www.samajalive.in
Sunday, December 7, 2025
14.1 C
Bhubaneswar

ମଣିପୁରରେ ପୁଣି ହିଂସା : ଜୁଲାଇ ପହିଲା ପର୍ଯ୍ୟନ୍ତ ବଢ଼ିଲା ବିଦ୍ୟାଳୟ ଛୁଟି

ଇମ୍ଫାଲ : ମଣିପୁରରେ ମଙ୍ଗଳବାର ଥଙ୍ଗଜିଆଙ୍ଗରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ରରୁ ୧୫ରୁ ୨୦ ରାଉଣ୍ଡ ଗୁଳି ଚଳା ଯାଇଛି। ଏହି ଘଟଣାରେ ୟୁଏନଏଲଏଫ ସଙ୍ଗଠନର ୪ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ୍‌ଗୁଡ଼ିକର ଛୁଟି ଜୁଲାଇ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମେ ୪ରୁ ଏଠାରେ ବନ୍ଦ ହୋଇଥିବା ସ୍କୁଲଗୁଡିକ ୨୧ଜୁନରେ ଖୋଲା ଯାଇଥା’ନ୍ତା। ସେହିପରି ରାଜ୍ୟରେ ଇଣ୍ଟରନେଟ ସେବାକୁ ମଧ୍ୟ ଜୁନ ୨୫ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଅନ୍ୟ ପକ୍ଷରେ କେତେକ ଅଞ୍ଚଳରେ ସୀମିତ ଇଣ୍ଟରନେଟ୍‌ ସେବା ଯୋଗାଇବାକୁ ମଣିପୁର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories