www.samajalive.in
Wednesday, December 10, 2025
17.1 C
Bhubaneswar

ଏବେ କମ୍‌ ଟମାଟୋ ଖାଉଛନ୍ତି ସୁନୀଲ ସେଟ୍ଟୀ

ମୁମ୍ବଇ – ବଲିଉଡ୍‌ ତାରକା ସୁନୀଲ ସେଟ୍ଟୀ ଏବେ କମ୍‌ ଟମାଟୋ ଖାଉଛନ୍ତି । ଦର ବୃଦ୍ଧି ଯୋଗୁଁ ସେ ଟମାଟୋ ଖାଇବା କମାଇ ଦେଇଥିବା କଥା କହିଛନ୍ତି । “ଲୋକ ଭାବୁଥିବେ ମୁଁ ସୁପରଷ୍ଟାର ଦର ବୃଦ୍ଧି ମୋତେ ବାଧିବନି । ହେଲେ ମୁଁ ରେଷ୍ଟୁରାଣ୍ଟ କରିଥିବାରୁ ମୂଲଚାଲ ବି କରେ ” ବୋଲି ସୁନୀଲ ସୂଚନା ଦେଇଛନ୍ତି ।

ଏବେ ଟମାଟୋ ଦର ବୃଦ୍ଧି ହୋଇଥିବାରୁ ଲୋକମାନେ ବାଧ୍ୟ ହୋଇ ସ୍ୱାଦ ସହ ବୁଝମଣା କରୁଛନ୍ତି ବୋଲି ସେ କହିଛନ୍ତି ।

- Advertisement -

ସୁନୀଲ ସେଟ୍ଟୀ ବଲିଉଡ୍‌ର ବରିଷ୍ଠ ଅଭିନେତା । ସେ ଅନେକ ହିଟ୍‌ ସିନେମାରେ ଅଭିନୟ କରିଛନ୍ତି । ଏବେ ବି ସେ ବିଭିନ୍ନ ଚଳଚ୍ଚିତ୍ର ସହ ଓ୍ୱେବ ସିରିଜ୍‌ରେ କାମ କରୁଛନ୍ତି । ଏହା ସହ ତାଙ୍କର ଏହ ନାମୀଦାମୀ ରେଷ୍ଟୁରାଣ୍ଟ ରହିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories