BJD Bijuli 480×75 Mob

କାର୍‌ର ନମ୍ବରପ୍ଲେଟ୍‌ରେ ଲେଖିଲେ ମୋଦୀଙ୍କ ନାମ

ୱାଶିଂଟନ୍‌ : ଚଳିତ ମାସ ୨୧ରୁ ୨୪ ମଧ୍ୟରେ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଥିପାଇଁ ଆମେରିକାରେ ଥିବା ମୋଦୀଙ୍କ ପ୍ରଶଂସକ ମଧ୍ୟ ବେଶ୍‌ ଉତ୍ସାହିତ ଅଛନ୍ତି। ସୂଚନା ଅନୁସାରେ ଆମେରିକାର…
Read More...

ବାଇକକୁ ଧକ୍କାଦେଲା ଟ୍ୟାଙ୍କର; ୨ ମୃତ, ଜଣେ ଆହତ

ରାୟଗଡ଼ା : ରାୟଗଡା ଜିଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଶଙ୍କରଡା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ଟ୍ୟାଙ୍କର ବାଇକ୍‌କୁ ଧକ୍କା ଦେବା ଫଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ…
Read More...

ବାଲିବୋ ରଘୁନାଥଜୀଉ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

କାମାକ୍ଷାନଗର : ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମର ଐତିହାସିକ ରଘୁନାଥଜୀଉ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ଚୋରି ହୋଇଥିବାର ଅଭିଯୋଗ ହୋଇଛି l ମନ୍ଦିରର ପ୍ରଭୁ ରାମ, ଲକ୍ଷ୍ମଣ, ସୀତା,…
Read More...

ମୋଦୀଙ୍କ ଗସ୍ତ ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ବାହାରେ ଏକାଠି ଉଡିଲା ଭାରତ ଓ ଆମେରିକା ପତାକା

ୱାଶିଂଟନ୍‌ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୨୧ରୁ ୨୪ ମଧ୍ୟରେ ଆମେରିକା ଗସ୍ତରେ ଯାଉଛନ୍ତି। ମୋଦୀଙ୍କ ଆଗମନ ପାଇଁ ଆମେରିକାରେ ପ୍ରସ୍ତୁତିି ଆରମ୍ଭ ହୋଇଯାଇଛି ।  ଗସ୍ତ ପୂର୍ବରୁ ହ୍ବାଇଟ୍‌ ହାଉସ…
Read More...

୧୨ଟା ସୁଦ୍ଧା ମୁଖ୍ୟ ଖବର

- ଶିକାରୀ ଗୁଳିରେ ଫରେଷ୍ଟର ମୃତ; ମୃତ ଫରେଷ୍ଟରଙ୍କ ନାଁ ମାଥି ହାଁସଦା... -ଧରାପଡ଼ିଲା ପୁଲିସ କର୍ମଚାରୀଙ୍କ ଚୋରା ପ୍ରେମ : ସ୍ବାମୀ ପ୍ରେମିକାଙ୍କ ଘରେ ଥିବାବେଳେ ପହଞ୍ଚି ଗଲେ ସ୍ତ୍ରୀ..... -ପୁରୀ : ରଥ…
Read More...

ଶିକାରୀକୁ ଗିରଫ କଲା ବନ ବିଭାଗ

ଢେଙ୍କାନାଳ ସଦର : ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳ ନବକାଶୀପୁର ଗାଁ ଜଣେ ଶିକାରୀକୁ ବନ ବିଭାଗ କର୍ମଚାରୀ ଗିରଫ କରିଛନ୍ତି I ଗିରଫ ଶିକାରୀ ହେଉଛନ୍ତି ଗଣେଶ୍ବର ସାହୁ (୪୫) ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ I…
Read More...

ଟ୍ରାକ୍ଟର ଓଲଟି ନାବାଳକ ଚାଳକ ମୃତ

ବଲାଙ୍ଗୀର: ସରପଞ୍ଚଙ୍କ ଟ୍ରାକ୍ଟର ଚଳାଉଥିଲେ ନାବାଳକ। ଟ୍ରାକ୍ଟର ଓଲଟି ନାବାଳକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବାଦୀବାହାଲ ପଞ୍ଚାୟତ…
Read More...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ

ବାରିପଦା: ମୟୂରଭଞ୍ଜ ବାରିପଦା ଉପଜିଲାପାଳ କାର୍ଯ୍ୟାଳୟର ରାଜସ୍ବ ସହାୟକ ରାମଚନ୍ଦ୍ର ସେନ୍ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସୂୂଚନା ଅନୁସାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ୫ଟି ସ୍ଥାନରେ…
Read More...

ତତଲା ତାୱାରେ ସିଝୁଛି ସାରା ଓଡ଼ିଶା

ଭୁବନେଶ୍ୱର: ତତଲା ତାୱାରେ ସିଝୁଛି ଓଡ଼ିଶା । ଅଧା ଓଡ଼ିଶାକୁ କଲବଲ କରୁଛି ତାତି। ଆଜି ସକାଳ ୧୧ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୨.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଉଚ୍ଚ ତାପମାତ୍ରା ସାଙ୍ଗକୁ ଝାଞ୍ଜି…
Read More...

ଆତଙ୍କବାଦୀ ଆକ୍ରମଣରେ ୨୫ ଛାତ୍ର ମୃତ

କାମ୍ପାଲା : ଆଫ୍ରିକାର ଦେଶ ଉଗାଣ୍ଡାର ପଶ୍ଚିମରେ ଥିବା ଏକ ସ୍କୁଲରେ ଆଇଏସ ସହ ଜଡିତ ବନ୍ଧୁକଧାରୀ ଗୁଳି କରିବାରୁ ଅତିକମରେ ୨୫ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା…
Read More...

ଧରାପଡ଼ିଲା ପୁଲିସ କର୍ମଚାରୀଙ୍କ ଚୋରା ପ୍ରେମ :  ପ୍ରେମିକାଙ୍କ ଘରେ ଥିବାବେଳେ ପହଞ୍ଚି ଗଲେ ସ୍ତ୍ରୀ

ବଲାଙ୍ଗୀର : ପୁଲିସ କର୍ମଚାରୀଙ୍କ ଚୋରା ପ୍ରେମ ଧରାପଡ଼ିଛି। ସ୍ତ୍ରୀ, ପୁଅ ଘରେ ଥିବାବେଳେ ରାତିରେ ପ୍ରେମିକା ସହ ବିତାଉଥିଲେ ସମୟ। ହଠାତ୍ ସ୍ତ୍ରୀ ପହଞ୍ଚି ସବୁ ଗଡ଼ବଡ଼ କରିଦେଲେ। ସ୍ତ୍ରୀ ପୁଣି ପୁଲିସ ସହିତ ସେଠାରେ…
Read More...

ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

ସଇଁନ୍ତଲା : ସଇଁନ୍ତଲା ରେଳୱେ ଷ୍ଟେସନ ନିକଟସ୍ଥ ସିଲେଟ ପଡା ଓ କମରଲଗାକୁ ସଂଯୋଗ କରୁଥିବା ଲାନ୍ଥ ନଦୀ ରେଳୱେ ବ୍ରିଜ ଉପରୁ ଏକ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ବ୍ରିଜ ଉପରୁ ଯୁବକ ଜଣକ…
Read More...

ନୂତନ ତହସିଲଦାରଙ୍କ ଯୋଗଦାନ

ହରଭଙ୍ଗା : ହରଭଙ୍ଗା ତହସିଲଦାରଭାବେ ସୁଶ୍ରୀ ଶିବାନୀ ଦାସ (ଓଏଏସ )ଯୋଗଦେଇଥିବା ଜଣାପଡ଼ିଛି। ସେ ଏହା ପୂର୍ବରୁ ଦେବଗଡ଼ ଜିଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ଗତ ଏପ୍ରିଲ ମାସରେ ପୂର୍ବତନ ତହସିଲଦାର ଶମ୍ଭୁଭୂଷଣ…
Read More...

ବିପଦରେ ଶିମିଳିପାଳ ଏବଂ ସୁରକ୍ଷା କର୍ମୀ : ଶିକାରୀ ଗୁଳିରେ ଫରେଷ୍ଟର ମୃତ

ଠାକୁରମୁଣ୍ଡା : ଶିକାରୀଙ୍କ ଗୁଳିରେ ପୁଣି ଜଣେ ଫରେଷ୍ଟର ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଶିମିଳିପାଳ ଆଭ୍ୟନ୍ତର ଉପରବାରହାକାମୁଡା ରେଞ୍ଜ ନିକଟରେ। ଫରେଷ୍ଟର ମାଥି ହାଁସଦା ୧୬ ତାରିଖ ବିଳମ୍ବିତ ରାତି ପ୍ରାୟ ରାତି…
Read More...

ଓଡ଼ିଆ ଆଇପିଏସ୍‌ ରାଜେଶ ଦାସଙ୍କୁ ୩ ବର୍ଷ ଜେଲ୍‌

ନୂଆଦିଲ୍ଲୀ : ଯୌନ ଶୋଷଣ ମାମଲାରେ ତାମିଲନାଡୁ କ୍ୟାଡର ଓଡ଼ିଆ ଆଇପିଏସ୍‌ ରାଜେଶ ଦାସଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଭିଲ୍ଲୁପୁରମ କୋର୍ଟ। ସୂଚନା ଅନୁସାରେ, ୨୦୨୧ ଫେବୃଆରୀରେ ଜଣେ ମହିଳା ଆଇପିଏସ୍ ଅଫିସର…
Read More...

୩ଟା ସୁଦ୍ଧା ମୁଖ୍ୟ ଖବର

-ବାହାନଗା ରେଳ ଦୁର୍ଘଟଣା : ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ... -ମୁକ୍ତିଲାଭ କଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’; ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି…
Read More...

କୁପୱାଡା ଏନକାଉଣ୍ଟର : ୫ ଆତଙ୍କବାଦୀ ନିହତ

ଶ୍ରୀନଗର : ଉତ୍ତର କଶ୍ମୀରର ଏଲଓସିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର…
Read More...

ମୁକ୍ତିଲାଭ କଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’

ମୁମ୍ୱାଇ : ସବୁ ପ୍ରତୀକ୍ଷାର ଅନ୍ତଘଟାଇ ମୁକ୍ତିଲାଭ କରିଛି ଫିଲ୍ମ ‘ଆଦିପୁରୁଷ’। ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ରିଲିଜ୍ ହୋଇଛି ବାହୁବଳୀ ଫେମ୍ ପ୍ରଭାସଙ୍କ ‘ଆଦିପୁରୁଷ’।…
Read More...

ବୃଦ୍ଧାଙ୍କୁ ପିଟିଲା ବାଇକ୍ : ବୃଦ୍ଧା ସହ ବାଇକ୍ ଚାଳକ ଗୁରୁତର

ରେଙ୍ଗାଲିକ୍ୟାମ୍ପ : ଆଜି ସକାଳ ପ୍ରାୟ ୮ ସମୟରେ ଅତାବିରା ଏନ୍‌ଏସି ଅନ୍ତର୍ଗତ ଲାଦେରପାଲି ମେତାକାନି ମନ୍ଦିର ସମ୍ମୁଖରେ ଏକ ବାଇକ୍ ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇ ବୁର୍ଲାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସୂଚନା…
Read More...

୪୦ ଡିଗ୍ରୀ ଟପିଲା ୪ଟି ସହରର ତାପମାତ୍ରା

ଭୁବନେଶ୍ବର : ରାଜଧାନୀରେ ଆଜି ବି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଛି । ଶୁକ୍ରବାର ଦିନ ୧୧ଟା ୩୦ ମିନିଟ୍ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୧.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ…
Read More...

ବାହାନଗା ରେଳ ଦୁର୍ଘଟଣା : ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ

କଟକ : ବାଲେଶ୍ବର ଜିଲା ବାହାନଗା ରେଳ ଦୁର୍ଘଟଣାରେ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଏସ୍‌ସିବି କୁଳସଚିବ ଅବିନାଶ ରାଉତ ସୂଚନା ଦେଇଛନ୍ତି । ମୃତକ ହେଲେ ବିହାରର ପ୍ରକାଶ ରାମ…
Read More...

୧୨ଟା ସୁଦ୍ଧା ମୁଖ୍ୟ ଖବର

- ଭିଜିଲାନ୍ସ ଜାଲରେ ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ ; ଏକକାଳୀନ ୫ ସ୍ଥାନରେ ଚଢ଼ାଉ, ଭୁବନେଶ୍ବରର ୩ ଓ ପୁରୀ ଜିଲା ନିମାପଡ଼ାର ୨ଟି ସ୍ଥାନରେ ଚଢ଼ାଉ..... -୧.୬୦ କୋଟି ଠକେଇର ଶିକାର: ଅଦାଲତ ପରିସରରେ…
Read More...

ସାନଖେମୁଣ୍ଡି ବ୍ଲକ ସଭାପତି ନିଲମ୍ବିତ

ଗଞ୍ଜାମ : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସଭାପତି ନୀଳମାଧବ ରାଉତଙ୍କୁ ବିଜୁ ଜନତା ଦଳରୁ ନିଲମ୍ବନ କରାଯାଇଛି। ଏ ନେଇ ଗୁରୁବାର ବିଜେଡି ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଦଳ ବିରୋଧୀ…
Read More...

ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଉତ୍ତରାଖଣ୍ଡକୁ ହାଇକୋର୍ଟଙ୍କ ନିର୍ଦେଶ

ନୈନିତାଲ : ଉତ୍ତରାଖଣ୍ଡର ପାରୋଲା ସହରରେ ସାମ୍ପ୍ରଦାୟିକ ହିଂସା ଘଟଣାର ଶୁଣାଣି କରି ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ ନିର୍ଦେଶ ଦେଇଛନ୍ତି। ଜଣେ ମୁସଲମାନ ଦୁଇଜଣ…
Read More...

ଭିଜିଲାନ୍ସ ଜାଲରେ ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ

ନୟାଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ । ଭୁବନେଶ୍ବରର ୩ ଓ ପୁରୀ ଜିଲା ନିମାପଡ଼ାର ୨ଟି ସ୍ଥାନରେ ଚଢ଼ାଉ ଚାଲିଥିବା…
Read More...

ତାତିରୁ ତ୍ରାହି ନାହିଁ; ଆହୁରି ୩ ଦିନ ଜାଳିବ

ଭୁବନେଶ୍ୱର : ତାତିରୁ ତ୍ରାହି ମିଳୁନି। ସକାଳ ୮ଟାରୁ ଘରୁ ବାହାରି ହେଉନାହିଁ। ପ୍ରବଳ ଗୁଳିଗୁଳି ସାଙ୍ଗକୁ ଭୀଷଣ ଖରା। କଟକ ଓ ଭୁବନେଶ୍ବରରେ ହିଟ୍‌ ୱେଭ୍‌ ୱାର୍ଣ୍ଣି ସହ କିଛି ସ୍ଥାନରେ ପ୍ରବଳ ଖରା ହେବ ବୋଲି ପାଣିପାଗ…
Read More...

ବନବିଭାଗର ଚଢ଼ାଉ ; ବାଘଛାଲ ଓ ହରିଣ ଶିଙ୍ଗ ଜବତ

ନବରଙ୍ଗପୁର : ଘରେ ଲୁଚାଇ ରଖିଥିଲେ ବାଘଛାଲ ଓ ହରିଣ ଶିଙ୍ଗ। ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ବାଘ ଛାଲ, ହରିଣ ଶିଙ୍ଘ ଜବତ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ନବରଙ୍ଗପୁର ଜିଲା ରାଇଘର ବ୍ଲକ୍…
Read More...

ମୁମ୍ବଇରେ ଶିଳ୍ପା ସେଟ୍ଟୀଙ୍କ ଘରୁ ଚୋରି

ମୁମ୍ବଇ - ବଲିଉଡ୍‌ ଅଭିନେତ୍ରୀ ଶିଲ୍ପା ସେଟ୍ଟୀଙ୍କ ଘରୁ ଚୋରି । ଗତ ସପ୍ତାହରେ ତାଙ୍କର ମୁମ୍ବାଇ ସ୍ଥିତ ବାସ ଭବନରେ ଚୋରି ହୋଇଥିବା ଅଭିଯୋଗ ହୋଇଛି ।ତାଙ୍କ ଘରୁ କେହି ଜଣେ ମୂଲ୍ୟବାନ ସାମଗ୍ରୀ ଚୋରିକରି ନେଇଥିବା…
Read More...

ଲଣ୍ଡନରେ ତ୍ରିରଙ୍ଗାକୁ ଅସମ୍ମାନ କରିଥିବା ଖାଲିସ୍ତାନୀ ସମର୍ଥକଙ୍କ ମୃତ୍ୟୁ

ଲଣ୍ଡନ - ଲଣ୍ଡନରେ ଥିବା ଭାରତୀୟ ଦୂତାବାସର ଜାତୀୟ ପତାକାକୁ ଅସମ୍ମାନ କରିବା ସହ ଏହାକୁ ଉତାରିବା ପାଇଁ ଚେଷ୍ଟା କରୁଥିବା ଖାଲିସ୍ତାନୀ ସମର୍ଥକଙ୍କର ମୃତ୍ୟୁ ହୋଇଛି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା…
Read More...

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର : ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜର ଜଣେ ଡାକ୍ତରୀ ଛାତ୍ରୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି ପୁରୁଷୋତ୍ତମପୁରର  ସୁଭାନୀ ପଟ୍ଟନାୟକ। ସେ ପିଜି ପ୍ରଥମ…
Read More...

କଂ​‌ଗ୍ରେସରେ ମିଶିଲେ ବୈଜନାଥ ସିଂ ଯାଦବ

ଭୋପାଳ: ମଧ୍ୟପ୍ରଦେଶରେ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍‌କା। ଦଳର ଟାଣୁଆ ନେତା ବୈଜନାଥ ସିଂ ଯାଦବ କଂଗ୍ରେସରେ ମିଶିଛନ୍ତି। ପ୍ରାୟ ୪୦୦ କାରର ଏକ କାରକେଡରେ ଯାଇ କଂଗ୍ରେସରେ ସାମିଲ ହୋଇଛନ୍ତି ବୈଜନାଥ । ୨୦୨୦ରେ…
Read More...

କୁସ୍ତିଯୋଦ୍ଧା ବ୍ରିଜ୍‌ଭୂଷଣ ସିଂ ପ୍ରସଙ୍ଗ : ‘ପୋକସୋ’ ମାମଲାକୁ ଖାରଜ ପାଇଁ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ:  ନାବାଳିକା ଯୌନ ଉତ୍ପୀଡ଼ନ ମାମଲାର କୌଣସି ବଳିଷ୍ଠ ପ୍ରମାଣ ନାହିଁ। ଏହି ମାମଲା ଖାରଜ କରିବା ପାଇଁ ୫୦୦ ପୃଷ୍ଠାବିଶିଷ୍ଟ ଏହି ରିପୋର୍ଟ ଦାଖଲ କରାଯାଇଛି। ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ…
Read More...

ୟୁନିଫର୍ମ ସିଭିଲ କୋଡ ଲାଗୁ ପ୍ରସଙ୍ଗ : ପୁଣି ମତାମତ ଲୋଡିଲେ ଆଇନ ଆୟୋଗ

ନୂଆଦିଲ୍ଲୀ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ ଆଇନ ଆୟୋଗ ପୁଣି ଥରେ ଦେଶବାସୀଙ୍କଠାରୁ ମତାମତ ଲୋଡିଛନ୍ତି। ଆଇନ ଆୟୋଗ କହିଛନ୍ତି ୨୨ତମ ଆଇନ ଆୟୋଗ ପୁନର୍ବାର ୟୁସିସି ସମ୍ବନ୍ଧରେ ସ୍ବୀକୃତିପ୍ରାପ୍ତ…
Read More...

କୁସ୍ତିଯୋଦ୍ଧା ବ୍ରିଜ୍‌ଭୂଷଣଙ୍କୁ ମିଳିବ ନ୍ୟାୟ !

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ବ୍ରିଜ ଭୂଷଣ ସିଂହଙ୍କ ମାମଲାରେ ଆଜି ଦାଖଲ ହୋଇପାରେ ଚାର୍ଜସିଟ୍ । କୁସ୍ତି ଯୋଦ୍ଧାଙ୍କ ସହ ବୈଠକ ପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ଜୁନ୍ ୧୫ ତାରିଖ ସୁଦ୍ଧା…
Read More...

୪ ଦିନର ଶିଶୁ ମୃତ ବାପାମାଆଙ୍କ ପାଖେ ୩ ଦିନ ବିତାଇଲା; ଆଶ୍ଚର୍ଯ୍ୟ ଶିଶୁଟି ଜୀବିତ ଅଛି

ଡେରାଡୁନ୍: ଡେରାଡୁନ୍‌ରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ଆତ୍ମହତ୍ୟା କରିଥିବା ବାପାମାଙ୍କ ପାଖରେ ୪ ଦିନର ଶିଶୁ  ୩ ଦିନ ପର୍ଯ୍ୟନ୍ତ ପଡ଼ିରହିଥିଲା। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଶିଶୁଟି ଜୀବିତ ଅଛି।…
Read More...

ତାମିଲନାଡ଼ୁରେ ତଦନ୍ତ କରିବାକୁ ହେଲେ ସରକାରଙ୍କ ଅନୁମତି ଲୋଡ଼ା

ଚେନ୍ନାଇ: ରାଜ୍ୟ କିମ୍ବା ରାଜ୍ୟରେ ରହୁଥିବା ଲୋକଙ୍କ ବିରୋଧରେ ସିବିଆଇ ନିଜ ଇଚ୍ଛାରେ ଆଉ ତଦନ୍ତ କରିପାରିବ ନାହିଁ । ତାମିଲନାଡ଼ୁରେ ସିବିଆଇ ତଦନ୍ତ କରିବାକୁ ହେଲେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ । ତଦନ୍ତ…
Read More...

ଆଜି ଗୁଜୁରାଟ ଉପକୂଳ ଛୁଇଁବ ‘ବିପର୍ଯ୍ୟୟ’

ଗାନ୍ଧୀନଗର : ବାତ୍ୟା ‘ବିପର୍ଯ୍ୟୟ ’ ଆଜି ଗୁଜରାଟ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସୂଚନାଅନୁସାରେ, ଉପକୂଳ ଛୁଇଁବାବେଳେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବ। ବାତ୍ୟା…
Read More...

୨୦ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ବର : ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଆସନ୍ତା ୧୮ରୁ ୨୧ ମଧ୍ୟରେ ମୌସୁମୀ ପୂର୍ବ ଭାରତର କିଛି ଅଂଶକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ…
Read More...

ଆଇଆଇଟି ଭୁବନେଶ୍ୱର ବୋର୍ଡ଼ ଅଫ ଗଭର୍ଣ୍ଣର ସଦସ୍ୟ ଭାବେ ପ୍ରଶାନ୍ତ କୁମାର ସ୍ୱାଇଁ ମନୋନୀତ

ନୂଆଦିଲ୍ଲୀ  : ଆଇଆଇଟି ଭୁବନେଶ୍ୱର ବୋର୍ଡ଼ ଅଫ ଗଭର୍ଣ୍ଣର ସଦସ୍ୟ ଭାବେ ପୂର୍ବତନ ପ୍ରଶାସକ ପ୍ରଶାନ୍ତ କୁମାର ସ୍ୱାଇଁ ମନୋନୀତ ହୋଇଛନ୍ତି । ଭାରତୀୟ ଡାକ ବିଭାଗ ଏବଂ କେନ୍ଦ୍ର କୃଷି ମନ୍ତ୍ରାଳୟର ବିଭିନ୍ନ ପଦରେ…
Read More...

ଭାରତରେ ଫେସବୁକ୍‌ ବନ୍ଦ କରିଦେବାକୁ ଚେତାବନୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇକୋର୍ଟ  ଭାରତରେ ସେବା ବନ୍ଦ କରିଦେବାକୁ ଚେତାବନୀ ଦେଇଛନ୍ତି। ସୂଚନା ଅନୁସାରେ,  ସାଉଦି ଆରବ କାରାଗାରରେ ଥିବା ଜଣେ ଭାରତୀୟଙ୍କ ସହ ମାମଲାର ତଦନ୍ତ ସମ୍ପର୍କରେ କୋର୍ଟ ଏହି ମନ୍ତବ୍ୟ…
Read More...

ବାର୍‌ହା ଆକ୍ରମଣରେ ୪ ଆହତ

ଝାରସୁଗୁଡ଼ା : ଝାରସୁଗୁଡା ସହରରସ୍ଥିତ କାପୁମାଲ ଗାଁରେ ଅଘଟଣ। ବାର୍‌ହା ଆକ୍ରମଣରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ମା,ଝିଅ ଓ ପୁଅକୁ ଗୋଡ଼ାଇ ଗୋଡ଼ାଇ ବାର୍‌ହା କାମୁଡ଼ିଥିବା ଜଣାପଡ଼ିଛି। ଗୁରୁତର…
Read More...

ବିଜେଡ଼ି ନେତାଙ୍କୁ ଗୁଳି

ଢ଼େଙ୍କାନାଳ : ଢେଙ୍କାନାଳ ଜିଲା କାମାକ୍ଷାନଗରର ବିଜେଡି ନେତା କାହ୍ନୁଚରଣ ସାହୁଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ତାଙ୍କ ହାତ ଓ ଜଙ୍ଘରେ ଗୁଳି ବାଜିଛି। ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି…
Read More...

ବିର୍ଲ୍ଲା ଗ୍ଲୋବାଲ ୟୁନିଭର୍ସିଟିର ପ୍ରଥମ ରିସର୍ଚ୍ଚ ସ୍କଲାର୍ସ ମିଟ୍‌ ୨୦୨୩ ଆୟୋଜିତ

ଭୁବନେଶ୍ୱର: ବିର୍ଲ୍ଲା ଗ୍ଲୋବାଲ ୟୁନିଭର୍ସିଟି ପକ୍ଷରୁ ଏହାର ଦୁଇ ଦିନିଆ ରିସର୍ଚ୍ଚ ସ୍କଲାର୍ସ ମିଟ୍‌ ୨୦୨୩ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ କୁଳପତି ପି.ପି. ମାଥୁର ତାଙ୍କ ବକ୍ତବ୍ୟରେ…
Read More...

ସମୁଦ୍ର ଠାରୁ ସ୍ଥଳମାର୍ଗ ଚୀନ୍‌କୁ ପରାହତ କରିପାରିବ ଭାରତ – ଆମେରିକା ଦେଉଛି ଏହି ପ୍ରସ୍ତାବ

ଓ୍ୱାସିଂଟନ- ଭାରତ ପାଇଁ ଏବେ ସବୁଠାରୁ ବଡ ବଦା ହେଉଛି ଚୀନ୍‌ । ସବୁ ବେଳେ ସୀମାରେ ଅସ୍ଥିରତା ସୃଷ୍ଟି କରିବା ସହ ଆତଙ୍କବାଦ ନିପାତ ପାଇଁ ଜାତିସଂଘରେ ଭାରତ ନେଉଥିବା ବିଭିନ୍ନ ପଦକ୍ଷେପ ର ବିରୋଧ କରୁଛି ।…
Read More...

ପୁଲିସ ଅଧିକାରୀ କରିଥିଲେ ୫୦ କିଲୋ ରୂପା ଲୁଟ୍‌- କିଛି ଦିନ ପରେ ପଦୋନ୍ନତି ପାଇ ହୋଇଥାଆନ୍ତେ ସିଓ

କାନପୁର- ୫୦ କିଲୋ ରୂପା ଲୁଟ୍‌ କରିବା ଅଭିଯୋଗରେ ଉତ୍ତରପ୍ରଦେଶ ଔରିଆର ଜଣେ ପୁଲିସ ଅଧିକାରୀଙ୍କ ସମେତ କିଛି ପୁଲିସ କର୍ମଚାରୀଙ୍କ ଚାକିରି ଯାଇଛି । ରାତି ଅଧିରେ ଗୋଟିଏ ଗାଡିରୁ ଏମାନେ ରୂପା ଲୁଟ୍‌ କରିଥିଲେ । ଖାକି…
Read More...

ପୁଲିସ ରାତିସାରା ଗଛ ଉପରେ ବସି ରହି ଧରିଲା ଏହି ଲୁଟେରା ଦଳକୁ

ମଥୁରା - ଯମୁନା ଏକ୍ସପ୍ରେସ୍‌ ଓ୍ୱେରେ ଯାତ୍ରୀମାନଙ୍କ ଗାଡିକୁ ପଥର ମାଡ କରି ଲୁଟୁଥିବା ଲୁଟେରା ଦଳକୁ ପୁଲିସ ଗିରଫ କରିଛି । ଗତ କିଛି ଦିନ ହେବ ଏହି ରାଜପଥରେ ଲୁଟପାଟ ବୃଦ୍ଧି ପାଇଥିଲା । ଅଭିଯୋଗ ବଢିବା ସହ ପୁଲିସର…
Read More...

କାଳବୈଶାଖୀ ଝଡ଼ ପରେ ତୁରନ୍ତ ବିଦ୍ୟୁତ୍‌ ଯୋଗାଣ ପାଇଁ ୭,୭୦୦ରୁ ଅଧିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ…

ଭୁବନେଶ୍ୱର- ଗତ କିଛି ଦିନହେବ ଏକାଧିକ କାଳବୈଶାଖୀ ଝଡ଼ ହୋଇଥିବାରୁ କିଛି ଘଂଟା ଭିତରେ ବିଦ୍ୟୁତ ଭିତିଭୂମିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ଟିପିସିଓଡିଏଲ୍‌…
Read More...

ମାଡ଼ି ଆସୁଛି ବାତ୍ୟା ‘ବିପର୍ଯ୍ୟୟ’ : ୩୭ ହଜାର ଲୋକ ସ୍ଥାନାନ୍ତର, ୯୫ ଟ୍ରେନ ବାତିଲ

ମୁମ୍ବାଇ, : ବାତ୍ୟା ‘ବିପର୍ଯ୍ୟୟ’ ବର୍ତ୍ତମାନ ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରୁଛି। ଜୁନ ୧୫ରେ ଝଡ଼ର ପ୍ରକୋପ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସତର୍କତା ଅନୁଯାୟୀ ରେଳବାଇ ବିଭାଗ…
Read More...

ଶକ୍ତିକାନ୍ତଙ୍କୁ ‘ଗଭର୍ଣ୍ଣର ଅଫ ଦ ଇୟର’

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ୍‌ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମ୍ମାନ ଲଣ୍ଡନ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ଦ୍ୱାରା ଦେଶର…
Read More...

ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟ ଦୁର୍ଘଟଣା ଘଟଣା : ତଦନ୍ତ ଆରମ୍ଭ

ଢେଙ୍କାନାଳ: ଢେଙ୍କାନାଳସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ୱାର୍କସର ବିଏଫପିପି-୨ ପାୱାର ପ୍ଲାଣ୍ଟରେ ବାଷ୍ପ ନିର୍ଗମନଜନିତ ଦୁର୍ଘଟଣା ଘଟଣାରେ ସେଫଟି ଓ ସିକୁରିଟି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଲେବର…
Read More...

ଜାହାଜ ମରାମତିବେଳେ ଅଘଟଣ, ଜଣେ ମୃତ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଏକ ବଡ଼ ଅଘଟଣ ଘଟିଛି। ଡ୍ରେଜିଙ୍ଗ ଜାହାଜରୁ ପଡ଼ି ୱାଇ ଅଶୋକଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ଆନ୍ଧ୍ର ପ୍ରଦେଶର ବିଶାଖାପଟନମ। ଘଟଣାର ଅଧିକ ତଦନ୍ତ କରୁଛି ମେରାଇନ…
Read More...

ମଣିପୁରରେ ପୁଣି ହିଂସା, ୯ ମୃତ

ଇମ୍ଫାଲ : ମଣିପୁରରେ କିଛି ଦିନର ବିରତି ପରେ ପୁଣି ଫୁଟିଛି ଗୁଳି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ମଣିପୁରର ମୈଥି ସମ୍ପ୍ରଦାୟବହୁଳ ଖମେନଲୋକ ଗାଁରେ…
Read More...

ମନାକରିଦେଲେ ସୁପ୍ରିମକୋର୍ଟ : ପ୍ରସ୍ତାବିତ ମହାପଞ୍ଚାୟତ ପାଇଁ ଲାଗିବନି ରୋକ

ନୂଆଦିଲ୍ଲୀ : ଉତ୍ତରରାଖଣ୍ଡର ଉତ୍ତରକାଶୀର ପୁରୋଲା ଠାରେ ପ୍ରସ୍ତାବିତ ମହାପଞ୍ଚାୟତ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ମହାପଞ୍ଚାୟତ ବିରୋଧରେ ଅଦାଲତରେ ଏକ ପିଟିସନ ଦାଖଲ କରାଯାଇଥିଲା। ଆବେଦନର…
Read More...

ବିବାହ ଭୋଜିରୁ ଫେରୁଥିଲେ, ବୁଡ଼ିଗଲା ଡଙ୍ଗା; ଶହେରୁ ଊର୍ଦ୍ଧ୍ୱ ମୃତ

ନାଇଜେରିଆ : ଆଫ୍ରିକୀୟ ଦେଶ ନାଇଜେରିଆରେ ବିବାହ ଭୋଜିରୁ ଫେରୁଥିବାବେଳେ ଘଟିଛି ଅଘଟଣ। ଏଥିରେ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କପାଡ଼ା ଅଞ୍ଚଳରେ ଭୀଷଣ ବର୍ଷା ହେତୁ ରାସ୍ତାଘାଟ…
Read More...

୧୨ଟା ସୁଦ୍ଧା ମୁଖ୍ୟ ଖବର

-ପଟ୍ଟାମୁଣ୍ଡାଇରେ ଅଘଟଣ : କୁମ୍ଭୀର ଟାଣି ନେଇ ମାରିଦେଲା, ନିମପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରୁ ମୃତ ଦେହ ଉଦ୍ଧାର -କେସିଙ୍ଗା ଷ୍ଟେସନରେ ମଝିରୁ ଅଲଗା ହେଲା ମାଲବାହୀ ଟ୍ରେନ୍‌ : ପ୍ରାୟ ୩୦ ମିଟର ଅଲଗା ହେଲା ପରେ…
Read More...

ଗିରଫ ହୋଇ ମୁକୁଳିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ : ଟ୍ରମ୍ପ କହିଲେ ମୁଁ ନିର୍ଦୋଷ

ୱାଶିଂଟନ: ହ୍ବାଇଟ ହାଉସରୁ ଗୁରୁତ୍ବପୂର୍ଣ୍ଣ ନଥି ନେଇଯିବା ମାମଲାରେ ସ୍ବଳ୍ପସମୟ ଗିରଫ ହୋଇ ମୁକୁଳିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ପେଣ୍ଟାଗନ, ସିଆଇଏ ଆଦି ସଂସ୍ଥାର ଅନେକ ଗୁରୁତ୍ବପୂର୍ଣ୍ଣ…
Read More...

ଡରାଉଛି ‘ବିପର୍ଯ୍ୟୟ’, ୮ ରାଜ୍ୟକୁ ସତର୍କତା ଜାରି

ନୂଆଦିଲ୍ଲୀ: ମାଡ଼ିଆସୁଛି ବାତ୍ୟା ‘ବିପର୍ଯ୍ୟୟ। ଏହାର ମୁକାବିଲା ପାଇଁ ଘନ ଘନ ବୈଠକ କରାଯାଉଛି । ୮ ରାଜ୍ୟକୁ ସତର୍କତା ଜାରି କରାଯାଇଛି। ଗୁଜୁରାଟରେ ୧୭ଟି ଏନଡିଆରଏଫ ଟିମ୍ ମୁତୟନ ହୋଇଥିବାବେଳେ ୩୦ ହଜାରରୁ ଅଧିକ…
Read More...

ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍‌

କେସିଙ୍ଗା : ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍‌ । କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେସନରେ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ରୋକା ଯାଇପାରିଛି। ଏଥିରେ କିଛି କ୍ଷତି ହୋଇ ନ ଥିବା ବିଭାଗ…
Read More...

ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର : ଭୁବନେଶ୍ୱରର ପୂର୍ବତନ ପୌରାଧ୍ୟକ୍ଷ ତଥା ଡାକ୍ତର ଜଗନ୍ନାଥ ମହାପାତ୍ର(୮୪)ଙ୍କ ପରଲୋକ ଘଟିଛି। ଜଗନ୍ନାଥ ଭୁବନେଶ୍ୱରସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସହିଦନଗରସ୍ଥିତ ବାସଭବନରେ…
Read More...

ନାବାଳକ ପୁଅକୁ ଟାଣି ନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ: ପହିଲି ରଜରେ ଘଟିଛି ଏକ ଅଭାବନୀୟ ଘଟଣା। ମା ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର। ସୂଚନା ଅନୁସାରେ, ଆଜି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ନିମପୁର ଗାଁ ନିକଟରେ ଘଟିଛି । ମୃତକ  ହେଲେ ଆଶୁତୋଷ…
Read More...

ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆଗକୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ। ମଧ୍ୟପ୍ରଦେଶ ଉପରେ ସବୁ ଦଳର ନଜର ରହିଛି। ଏଇ ନିକଟରେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜବଲପୁରରେ ଏକ ବୈଠକ କରିଥିଲେ। ଏଇ କ୍ରମରେ…
Read More...

ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ

ଭବାନିପାଟଣା : ସ୍ଥାନୀୟ କେସିଙ୍ଗା ରୋଡ଼ରେ ଥିବା ଏସବିଆଇ ଏଟିଏମ୍‌ରୁ ଗତ କାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଲୁଟ କରିଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାର ଦୃଶ୍ୟ…
Read More...

ବାହାନଗା ରେଳ ଦୁର୍ଘଟଣା- ୫ ଜଣ ରେଳ କର୍ମଚାରୀ ଏବେ ସିବିଆଇ ସ୍କାନରରେ

ଭୁବନେଶ୍ୱର - ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୯କୁ ବୃଦ୍ଧି ପାଇଛି । ଭାରତ ଇତିହାସରେ ଏପରି ରେଳ ଦୁର୍ଘଟଣା ପ୍ରଥମ ଘଟଣା । ତିନୋଟି ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା । ସିଗନାଲିଂରେ ତ୍ରୁଟି ଯୋଗୁଁ ଏପରି…
Read More...

ଦେଖନ୍ତୁ ମହାକାଶରେ କିପରି ଫୁଟିଛି ସୁନ୍ଦର ଫୁଲ

ନ୍ୟୁୟର୍କ- ପୃଥିବୀ ବାହାରେ ହୋଇଛି ଫଳ ଏବଂ ଫୁଲ । ମହାକାଶରେ ପୁଲ ଫୁଟିଛି । ସବୁ ଦିନ ନୂଆ ନୂଆ ଉଦ୍ଭାବନ ଏବଂ ଆବିଷ୍କାର ହେଉଛି । ମହାକାଶଯାନରେ ଅନ୍ତରୀକ୍ଷଯାତ୍ରୀ ମହାକାଶ ଯାତ୍ରା କରୁଛନ୍ତି । ସ୍ପେସ୍‌…
Read More...

ରାଜଧାନୀରେ ବିଏସ୍‌ଏନ୍‌ଏଲ୍‌ ମୋବାଇଲ୍‌ ଏବଂ ଇଣ୍ଟରନେଟ ସେବା ପ୍ରଭାବିତ

ଭୁବନେଶ୍ୱର - ଗତ ଦୁଇ ଦିନ ହେବ ରାଜଧାନୀ ଭୁବନେଶ୍ୱରରେ ବିଏସ୍‌ଏନ୍‌ଏଲ୍‌ର ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବା ପ୍ରଭାବିତ ହୋଇଛି । ରାଜଧାନୀର କିଛି ଅଞ୍ଚଳରେ ମୋବାଇଲ୍‌ ନେଟଓ୍ୱର୍କ କାମ କରୁ ନଥିବା ବେଳେ ଇଣ୍ଟରନେଟ୍‌…
Read More...

ଅସହାୟ ଅବସ୍ଥାରେ ବୁଲୁଥିବା ଅପରିଚିତ ମହିଳାଙ୍କୁ ଥଇଥାନ ଦାବି

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ କତରବଗା ଥାନା ଅନ୍ତର୍ଗତ ଲଇଡା ଗ୍ରାମର ବସ୍ ଷ୍ଟାଣ୍ଡ୍ ଅଞ୍ଚଳରେ ଜନୈକ ଅପରିଚିତ ମହିଲା ଗତ ୧୫ ଦିନ ହେଲା ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିବାର ଦେଖିବାକୁ ମିଳୁଛି।…
Read More...

ବେଷ୍ଟ ବେକେରୀ ମାମଲା : ୨ ଖଲାସ

ମୁମ୍ବାଇ : ମୁମ୍ବାଇର ସେସନ୍ସ କୋର୍ଟ ଗୁଜରାଟର ୨୦୦୨ରେ ଘଟିଥିବା ବେଷ୍ଟ ବେକେରୀ ମାମଲାରେ ଦୁଇ ଅପରାଧୀ ହର୍ଷଦ ରାଜୋଜି ଭୋଲାନ ସୋଲାଙ୍କି ଏବଂ ମାଫତ ମାନିଲାଲ ଗୋହିଲଙ୍କୁ ଖଲାସ କରିଛନ୍ତି। ସୂଚନା ଅନୁସାରେ, ଏହି…
Read More...

ଶ୍ରୀଜୀଉଙ୍କ ବସ୍ତ୍ର ସଫେଇ

କଲ୍ୟାଣସିଂହପୁର :ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ବସ୍ତ୍ର ସଫେଇ କରାଯାଇଛି। ରଥ ଯାତ୍ରା ପୂର୍ବରୁ ବ୍ରାହ୍ମଣ ସେବାୟତ ଓ ଗୌଡ଼ ସେବାୟତ ଦ୍ୱାରା ଶ୍ରୀ ଜଗନ୍ନାଥ,…
Read More...

‘ବିପର୍ଯ୍ୟୟ’ ପରିଚାଳନା ପାଇଁ ୮ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ

ନୂଆଦିଲ୍ଲୀ : ‘ବିପର୍ଯ୍ୟୟ’ ପରିଚାଳନା ପାଇଁ ୩ ନୂଆ ଯୋଜନା କରାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିପର୍ଯ୍ୟୟ ପରିଚାଳନା…
Read More...

ପ୍ରକାଶ ପାଇଲା ଯୁକ୍ତ ୩ ନାମ ଲେଖା ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର : ଯୁକ୍ତ ୩ରେ ନାମ ଲେଖାଇବାକୁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଜୁନ ୧୯ରୁ ଜୁଲାଇ ୪ ପର୍ୟ୍ୟନ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ଜୁଲାଇ ୧୪ରେ…
Read More...

ତାତିରୁ ତ୍ରାହି ନାହିଁ, ଆହୁରି ଜଳାଇବ ୫ ଦିନ

ଭୁବନେଶ୍ବର : ଡହ ଡହ ଖରାରେ ସିଝୁଛି ସାରାଓଡ଼ିଶା। ତାତି ଆହୁରି ଜଳାଇବ ୫ ଦିନ। ଆଗାମୀ ୫ ଦିନ ଯାଏ ତାପମାତ୍ରାର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୬ ତାରିଖ…
Read More...

ଧାମରାରେ ୫ଟି ସଚିବ : ବାଂଶଡା-ଦିଗଛିଆ ରାସ୍ତାକୁ ନେଇ ଅସନ୍ତୋଷ ଜାହିର୍‌ କଲେ ଅଞ୍ଚଳବାସୀ 

ଧାମରା : ୫ଟି ସଚିବ ଭିକେ ପାଣ୍ଡିଆନ ଆଜି ଚାନ୍ଦବାଲି ଗସ୍ତରେ ଆସି ପ୍ରଥମେ ଧାମରା ବନ୍ଦର (ଆଦାନୀ)ରେ ପହଞ୍ଚିବା ପରେ ଧାମରା ବନ୍ଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଉପ ସଭାପତି ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ…
Read More...

ମୀନଗୁର ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

କଲମପୁର: ସୋମବାର କଲମପୁର ବ୍ଲକ ଅଧିନସ୍ଥ ମୀନଗୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ସକାଳ ୮ଟାରୁ ଦିନ ସାଢେ ୧୨ଟା ପର୍ଯ୍ୟନ୍ତ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର…
Read More...

ପୂଜାର୍ଚ୍ଚନା କରି ପ୍ରଚାର ଅଭିଯାନ ଆରମ୍ଭ କଲେ ପ୍ରିୟଙ୍କା

ଭୋପାଳ: କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଛି। ସୋମବାର ମଧ୍ୟପ୍ରଦେଶ ଗସ୍ତରେ ଆସିଥିବା କଂଗ୍ରେସର ଜାତୀୟ ସାଧାରଣ…
Read More...

ଲଭ୍‌ ଜିହାଦ ପ୍ରସଙ୍ଗ : ପଙ୍କଜା-ଇନ୍ଦ୍ରେଶ ମୁହାଁମୁହିଁ

ଭୋପାଳ : ଲଭ-ଜିହାଦ ପ୍ରସଙ୍ଗରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି। ଜବଲପୁରରେ ଭାଜପାର ରାଷ୍ଟ୍ରୀୟ ସଚିବ ପଙ୍କଜା ମୁଣ୍ଡେ ଲଭ ଜିହାଦ ସହ ଜଡିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ପ୍ରେମ ହେଉଛି ପ୍ରେମ। ଏହାକୁ ସମ୍ମାନ…
Read More...

୧୩ରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’

ମାଡ଼ିଆସୁଛି ପୂର୍ବ କେନ୍ଦ୍ର ଆରବ ସାଗରରେ ବାତ୍ୟା ‘ବିପର୍ଯ୍ୟୟ’ । ଆସନ୍ତା ୧୩ ତାରିଖ ସକାଳେ ଗୁଜରାଟର ସୌରାଷ୍ଟ୍ର ଏବଂ ପାକିସ୍ତାନର କରାଚି ଉପକୂଳ ମଧ୍ୟରେ ବାତ୍ୟା ‘ବିପର୍ଯ୍ୟୟ’ ସ୍ଥଳଭାଗ ଛୁଇଁବ ବୋଲି ଆକଳନ…
Read More...

ଆଇନଜୀବୀଙ୍କୁ ଶ୍ରଦ୍ଧାଞ୍ଜଳି

ବଡମ୍ବା: ନରସିଂହପୁରର ବରିଷ୍ଠ ଆଇନଜୀବୀ ଭାଗିରଥି ମିଶ୍ରଙ୍କ ବିୟୋଗରେ ବଡ଼ମ୍ବାର ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି। ସ୍ୱର୍ଗତ ମିଶ୍ରଙ୍କୁ ସ୍ଥାନୀୟ ଓକିଲ ସଂଘ ତରଫରୁ ଅଦାଲତ ପରିସରରେ ଏବଂ ବ୍ଲକ କାର୍ଯ୍ୟାଳୟ…
Read More...

ସହକାରୀ ଯନ୍ତ୍ରୀ ଓ ବ୍ୟାଙ୍କ ସହାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଶ୍ରୀ ଭୂୟାଁଙ୍କର ଭୁବନେଶ୍ୱରର ସୌଭାଗ୍ୟ ନଗରସ୍ଥିତ ଘର ସମେତ ମୋଟ ୪ଟି…
Read More...

ଏନସିପିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ ଓ ସୁପ୍ରିୟା ସୁଲେ

ନୂଆଦିଲ୍ଲୀ : ବରିଷ୍ଠ ନେତା ପ୍ରଫୁଲ ପଟେଲ ଓ ସାଂସଦ ସୁପ୍ରିୟା ସୁଲେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ବୋଲି ଏନସିପିର ସଭାପତି ଶରଦ ପାୱାର ଘୋଷଣା…
Read More...

ଆଜି ପାଇଁ ୭ ଜିଲାକୁ ୟେଲୋ ୱାର୍ଣ୍ଣି ଜାରି

ଭୁବନେଶ୍ବର : ପ୍ରବଳ ଘଡ଼ଘଡ଼ି ଓ ପବନ ବର୍ଷା ସମ୍ଭାବନା ଥିବାରୁ ଆଜି ପାଇଁ ୭ ଜିଲାକୁ ୟେଲୋ ୱାର୍ଣ୍ଣି ପାଣିପାଗ ପକ୍ଷରୁ ଜାରି କରାଯାଇଛି।   ୟେଲୋ ୱାର୍ଣ୍ଣି ଜାରି କରାଯାଇଥିବା ଜିଲାଗୁଡ଼ିକ ହେଲା-ଗଜପତି,…
Read More...

ସୋମାଲିଆ ହୋଟେଲରେ ଆକ୍ରମଣ :  ୬ ନାଗରିକ ନିହତ, ୧୦ ଆହତ

ମୋଗାଡିଶୁ: ସୋମାଲିଆର ରାଜଧାନୀ ମୋଗାଡିଶୁର ଏକ ସମୁଦ୍ର କୂଳ ହୋଟେଲରେ ଇସଲାମବାଦୀ ଅଲ-ଶବାବ ଆତଙ୍କବାଦୀଙ୍କ ଆକ୍ରମଣରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଅଲ-କାଏଦା ସହ ଜଡିତ…
Read More...

‘ମନୋରମା ମହାପାତ୍ର ନାରୀସମାଜ ପାଇଁ ପ୍ରେରଣାର ଉତ୍ସ’

ଆଠଗଡ: ବିଶିଷ୍ଟ ସାରସ୍ବତ ସ୍ରଷ୍ଟା, ସମାଜସେବୀ, ପ୍ରବୀଣ ସାମ୍ବାଦିକ, ଓଜସ୍ୱିନୀ ବାଗ୍ମୀ ତଥା ଦୈନିକ ‘ସମାଜ’ର ପ୍ରାକ୍ତନ ସମ୍ପାଦକ ଡଃ ମନୋରମା ମହାପାତ୍ର ସମଗ୍ର ନାରୀଜାତି ପାଇଁ ପ୍ରେରଣାର ଉତ୍ସ ବୋଲି ଜନ୍ମମାଟି…
Read More...

ବାହାନଗାରେ ରହିବନି କୌଣସି ଟ୍ରେନ୍‌

ବାହାନଗା : ବାହାନଗା ରେଳ ଦୁର୍ଘଟଣା ନେଇ ସିବିଆଇ ତଦନ୍ତ ଚାଲୁଥିବାରୁ ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ୍ ରହିବ ନାହିଁ ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଜନସଂପର୍କ ଅଧିକାରୀ (ସିପିଆରଓ) ଆଦିତ୍ୟ ଚୌଧୁରୀ…
Read More...

ଗଛରୁ ପଡି ଯୁବକ ଗୁରୁତର

କଳାହାଣ୍ଡି : କଲମପୁର ବ୍ଲକ ଅଧିନସ୍ଥ ହାରାମାଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମ ଠାରେ ଆଜି ଭୋରରୁ ଘଟିଛି ଏକ ଅଘଟଣ। ଜଣେ ଯୁବକ ଆମ୍ବ ତୋଳିବାକୁ ଯାଇ ଗଛର ୨୦ଫୁଟ ଉଚ୍ଚରୁ ଆସି ପଡି ଗୁରୁତର ହେଇ…
Read More...

ମହାରାଷ୍ଟ୍ରରେ ସ୍ବାର୍ଥପର ରାଜନୀତି ଚାଲିଛି : ଶ୍ରୀକାନ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ ‘ସ୍ବାର୍ଥପର ରାଜନୀତି’ ଚାଲିଛି ବୋଲି ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ କହିଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ଏକନାଥ…
Read More...

ବୟସର ଅପରାହ୍ଣରେ ବି ସ୍ବାବଲମ୍ବୀ ଦିବ୍ୟାଙ୍ଗ ମୂଳାବତୀ

କଲ୍ୟାଣସିଂହପୁର : ବୟସର ଅପରାହ୍ଣରେ ଆତ୍ମନିର୍ଭରଶୀଳ ହେବା ଏତେ ସହଜ କଥା ନୁହେଁ। ଜୀବନର ଅଧାରୁ ଅଧିକ ବୟସ କେବଳ ଦୁଃଖ ସହିତ ଯୁଝି ଯୁଝି ବିତିଛି। ତଥାପି ସେ ହାର ମାନିନାହାନ୍ତି। ସେମିତି ଜଣେ ଦିବ୍ୟାଙ୍ଗ ୭୫ବର୍ଷ…
Read More...

ହତ୍ୟାକାରୀ ସାଜିଲେ ପୂଜକ

ହାଇଦ୍ରାବାଦ : ହାଇଦ୍ରାବାଦର ଶାମଶାହବାଦରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ପୂଜକ ଶ୍ରଦ୍ଧାଳୁଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମନ୍ଦିର ଯିବା ଆସିବା ମଧ୍ୟରେ ଜଣେ ଶ୍ରଦ୍ଧାଳୁଙ୍କ ସହ…
Read More...

ବିଦ୍ୟୁତ୍‌ ଆଘାତରେ ମାଆ ପୁଅ ମୃତ

ଖଇରା : ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ନାହୁଲ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସ୍ତ୍ରୀ ତିଳୋତ୍ତମା ଦାସ (୪୮) ଓ ପୁଅ ରାମଚନ୍ଦ୍ର ଦାସ (୨୮) ଆଜି ସକାଳେ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ ମା…
Read More...

ସାରା ରାଜ୍ୟରେ ପ୍ରବଳ ଗୁଳିଗୁଳି ଅବ୍ୟାହତ

ଭୁବନେଶ୍ବର : ସାରା ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଗୁଳିଗୁଳି ଜାରି ରହିଛି। ଏହା ଆଗାମୀ ୫ ଦିନ ଯାଏଁ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। ସୂଚନା…
Read More...

ଏହି କାରଣରୁ ଭଗବାନଙ୍କୁ ବିଶ୍ୱାସ କରୁ ନଥିବା ଚୀନ୍‌ର ଲୋକ ଏବେ ମନ୍ଦିର ମୁହାଁ – ମନ୍ଦିରମାନଙ୍କରେ ଲାଗୁଛି ଭିଡ

ବେଜିଂ - ଚୀନ୍‌ରେ କମ୍ୟୁନିଷ୍ଟ ଶାସନ । ସେଠାରେ ଅଧିକାଂଶ ଲୋକ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ । ଚୀନ୍‌ ବିଶ୍ୱର ଦ୍ୱିତୀୟ ବୃହତ୍ତ ଅର୍ଥନୀତି । ମାତ୍ର ଚୀନ୍‌ର ବିଭିନ୍ନ ମନ୍ଦିରରେ ଏବେ ଲୋକଙ୍କ ଭିଡ ଦେଖିବା…
Read More...

ସାପକୁ ମାରି ପୋଡିବା ମାମଲାରେ ଜଣେ ଗିରଫ

ଲକ୍ଷ୍ମୌ - ଉତ୍ତରପ୍ରଦେଶର ବଦାଉଁରେ ସାପକୁ ମାରି ପୋଡିବା ମାମଲାରେ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ବୁଧବାର ରାତିରେ ବିଶ୍ୱାଲି ନାମକ ଅଞ୍ଚଳରେ ଜୋହାଇବ ନାମକ ଦୋକାନୀ ଗୋଟିଏ ସାପକୁ ମାରି ଏହାର ଭିଡିଓ…
Read More...

୫-ଟି ସଚିବଙ୍କ ରାୟଗଡା ଜିଲା ଗସ୍ତ-ବିଜୁ ଏକ୍ସପ୍ରେସ ସଡ଼କ ଯୋଜନାରେ ୧୨୦୦ କୋଟି ମଞ୍ଜୁର 

ରାୟଗଡା: ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଦୁଇ ଦିନିଆ ରାୟଗଡା ଜିଲା ଗସ୍ତ ସମୟରେ ଜିଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି…
Read More...

ଉଚ୍ଚ ଶିକ୍ଷାମନ୍ତ୍ରୀରୁ ହଟିଲେ ରୋହିତ ପୂଜାରୀ, ଅତନୁ ସବ୍ୟସାଚୀଙ୍କୁ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର : ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ପଦ ହରାଇଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍…
Read More...

କାଳବୈଶାଖୀରେ ଜଣେ ମୃତ

କାମାକ୍ଷାନଗର : କାମାକ୍ଷାନଗର ଥାନା ନୂଆପାଣି ଗ୍ରାମରେ କଳାବୈଶାଖୀରେ ଜଣଙ୍କର ମୃତ୍ୟୁ ହୋଇଥିବାର  ଜଣାଯାଇଛି l ନୂଆପାଣି ଗ୍ରାମର ଅଚ୍ୟୁତ ଦିଆଣୀ ଗୁରୁବାର ଅପରାହ୍ନରେ ଟୋଲ ଗୋଟାଇବାକୁ ଯାଇଥିଲେ। ଅପରାହ୍ଣରେ…
Read More...

ଦିନ ୨ଟା ମୁଖ୍ୟ ଖବର

-ବାହାନଗା ରେଳ ଦୁର୍ଘଟଣା : ବାହାନଗା ଉଚ୍ଚବିଦ୍ୟାଳୟର ହେବ ପୁନଃନିର୍ମାଣ; ଆଦର୍ଶ ବିଦ୍ୟାଳୟ ଭାବେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ... -ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର…
Read More...

ବାହାହେଲେ ନିର୍ମଳା ସୀତାରମଣଙ୍କ କନ୍ୟା

ବେଙ୍ଗାଲୁରୁ : ଅତି ନିରାଡ଼ମ୍ବର ଭାବେ ବିବାହ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକାଲା ବାଙ୍ଗମୟୀ। ଏହି ବିବାହରେ କେବଳ କିଛି ସମ୍ପର୍କୀୟଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ କୌଣସି…
Read More...

ଗ୍ୟାଙ୍ଗଷ୍ଟାର ସଞ୍ଜୀବ ହତ୍ୟା ଘଟଣା : ୬ ପୁଲିସ୍‌ କର୍ମଚାରୀ ନିଲମ୍ବିତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଏକ ଅଦାଲତ ପରିସରରେ ଗ୍ୟାଙ୍ଗଷ୍ଟର ସଞ୍ଜୀବ ମାହେଶ୍ୱରୀ ଜେଭାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୬ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ (ସସ୍‌ପେଣ୍ଡ )କରାଯାଇଛି। ଏହି…
Read More...

ରେଳ ଦୁର୍ଘଟଣା :୬୬୧ ଜଣଙ୍କୁ ଦିଆସରିଲାଣି କ୍ଷତିପୂରଣ

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାର ଓ ଆହତଙ୍କୁ ମିଶାଇ ୬୬୧ ଜଣଙ୍କୁ କ୍ଷତିପୂରଣ ଦିଆସରିଲାଣି । ୩୩୧ ସାମାନ୍ୟ ଆହତ, ୧୫୦ ଗୁରୁତର ଆହତ ଏବଂ ମୃତକଙ୍କ ପରିବାରକୁ ୨୨.୬୬ କୋଟି ଟଙ୍କାର କ୍ଷତିପୂରଣ…
Read More...

ସପ୍ତାହେ ପରେ ସ୍ବାଭାବିକ ହେଲା ଟ୍ରେନ୍‌ ଚଳାଚଳ

ବାଲେଶ୍ବର : ବାହାନଗା ଟ୍ରେନ୍ ଦୁର୍ଘଟଣାର ସପ୍ତାହେ ପରେ ସ୍ବାଭାବିକ ହୋଇଛି ଟ୍ରେନ୍ ଚଳାଚଳ । ମରାମତି ଓ ପୁନରୁଦ୍ଧାର ପରେ ୪ଟି ଲେନରେ ଟ୍ରେନ୍ ଚଳାଚଳ କରୁଛି ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ବାହାନଗା ରେଳ…
Read More...

ଭଙ୍ଗାଗଲା ବାହାନଗା ଉଚ୍ଚ ବିଦ୍ୟାଳୟ

ବାହାନଗା : ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ଉଚ୍ଚବିଦ୍ୟାଳୟକୁ ଭଙ୍ଗାଯାଉଛି। ସ୍କୁଲ ପରିଚାଳନା କମିଟି ଉପସ୍ଥିତିରେ ଆଜି ସକାଳେ ବିଦ୍ୟାଳୟ ଘର ଭଙ୍ଗାଯାଇଛି। ଏଠାରେ ୨୦୦ରୁ ଊର୍ଦ୍ଧ୍ବ ଶବ…
Read More...