲୋକ

ବେଙ୍ଗାଲୁରୁ- କନ୍ନଡ ଅଭିନେତା ନୀତିନ ଗୋପୀଙ୍କର ୩୯ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି। ବେଙ୍ଗାଲୁରୁରେ ଥିବା ତାଙ୍କ ଘରେ ସେ ଛାତି ଯନ୍ତ୍ରଣା ବିଷୟରେ ପରିବାରଲୋକଙ୍କୁ ଜଣାଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ…
Read More...

ଭୟଙ୍କର ! ଦୁଇ ଏକ୍ସପ୍ରେସ ମଧ୍ୟରେ ଧକ୍କା – ଶତାଧିକ ମୃତାହତ

ଭୁବନେଶ୍ୱର - ବାଲେଶ୍ୱର ବାହାନଗାରେ ଦୁଇଟି ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିବା ଖଡଗପୁର ଡିଆର୍‌ଏମ୍‌ ସୂଚନା ଦେଇଛନ୍ତ । କରମଣ୍ଡଳ ଏକ୍ସପ୍ରେସ ଏବଂ ବେଙ୍ଗଲୁରୁ-ହାୱଡ଼ା ଦୂରନ୍ତୋ ଏକ୍ସପ୍ରେସ ଧକ୍କା ହେବା ଫଳରେ ଅନେକ…
Read More...

ବାଲେଶ୍ୱର ବାହାନଗାରେ ଭୟଙ୍କର ହୃଦୟ ବିଦାରକ ରେଳ ଦୁର୍ଘଟଣା – ତିନି ଗଡା ଖାଇ ଓଲଟିଛି ରେଳବଗି!

ଭୁବନେଶ୍ୱର - ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି । ବେଙ୍ଗାଲୁର-ହାଓ୍ୱଡା ଟ୍ରେନ ସହ     କରମଣ୍ଡଳ ଟ୍ରେନ ଧକ୍କା ହୋଇଥିଲା,  ଫଳରେ ୫ଟି ବଗି ସମ୍ପୂର୍ଣ୍ଣ ଓଲଟି ପଡିଥିବା ପ୍ରାଥମିକ ସୂଚନା ମିଳିଥିଲା…
Read More...

ଭାରତକୁ ଆମେରିକାର ଭୁରି ଭୁରି ପ୍ରଶଂସା – ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ କହିଲେ ଏହି କଥା

ନୂଆଦିଲ୍ଲୀ - ଚୀନ୍‌କୁ ସୀମରେ ପ୍ରତିହତ କରିବା ସହ ନିଜ ସୀମାର ସୁରକ୍ଷା ପାଇଁ ଭାରତ ଦୃଢ ପ୍ରତିବଦ୍ଧ ଥିବା  ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ (Former US state secy) ମାଇକ୍‌ ପମ୍ପିଓ କହିଛନ୍ତି । ଏହା ସହ ସେ…
Read More...

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍ସ ହାଇ ପରଫରମାନ୍ସ ସେଂଟର୍‌ର କ୍ରୀଡ଼ାବିତ୍‌ଙ୍କ ତୃତୀୟ ଖେଲୋ ଇଣ୍ଡିଆ…

- ୩ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୧ ବ୍ରୋଞ୍ଜ୍ ପଦକ ସହ ସାତ କ୍ରୀଡ଼ାବିତ୍ ଜିତିଲେ ୭ ମେଡାଲ୍‌ ଭୁବନେଶ୍ୱର,  : ଉତ୍ତରପ୍ରଦେଶରେ ଆୟୋଜିତ ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୩ରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ…
Read More...

ଭାରତୀୟ କର୍ମଚାରୀଙ୍କର ଏଆଇ ଭୟ – ଚାକିରି ଚାଲିଯିବ ଭାବି ଏତିକି ଲୋକ ଚିନ୍ତାରେ

ନୂଆଦିଲ୍ଲୀ - ଏଆଇ ବା କୃତ୍ରିମ ବୁଦ୍ଧିମତା ଯୋଗୁଁ ଚାକିରି ଚାଲିଯାଇପାରେ ବୋଲି ଭାରତର ୭୪ ପ୍ରତିଶତ କର୍ମଚାରୀ ଭୟ କରୁଛନ୍ତି ବୋଲି  ମାଇକ୍ରୋସଫ୍ଟ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣା ପଡିଛି । ୮୩ ପ୍ରତିଶତ ଲୋକ…
Read More...

ଦେଖନ୍ତୁ ଭିଡିଓ- ବସ୍‌ ଚଳାଉଥିବା ବେଳେ ଚାଳକଙ୍କ ହୃଦଘାତରେ ମୃତ୍ୟୁ , କଣ୍ଡକ୍ଟରଙ୍କ ଯୋଗୁଁ ବର୍ତ୍ତିଗଲା ବଡ ଦୁର୍ଘଟଣା

ବେଙ୍ଗାଲୁରୁ - କର୍ଣ୍ଣାଟକରେ ଘଟିଛି ଏହି ଅଭାବନୀୟ ଘଟଣା । ବସ୍‌ ଚଳାଉଥିବା ବେଳେ ଚାଳକ ମୁରିଗୁପ୍ପାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହାପରେ ବସ୍‌ଟି ଏକ ପେଟ୍ରୋଲ ପମ୍ପ ଭିତରକୁ ପଶିଯାଇଥିଲା । ସେଠାରେ ଥିବା…
Read More...

ଓଡ଼ିଶା ପାଇଁ ଗୌରବ- ବିଶ୍ୱ ପାଣିପାଗ ସଙ୍ଗଠନର ଉପାଧ୍ୟକ୍ଷ ହେଲେ ମୃତ୍ୟୁଞ୍ଜୟ ମହାପାତ୍ର

ଡେସ୍କ: ବିଶ୍ବ ପାଣିପାଗ ସଙ୍ଗଠନ (ଡବ୍ଲ୍ୟୁଏମଓ) ଉପାଧ୍ୟକ୍ଷ ଭାବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ନିର୍ବାଚିତ ହୋଇଛନ୍ତି। ଏ ସଂକ୍ରାନ୍ତରେ ଡବ୍ଲ୍ୟୁଏମଓ ଟ୍ବିଟ କରି ସୂଚନା…
Read More...

ଗବେଷିକା ଡ଼ଃ ନୀଳିମା ପ୍ରିୟଦର୍ଶିନୀ ମିଶ୍ର ରସାୟନ ବିଜ୍ଞାନରେ ଡ଼କ୍ଟରେଟ ଲାଭ

ଭୁବନେଶ୍ୱର - ଗବେଷିକା ଡ଼ଃ ନୀଳିମା ପ୍ରିୟଦର୍ଶିନୀ ମିଶ୍ର ରସାୟନ ବିଜ୍ଞାନରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସମ୍ମାନ ଜନକ ଡ଼କ୍ଟରେଟ ଲାଭ କରିଛନ୍ତି | ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମହାମହିମ…
Read More...

ବିହାରରରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ – ୫୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ପାଟଣା - ବିହାରର ଅରରିୟା ଜିଲ୍ଲାରେ ଥିବା ଫରେବଗଞ୍ଜର ଏକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରୁ ସାପା ବାହାରିଛି । ପିଲାମାନେ ଖାଦ୍ୟ ଖାଉଥିବା ବେଳେ ଗୋଟିଏ ପିଲାର ଖେଚେଡିରୁ ସାପ ବାହାରିଥିଲା । ଏହା ଖେଚେଡି ସହ…
Read More...

କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ- ୨୪ ଜଣ ମନ୍ତ୍ରୀ ସାମିଲ

ବେଙ୍ଗାଲୁରୁ - କର୍ଣ୍ଣାଟକରେ ୨୪ ଜଣ ମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯ ଜଣ ପ୍ରଥମଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ୍‌ ହୋଇଥିବା ବେଳେ ଜଣେ ମହିଳା ମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି…
Read More...

ଉତ୍ତରପ୍ରଦେଶରୁ ଆସି ଓଡ଼ିଶାରେ ବିଭିନ୍ନସ୍ଥାନରେ ମହିଳାଙ୍କ ବେକରୁ ଝାମ୍ପି ନେଉଥିଲେ ଚେନ୍‌ – ଗିରଫ,…

ଭୁବନେଶ୍ୱର- ଦିନକୁ ଦିନ ବାଓ୍ୱରିଆ ଲୁଟେରା ଦଳର ଦୌରାତ୍ମ ଓଡ଼ିଶାରେ ବଢିଯାଉଥିଲା । ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଏମାନେ ଲୁଟ୍‌ କରୁଥିବା ଅଭିଯୋଗ ହୋଇଥିଲା । ଲୁଟ୍‌ର ସିସିଟିଭି ଫୁଟେଜ୍‌…
Read More...

ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ୨୨୩ ଜଣ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ

ଭୁବନେଶ୍ୱର - ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ୨୨୩ ଜଣ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ସରକାରୀ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ପାଇଁ ବାରମ୍ବାର…
Read More...

ବାଲେଶ୍ୱରରେ ଘରେ ପଶି ହାତୀର ଆକ୍ରମଣ ,ନାବାଳିକା ମୃତ

ବାଲେଶ୍ୱର - ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସରଳିଆ ଚିତ୍ରାଶୁଳ ଗାଁରେ ଦନ୍ତା ଆକ୍ରମଣରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ନିଶିକାନ୍ତ ଦେହୁରୀଙ୍କ ୮ ବର୍ଷର ଝିଅକୁ ହାତୀ ଦଳିଦେଇଥିବା ସୂଚନା ମିଳିଛି ।…
Read More...

ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା – ୨୧ ଜିଲ୍ଲାରେ ଘଡଘଡି ସହ ହେବା ବର୍ଷା

ଭୁବନେଶ୍ୱର - ଶନିବାରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଘଡଘଡି ସହ ବର୍ଷା ହୋଇପାରେ । ୨୧ଟି ଜିଲ୍ଲାରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି…
Read More...

୩୩ ବର୍ଷ ସଜା କାଟିବା ପରେ ନିର୍ଦୋଷରେ ଖଲାସ ହେଲେ

ନ୍ୟୁୟର୍କ - ଜଣେ ବ୍ୟକ୍ତି ଆମେରିକାରେ ୩୩ ବର୍ଷ ସଜ୍ଜା କାଟିବା ପରେ ଏବେ ନିର୍ଦୋଷରେ ଖଲାସ ହୋଇଛନ୍ତି । ସେ ଏକ ହତ୍ୟା ଉଦ୍ୟମ ମାମଲାରେ ଜେଲ୍‌ରେ ଥିଲେ । ମାତ୍ର ଏହି ଘଟଣା ବେଳେ ସେ ଉପସ୍ଥିତ ନଥିବା ଏବେ ପ୍ରମାଣିତ…
Read More...

ପ୍ରଭୂଜୀ ଇଂଲିଶ ମିଡିୟମ୍‌ ସ୍କୁଲ ପକ୍ଷରୁ କିଡ୍‌ସପ୍ରେନୁୃ୍ୟଅର୍‌ସିପ୍‌ ସହ ସହଯୋଗିତାରେ ଡିଜାଇନ୍‌ ଭାବନା ଓ ଉଦ୍ୟମିତା…

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ଓ ଉଦ୍ୟମିତାକୁ ସୁଦୃଢ଼ କରିବା ପାଇଁ ସମର୍ପିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରଭୁଜୀ ଇଂଲିଶ ମିଡିୟମ୍‌ ସ୍କୁଲ ପକ୍ଷରୁ ନିକଟରେ ଏକ ଚମକ୍ରାର ଡିଜାଇନ୍‌ ଭାବନା…
Read More...

ଜିଓ ଟ୍ରୁ-୫ଜି ଏବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ୨୦୦ରୁ ଅଧିକ ସହର ଓ ନଗରରେ ଉପଲବ୍ଧ

ଭୁବନେଶ୍ୱର : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଜିଓ ଟ୍ରୁ-୫ଜି ସେବା ଏବେ ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମେତ ୨୦୦ରୁ ଅଧିକ ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ହୋଇଛି । ଏଥିସହିତ ଏହି ସହର ଓ ନଗରଗୁଡ଼ିକର ଆଖପାଖରେ…
Read More...

