www.samajalive.in
Tuesday, December 9, 2025
15.1 C
Bhubaneswar

ବଢିଲା ସୁନାଦର – ୧୦ ଗ୍ରାମକୁ ଏବେ ଏତିକି ଟଙ୍କା

ନୂଆଦିଲ୍ଲୀ – ସୁନା ଦର ଏବେ ବୃଦ୍ଧି ପାଇଛି । ୧୦ ଗ୍ରାମ ସୁନାଦର ରାଜଧାନୀ ଦିଲ୍ଲୀରେ ୬୦,୭୭୫ ଟଙ୍କାରେ ପହଞ୍ଚିଛି । ମାତ୍ର ରୂପା ଦର କିଲୋପ୍ରତି ୫୦ ଟଙ୍କା ହ୍ରାସ ପାଇଛି । ମଙ୍ଗଳବାରରେ ରାଜଧାନୀର ସରଫା ବା ସୁନାଗହଣା ବଜାରରେ ସୁନାଦର ପ୍ରତି ୧୦ ଗ୍ରାମ  ୩୭୫ ଟଙ୍କା ବୃଦ୍ଧି ପାଇଥିଲା । ଏଚ୍‌ଡିଏଫ୍‌ସି ସିକ୍ୟୁରିଟି ଅନୁସାରେ ଅନ୍ତର୍ଜାତୀୟ ବଜାରରେ ସୁନାଦର ବୃଦ୍ଧି ପାଉଥିବାରୁ ଦେଶରେ ସୁନାଦର ବୃଦ୍ଧି ପାଇଛି ।

ପୂର୍ବରୁ ସୁନାଦର ୬୦,୪୦୦ ଟଙ୍କା ରହିଥିଲା । ଅନ୍ତର୍ଜାତୀୟ ବଜାରରେ ସୁନା ଦର ପ୍ରତି ଆଉନସ୍‌ ୧୯୫୬ ଆମେରିକୀୟ ଡଲାର ରହିଛି । ରୂପା ଦର ଆଉନସ୍‌ ପରି ୨୩.୪୩ ଆମେରିକୀୟ ଡଲାର ରହିଛି ।

- Advertisement -

ରୂପା ଦର ସାମାନ୍ୟ ହ୍ରାସ ପାଇଛି । କିଲୋ ପ୍ରତି ଏହା ୫୦ ଟଙ୍କା ହ୍ରାସ ପାଇଛି । ଏବେ ରୂପା କିଲୋ ୭୨,୯୫୦ ଟଙ୍କା ରହିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories