ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା – ୨୧ ଜିଲ୍ଲାରେ ଘଡଘଡି ସହ ହେବା ବର୍ଷା

ଭୁବନେଶ୍ୱର – ଶନିବାରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଘଡଘଡି ସହ ବର୍ଷା ହୋଇପାରେ । ୨୧ଟି ଜିଲ୍ଲାରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିପାରେ ।

ବିହାର ଏବଂ ଓଡ଼ିଶା ଉପରେ ଏକ ଟ୍ରାପ ଲାଇନ୍‌ ଥିବାରୁ କାଳବୈଶାଖି ବର୍ଷା ସମ୍ଭାବନା ରହିଛି । ବର୍ଷା ସମୟରେ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ସତର୍କତା ଜାରି କରାଯାଇଛି ।

Comments are closed.