ଉତ୍ତର ଓଡିଶାର କୁର୍ମୀ କ୍ଷତ୍ରିୟଙ୍କର ରହିଛି ସ୍ୱତନ୍ତ୍ର ପରିଚୟ- ୨୭ ପ୍ରତିଶତ ସଂରକ୍ଷଣ ଦାବି କଲେ ଶିବାଜୀ…

ପୁରୀ - ଉତ୍ତର ଓଡ଼ିଶାରେ ଥିବା ପ୍ରାୟ ୩୦ ଲକ୍ଷ କୁଡମୀ କୁର୍ମୀ ସଂପ୍ରଦାୟର କୁର୍ମୀ କ୍ଷତ୍ରିୟ ଭାବେ ଏକ ସ୍ୱତନ୍ତ୍ର ପରିଚୟ ଥିବା ଶିବାଜୀ ସାସଂସ୍କୃତି ପକ୍ଷରୁ ପୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା…
Read More...

ଗାଧୁଆଘରୁ ଟିଭି କଳାକାର ଆଦିତ୍ୟ ସିଂ ରାଜପୁତଙ୍କ ମୃତଦେହ ଉଦ୍ଧାର – ମୃତ୍ୟୁର କାରଣ ଅସ୍ପଷ୍ଟ

ମୁମ୍ବଇ - ଲୋକପ୍ରିୟ ଟିଭି କଳାକାର ଆଦିତ୍ୟ ସିଂ ରାଜପୁତଙ୍କର ମୃତ୍ୟୁ । ତାଙ୍କ ଫ୍ଲାଟର ଗାଧୁଆ ଘରୁ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ହୃଦଘାତ କିମ୍ବା ମୁଣ୍ଡରେ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା…
Read More...

ଚୀନ୍‌କୁ ଆମେରିକା ଚିପ୍‌ ଭୟ – ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ନିଷେଧ କଲା

ନୂଆଦିଲ୍ଲୀ- ଆମେରିକା ଚିପ୍‌କୁ ଚୀନ୍‌ର ଭୟ । ଆମେରିକାରେ ତିଆରି କରାଯାଉଥିହବା ମାଇକ୍ରୋନ୍‌ ଚିପ୍‌କୁ ଚୀନ୍‌ରେ ବ୍ୟବହାର କରିବା ପାଇଁ ନିଷେଧ କରାଯାଇଛି । ଏହା ଚୀନ୍‌ର ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି…
Read More...

ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷାବୃତି ୨୦୨୨-୨୩ ପାଇଁ ୫,୦୦୦ ଅଣ୍ଡର-ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ଚୟନ

ମୁମ୍ବାଇ/ ଭୁବନେଶ୍ୱର: ୨୭ଟି ରାଜ୍ୟ ଓ ଚାରିଟି କେନ୍ଦ୍ର ଶାସିତ ଅଂଚଳର ପାଂଚ ହଜାର ପ୍ରଥମ ବର୍ଷ ଅଣ୍ଡର ଗ୍ରାଜୁଏଟ ଛାତ୍ରଛାତ୍ରୀ ୨୦୨୨-୨୩ ପାଇଁ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡର-ଗ୍ରାଜୁଏଟ୍ ଶିକ୍ଷାବୃତି ପାଇବେ ।…
Read More...

ଓଡିଶା ମିଲେଟ ମିଶନ ରୋଷେଇ ପ୍ରତିଯୋଗିତା ଜରିଆରେ ମିଲେଟର ଗ୍ରହଣୀୟତା ବୃଦ୍ଧି ଓ ଗୃହିଣୀଙ୍କୁ ଉତ୍ସାହିତ କରୁଛି

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ମିଲେଟ ଫୁଡ ଫେଷ୍ଟିଭାଲ ଭୁବନେଶ୍ୱରର ପ୍ରସିଦ୍ଧ ରେଷ୍ଟୁରାଂଟ ମାଇକେଲ୍ସ କିଚେନ ସହଯୋଗରେ ମଇ ୨୦ ତାରିଖରେ ଶେଷ ହୋଇଛି । ରାଜଧାନୀର ବହୁ ନାଗରିକ ଏହା ପରିଦର୍ଶନ କରିବା…
Read More...

ପଶ୍ଚିମବଙ୍ଗ ସରକାରଙ୍କୁ ଝଟକା – ଦି କେରଲା ଷ୍ଟୋରୀ ନିଷେଧ ଘୋଷଣା ଉପରେ ରହିତାଦେଶ ଦେଲେ ଉଚ୍ଚତମ ନ୍ୟାୟାଳୟ

ନୂଆଦିଲ୍ଲୀ - ଦି କେରଲା ଷ୍ଟୋରୀ ଚଳଚ୍ଚିତ୍ରକୁ ପଶ୍ଚିମବଙ୍ଗରେ ନିଷେଧ ଘୋଷଣା କରିବା ଆଦେଶ ଉପରେ ରହିତାଦେଶ ଜାରି କଲେ ଉଚ୍ଚତମ ନ୍ୟାୟାଳୟ। ଉଚ୍ଚତମ ନ୍ୟାୟାଳୟ ପଶ୍ଚିମବଙ୍ଗ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ରହିତାଦେଶ…
Read More...

ପୁରୀରୁ ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ – ପ୍ରଧାନମନ୍ତ୍ରୀ ମୋଦୀ କଲେ ଶୁଭାରମ୍ଭ

ପୁରୀ/ଭୁବନେଶ୍ୱର - ପୁରୀ - ହାଓ୍ୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍’କୁ ପ୍ରଧାନମନ୍ତ୍ରୀ ମୋଦୀ ଆଭାସୀ ଜରିଆରେ ଶୁଭାରମ୍ଭ କରିଛନ୍ତି । ଏହା ସହ ପୁରୀ ଓ କଟକ ରେଳଷ୍ଟେସନର ନବୀକରଣ କାର୍ଯ୍ୟର ଶିଳାନ୍ୟାସ ସହ ବିଛୁପାଲି –…
Read More...

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ – ପାସ୍‌ହାର ୯୬.୪%, ଛାତ୍ରୀମାନେ ଆଗରେ

କଟକ - ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି । ଚଳିତ ବର୍ଷ ୯୬.୪ ପ୍ରତିଶତ ଛାତ୍ର ଛାତ୍ରୀ ପାସ୍‌ କରିଛନ୍ତି । ଚଳିତ ବର୍ଷ…
Read More...

ଓଡିଶାରେ ପ୍ରଥମ ଅନ୍‌ଏକାଡେମୀ ଷ୍ଟୋର୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଦେଶର ସର୍ବବୃହତ ଶିକ୍ଷା ପ୍ଲାଟ୍‌ଫର୍ମ ଅନ୍‌ଏକାଡେମି ପକ୍ଷରୁ ରାଜ୍ୟରେ ଏହାର ପ୍ରଥମ ଅନ୍‌ଏକାଡେମି ଷ୍ଟୋର୍‌କୁ ଭୁବନେଶ୍ୱରର ନୟାପଲ୍ଲୀ ଏକାମ୍ର ବିହାର ଉଦ୍‌ଘାଟନ କରାଯାଇଛି । ଏଠାରେ ଶିକ୍ଷାର୍ଥୀମାନେ…
Read More...

୩୬,୦୦୦ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କଲେ କୋଲକାତା ଉଚ୍ଚନ୍ୟାୟାଳୟ

କୋଲକାତା - ପଶ୍ଚିମବଙ୍ଗରେ ୩୬,୦୦୦ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତିକୁ କୋଲକତା ଉଚ୍ଚନ୍ୟାୟାଳୟ ରଦ୍ଦ କରିଛନ୍ତି । ୨୦୧୪ ମସିହାରେ ଶିକ୍ଷକ ନିଯୁକ୍ତି ଯୋଗ୍ୟତା ପରୀକ୍ଷାରେ ଏହି ଶିକ୍ଷକମାନେ ଉତ୍ତୀର୍ଣ୍ଣ ହୋଇଥିଲେ ।…
Read More...

ଝାଡୁ ମୁଠାରେ ହେରୋଇନ୍‌ ଚାଲାଣ ବେଳେ ଧରାପଡିଲା

ନୂଆଦିଲ୍ଲୀ - ଚୋରି ପାଇଁ ଚୋର ଏବଂ ତସ୍କରୀ ପାଇଁ ତସ୍କର ବିଭିନ୍ନ ନୂଆ ରାସ୍ତା ବାଛି ଥାଆନ୍ତି । ବିଭିନ୍ନ ନୂଆ ଉପାୟରେ ନିଶାଦ୍ରବ୍ୟ, ସୁନା ଏବଂ ମୁଦ୍ର ଚୋରା ଚାଲାଣ ହେଉଥିବା କଥା ଆପଣ ଆଗରୁ ଜାଣିଥିବେ । ଚୋର ଚାଲାକ…
Read More...

ଆଗକୁ ପ୍ରବଳ ଗରମ- ଓଡ଼ିଶା ସମେତ ୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ସମ୍ଭାବନା

ଭୁବନେଶ୍ୱର - ରାଜ୍ୟରେ ରୌଦ୍ରର ପ୍ରକୋପ । ଗରମରେ ଛଟପଟ ହେଉଥିବା ଲୋକ ଆହୁରି ଅଧିକ ତାପର ପ୍ରକୋପକୁ ସହ୍ୟ କରିବେ । ଓଡ଼ିଶା ସହିତ ଦେଶର ୯ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭାରତୀୟ ପାଣିପାଗ ବିଭାଗର…
Read More...

ଇ- ରିକ୍ସା ବ୍ୟାଟେରୀ ଫାଟି ମହିଳାଙ୍କ ସହ ଦୁଇ ଶିଶୁ ମୃତ

ଲକ୍ଷ୍ମୌ - ଇ-ରିକ୍ସା  ବ୍ୟାଟେରୀ ଫାଟି ଜଣେ ମହିଳାଙ୍କ ସହ ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହି ଇ-ରିକ୍ସାଟି ତାଙ୍କ ସ୍ୱାମୀଙ୍କର ବୋଲି ଜଣା ପଡିଛି । ଉତ୍ତରପ୍ରଦେଶର ନିଓ୍ୱାଜପୁରଓ୍ୱା ଅଞ୍ଚଳରେ ଘଟିଛି ।…
Read More...

କର୍ଣ୍ଣାଟକରେ କଂଗ୍ରେସର ବାଜିମାତ୍‌

ବେଙ୍ଗାଲୁର - କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବେଶ୍‌ ଭଲ ପ୍ରଦର୍ଶନ କରିଛି । ପ୍ରାଥମକ ଗଣନାରେ କଂଗ୍ରେସ ପୂର୍ଣ୍ଣ ବହୁମତ ହାସଲ କରିଥିବା ପ୍ରତୀତ ହୋଇଛି । ବିଜେପି ଏହି ନିର୍ବାଚନରେ ଭଲ ପ୍ରଦର୍ଶନ…
Read More...

ଟ୍ରେନ୍‌ରେ ଖରାପ ଖାଦ୍ୟ ବିକ୍ରି କରୁଥିବା ପ୍ୟାଣ୍ଟ୍ରି ସେବା ପ୍ରଦାନକାରୀଙ୍କୁ ୮୦ ହଜାର ଟଙ୍କା ଜୋରିମାନା

ଲକ୍ଷ୍ମୌ- ଭାରତୀୟ ରେଳ ଦେଶର ଜୀବନଧାରା ବୋଲି ମାନ୍ୟତା ପାଇଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଥିରେ ବିଶେଷ ଭାବେ ଦୃଷ୍ଟି ଦେବା ପାଇଁ ନିର୍ଦେଶ ରହିଛି । ହେଲେ ବେଳେ ବେଳେ ଏଥିରେ ଯାତ୍ରୀମାନେ ବିଭିନ୍ନ ଅସୁବିଧାର…
Read More...

କେରଳରେ ମହିଳା ଡାକ୍ତରଙ୍କୁ ସରକାରୀ ଡାକ୍ତରଖାନରେ ହତ୍ୟା ପରେ କାର୍ଯ୍ୟବର୍ଜନ କଲେ ଡାକ୍ତର ସଂଘ

ଥିରୁଅନନ୍ତପୁରମ- କେରଳରେ ଥିବା ସରକାରୀ ଡାକ୍ତରଖାନାମାନଙ୍କରେ ଚିକିତ୍ସା ବ୍ୟବସ୍ଥା ଏକ ପ୍ରକାର ଅଚଳ ହୋଇଯାଇଛି । ଜଣେ ମହିଳା ଡାକ୍ତର ଚିକିତ୍ସା କରୁଥିବା ବେଳେ ନିଶାଖୋର ବ୍ୟକ୍ତି ତାଙ୍କୁ ହତ୍ୟା କରିବା ପରେ…
Read More...

ଜମ୍ମୁ-କଶ୍ମୀରରେ  ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଛି ଜୈଶ ଆତଙ୍କବାଦୀ ସଙ୍ଗଠନ

ଶ୍ରୀନଗର - ଜମ୍ମୁ-କାଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ବିଭିନ୍ନ ଗୁଇନ୍ଦାସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଆତଙ୍କବାଦୀ ସଙ୍ଗଠନ ଜୈଶ ଏ ନେଇ ଯୋଜନା କରିଥିବା ଗୁଇନ୍ଦା ସଂସ୍ଥା ସୂଚନା ଦେଇଛନ୍ତି…
Read More...

ପଞ୍ଜାବ ସ୍ୱର୍ଣ୍ଣ ମନ୍ଦିର ନିକଟରେ ବିସ୍ଫୋରଣ: ଅଭିଯୁକ୍ତ ସାହିବ ସିଂ, ହରଜିତ୍‌ ସିଂ ଏବଂ ଧର୍ମେନ୍ଦ୍ର ସିଂଙ୍କ ସହ ୫…

ଅମୃତସର- ପଞ୍ଜାବର ଅମୃତସରରେ ପ୍ରସିଦ୍ଧ ସ୍ୱର୍ଣ୍ଣ ମନ୍ଦିର ନିକଟରେ ଅଳ୍ପ ଦିନ ବ୍ୟବଧାନରେ ତିନୋଟି ବିସ୍ଫୋରଣ କରାଯାଇଥିଲା । ଏହି ଘଟଣାରେ ସାମିଲ ୫ ଜଣଙ୍କୁ ପୁଲିସ ଗିରଫ କରିଛି । ସାହିବ ସିଂ, ହରଜିତ୍‌ ସିଂ…
Read More...

ପାକିସ୍ତାନରେ ଚୀନ୍ କରିଥିବା ନିବେଶ ସଙ୍କଟରେ,ଚୀନର ଚେତାବନୀ ପରେ ବି ମାନିଲେନି ଏବେ ଜଳୁଛି ପାକିସ୍ତାନ

ଇସଲାମବାଦ- ଏବେ ପାକିସ୍ତାନରେ ଭୟଙ୍କର ପରିସ୍ଥିତି ଦେଖା ଦେଇଛି . ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ ପରେ ପାକିସ୍ତାନର ବିଭିନ୍ନ ସହରରେ ହିଂସା ଦେଖା ଦେଇଛି । ମଙ୍ଗଳବାରରେ ଇମରାନ୍ ଖାନଙ୍କ ଗିରଫଦାରୀ…
Read More...

ମିଲେଟ୍‌କୁ ଲୋକପ୍ରିୟ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ମାଇକେଲସ୍‌ କିଚେନ୍‌ରେ ଦିଆଯାଉଛି…

ଭୁବନେଶ୍ୱର- ବାଜରା, ରାଗି, କାଙ୍ଗୁ, ମାଣ୍ଡିଆ, କୋଦ ଇତ୍ୟାଦି ମିଲେଟ ଭାବରେ ବେଶ ଜଣାଶୁଣା । ମିଲେଟ ପରିବେଶ ଅନୁକୂଳ, ଅଳ୍ପ ଜଳ ଓ ଯତ୍ନରେ ଚାଷ ହୋଇପାରୁଥିବା କାରଣରୁ ଚାଷୀ ମାନଙ୍କର ପ୍ରଥମ ପସନ୍ଦ ପାଲଟିଛି ।…
Read More...

ଓଡ଼ିଶା ସରକାରଙ୍କ କ୍ଷେତରୁ ଖାଦ୍ୟ ଥାଳି ବିପ୍ଳବ ପାଇଁ ପଦକ୍ଷେପ

ଭୁବନେଶ୍ୱର: ୨୦୨୩ ମସିହାକୁ ମିଳିତ ଜାତିସଂଘ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବରେ ସ୍ୱୀକୃତି ଦେବାର ୫ ବର୍ଷ ପୂର୍ବରୁ ଓଡିଶା ସରକାର ‘ଓଡିଶା ମିଲେଟ ମିଶନ’ ଜରିଆରେ କ୍ଷୁଦ୍ର ଶସ୍ୟ ବା ମିଲେଟକୁ ପ୍ରୋତ୍ସାହନ ଦେବା ଏବଂ…
Read More...

କାର୍ଯ୍ୟକ୍ଷେତ୍ରରେ ବିବିଧତାର ଅନ୍ତର୍ଭୁକ୍ତୀକରଣ ପାଇଁ ବିଶେଷଜ୍ଞଙ୍କ ଆହ୍ୱାନ

ଭୁବନେଶ୍ୱର : ପରିବର୍ତିତ ଦୁନିଆରେ ବ୍ୟବସାୟଗୁଡିକୁ ପ୍ରାସଙ୍ଗିକ ରହିବା ପାଇଁ ନୂତନ ମାନବସମ୍ବଳ ଧାରା ସହ ଜଡିତ ହେବାକୁ ପଡିବ । ଏହି ଉଦ୍ଦେଶ୍ୟକୁ ହାସଲ କରିବା ପାଇଁ ବିଭିନ୍ନ କ୍ଷେତ୍ରର ସଂଗଠନଗୁଡିକ…
Read More...

ଜଳ ହିଁ ଜୀବନ – ଜଳର ସୁରକ୍ଷା ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ବିଶ୍ୱ ଜଳ ସମ୍ମିଳନୀ

ପୁରୀ- ପୁରୀରେ ଦୁଇଦିନିଆ ବିଶ୍ୱ ଜଳ ସମ୍ମିଳନୀ ଆଜିଠୁ ଅନୁଷ୍ଠିତ ହୋଇଛି । ବିଶିଷ୍ଟ ପରିବେଶବିତ୍‌ ତଥା ଜଳପୁରୁଷ ରାଜେନ୍ଦ୍ର ସିଂହଙ୍କ ସମେତ ବିଭିନ୍ନ ରାଜ୍ୟରୁ ଶତାଧିକ ପ୍ରତିନିଧି ଏଥିରେ ଯୋଗଦେଇଛନ୍ତି। ଦେଶର ଜଳ…
Read More...

କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନୁସଙ୍ଗିକ ଚିକିତ୍ସା ସୁବିଧା ପାଇଁ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ବେଳେ…

କଲମପୁର - କଳାହାଣ୍ଡି ଜିଲ୍ଲା କଲମପୁର ସମିତି କାର୍ଯ୍ୟାଳୟ ପରିସରରେ ଥିବା ଏସ.ଜି.ଏସ.ୱାଇ ମିଟିଂ ହଲ୍‌ ଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହେଇଯାଇଛି । କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ…
Read More...

ବଙ୍ଗୋପସାଗରରେ ଲଘୁଚାପ – ଆସନ୍ତା କାଲି ବାତ୍ୟାର ରୂପ ନେବ, ଓଡିଶା ପାଇଁ ବିଶେଷ ବିପଦ ନଥିବା ସୂଚନା

ଭୁବନେଶ୍ୱର - ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଆସନ୍ତାକାଲି ମଙ୍ଗଳବାରରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଅଧିକ ଘନୀଭୂତ ହୋଇ ଅବପାତ…
Read More...