ସାପ କାମୁଡ଼ାରେ ଦୁଇ ଭାଇ ମୃତ

ଦେବଗଡ଼ : ସାପ କାମୁଡ଼ାରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦେବଗଡ଼ରେ ଜାଙ୍ଗଲିକୁଦର ଗାଁରେ ଶୋଇଥିବା ବେଳେ ବିଷାକ୍ତ ଚିତି ସାପ ସାପ କାମୁଡ଼ିବାରୁ ଗୋଟିଏ ପରିବାରର ଦୁଇ ଜଣ…
Read More...

ସମ୍ପତ୍ତି ପାଇଁ ହତ୍ୟା : ପରିବାରର ୪ ଜଣଙ୍କୁ ହାଣିଲେ ଯୁବକ

କବିସୂର୍ଯ୍ୟନଗର : ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ବି ପର ହୋଇଯାଏ। ରାତିରେ ଶୋଇଥିବାବେଳେ ପରିବାରର ୪ ଜଣଙ୍କୁ କୁରାଢ଼ିରେ ହାଣି ପକାଇଛନ୍ତି ନୃଶଂସ ପୁଅ। ସୂଚନା ଅନୁସାରେ, ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା…
Read More...

ଦିନ ୧୦ଟା – ମୁଖ୍ୟ ଖବର

୧) ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ - ରାଷ୍ଟ୍ରପତି କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ୨) ୨୬ ତାରିଖରେ ପ୍ରଥମେ କଟକ ଚଣ୍ଡୀ ମନ୍ଦିରରେ ଦର୍ଶନ…
Read More...

ବଜ୍ରପାତରେ ମନ୍ଦିର ପୂଜକଙ୍କ ମୃତ୍ୟୁ ଅଭିଯୋଗ

ଆଠଗଡ: ମନ୍ଦିର ପୂଜା କରିବାକୁ ଯାଉଥିବା ସମୟରେ ବଜ୍ରପାତରେ ଜଣେ ପୂଜକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତକ ଜଣଙ୍କ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତର ନଡୁଆପଡା ଗ୍ରାମର ସୁବାସ…
Read More...

ପାରିଶ୍ରମିକ ଅର୍ଥ ନ ମିଳିଲେ ଅନଶନ କରିବେ ସ୍ୱୟଂ ସହାୟକ ଗୋଷ୍ଠୀ

ଆଠଗଡ: ବିଦ୍ୟୁତ ବିଭାଗରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଦ୍ୟୁତ ମିଟର ରିଡିଂ, ବିଦ୍ୟୁତ ଦେୟ ଆଦାୟ କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କର ଜମା (ସିକ୍ୟୁରିଟି) ଅର୍ଥ ଓ ବାକିଥିବା ପାରିଶ୍ରମିକ ଦୀର୍ଘ ଦିନ…
Read More...

ଆହୁରି ଛେଚିବ ୪ ଦିନ ; ୨୨ ଜିଲାକୁ ସତର୍କତା ଜାରି

ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି ଫଳରେ ଆଜିଠୁ ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୨୨ଟି ଜିଲାକୁ ସତର୍କ…
Read More...

ଅଭିନେତା ମନୋଜ ମିଶ୍ରଙ୍କୁ ଧମକ ବିରୋଧରେ ଟାଉନ ଥାନାରେ ଏତାଲା

ସମ୍ବଲପୁର : ସମ୍ବଲପୁରର ମୂଳ ନିବାସୀ ତଥା ଭୁବନେଶ୍ୱରରେ ରହୁଥିବା ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କୁ ଗାଳିଗୁଲଜ କରି ଧମକ ଦେବା ପ୍ରତିବାଦରେ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ କରାଯାଇଛି। ସମ୍ବଲପୁର ସାଂସ୍କୃତିକ ପରିଷଦ…
Read More...

କୁଲୁଥକାନୀ ଅଞ୍ଚଳର ସମସ୍ୟା ସମାଧାନ ଦାବି

ସମ୍ବଲପୁର : ସମ୍ବଲପୁରର କୁଲୁଥକାନୀ ଅଞ୍ଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବି ଅଞ୍ଚଳବାସୀ କରିଛନ୍ତି। ସୋମବାର ଅଞ୍ଚଳବାସୀ ଜିଲାପାଳଙ୍କୁ ପ୍ରଦାନ କରିଥିବା ଦାବି ପତ୍ର ଅନୁଯାୟୀ କୁଲୁଥକାନୀର ମାଉଲୀମା…
Read More...

ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୧୦ରୁ ଅଧିକ ଶ୍ରମିକ ଆହତ

ଜଳେଶ୍ବର : ବାଲେଶ୍ୱର ଜିଲା ଏନ୍‌ଏଚ୍‌-୧୬ର ନନ୍ଦିକା ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୧୦ ଜଣ ଶ୍ରମିକ ଆହତ…
Read More...

ରେଡିଓ ହୀରାଖଣ୍ଡକୁ ଜାତୀୟ ପୁରସ୍କାର

ସମ୍ବଲପୁର : ସମ୍ବଲପୁରରେ କାର୍ଯ୍ୟରତ କମ୍ୟୁନିଟି ରେଡିଓ ହୀରାଖଣ୍ଡ ରେଡିଓକୁ ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ୯ମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର…
Read More...

ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ

ରେଙ୍ଗାଲି : ସମ୍ବଲପୁର ଜିଲା ରେଙ୍ଗାଲି ପୁରୁଣା ପୋଷ୍ଟ ଅଫିସ ପାର୍ଶ୍ବ ଦେଇ ଭୀମନଗରକୁ ଯାଇଥିବା ରାସ୍ତାରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇ ଲୁଟେରା ଫେରାର୍ ହୋଇ ଯାଇଛି। ସୂଚନାଯୋଗ୍ୟ ସଙ୍ଗୀତାରାଣୀ ମିଶ୍ର…
Read More...

୨୭ ଜୁଲାଇ ପର୍ଯ୍ୟନ୍ତ ‘ଗୋ ଫାଷ୍ଟ’ର ଉଡାଣ ବାତିଲ

ନୂଆଦିଲ୍ଲୀ : ୨୭ ଜୁଲାଇ ପର୍ଯ୍ୟନ୍ତ ଗୋ ଫାଷ୍ଟର ଉଢ଼ାଣ ବାତିଲ ବୋଲି ଗୋ ଫାଷ୍ଟ ଏୟାରଲାଇନ୍ସ ଟ୍ବିଇଟ୍‌ କରି ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ପରିଚାଳନାଗତ ତ୍ରୁଟି କାରଣରୁ ୨୭ ଜୁଲାଇ ପର୍ଯ୍ୟନ୍ତ ‘ଗୋ ଫାଷ୍ଟ’…
Read More...

ବଦଳିଲା ଟ୍ବିଟର୍‌ର ଲୋଗୋ

ନ୍ୟୁୟର୍କ : ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରର ଲୋଗୋ ବଦଳା ଯାଇଥିବା ଜଣାପଡ଼ିଛି। ଏଣିକି ୱେବସାଇଟ୍‌ରେ ଏକ୍ସ.କମ୍‌ ଟାଇପ କଲେ ଟ୍ୱିଟର ପେଜ୍ ଖୋଲିବ ବୋଲି ଏଲନ ମସ୍କ ସୂଚନା ଦେଇଛନ୍ତି। ଟ୍ୱିଟର ପ୍ଲାଟଫର୍ମକୁ ଏକ…
Read More...

ଆରଆରଟିଏସ୍‌ ପାଇଁ ୪୧୫ କୋଟି ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ସୋମବାର ଦିଲ୍ଲୀ ସରକାରଙ୍କୁ ଦୁଇ ମାସ ମଧ୍ୟରେ ‘ରିଜୋନାଲ ରାପିଡ ଟ୍ରାଞ୍ଜିଟ୍‌ ସିଷ୍ଟମ’ (ଆରଆରଟିଏସ୍‌) ପାଇଁ ୪୧୫ କୋଟି ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)।…
Read More...

ରାଜ୍ୟସଭାରୁ ଆପ ସାଂସଦ ସଞ୍ଜୟ ସିଂହ ନିଲମ୍ବିତ

ନୂଆଦିଲ୍ଲୀ : ଆପ ସାଂସଦ ସଞ୍ଜୟ ସିଂଙ୍କୁ ରାଜ୍ୟସଭାର ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଆସାମରୁ ରାଜ୍ୟସଭା ଏମପି ଥିବା ସଞ୍ଜୟ ମଣିପୁର ଘଟଣାରେ ସରକାରଙ୍କୁ ଘେରିବା ଆରମ୍ଭ…
Read More...

ପ୍ରେମ ପାଇଁ ସୀମା ପାର ହେଲେ ଅଞ୍ଜୁ :ପାକିସ୍ତାନରୁ ଗିରଫ

ଜୟପୁର: ସୀମା ହାଇଦରର କାହାଣୀ ନୂଆ ମୋଡ଼ ନେଉଥିବାବେଳେ ଏବେ ପୁଣି ଏକ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି। ପ୍ରେମ ପାଇଁ ପ୍ରେମିକକୁ ଭେଟିବାକୁ ସବୁ ସରହଦ ଡେଇଁ ପାକିସ୍ତାନରେ ପହଞ୍ଚିଛନ୍ତି ରାଜସ୍ଥାନର ମହିଳା ଅଞ୍ଜୁ।…
Read More...

ପ୍ରଥମ ଥର କଟକ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

କଟକ: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ କଟକ ଆସୁଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ତିନିଦିନିଆ ଓଡିଶା ଗସ୍ତ ପୂର୍ବରୁ ଆଜି କାରକେଡ୍ ରିହରସେଲ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା…
Read More...

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ୨୫ରୁ ପୁଣି ଛେଚିବ

ଭୁବନେଶ୍ବର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି ବୋଲି…
Read More...

ପତ୍ନୀ ଓ ପୁଅକୁ ହତ୍ୟା , ଅଭିଯୁକ୍ତ ଗିରଫ

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡିଆରେ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ମଦ ପିଇ ୫ବର୍ଷର ପୁଅ ଓ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛନ୍ତି ଉମେଶ ନାୟକ। ସୂଚନା ଅନୁସାରେ, ଉମେଶ…
Read More...

ବମିଖାଲ ରେଳଧାରଣାରୁ ଦମ୍ପତିଙ୍କ ମୃତଦେହ ଜବତ

ଭୁବନେଶ୍ୱର: ବାଣୀବିହାର ଷ୍ଟେସନ ନିକଟସ୍ଥ ବମିଖାଲ ରେଳଧାରଣାରୁ ସୋମବାର ସକାଳୁ ଜିଆରପି ଏକ ଦମ୍ପତିଙ୍କ ମୃତଦେହ ଜବତ କରିଛି। ଦମ୍ପତିଙ୍କ ଘର କଟକରେ ହୋଇଥିବା ସୂଚନା ମିଳିଛି। ଉଭୟ ପାରିବାରିକ କଳହରୁ ଆତ୍ମହତ୍ୟା…
Read More...

ଅଧିକ ଓଜନ ଉଠାଇ ବଡିବିଲ୍ଡରଙ୍କ ମୃତ୍ୟୁ

ନୂଆଦିଲ୍ଲୀ - ବାଲିରେ ଥିବା ୟୁଟ୍ୟୁବର ତଥା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଥିବା ଜଷ୍ଟିନ ଭିକି ନିଜ ସାମର୍ଥ୍ୟଠାରୁ ଅଧିକ ଓଜନ ଉଠାଇବାରୁ , ତାଙ୍କର ମୃତ୍ୟୁ ହୋଇଛି । ଜଷ୍ଟିନ ଭିକି ଏକ ଜିମ୍‌ରେ ୨୧୦ କିଲୋ ଓଜନ…
Read More...

ୟୁଟିଆଇ ମ୍ୟୁଚୁଆଲ୍‌ ଫଣ୍ଡ୍‌ ପକ୍ଷରୁ ୟୁଟିଆଇ ବାଲାନ୍ସଡ୍‌ ଆଡ୍‌ଭାଟେଂଜ୍‌ ଫଣ୍ଡ୍‌ ଉନ୍ମୋଚିତ

ଭୁବନେଶ୍ୱର: ନିବେଶକମାନଙ୍କୁ ସଂପତି ଆବଟଂନ ସମାଧାନ ପ୍ରଦାନ କରିବା ଲକ୍ଷ୍ୟ ନେଇ ୟୁଟିଆଇ ମ୍ୟୁଚୁଆଲ୍‌ ଫଣ୍ଡ୍‌ ପକ୍ଷରୁ ଚଳିତ ମାସ ୨୧ ତାରିଖରେ ୟୁଟିଆଇ ବାଲାନ୍ସଡ୍‌ ଆଡ୍‌ଭାଟେଂଜ୍‌ ଫଣ୍ଡ୍‌ର ଶୁଭାରମ୍ଭ କରାଯାଇଛି ।…
Read More...

ପୃଥିବୀକୁ ଆସିବ ମଙ୍ଗଳଗ୍ରହର ପୁରାତନ ନଦୀର ପଥର- ନମୁନା ସଂଗ୍ରହ କଲା ନାସାର ରୋବଟିକ୍‌ ରୋଭର

ନ୍ୟୁୟର୍କ- ଏବେ ମଙ୍ଗଳ ଗ୍ରହରେ ନାସାର ପର୍ସବିରନ୍ସ ରୋଭର କାର୍ଯ୍ୟରତ । ନାସାର ବୈଜ୍ଞାନିକମାନଙ୍କୁ ଏହା ପ୍ରତିଦିନ ନୂଆ ନୂଆ ତଥ୍ୟ ପ୍ରଦାନ କରୁଛି । ଏହାର ଛ'ଟି ଚକ ଥିବା ରୋବଟିକ୍‌ ରୋଭର ମଙ୍ଗଳ ପୃଷ୍ଟରେ ଭ୍ରମଣ…
Read More...

ଆପଲ୍‌ ଆଇଫୋନ୍‌ ୧୫ର ବଜାର ପ୍ରବେଶ ତଥ୍ୟ ସହ ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ - ଆପଲ୍‌ ଆଇଫୋନ୍‌କୁ ଏହାର ସ୍ୱତନ୍ତ୍ର ସୁରକ୍ଷା ତଥା ଅନ୍ୟ ବିଶେଷତ୍ୱ ଯୋଗୁଁ ଫୋନ୍‌ ବ୍ୟବହାରକାରୀମାନେ ବେଶ୍‌ ପସନ୍ଦ କରନ୍ତି । ଏବେ ଭାରତରେ ଆପଲ୍‌ ଆଇଫୋନ୍‌ର ଉତ୍ପାଦନ ହେଉଛି ।ଚଳିତ ବର୍ଷ ଆପଲ୍‌…
Read More...

ଜାଣନ୍ତୁ କ’ଣ ହେଉଛି ରାଇଜ୍‌ ହାଇଡ୍ରୋପୋନିକ ବଗିଚା, ଘର ଭିତରେ ଆପ୍‌ ସାହାଯ୍ୟରେ ବଢୁଛି ଗଛ

ନୂଆଦିଲ୍ଲୀ - ଅନେକ ଲୋକଙ୍କର ଘର ଭିତରେ ବିଭିନ୍ନ ଗଛ ଲଗାଇବାର ସଉକ ହୋଇଥାଏ । ମାତ୍ର ଏବେ ସହରମାନଙ୍କରେ ବାଲକୋନି କିମ୍ବା ଛାତ ଉପର ବ୍ୟତୀତ ଅନ୍ୟ ସ୍ଥାନରେ ଗଛ ଲଗାଇବା କଷ୍ଟକର ବ୍ୟାପାର । କାହଁ କେତେକାଳରୁ ମଣିଷ ଫଳ…
Read More...

ମଣିପୁର ଘଟଣା : କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଭୋପାଳ : ମଣିପୁରର ୨ ମହିଳାଙ୍କୁ ରାସ୍ତାରେ ଟଣାଓଟରା କରି ନେବା ଘଟଣାର ଭିଡିଓ ପ୍ରଘଟ ଘଟଣାରେ କେନ୍ଦ୍ର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ଘଟଣା ସମଗ୍ର ମାନବ ଜାତି ପାଇଁ ଅପମାନ ।…
Read More...

ସୁଲତା ଦେଓ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ

ନୂଆଦିଲ୍ଲୀ: ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ନୂଆ ଦାୟିତ୍ବ ମିଳିଥିବା ଜଣାପଡ଼ିଛି। ତାଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ କରାଯାଇଥିବା ଜଣାପଡ଼ିଛି।
Read More...

ମନି ଲଣ୍ଡରିଂ ମାମଲା : ସାଂସଦ ସଞ୍ଜୟ ରାଉତଙ୍କ ବନ୍ଧୁ ଗିରଫ

ନୂଆଦିଲ୍ଲୀ : ଶିବସେନା ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତଙ୍କ ବନ୍ଧୁ ବ୍ୟବସାୟୀ ସୁଜିତ ପାଟକରଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଥିବା ଜଣାପଡ଼ିଛି। ଜମ୍ବୁରେ କୋଭିଡ-୧୯ ଚିିକିତ୍ସା କେନ୍ଦ୍ର ପ୍ରତିଷ୍ଠା…
Read More...

ମଣିପୁର ଘଟଣା : ଦୋଷୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଇମ୍ଫାଲ : ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ କହିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ…
Read More...

ପରିବେଶବିତ ପଦାରବିନ୍ଦ ମହାପାତ୍ରଙ୍କ ସ୍ମୃତି ସମାରୋହ

- ସମାଜସେବୀ ଦମ୍ପତିଙ୍କୁ ‘ପଦାରବିନ୍ଦ ସ୍ମୃତି ସମ୍ମାନ’ ଭୁବନେଶ୍ବର,: ଆଉ ବହୁନି ବସନ୍ତର ମୃଦୁ ମଳୟ। ହଜି ଗଲାଣି ହେମନ୍ତ ଆଉ ଶରତ। ବିଶେଷକରି ଋତୁଚକ୍ରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ବହିରେ ରହି ଯାଇଛି ୬…
Read More...

ଭାରତୀୟ ୟୁପିଆଇ ବିଷୟରେ ଅନୁଧ୍ୟାନ କରିବ ଆନ୍ତର୍ଜାତୀୟ ଡାକ ନେଟୱାର୍କ

ନୂଆଦିଲ୍ଲୀ : ବିଭିନ୍ନ ଦେଶ ମଧ୍ୟରେ ଆର୍ଥିକ ନେଣଦେଣ ପାଇଁ ଆନ୍ତର୍ଜାତୀୟ ଡାକ ନେଟୱାର୍କରେ ଭାରତୀୟ ୟୁପିଆଇ ବ୍ୟବହାର ବାବଦରେ ଅନୁଧ୍ୟାନ କରାଯିବ ବୋଲି ୟୁନିଭରସାଲ ପୋଷ୍ଟାଲ ନେଟୱାର୍କର ମହାନିର୍ଦେଶକ ମାସାହିକ…
Read More...

ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡିଲା

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା କଦମ ଦ୍ୱାରସାହିର ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏହି ବର୍ଷାରେ ଲଚ୍ଛମା କରକରିଆ ଓ ବାଳମୁଣ୍ଡି ଭତ୍ରା ଦୁଇ ଭଉଣୀଙ୍କ ଘରର ମାଟି କାନ୍ଥ…
Read More...

ବୈବାହିକ ବଳାତ୍କାର ମାମଲା : ବିଚାର କରିବେ ୩ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ : ବୈବାହିକ ବଳାତ୍କାରକୁ ଅପରାଧ ବୋଲି ଘୋଷଣା କରିବା ସମ୍ବନ୍ଧୀୟ ଆବେଦନଗୁଡ଼ିକର ଖୁବ ଶୀଘ୍ର ସୁପ୍ରିମକୋର୍ଟରେ ଶୁଣାଣି ହେବ ବୋଲି ଜଣାପଡ଼ିଛି। ଏନେଇ ସିଜେଆଇ କହିଛି ଏହି ମାମଲାଗୁଡ଼ିକ ୩ ଜଣିଆ ଖଣ୍ଡପୀଠଙ୍କ…
Read More...

ଅଭୟ ଚୌଟାଲାଙ୍କୁ ହତ୍ୟା ଧମକ

ଚଣ୍ଡିଗଡ : ହରିୟାଣାର ଭାରତୀୟ ଜାତୀୟ ଲୋକଦଳ ପାର୍ଟି ମହାସଚିବ ତଥା ବିଧାୟକ ଅଭୟ ଚୌଟାଲାଙ୍କୁ ଏକ ବିଦେଶୀ ନମ୍ବରରୁ ହତ୍ୟା ଧମକ ଦିଆଯାଇଥିବା ସୂଚନା ମିଳିଛି। ତାଙ୍କ ବ୍ୟକ୍ତିଗତ ସଚିବଙ୍କ ପାଖରେ ରଖାଯାଇଥିବା ମୋବାଇଲ…
Read More...

ଓକିଲଙ୍କ ଜରିଆରେ ନୁହେଁ, ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳି ଓକିଲ ଜରିଆରେ ହାଜର ହେବାକୁ ଆବେଦନ କରିଥିଲେ। ଏହି ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ଓକିଲ ଜରିଆରେ ନୁହେଁ, ନିଜେ ହାଜର ହେବାକୁ…
Read More...

କେନ୍ଦୁପତ୍ର ହିତାଧିକାରୀଙ୍କ ପାଇଁ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା

ଭୁବନେଶ୍ୱର: ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ଦ୍ୱାରା ୮ ଲକ୍ଷରୁ…
Read More...

ମେମୁ ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା, ୨ ରେଳ କର୍ମଚାରୀ ନିଲମ୍ବିତ

ନୀଳଗିରି: ନୀଳଗିରି ରୋଡ୍ ଷ୍ଟେସନରେ ମେମୁ ଟ୍ରେନ୍ ପଶି ଆସିବା ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ୨ ଜଣ ରେଳ କର୍ମଚାରୀ ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ନୀଳଗିରି ରୋଡ୍ ଷ୍ଟେସନ୍‌ ମ୍ୟାନେଜର…
Read More...

୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ବେଙ୍ଗାଲୁରୁ : ୫ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) । ଗିରଫ ହୋଇଥିବା ଆତଙ୍କବାଦୀ ହେଲେ ସୟଦ ସୁହେଲ, ଉମର, ଜାନିଦ, ମୁଦାସିର ଏବଂ ଜାହିଦ ବୋଲି ଚିହ୍ନଟ କରାଯାଇଛି।…
Read More...

ବଦଳିଲା ୟୁପିଏର ନାମ ; ଜାଣନ୍ତୁ କ’ଣ ହେଲା ନାମ

ନୂଆଦିଲ୍ଲୀ: ୟୁନାଇଟେଡ୍‌ ପ୍ରୋଗ୍ରେ‌ସ୍‌ ଆଲିଆନ୍ସ (ୟୁପିଏ)ର ନାମ ପରିବର୍ତ୍ତନ ହୋଇ ଇଣ୍ଡିଆ ରଖାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ବୈଠକରେ ୟୁପିଏର ନୂଆ ନାମ…
Read More...

ଇ-ସିଗାରେଟ ବିକ୍ରୟ କରୁଥିବା ୧୫ ୱେବସାଇଟକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୋଟିସ୍‌

ନୂଆଦିଲ୍ଲୀ : ଇ-ସିଗାରେଟ ବିକ୍ରୟ କରୁଥିବା ୧୫ଟି ୱେବସାଇଟକୁ ନୋଟିସ ପଠାଇ ବିଜ୍ଞାପନ ତଥା ଉତ୍ପାଦ ବିକ୍ରୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ସୂଚନାନୁସାରେ, ସୋସିଆଲ ମିଡିଆରେ…
Read More...

ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲ

ନୂଆଦିଲ୍ଲୀ : ମଙ୍ଗଳବାର ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲର ଉଦ୍ଦେଶ୍ୟ ହେଉଛି ପ୍ରାୟ ୪୫ ଦିନ ମଧ୍ୟରେ ସାହାରା ଗୋଷ୍ଠୀର ୪ଟି ସହକାରୀ ସମିତିରେ ଜମା…
Read More...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍‌

ନୀଳଗିରି : ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲ। ମେମୁ ଟ୍ରେନ। ଭଦ୍ରକ ଖଡଗପୁର ମେମୁ ଟ୍ରେନ ନୀଳଗିରି ରୋଡ ଷ୍ଟେସନ ପୂର୍ବରୁ ଟ୍ରାକ ଖସିବା ପୂର୍ବରୁ ଅଟକିଲ। । ଟ୍ରାକରୁ ଶହେ ମିଟର ପୂର୍ବରୁ ଅଟକିଲ। । ଲୋକୋ…
Read More...

ସୋନିଆ ହେବେ ବିରୋଧୀ ସାମ୍ମୁଖ୍ୟର ଅଧ୍ୟକ୍ଷ, ନୀତୀଶ ସଂଯୋଜକ !

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀ ଦଳର ବୈଠକରେ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ବୈଠକର ଦ୍ୱିତୀୟ ଦିନରେ ଶରଦ ପାୱାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ମିଳିଥିବା ସୂଚନା…
Read More...

ମୃତ ବ୍ୟକ୍ତିଙ୍କ ନାମରେ ଆବାସ କାର୍ଯ୍ୟାଦେଶ

ଆଠଗଡ : ଆଠଗଡ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ବିଜେପି ନେତା ଅଭୟ କୁମାର ବାରିକ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ : ଆଜି କେରଳରେ ଛୁଟି ଘୋଷଣା

ନୂଆଦିଲ୍ଲୀ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମନ ଚାଣ୍ଡିଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସୂଚନା ଅନୁସାରେ, ସେ କିଛିଦିନ ଧରି…
Read More...

ମାନହାନୀ ମାମଲା : ତତ୍କାଳ ଶୁଣାଣି ପାଇଁ କୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ : ମାନହାନି ମାମଲାରେ ରାହୁଲଙ୍କୁ ଦଣ୍ଡାଦେଶ ମାମଲାରେ ଆସନ୍ତା ୨୧ ତାରିଖରେ ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ମୋଦି ସାଙ୍ଗିଆ ମାନହାନି ମାମଲାରେ ଗୁଜରାଟ କୋର୍ଟ…
Read More...

ଡିସେମ୍ବରରେ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

ସମ୍ବଲପୁର : ଆସନ୍ତା ଡିସେମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ହରିଦ୍ୱାରର ଶାନ୍ତିକୁଞ୍ଜ ଆଶ୍ରମର ତତ୍ତ୍ୱାବଧାନରେ ରେମେଡ଼ ଠାରେ ନବ ଚେତନା ଜାଗରଣ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ। ଏହି ଯଜ୍ଞରେ ଦେବ…
Read More...

ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମଳନୀ

ସମ୍ବଲପୁର :  ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମଳନୀ କରି ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟରେ ରାଜନୈତିକ ସଭା କରି ଏବେ ଚର୍ଚ୍ଚାରେ। ପୂର୍ବରୁ ସରକାରୀ କଳର ଅପ ବ୍ୟବହାର…
Read More...

ଅଭିଯୋଗ ସତ୍ତ୍ବେ ନାଳ ସମସ୍ୟା ଦୂର ହେଉନି : ଅସରାଏ ବର୍ଷାରେ ସହର ଜଳାର୍ଣ୍ଣବ

ସମ୍ବଲପୁର : ସମ୍ବଲପୁର ଅଞ୍ଚଳରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୨୭ ମିମିରୁ ଅଧିକ ବର୍ଷା ହୋଇଥିବା ବେଳେ ସହରବାସୀ କୁତ୍ରିମ ବନ୍ୟାରେ ଉବୁଡୁବୁ ହୋଇଛନ୍ତି। ନିଗମ ଓ ଜିଲା ପ୍ରଶାସନର ପ୍ରହସନ ଯୋଗୁଁ ବିଗତ ୧୦ ବର୍ଷରୁ…
Read More...

୪ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଜାମ୍ମୁ କାଶ୍ମୀରରେ ମିଳିତ ଅପରେସନରେ ସୁରକ୍ଷା ବାହିନୀ ଦ୍ୱାରା ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ପୁଞ୍ଚର…
Read More...

ଦେଖନ୍ତୁ ଭିଡିଓ- ବିହାରରେ ଚୋର ଲକର୍‌ ଖୋଲି ନପାରି ବ୍ୟାଙ୍କ ପୋଡିଦେଲେ

ପାଟଣା - ବିହାରରେ ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ଏକ ବ୍ୟାଙ୍କରେ ଚୋରମାନେ ଚୋରି କରିବାପାଇଁ ପଶିଥିଲେ । ସେଠାରେ ଥିବା ଲକର ଖୋଲି ଟଙ୍କା ଏବଂ ସୁନା ନେବା ପାଇଁ ଯୋଜନା କରିଥିଲେ । ବହୁ ସମୟ ଧରି ଚୋରମାନେ ଲକର…
Read More...

ବିଲେଇଙ୍କୁ ବ୍ୟାପୁଛି ବର୍ଡଫ୍ଲୁ – ପୋଲାଣ୍ଡରେ ଏବେ ଚିନ୍ତାର କାରଣ

ଓ୍ୱାରସ - ପୋଲାଣ୍ଡରେ ଏବେ ବିଲେଇଙ୍କ ମଧ୍ୟରେ ବାର୍ଡଫ୍ଲୁ ଚିହ୍ନଟ ହୋଇଛି । ବହୁ ସଂଖ୍ୟାରେ ବିଲେଇ ଏବେ ଏଚ୍‌ଫାଇଭ୍‌ଏନ୍‌ଓ୍ୱାନ ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଗତମାସରେ ପୋଲାଣ୍ଡରେ ବହୁ ସଂଖ୍ୟାରେ…
Read More...

ବିରୋଧୀ ଦଳ ବୈଠକରେ ଯୋଗଦେବେ ଶରଦ ପାୱାର

ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ବସିବାକୁ ଥିବା ୟୁପିଏ ବୈଠକରେ ଏନସିପି ସୁପ୍ରିମୋ ଶରଦ ପାୱାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି। ମିିଳିଥିବା ସୂଚନା ଅନୁସାରେ ସୋମବାର ଠାରୁ ବେଙ୍ଗାଲୁରୁରେ ହେବାକୁ…
Read More...

ବିଜେପିରେ ମିଶିଲେ ଦାରା ସିଂ ଚୌହାନ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି(ଏସପି) ବିଧାୟକ ଦାରା ସିଂ ଚୌହାନ ସୋମବାର ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମୁଖ୍ୟାଳୟରେ ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ସିଂ ଚୌଧୁରୀ…
Read More...

ୟୁନିଟ୍ ୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଛାତ୍ରୀ ଓ ଅଭିଭାବକଙ୍କ ଧାରଣା

ଭୁବନେଶ୍ବର: ୟୁନିଟ୍ ୯ବାଳିକା ବିଦ୍ୟାଳୟକୁ ୟୁନିଟ୍ ୯ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି। ଖୋର୍ଦ୍ଧା ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ଏନେଇ ସୁପାରିସ କରାଯାଇଛି ବୋଲି…
Read More...

ଫ୍ଲିପକାର୍ଟ କମ୍ପାନୀଙ୍କୁ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚୁନା ଲଗାଇ ୩ କର୍ମଚାରୀ ଗିରଫ

ବୌଦ୍ଧ : ଅନଲାଇନ ବ୍ୟବସାୟରେ ସଫଳ ହୋଇପାରିଥିବା ଫ୍ଲିପକାର୍ଟ କାମ୍ପାନୀକୁ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚୁନା ଲଗାଇ କମ୍ପାନୀର ୩ ଜଣ କର୍ମଚାରୀ ବୌଦ୍ଧ ପୁଲିସ ଦ୍ୱାରା ଗିରଫ ହେବା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା…
Read More...

ଓଟିପି ସେୟାରିଂ ମାମଲା : ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ୍

ଭୁବନେଶ୍ବର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ହୋଇଥିବା ପଠାଣି ସାମନ୍ତକୁ ପଶ୍ଚିମବଙ୍ଗ ଏସଟିଏଫ୍ ଆସନ୍ତାକାଲିଠାରୁ ୫ ଦିନିଆ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, ସିଲିଗୁଡ଼ି…
Read More...

ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ

ଭୋପାଳ : ମଧ୍ୟ ପ୍ରଦେଶର ଭୋପାଲରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଏକ କୋଚ୍‌ର ବ୍ୟାଟେରୀ ବକ୍ସରେ ସୋମବାର ସକାଳେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ଏଥିରେ ଯାତ୍ରୀଙ୍କର କୌଣସି କ୍ଷତି…
Read More...

କେଦାରନାଥ ଧାମରେ ଫଟୋ ଉଠାଇବା ମନା

ରୁଦ୍ରପ୍ରୟାଗ : ଏଣିକି କେଦାରନାଥ ଧାମ ଭିତରେ କେହି ଶ୍ରଦ୍ଧାଳୁ ଫଟୋ ଉଠାଇ ପାରିବେ ନାହିଁ ବୋଲି ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ପକ୍ଷରୁ ଜଣାପଡ଼ିଛି। ସୂଚା ଅନୁସାରେ, ଏଣିକି କେଦାରନାଥ ମନ୍ଦିର ପରିସରରେ…
Read More...

ନକଲି ଡାକ୍ତର ଗିରଫ; ନିଜକୁ ଏମ୍‌ସ ଡାକ୍ତର ବୋଲି କହି କରିଥିଲେ କ୍ଲିନିକ୍‌

ଭୁବନେଶ୍ବର : ପାଠ ପଢ଼ିଛନ୍ତି ଯୁକ୍ତ ଦୁଇ। କିନ୍ତୁ ନିଜକୁ କହୁଥିଲେ ଦିଲ୍ଲୀ ଓ ଭୁବନେଶ୍ୱର ଏମ୍‌ସର ଅଭିଜ୍ଞ ଡାକ୍ତର। ବିଭିନ୍ନ ସ୍ଥାନରେ କ୍ଲନିକ କରି ରୋଗୀଙ୍କୁ ଦେଖି ରୋଜଗାର କରୁଥିଲେ ମୋଟା ଅଙ୍କର ଟଙ୍କା ରୋଜଗାର।…
Read More...

ଖାଉଟି ଅଦାଲତର ନିର୍ଦେଶ : ୪୦ ହଜାର ଟଙ୍କା ଗଣିବ ଡାକ ବିଭାଗ

ଫୁଲବାଣୀ :ଡାକ ବିଭାଗକୁ ପଡ଼ିଛି ମହଙ୍ଗା। ଡାକ ବିଭାଗ ଗ୍ରାହକଙ୍କୁ ଏକାଥରକେ ଗଣିବ ଏବେ ୪୦,୦୦୦ ଟଙ୍କା । ଡାକ ବିଭାଗ ସେବା ଯୋଗାଇବା ନାଁରେ ଅବହେଳା କରି ଗ୍ରାହକଙ୍କୁ ଠକିଥିବା ନେଇ ଏକ ଘଟଣା ସାମ୍ନାକୁ ଆସିଛି। ସୂଚନା…
Read More...

ଟ୍ୱିଟର ଆକାଉଣ୍ଟରୁ ରୋଜଗାର ହେଉଛି ଲକ୍ଷ ଲକ୍ଷ ଟଙ୍କା – ଆରମ୍ଭ ହେଲା ଏପରି ବ୍ୟବସ୍ଥା

ନୂଆଦିଲ୍ଲୀ - ଟ୍ୱିଟର ଆକାଉଣ୍ଟରେ ଏବେ ଟଙ୍କା ରୋଜଗାର ହୋଇପାରୁଛି । ଟେକ୍‌ ନ୍ୟୁଜ୍‌ ଏଜେନ୍ସି ଏନଗ୍ୟାଜେଟ୍‌ { engadget ) ର ଖବର ଅନୁସାରେ ଟ୍ୱିଟରେ ବ୍ଲୁଟିକ୍‌ ପାଇଥିବା କ୍ରିଏଟର ଟଙ୍କା ରୋଜଗାର କରିପାରୁଛନ୍ତି ।…
Read More...

ଲଦାଖ- ବଫର ଜୋନ୍‌ରେ ତମ୍ବୁ ଟାଣିଲା ଚୀନ୍‌ ସେନା, ଭାରତୀୟ ସେନାର ବିରୋଧ ପରେ ହଟାଇଲା

ନୂଆଦିଲ୍ଲୀ - ବିଭିନ୍ନ ସମୟରେ ସୀମାରେ ଚୀନ୍‌ ଏବଂ ଭାରତୀୟ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ଚୀନ୍‌ ସେନା ସୀମା ମଧ୍ୟରୁ ଅନୁପ୍ରବେଶ କରି କବଜା କରିବା ପାଇଁ ଚେଷ୍ଟା କରୁଛି । ଲଦାଖରେ ଚୀନ୍‌…
Read More...

ଏବେ ଟ୍ୱିଟର ଦେବ ଟଙ୍କା – ଏଲନ ମସ୍କ କରିଛନ୍ତି ଏହି ଘୋଷଣା

ନୂଆଦିଲ୍ଲୀ - ପୂର୍ବରୁ ୟୁଟ୍ୟୁବ ଏବଂ ଫେସ୍‌ବୁକ୍‌ରୁ କ୍ରିଏଟର୍‌ ମାନେ ଅର୍ଥ ରୋଜଗାର କରୁଛନ୍ତି । ଏପରିକି ଟିକ୍‌ଟକ୍‌ ସହ ଅନ୍ୟ କେତକ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ଏବେ କ୍ରିଏଟର ମାନଙ୍କୁ ଆୟର ପନ୍ଥା ଦେଇଛନ୍ତି ।…
Read More...

ଭାରତରେ ୨୦ ଲକ୍ଷ ଟଙ୍କାରେ ମିଳିବ ଟେସ୍ଲା ଇଲେକ୍ଟ୍ରିକ କାର୍‌

ନୂଆଦିଲ୍ଲୀ - ଭାରତରେ ଏଲନ୍‌ ମସ୍କ ଟେସ୍ଲାର ଇଲେକ୍ଟ୍ରିକ୍‌ କାର ଉତ୍ପାଦନ କରିବେ ବୋଲି ସୂଚନା ଦେଇଛନ୍ତି । ଏଥିପାଇଁ ଟେସ୍ଲାର ପ୍ଲାଣ୍ଟ ସ୍ଥାପନ କରାଯିବ । ଆମେରିକା ବଜାରରେ ୩୫ ଲକ୍ଷ ଟଙ୍କାରେ ମିଳୁଥିବା ଟେସ୍ଲା…
Read More...

ଆଜମ ଖାନଙ୍କ ୱାଇ କ୍ୟାଟେଗୋରି ସିକ୍ୟୁରିଟି ପ୍ରତ୍ୟାହାର

ଲକ୍ଷ୍ନୌ : ସମାଜବାଦୀ ପାର୍ଟିର ମୁଖ୍ୟ ତଥା ବରିଷ୍ଠ ନେତା ଆଜମ ଖାନଙ୍କୁ ଦିଆଯାଇଥିବା ୱାଇ ବର୍ଗ ସିକ୍ୟୁରିଟିକୁ ଉତ୍ତରପ୍ରଦେଶ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଲକ୍ଷ୍ନୌ ସୁରକ୍ଷା ମୁଖ୍ୟାଳୟରୁ ପାଇଥିବା ଏକ ଚିଠି…
Read More...

ସ୍ବାମୀର ପନିକି ଚୋଟରେ ସ୍ତ୍ରୀ ମୃତ

ସୋସୋ : ପାରିବାରିକ କଳହ କାରଣରୁ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପନିକିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ସୋସୋ ଥାନା ଅନ୍ତର୍ଗତ ବଣିଆହୁଡ଼ି ଗାଁରେ। ମୃତ…
Read More...

ନନ୍ଦନକାନନରେ ‘ସାରା’ ଅସୁସ୍ଥ

ଭୁବନେଶ୍ବର: ନନ୍ଦନକାନନରେ ବାଘୁଣୀ ‘ସାରା’ ରକ୍ତ ହୀନତା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସ୍ବତନ୍ତ୍ର ଭାବେ ତାର ଚିକିତ୍ସା କରାଯାଉଛି । ସାରାକୁ ୧୭ ବର୍ଷ ହୋଇଥିବାବେଳେ ବୟସାଧିକ କାରଣରୁ ସେ ରୋଗାକ୍ରାନ୍ତ…
Read More...

ବାହାନଗା ରେଳ ଦୁର୍ଘଟଣା : ଆଉ ୧୦ଜଣଙ୍କୁ ସିବିଆଇର ସମନ

ବାଲେଶ୍ବର: ବାହନଗା ଟ୍ରେନ ଦୁର୍ଘଟଣା ଘଟଣାରେ ଆଉ ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସିବିଆଇର ସମନ ହୋଇଥିବା ଜଣାପଡ଼ିଛି। ଅନ୍ୟ କିଛି କର୍ମଚାରୀଙ୍କୁ ପଚରାଉଚରା କରି ସିବିଆଇ ଛାଡ଼ିଦେଇଥିବା ସୂଚନା ମିଳିଛି । ଗିରଫ ତିନି…
Read More...

ଶପଥ ନେଲେ ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଉଜ୍ଜଲ ଭୂୟାଁ ଏବଂ ଜଷ୍ଟିସ ଏସ.ଭେଙ୍କଟନାରାୟଣ ଭଟ୍ଟୀ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ତାଙ୍କୁ ଶପଥ ପାଠ କରାଇଛନ୍ତି। ବିଚାରପତି ଶ୍ରୀ…
Read More...

ନବଙ୍କୁ ହତ୍ୟା କରିବାକୁ ସମଲେଇ ମନ୍ଦିରରେ ଲଣ୍ଡା ହୋଇଥିଲା ଗୋପାଳ

ଭୁବନେଶ୍ବର : ନବ ଦାସଙ୍କୁ ହତ୍ୟା କରିବା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ ଶହ ପୃଷ୍ଠାର ଚାର୍ଜସିଟରେ ଏପରି ଚାଞ୍ଚଲ୍ୟକର ତଥ୍ୟ ଉଲ୍ଲେଖ ରହିଛି। ଚାର୍ଜସିଟ୍‌…
Read More...

ଯମୁନା ଜଳସ୍ତର ବୃଦ୍ଧି; ଆରଟିଓ ସମେତ ଦିଲ୍ଲୀର ଆଖପାଖ ଅଞ୍ଚଳ ଜଳମଗ୍ନ

ନୂଆଦିଲ୍ଲୀ : ଦିଲ୍ଲୀରେ ଯମୁନାର ଜଳସ୍ତର ବୃଦ୍ଧି ପାଉଛି। ଏହି କାରଣରୁ ଆଇଟିଓ ଏବଂ ଦିଲ୍ଲୀର ଆଖପାଖ ଅଞ୍ଚଳ ଜଳମଗ୍ନ ରହିଛି। ଘଟଣାସ୍ଥଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପହଞ୍ଚି ସ୍ଥିତି ଅନୁଧ୍ୟାନ…
Read More...

ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶକୁ ନେଇ ଥାନାରେ ମାମଲା

ଆଠଗଡ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶକୁ ନେଇ ଆଠଗଡ ଥାନାରେ ମାମଲା ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଆଠଗଡ ବ୍ଲକ ଅଧିନ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭାଗ ଗ୍ରାମର ରଞ୍ଜିତା ବେହେରା ପିତା ଗଦାଧର…
Read More...

ଆସୁଛି ଏହି ଛୋଟ ଇଲେକ୍ଟ୍ରିକ କାର – ରହିଛି ଅନେକ ବିଶେଷତ୍ତ୍ୱ

ନୂଆଦିଲ୍ଲୀ - ସାରା ବିଶ୍ୱରେ ଏବେ ଇଲେକ୍ଟ୍ରିକ କାରର ଚାହିଦା ବୃଦ୍ଧି ପାଇଛି । ଅନେକ ଅଟୋମୋବାଇଲ୍‌ କମ୍ପାନୀ ନିଜର ଇଲେକ୍ଟ୍ରିକ୍‌ କାର୍‌ ଲଞ୍ଚ୍‌ କରିଛନ୍ତି । ଭାରତରେ ମଧ୍ୟ ଇଲେକ୍ଟ୍ରିକ୍‌ କାର୍‌ର ଚାହିଦା ବୃଦ୍ଧି…
Read More...

ବିହାରରେ ପ୍ରଧାନ ଶିକ୍ଷକ ଏପରି ଅବସ୍ଥାରେ ପହଞ୍ଚିଲେ ବିଦ୍ୟାଳୟ – ଗିରଫ କଲା ପୁଲିସ

ମୁଜାଫରନଗର- ବିହାରର ମୁଜାଫର ନଗରରେ ଜଣେ ପ୍ରଧାନଶିକ୍ଷକ ଅଶାଳୀନ ବ୍ୟବହାର କରି ଗିରଫ ହୋଇଛନ୍ତି । ଏକ ସରକାରୀ ବିଦ୍ୟାଳୟର ଶିକ୍ଷକ ସମସ୍ତ ସରକାରୀ ନିୟମକୁ ଅଣଦେଖା କରି ଲୁଙ୍ଗି ଏବଂ ଅଧା ଗଞ୍ଜି ପିନ୍ଧି ବିଦ୍ୟାଳୟରେ…
Read More...

ପତି ତରକାରୀରେ ଦୁଇଟି ଟମାଟୋ ପକାଇବାରୁ ଘର ଛାଡି ପଳାଇଲେ ପତ୍ନୀ

ଭୋପାଳ - ଏବେ ଟମାଟୋ ଦର ଆକାଶ ଛୁଆଁ । ଅନେକ ଲୋକ ଟମାଟୋ ଖାଇବା କମାଇ ଦେଲେଣି । ଅନେକ ଟମାଟୋ ଖାଇବା ଛାଡି ଦେଇଛନ୍ତି । କେତକ ଲୋକ ଟମାଟୋ ସସ୍‌ରେ କାମ ଚଳାଉଛନ୍ତି । ମଧ୍ୟପ୍ରଦେଶର ଶହଡୋଲରେ ଏକ ଅଭାବନୀୟ ଘଟଣା ଘଟିଛି…
Read More...

ଇସ୍ତଫା ଦେଲେ ଛତିଶଗଡ ଶିକ୍ଷାମନ୍ତ୍ରୀ

ରାୟପୁର : ଛତିଶଗଡର ଶିକ୍ଷାମନ୍ତ୍ରୀ ପ୍ରେମ ସାଇ ସିଂ କ୍ୟାବିନେଟ ମନ୍ତ୍ରୀ ପଦରୁ ଗୁରୁବାର ଇସ୍ତଫା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ପ୍ରେମ ସାଇ ସିଂଙ୍କ ସ୍ଥାନରେ ମୋହନ ମାର୍କମଙ୍କୁ ରାଜ୍ୟ ଶିକ୍ଷା ମନ୍ତ୍ରୀ…
Read More...

ନବ ଦାସ ହତ୍ୟା ମାମଲାର ଶୁଣାଣି : ଜେଏମଏଫସିରେ ହାଜର ହେଲା ଅଭିଯୁକ୍ତ ଗୋପାଳ

ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲା ମାମଲାରେ ଆଜି ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲରୁ ଆଣି ଝାରସୁଗୁଡାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଦଳ (ଟିମ୍)। ସୂଚନା ଅନୁସାରେ, ଗୋପାଳ ଦାସକୁ ଓଏସଏପି ବାଟାଲିଅନରୁ…
Read More...

ଚନ୍ଦ୍ରାଯାନ-୩ ପାଇଁ ସିଟିଟିସି ଯୋଗାଇଛି ୭୫ ହଜାର ଯନ୍ତ୍ରାଂଶ

ଭୁବନେଶ୍ୱର: ଆସନ୍ତାକାଲି ଲଞ୍ଚ ହେବ ଚନ୍ଦ୍ରୟାନ-୩। ତେବେ ଏହି ଚନ୍ଦ୍ରଯାନ-୩ ପାଇଁ ଭୁବନେଶ୍ବର ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର-ସିଟିଟିସିର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ସିଟିଟିସି ବିଭିନ୍ନ…
Read More...

ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏଏସ୍‌ଆଇ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏଏସ୍‌ଆଇ ମମତା ବସ୍ତିଆ। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ। ମାମଲାରୁ ଜଣଙ୍କ ନାମ କାଟିବାକୁ ଏହି ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କା…
Read More...

ଛତିଶଗଡ଼ କୋଲ ବ୍ଲକ ଆବଣ୍ଟନ ମାମଲା : ସମସ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ରାୟପୁର: ଛତିଶଗଡ଼ରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ଦିଲ୍ଲୀର ସ୍ପେଶାଲ କୋର୍ଟ ସମସ୍ତ ଅଭିଯୁ୍‌କ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ରାଜ୍ୟସଭା ଏମପି ବିଜୟ…
Read More...

ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇଲେ ସମୀର ମହାନ୍ତି

ଭୁବନେଶ୍ବର : ପୂର୍ବତନ  ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସ୍ଥାନିତ କରାଯାଇଥିବା ସୂଚନା ମିଳିଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମୀର ମହାନ୍ତିଙ୍କୁ…
Read More...

ଗୌରୀ ମିଶ୍ର ହତ୍ୟା ମାମଲା : ଆଉ ଜଣେ ଗିରଫ

ଗୁଣୁପୁର: ବହୁଚର୍ଚ୍ଚିତ ଏନଜିଓ ନିର୍ଦେଶକ ଗୌରୀ ମିଶ୍ର ହତ୍ୟାକାଣ୍ଡ ମାମଲାରେ ଗୁଣୁପୁର ପୁଲିସ୍‌ ଆଉ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ମୁନା ଲିମା। ଅଭିଯୁକ୍ତର ଘର ଗୁଣପୁର ଆମ୍ବେଦନଗର…
Read More...

ଜୁଲାଇ ୨୬ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ: ଜୁଲାଇ ୨୬ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ମହାମହିମ ମା’ କଟକ ଚଣ୍ଡୀଙ୍କ ଦର୍ଶନ ସହିତ ଗୋରାକବର,…
Read More...

ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନର ୧୨ ଯବାନ ନିହତ

ଇସଲାମବାଦ: ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନର ୧୨ ଯବାନ ନିହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବାଲୁଚିସ୍ତାନର ସୁଇ ଜିଲାରେ ପାକିସ୍ତାନୀ ସୈନିିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ…
Read More...

ଦେଖନ୍ତୁ ଭିଡିଓ: ଲାଞ୍ଚ ନେଉଥିବା ବେଳେ ଧରିଲା ସିବିଆଇ- ଭୟରେ ଏପରି କଲେ ହେଡ୍ କନେଷ୍ଟବଳ

ନୂଆଦିଲ୍ଲୀ - ଦିଲ୍ଲୀର ପୁଲିସ ସେବା କେନ୍ଦ୍ର ସରକାରଙ୍କ ଅଧିନରେ ଅଛି । ଏଥିରେ କୌଣସି ଦୁର୍ନୀତି ହେଲେ ସିବିଆଇ ଏହାର ତଦନ୍ତ କରିଥାଏ । ଏପରିକି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସିବିଆଇ ଧରିଥାଏ । ଦିଲ୍ଲୀ ପୁଲିସର…
Read More...

ବାପା ମା’ ହୁଅନ୍ତୁ ସାବଧାନ, ଦେଖନ୍ତୁ ଏହି ଭିଡିଓ: ପବଜୀ ଖେଳିବାରୁ ପିଲାର ହାତ ଥରୁଛି – ଶୋଇକି ଡରରେ…

ନୂଆଦିଲ୍ଲୀ - ଅନଲାଇନ୍‌ ଖେଳ ଭୟଙ୍କର ହୋଇପାରେ । ଏହା ପିଲାଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଉଛି । ଏହା ସହ ପିଲାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଛି । କେତକ ପିଲାଙ୍କ ନିକଟରେ ମାନସିକ ସମସ୍ୟା ସହ ପାଗଳାମୀ…
Read More...

ଏବେ କମ୍‌ ଟମାଟୋ ଖାଉଛନ୍ତି ସୁନୀଲ ସେଟ୍ଟୀ

ମୁମ୍ବଇ - ବଲିଉଡ୍‌ ତାରକା ସୁନୀଲ ସେଟ୍ଟୀ ଏବେ କମ୍‌ ଟମାଟୋ ଖାଉଛନ୍ତି । ଦର ବୃଦ୍ଧି ଯୋଗୁଁ ସେ ଟମାଟୋ ଖାଇବା କମାଇ ଦେଇଥିବା କଥା କହିଛନ୍ତି । "ଲୋକ ଭାବୁଥିବେ ମୁଁ ସୁପରଷ୍ଟାର ଦର ବୃଦ୍ଧି ମୋତେ ବାଧିବନି । ହେଲେ…
Read More...

ଦରପୋଡା ମଣିଷ ମାଂସ ଖାଇ ଦୁଇ ଗିରଫ

ବାରିପଦା- ମୟୁରଭଞ୍ଜରେ ଅଭାବନୀୟ ଘଟଣା ।   ଜୁଇ ଜଳାଯାଉଥିବା ଝିଅର ଦରପୋଡା ମାଂସ ଖାଇ  ଦୁଇ ଜଣ ଗିରଫ ହୋଇଛନ୍ତି । ଏହି ୨ ଜଣଙ୍କୁ  ପୋଲିସ  ଗିରଫ କରିଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ…
Read More...

ରଜତ ପ୍ରଧାନ ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଉଠାଇ ନେଲା ପୁଲିସ

ବଲାଙ୍ଗୀର: ବଲାଙ୍ଗୀରର ବହୁ ବହୁଚର୍ଚ୍ଚିତ ରଜତ ପ୍ରଧାନ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଲମା ସହ ୬ ଜଣଙ୍କୁ ସଦର ଥାନା ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ହତ୍ୟାକାଣ୍ଡ ଯେଉଁଠାରେ…
Read More...

ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣା : ୭ ରେଳ କର୍ମଚାରୀ ନିଲମ୍ବିତ

ବାହାନଗା : ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ବୋଲି ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍‌) ଅନୀଲ କୁମାର ମିଶ୍ରା ସୂଚନା ଦେଇଛନ୍ତି। ନିଲମ୍ବିତ ହୋଇଥିବା…
Read More...

ନେପାଳ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ବିୟୋଗ

କାଠମାଣ୍ଡୁ : ନେପାଳର ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ପତ୍ନୀ ସୀତା ଦହଲଙ୍କ ବିୟୋଗ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ…
Read More...

ବାହାନଗା ରେଳ ଦୁର୍ଘଟଣା ଘଟଣା : ସମନ ସତ୍ତ୍ବେ ହାଜର ହେଲେନି ଷ୍ଟେସନ ମାଷ୍ଟର

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାର ୩ ଅଭିଯୁକ୍ତ ସିଗନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାର ପୁଣିଥରେ ରିମାଣ୍ଡରେ ଯାଇଛନ୍ତି। କମିଶନର…
Read More...

ଗୁଜରାଟ ଏବଂ ପଶ୍ଚିମବଙ୍ଗ ରାଜ୍ୟସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ଗୁଜରାଟ ଏବଂ ପଶ୍ଚିମବଙ୍ଗର ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ମୋଟ ୩ ଜଣଙ୍କ ନାମ ରହିଥିବା ଜଣାପଡ଼ିଛି। ସେମାନେ ହେଲେ ବାବୁଭାଇ…
Read More...

ଏମ୍‌ଡି ଓ ସିଇଓଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏକ କମ୍ପାନୀର ସିଇଓ ଏବଂ ଏମଡିଙ୍କୁ ହତ୍ୟା ଘଟଣାରେ ୩ ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ୩ ଜଣ ହେଲେ ସାବାରିସ, ବିନୟ ରେଡ୍ଡି ଏବଂ ସନ୍ତୋଷ। ସୂଚନା ଅନୁସାରେ, ୩…
Read More...