www.samajalive.in
Monday, December 15, 2025
24.1 C
Bhubaneswar

ବିହାରରରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ – ୫୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

 

ପାଟଣା – ବିହାରର ଅରରିୟା ଜିଲ୍ଲାରେ ଥିବା ଫରେବଗଞ୍ଜର ଏକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରୁ ସାପା ବାହାରିଛି । ପିଲାମାନେ ଖାଦ୍ୟ ଖାଉଥିବା ବେଳେ ଗୋଟିଏ ପିଲାର ଖେଚେଡିରୁ ସାପ ବାହାରିଥିଲା । ଏହା ଖେଚେଡି ସହ ରାନ୍ଧି ହୋଇ ସିଝି ଯାଇଥିବା ଦେଖିବା ପାଇଁ ମିଳିଥିଲା ।

- Advertisement -

ଏହି ଖାଦ୍ୟକୁ ଖାଇବା ପରେ ଅନେକ ପିଲା ପେଟ ମୋଡା, ବାନ୍ତିର ଶିକାର ହୋଇଥିଲେ । ୫୦ରୁ ଅଧିକ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅରରିଆ ଜିଲ୍ଲାର ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ।

ଗୋଟିଏ ଏନ୍‌ଜିଓ ଦ୍ୱାରା ଏହି ମିଡ୍‌ଡେ ମିଲ୍‌ ବିଦ୍ୟାଳୟକୁ ଦିଆଯାଉଥିବା ସୂଚନା ମିଳିଛି ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories