www.samajalive.in
Friday, December 5, 2025
20.1 C
Bhubaneswar

ବାହାହେଲେ ନିର୍ମଳା ସୀତାରମଣଙ୍କ କନ୍ୟା

ବେଙ୍ଗାଲୁରୁ : ଅତି ନିରାଡ଼ମ୍ବର ଭାବେ ବିବାହ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକାଲା ବାଙ୍ଗମୟୀ। ଏହି ବିବାହରେ କେବଳ କିଛି ସମ୍ପର୍କୀୟଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ କୌଣସି ଭିଆଇପି କିମ୍ବା ନେତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ହିନ୍ଦୁ ରୀତିନୀତି ଅନୁସାରେ ବିବାହ ଆୟୋଜିତ ହୋଇଥିଲା। ସୀତାରମଣଙ୍କ ଜ୍ବାଇଁଙ୍କ ନାମ ହେଉଛି ପ୍ରତୀକ ଡୋଷୀ। ବିବାହ ସମୟରେ ଅର୍ଥମନ୍ତ୍ରୀ ଏକ ନୀଳ ରଂଗର ଶାଢ଼ି ପିନ୍ଧି ଝିଅର ବିବାହ କରୁଥିବାର ଏକ ଚିତ୍ର ପ୍ରକଟ(ଭାଇରାଲ) ହେବାରେ ଲାଗିଛି। ସୀତାରମଣଙ୍କ ଝିଅ ସାମ୍ବାଦିକତା ପାଠ ପଢ଼ିଛନ୍ତି। ଏବେ ସେ ଜଣେ ଫିଚର୍‌ ଲେଖିକା। ସେ ଦିଲ୍ଳୀ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର କରିଛନ୍ତି। ପ୍ରତୀକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସ୍‌ଡ଼ି ଭାବେ ୨୦୧୪ରୁ କାର୍ଯ୍ୟ କରୁଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories