www.samajalive.in
Monday, December 15, 2025
24.1 C
Bhubaneswar

 ରଥର ପାର୍ଶ୍ଵ ଦେବତାଙ୍କ ବିଷୟରେ ଜାଣିଵା

ତାଳଧ୍ୱଜ ରଥ ରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବତା
ସେମାନେ ହେଉଛନ୍ତି :
୧/. ବାଇଶି ଭୁଜ ନୃସିଂହ
୨. ପ୍ରଲମ୍ବାରୀ
୩. ଗଜାନ୍ତକ
୪. ଲକ୍ଷ୍ମଣ ଏବଂ ଅଙ୍ଗଦ
୫. କାର୍ତ୍ତିକେୟ
୬. ଶଙ୍କର୍ଷଣ/ବାସୁଦେବ
୭. ନାଟାମ୍ବର
୮. ନୃତ୍ୟରତ ଗଣପତି
୯. ବଳରାମ

ଦେବଦଳନ / ଦର୍ପଦଳନ ରଥ ରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବୀ
ସେମାନେ ହେଉଛନ୍ତି :

୧ .ବିମଳା
୨.ବନଦୁର୍ଗା
୩.ବାରାହି
୪.ଚାମୁଣ୍ଡା
୫.ଭୁବନେଶ୍ଵରୀ
୬.ହରଚଣ୍ଡୀ
୭.ଜୟଦୁର୍ଗା
୮.ସର୍ଵମଙ୍ଗଳା
୯.ଉଗ୍ରତାରାrathayatra parshwa devata

- Advertisement -

ନନ୍ଦିଘୋଷ ରଥ ରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବତା
ସେମାନେ ହେଉଛନ୍ତି :
୧. ପଞ୍ଚ ମୁଖୀ ମହାବୀର
୨. ହରିହର
୩. ମଧୁସୂଦନ
୪. ଗିରିଗୋବର୍ଦ୍ଧନ ଧାରୀ
୫. ପଣ୍ଡୁ ନୃସିଂହ
୬. ଚିନ୍ତାମଣି କୃଷ୍ଣ
୭. ନାରାୟଣ
୮. ରାବଣ ଛତ୍ରଭଙ୍ଗ
୯. ରାମ ଏବଂ ହନୁମାନ

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories