www.samajalive.in
Monday, December 15, 2025
24.1 C
Bhubaneswar

କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ- ୨୪ ଜଣ ମନ୍ତ୍ରୀ ସାମିଲ

ବେଙ୍ଗାଲୁରୁ – କର୍ଣ୍ଣାଟକରେ ୨୪ ଜଣ ମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯ ଜଣ ପ୍ରଥମଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ୍‌ ହୋଇଥିବା ବେଳେ ଜଣେ ମହିଳା ମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି ।

, ଆର.ବି. ତିମ୍ପୁର, ବି. ନାଗେନ୍ଦ୍ର, ଲକ୍ଷ୍ମୀ ହେବଲକର, ମଧୁ ବାଙ୍ଗରାପ୍ପା. ଡି. ସୁଧାକର ,ଦିନେଶ ଗୁଣ୍ଡୁରାଓ, କ୍ରିଷ୍ଣା ବାଇରେ ଗୌଡା, କେ.ଏନ. ରାଜାନ୍ନା, କେ. ଭେଙ୍କଟେଶ, ଏଚ ସି ମହାଦେବାପ୍ପା, ବାଇରଥି ସୁରେଶ, ଶିବରାଜ ତାଙ୍ଗାଡି,ଈଶ୍ବର ଖାଣ୍ଡାରେ, ରହିମ ଖାନ, ସନ୍ତୋଷ ଲାଡ, ମନ୍ତ୍ରୀ ଭାବେ କଂଗ୍ରେସ ମନ୍ତ୍ରିମଣ୍ଡଳରେ ସାମିଲ୍‌ ହୋଇଛନ୍ତି ।

- Advertisement -

ମନ୍ତ୍ରିମଣ୍ଡଳରେ ତିନିଜଣ ବିଧାୟକ ଅନୁସୂଚିତ ଜାତି ଦୁଇ ଜଣ ଅନୁସୂଚିତ ଜନଜାତି ୫ ଜଣ ପଛୁଆବର୍ଗ ଅନ୍ୟ୫ ଜଣ କୁରୁବା,ରାଜୁ, ମରାଠା, ଏଡିଗା ଏବଂ ମୋଗାବୀରାରୁ ଅଛନ୍ତି । ୬ଜଣ ଭୋକାଲିଗା , ୮ ଜଣ ଲିଙ୍ଗାୟତ୍ତ ବର୍ଗର ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍‌ କରାଯାଇଛି ।

ଖୁବଶୀଘ୍ର ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories