ରଥର ପାର୍ଶ୍ଵ ଦେବତାଙ୍କ ବିଷୟରେ ଜାଣିଵା

ତାଳଧ୍ୱଜ ରଥ ରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବତା
ସେମାନେ ହେଉଛନ୍ତି :
୧/. ବାଇଶି ଭୁଜ ନୃସିଂହ
୨. ପ୍ରଲମ୍ବାରୀ
୩. ଗଜାନ୍ତକ
୪. ଲକ୍ଷ୍ମଣ ଏବଂ ଅଙ୍ଗଦ
୫. କାର୍ତ୍ତିକେୟ
୬. ଶଙ୍କର୍ଷଣ/ବାସୁଦେବ
୭. ନାଟାମ୍ବର
୮. ନୃତ୍ୟରତ ଗଣପତି
୯. ବଳରାମ

ଦେବଦଳନ / ଦର୍ପଦଳନ ରଥ ରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବୀ
ସେମାନେ ହେଉଛନ୍ତି :

୧ .ବିମଳା
୨.ବନଦୁର୍ଗା
୩.ବାରାହି
୪.ଚାମୁଣ୍ଡା
୫.ଭୁବନେଶ୍ଵରୀ
୬.ହରଚଣ୍ଡୀ
୭.ଜୟଦୁର୍ଗା
୮.ସର୍ଵମଙ୍ଗଳା
୯.ଉଗ୍ରତାରାrathayatra parshwa devata

ନନ୍ଦିଘୋଷ ରଥ ରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବତା
ସେମାନେ ହେଉଛନ୍ତି :
୧. ପଞ୍ଚ ମୁଖୀ ମହାବୀର
୨. ହରିହର
୩. ମଧୁସୂଦନ
୪. ଗିରିଗୋବର୍ଦ୍ଧନ ଧାରୀ
୫. ପଣ୍ଡୁ ନୃସିଂହ
୬. ଚିନ୍ତାମଣି କୃଷ୍ଣ
୭. ନାରାୟଣ
୮. ରାବଣ ଛତ୍ରଭଙ୍ଗ
୯. ରାମ ଏବଂ ହନୁମାନ

Comments are closed.