ସକାଳ ୧୦ଟା ମୁଖ୍ୟ ଖବର

- ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ଼ ଗାଁ ନିକଟରେ ଅଘଟଣ : ଦୁର୍ଘଟଣାରେ ଆଖି ବୁଜିଲା କଲରାପତରିଆ ବାଘ.... - ସୁନ୍ଦରଗଡ଼ ଜିଲା କୋଇଡ଼ାର ଚୁନାଘାଟିରେ ଓଲଟିଲା ଟ୍ରକ୍‌ : ୨ ଗୁରୁତର... -ବହୁ ବାଦ…
Read More...

ନୁହରେ ଅପରାହ୍ନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ଚଣ୍ଡିଗଡ : ହରିୟାଣାର ନୁହରେ ହିଂସା ପରେ ପରିସ୍ଥିତିରେ ସୁଧାର ଏ ପର୍ଯ୍ୟନ୍ତ ଆସିନାହିଁ। ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ଫେଲ୍‌ ମାରିଛି। ଅଗଷ୍ଟ ୯ ଅର୍ଥାତ୍‌ ଆଜି ସକାଳ ୯ଟାରୁ…
Read More...

ହାଇଦ୍ରାବାଦରେ ଓଡ଼ିଆ ଆଇଆଇଟି ଛାତ୍ରୀଙ୍କ ମୃତ୍ୟୁ

ସୁବର୍ଣ୍ଣପୁର : ଆଇଆଇଟି ହାଇଦ୍ରାବାଦରେ ପାଠ ପଢ଼ୁଥିବା ଓଡ଼ିଆ ଛାତ୍ରୀ ମମିତା ନାଏକଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ରାଗିଂ କରି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ମମିତାଙ୍କ ପରିବାର ପକ୍ଷରୁ ଅଭିଯୋଗ…
Read More...

ଚୁନାଘାଟିରେ ଓଲଟିଲା ଟ୍ରକ୍‌ : ୨ ଗୁରୁତର

କୋଇଡ଼ା : ସୁନ୍ଦରଗଡ଼ ଜିଲା କୋଇଡ଼ାର ଚୁନାଘାଟିରେ ବିଳମ୍ବିତ ରାତିରେ ଏକ ଲୁହା ବୋଝେଇ ଟ୍ରକ୍ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଟ୍ରକ୍‌ଟି ଲୁହାପଥର ବୋଝେଇ କରି…
Read More...

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ବହୁ ବାଦ ବିବାଦ ପରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି କରାଯିବାକୁ ନିଷ୍ପତ୍ତି ହୋଇଛି । ନୀତି ପାଇଁ ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ…
Read More...

ଦୁର୍ଘଟଣା : ଆଖି ବୁଜିଲା କଲରାପତରିଆ ବାଘ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ଼ ଗାଁ ନିକଟରେ ଏକ ଭାରିଯାନ ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବାଘଟି ଦୁର୍ଘଟଣା ପରେ ବାଘଟି ଗୁରୁତର ହୋଇ ଛଟପଟ…
Read More...

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟଣା : ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ବର : ଭୁବନେଶ୍ୱର ଦୀପାଳି ହୋଟେଲରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଇତି ମଧ୍ୟରେ ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ…
Read More...

ଶୋଇଥିବା ଅବସ୍ଥାରେ ସ୍ୱାମୀସ୍ତ୍ରୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ

ଭୁବନେଶ୍ବର : ଶୋଇଥିବା ଅବସ୍ଥାରେ ଜଣେ ଦୁର୍ବୃତ୍ତ ସ୍ୱାମୀ ସ୍ତ୍ରୀଙ୍କୁ ବିଳମ୍ବିତ ରାତ୍ରିରେ ବ୍ଲେଡରେ ଆକ୍ରମଣ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଣ୍ଡରା ଛକରେ ଥିବା କିମ୍ଭିରିଆ…
Read More...

ଶପଥ ନେଲେ ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତଳପାତ୍ର

କଟକ : ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତଳପାତ୍ର ଆଜି ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଶପଥ ପାଠ କରାଇଛନ୍ତି। ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ…
Read More...

୧୦ଟା ମୁଖ୍ୟ ଖବର

-ମହାନଦୀ ମୁହାଣରୁ ମହିଳା ଉଦ୍ଧାର, ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି... -କଟକ : ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର; ୩୩ ତମ ବିଚାରପତି ଭାବେ ଶପଥ ନେଲେ...…
Read More...

ଆସୁଛି ଆଉ ଏକ ଲଘୁଚାପ !

ଭୁବନେଶ୍ୱର : ଆସନ୍ତା ୧୩ ତାରିଖରେ ଗାଙ୍ଗେୟ ଉପତ୍ୟକା ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ ପାଣିପାଗ ବିଭାଗ ପକ୍ଷରୁ…
Read More...

ସମାଜସେବୀ ବଂଶୀଧର କର ଅସୁସ୍ଥ

ସମ୍ବଲପୁର : ସମ୍ବଲପୁରର ଜଣାଶୁଣା ସମାଜସେବୀ ତଥା ନୀଳଚକ୍ର ସମ୍ବଲପୁର ଶାଖର ସଭାପତି ବଂଶୀଧର କର ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। କଟକର ଏକ ବେସରକାରୀ ଡାକ୍ତରଖାନାରେ ତାଙ୍କର ପିତ୍ତକୋଷ ଜନିତ ଅସ୍ତ୍ରୋପଚାର…
Read More...

ସାଳନ୍ଦୀ ନଦୀରେ ଭାସିଗଲେ ୩ କାଉଡ଼ିଆ : ଜଣେ ଉଦ୍ଧାର : ୨ ମୃତ

ବନ୍ତ : ଶ୍ରାବଣ ମାସର ଚତୁର୍ଥ ସୋମବାରରେ ଅଘଟଣ। ଜଳାଭିଷେକ ପାଇଁ ବରଦା ନରିପୁର ସାଳନ୍ଦୀ ନଦୀ ଘାଟରେ ଜଳ ଉଠାଉ ଥିବା ବେଳେ ଘଟିଛି ଅଘଟଣ l ନଦୀରେ ଭାସି ଯାଇଛନ୍ତି ୩କାଉଡ଼ିଆ। ସେମାନଙ୍କ ମଧ୍ୟରୁ ତୁରନ୍ତ ଜଣକୁ ଉଦ୍ଧାର…
Read More...

ଡିଜିସିଏର ସବୁଜ ସଙ୍କେତ : ଏଣିକି ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିବ ବିମାନ

ଭୁବନେଶ୍ବର : ଏଣିକି ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିବ ବିମାନ । ବହୁ ପ୍ରତିକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ…
Read More...

ଆଦିବାସୀଙ୍କ ଜମିରେ ପାଉଁଶ ଫିଙ୍ଗିବା ଅଭିଯୋଗ

ସମ୍ବଲପୁର : ସମ୍ବଲପୁରର ଯୁଯୁମୁରା ବାହାମ ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ପୁଡାପଡ଼ା ମାଲିମୁଣ୍ଡା ଅଞ୍ଚଳରେ ଆଦିବାସୀଙ୍କ ଜମି ନିକଟରେ କୌଣସି ଏକ କାରାଖାନାରୁ ବାହାରୁଥିବା ପାଉଁଶ ବେଆଇନ ଭାବରେ ଫିଙ୍ଗା ଯାଉଥିବାର ଅଭିଯୋଗ…
Read More...

ଧନକଉଡା ଛକରୁ ସୁନାପାଲି ଛକ ମଧ୍ୟରେ ନାଳ ନିର୍ମାଣ ଦାବି

ସମ୍ବଲପୁର : ସମ୍ବଲପୁରର ଧନକଉଡା ଛକରୁ ସୁନାପାଲି ମଧ୍ୟରେ ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତାର ପ୍ରଶସ୍ତିକରଣ ଓ ବିକାଶମୂଳକ ନିର୍ମାଣ କରାଯାଉଛି। ନୂତନ ରାସ୍ତା ନିର୍ମାଣକୁ ଅଞ୍ଚଳବାସୀ ସ୍ୱାଗତ କରୁଥିବା ବେଳେ କିନ୍ତୁ…
Read More...

ସ୍ୱର୍ଗତ ଫକୀର ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ପ୍ରଦାନ ପାଇଁ ଦାବି

ସମ୍ବଲପୁର : ବିଖ୍ୟାତ ସମ୍ବଲପୁରୀ କଣ୍ଠଶିଳ୍ପୀ, ସଙ୍ଗୀତଜ୍ଞ, ସାଂସ୍କୃତିକ ଆଇକନ ସ୍ୱର୍ଗତ ଫକୀର ମୋହନ ପଟ୍ଟନାୟକଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପୁରସ୍କାରରେ ସମ୍ବର୍ଦ୍ଧିତ କରିବା ପାଇଁ ସମ୍ବଲପୁରୀ ଏକତା ମଞ୍ଚ ତରଫରୁ…
Read More...

ମିସାଇଲ୍ ଆକ୍ରମଣ : ୟୁକ୍ରେନରେ ୫ ମୃତ, ୩୧ ଆହତ

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ବର୍ଷରୁ ଅଧିକ ଦିନ ଅତିକ୍ରମ କରିସାରିଥିଲେ ମଧ୍ୟ ସ୍ଥିତି ସୁଧୁରୁନାହିଁ । ସଦ୍ୟ ମିଳିଥିବା ଖବର ଅନୁସାରେ, ୟୁକ୍ରେନର ଏକ ସହର ପୋକ୍ରୋଭସ୍କରେ ରୁଷ ଏକ ମିସାଇଲ୍…
Read More...

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ପାଇଁ ଓଡ଼ିଶା ରାଜ୍ୟ କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ମହାସଂଘର ଦାବି

ସମ୍ବଲପୁର : ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା ଆରଏନଆଇ ଦ୍ୱାରା ପଞ୍ଜୀକୃତ ସମସ୍ତ ଖବର କାଗଜର ପ୍ରକାଶକ ଓ ସମ୍ପାଦକଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ କରିବାକୁ ଓଡ଼ିଶା ରାଜ୍ୟ…
Read More...

ଆଜି ବି ନୁହରେ ବନ୍ଦ ରହିବ ଇଣ୍ଟରନେଟ ସେବା

ଚଣ୍ଡିଗଡ଼ : ହରିୟାଣାରେ ହିଂସା ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବି ହରିଆଣା ନୁହରେ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ହିଂସାରେ ୬ ଜଣଙ୍କ ମୃତ୍ୟୁ…
Read More...

ଦାବି ପୂରଣ ନେଇ କଳା ବ୍ୟାଜ୍‌ ପରିଧାନ କଲେ ପିଇଓ ସଂଘ

ଫୁଲବାଣୀ : ବିଭିନ୍ନ ଦାବି ପୁରଣ ନେଇ ପିଇଓ ସଂଘ ପକ୍ଷରୁ ଆଜିଠୁ ସମସ୍ତେ କଳାବ୍ୟାଜ୍‌ ପରିଧାନ କରିଛନ୍ତି । ଏହି କଳାବ୍ୟାଚ ପରିଧାନ ଆସନ୍ତା ୧୭ ଯାଏ ଚାଲିବ ବୋଲି ସଂଘ ପକ୍ଷରୁ ଅନିଲ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି…
Read More...

ଟେସଲାର ନୂଆ ସିଏଫ୍‌ଓ ହେଲେ ଭାରତୀୟ ବୈଭବ ତନେଜା

ନ୍ୟୁୟର୍କ- ଏଲନ୍‌ ମସ୍କଙ୍କ ଟେସଲା କାର୍‌ ଆମେରିକାରେ ବେଶ୍‌ ଲୋକପ୍ରିୟତା ହାସଲ କରିଛି । ଏବେ ଏହାର ସିଏଫ୍‌ଓ ବା ଚିଫ୍‌ ଫିନାସିଂଆଲ୍‌ ଅଫିସର୍‌ ହୋଇଛନ୍ତି ବୈଭବ ତନେଜା । ଅଗଷ୍ଟ ୭ ତିରାଖରେ ଜେଚେରୀ କ୍ରିକ୍‌ହର୍ଣ୍ଣ…
Read More...

ଏହି କାରଣପାଇଁ ସାଟେଲାଇଟ୍‌ କରୁଛି ପୃଥିବୀର ସ୍କାନିଂ

ନ୍ୟୁୟର୍କ - ବିଭିନ୍ନ କାରଣ ପାଇଁ ସାଟେଲାଇଟ୍‌ ମାଧ୍ୟମରେ ପୃଥିବୀର ସ୍କାନିଂ କରାଯାଇଥାଏ । କେତେବଳେ ପାଣିପାଗ ପାଇଁ ତ କେତେବେଳେ ବିଭିନ୍ନ ଖଣିଜ ସମ୍ପଦ ବିଷୟରେ ଜ୍ଞାନ ଆରୋହଣ ପାଇଁ । ଏବେ ଏକ ଅଲଗା କାରଣ ପାଇଁ ଆରେୟ…
Read More...

ଟମାଟୋ ଚାଷୀଙ୍କ ୪୦ ଲକ୍ଷ ଟଙ୍କା ଲାଭ – କିଣିଲେ ଏମିତି ଗାଡି

ବେଙ୍ଗାଲୁର- ଟମାଟୋ କିଣିବା ପାଇଁ ସାଧାରଣ ଗ୍ରାହକ ଭୟ କରୁଥିବା ବେଳେ , ଏହା କିଛି ଲୋକଙ୍କର ଭାଗ୍ୟ ପରିବର୍ତ୍ତିନ କରିଦେଇଛି । କର୍ଣ୍ଣାଟକର ଜଣେ ଯୁବ ଚାଷୀ ୧୨ ଏକର ଜମିରେ ଟମାଟୋ ଚାଷ କରିଥିଲେ । ଏଥିରେ ସେ ୪୦ ଲକ୍ଷ…
Read More...

ପଞ୍ଜାବ- ବଜାର ମଝିରେ ପତ୍ନୀକୁ ହାଣି ହତ୍ୟା କଲା ପତି, ଢେଲାମାଡ କଲେ ଲୋକ: ଭିଡିଓ

ଚଣ୍ଡୀଗଡ- ପଞ୍ଜାବର ସାଙ୍ଗୁର ଜିଲ୍ଲାରେ ପତ୍ନୀକୁ ବଜାର ମଧ୍ୟରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ପତି । ପତି ଓ ପତ୍ନୀ ମଧ୍ୟରେ ଆଗରୁ ବିବାଦ ଥିଲା । ଦୁଇ ଜଣ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ । ବଜାରରେ…
Read More...

ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ ପାରିତ

ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଲୋକସଭାରେ ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ-୨୦୨୩ ଗୃହିତ ହୋଇଛି। ବ୍ୟକ୍ତିଗତ ମୌଳିକ ଅଧିକାରର କ୍ଷୁଣ୍ଣ ହେବା ନେଇ ବିଲ୍‌ରେ ବ୍ୟବସ୍ଥା ରହିଛି ବୋଲି ଅଭିଯୋଗ…
Read More...

ବିହାରରେ ଜାତି ଗଣନା ପ୍ରସଙ୍ଗ : ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୋମବାର ବିହାରରେ ଜାତି ଗଣନାକୁ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଜାତି ଗଣନା ଉପରେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଯେ ପର୍ଯ୍ୟନ୍ତ ଶୁଣାଣି ନ…
Read More...

‘ରତ୍ନଭଣ୍ଡାରର ମରାମତି ଆବଶ୍ୟକ’

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏଏସ୍‌ଆଇ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସ୍‌ଆଇ ଅଧୀକ୍ଷକ କହିଛନ୍ତି ଯେ ଭିତର ଭଣ୍ଡାର କେବେ ବି ଅନୁଧ୍ୟାନ ହୋଇନାହିଁ। ୨୦୧୮ରେ ଶେଷ…
Read More...

ବଢିଲା ମଧୁବାବୁ ପେନସନ୍ ଯୋଜନା ପରିସର

ଭୁବନେଶ୍ବର : ମଧୁବାବୁ ପେନସନ୍ ଯୋଜନା ପରିସର ବୃଦ୍ଧି ହୋଇଥିବା ସୂଚନା ମିଳିଛି। ଏଥିରେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀଙ୍କୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫଳରେ ହିତାଧିକାରୀଙ୍କ ସଂଖ୍ୟା ୨୮ଲକ୍ଷ…
Read More...

ଆସନ୍ତାକାଲି ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍‌ ତଲାପତ୍ର

କଟକ : ଆସନ୍ତାକାଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଶୁଭାଶିଷ ତଲାପତ୍ର ଶପଥ ଗ୍ରହଣ କରିବେ। ଓଡ଼ିଶା ହାଇକୋର୍ଟ ପରିସରରେ ଆୟୋଜିତ ଶପଥ ପାଠ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଜଷ୍ଟିସ…
Read More...

ପ୍ରକାଶ ପାଇଲା ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ଭୁବନେଶ୍ବର : ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୪୩୩ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ପରୀକ୍ଷା ଦେଇଥିବା ୧୩୧୦ ଜଣଙ୍କ ମଧ୍ୟରୁ ୪୩୩ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ରାଜ୍ୟ…
Read More...

କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ ଆରମ୍ଭ କଲା ହରଭଙ୍ଗା ପିଇଓ ସଂଘ : ଦାବି ପୂରଣ ନହେଲେ ୧୮ରୁ ସାମୁହିକ ଛୁଟି

ହରଭଙ୍ଗା : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଆହ୍ୱାନ କ୍ରମେ ସୋମବାର ହରଭଙ୍ଗା ବ୍ଲକ ପିଇଓ ସଂଘର ୧୩ଜଣ କର୍ମକର୍ତ୍ତା କଳାବ୍ୟାଜ ପିନ୍ଧି ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରକାଶ ଯେ ଗତ ୩ତାରିଖ…
Read More...

ଯୌନ ନିର୍ଯାତନା ମାମଲା : ଅଭିଯୋଗ ଭିତ୍ତିହୀନ କହିଲେ ସୌରିନ୍‌

ଭୁବନେଶ୍ବର : ଯୌନ ନିର୍ଯାତନା ମାମଲାରେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ କଟକ ମହିଳା ଥାନାରେ ହାଜର ହୋଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌରିନ୍‌ କହିଛନ୍ତି ଯେ, ମୋ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଓ…
Read More...

ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ବିଦ୍ୟୁତ କର୍ମଚାରୀଙ୍କୁ ହତ୍ୟା

ଭଞ୍ଜନଗର: ତାରାସିଂ ଥାନା କୁପାଟି ଗାଁରେ ଜଣେ ଉପଭୋକ୍ତା ମିଟର ରିଡିଂ କରିବାକୁ ଆସିଥିବା ଜଣେ ବିଦ୍ୟୁତ କର୍ମଚାରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ସୂଚନା ଅନୁସାରେ, ହତ୍ୟାକାଣ୍ଡ ଘଟାଇବା ପରେ…
Read More...

ଆହୁରି ୫ ଦିନ ଛେଚିବ

ଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଅଧିକ ବର୍ଷା ହେବା ନେଇ ଉତ୍ତର ଏବଂ ଉପକୂଳ ଓଡ଼ିଶାର ୬ଟି ଜିଲାକୁ ସତର୍କ ସୂଚନା…
Read More...

ବିଧାୟକଙ୍କ ସରକାରୀ କ୍ବାର୍ଟର୍ସରୁ ଝିଆରୀର ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଇରଙ୍ଗପୁର ବିଜେପି ବିଧାୟକ ନବ ଚରଣ ମାଝୀଙ୍କ ସରକାରୀ କ୍ବାର୍ଟର୍ସରୁ ନାବାଳିକା ଝିଆରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଖାରବେଳ ନଗର ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ…
Read More...

ଧରା ପଡ଼ିଲା ଜଙ୍ଗଲୀ ବାରହା

ଭବାନିପାଟଣା : ଆଜି ସକାଳେ ସ୍ଥାନୀୟ ଇରିଗେସନ କଲୋନୀ ୧୬ ନମ୍ବର ଲାଇନ୍‌କୁ ଏକ ଜଙ୍ଗଲୀ ବାରହା ପଶି ଆସିଥିଲା । ଖବର ପାଇ ବନ ବିଭାଗର ଏକ ଟିମ ବାରହାକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡିଛି । ଉଦ୍ଧାର…
Read More...

ଆମେରିକା ଏବଂ ଚୀନ୍ ବଦଳରେ କାହିଁକି ଭାରତର ଅର୍ଥବ୍ୟବସ୍ଥା ହେବ ସୁଦୃଢ- ଆଇଏମ୍‌ଏଫ୍‌ ଏବଂ ଗୋଲ୍ଡମେନ୍‌ ସେଚ୍‌ ଦେଲେ…

ନୂଆଦିଲ୍ଲୀ - ଭାରତ ଆର୍ଥିକ ଭାବରେ ଲଗାତର ସୁଦୃଢ ହେବାରେ ଲାଗିଛି । ଆସନ୍ତା ଦଶକରେ ଏହାର ଅର୍ଥ ବ୍ୟବସ୍ଥା ଆହୁରି ସୁଦୃଢ ହେବ ।୨୦୧୪ ବେଳକୁ ଭାରତ ବିଶ୍ୱର ଦଶମ ଆର୍ଥିକ ଭାବେ ସୁଦୃଢ ଦେଶ ଥିଲା । ୨୦୧୭ରେ ଏହା ଷଷ୍ଠ…
Read More...

ମାଛ ଧରାଳିଙ୍କ ଆଖି ତାଡ଼ିଦେଲା ଭାଲୁ : ପହଞ୍ଚି ପାରିଲାନି ୧୦୮

ନୀଳଗିରି: ଡ୍ୟାମରୁ ମାଛଧରି ଫେରୁଥିବା ସମୟରେ ଜଣେ ମାଛ ଧରାଳିଙ୍କୁ ଭାଲୁ ଆକ୍ରମଣ କରି ତାଙ୍କ ବାମ ଆଖି ତାଡ଼ି ଦେବା ସହ ମୁହଁକୁ ବିକୃତ କରି ଦେଇଛି । ଦୀର୍ଘ ପ୍ରାୟ ୨୦ମିନିଟ ସହ ଭାଲୁ ସହ ଲଢ଼େଇ କରି ସେ ଜୀବନ…
Read More...

ତୋଷଖାନା ମାମଲା : ଇମ୍ରାନ୍‌ ଖାନ ଦୋଷୀ ସାବ୍ୟସ୍ତ

ଇସଲାମାବାଦ : ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ୫…
Read More...

ଦୁଇ ପ୍ରକଳ୍ପର ଲୋକାର୍ପଣ କଲେ ଶାହା

ଭୁବନେଶ୍ବର: ଆଜି କାମାକ୍ଷାନଗର-ଡୁବୁରୀ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ-୫୩ ଓ ମୋଟେର- ବାନେର ଲଡ଼ୁଗାଁ ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ…
Read More...

ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟ ବିଚାରପତି : ଜାଣନ୍ତୁ କାହିଁକି ଦେଲେ ଇସ୍ତଫା

ନୂଆଦିଲ୍ଲୀ : ବମ୍ବେ ହାଇକୋର୍ଟର ବିଚାରପତି ରୋହିତ ଦେଓ ଅଦାଲତ ରୁମରେ ଇସ୍ତଫା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ମୋ ଆତ୍ମସମ୍ମାନ ବିରୋଧରେ କାମ କରି ପାରିବିନି। ତେଣୁ ନିଜ ପଦରୁ ଇସ୍ତଫା ଦେଉଛି। ରୋହିତ ଦେଓ…
Read More...

ଥେରୁବାଲି ଓ ଆମ୍ବୋଡଲା ଷ୍ଟେସନରେ ପରୀକ୍ଷାମୂଳକ ରହଣି

ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ଆମ୍ବୋଡଲା ଓ ଥେରୁବାଲି ଷ୍ଟେସନ ଗୁଡିକରେ ୨ଟି ଯାତ୍ରୀବାହୀ ରେଳଗାଡି ଗୁଡିକର ପରୀକ୍ଷାମୂଳକ ରହଣିର ବ୍ୟବସ୍ଥା କରାଯାଇଛି। ରେଳବାଇ ପକ୍ଷରୁ…
Read More...

ଜଡିବୁଟି ଦିବସ ପାଳିତ

ସମ୍ବଲପୁର : ସମ୍ବଲପୁରର ହୀରାକୁଦ କଲୋନୀ ସ୍ଥିତ ନିଃଶୁଳ୍କ ପତଞ୍ଜଳି ଯୋଗ କେନ୍ଦ୍ର ଠାରେ ଶୁକ୍ରବାର ସକାଳ ସମୟରେ ଜଡିବୁଟି ଦିବସ ପାଳିତ ହୋଇଯାଇଛି। ଆର୍ୟୁବେଦ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜନ୍ମ ଦିବସକୁ ସାରା ଦେଶରେ…
Read More...

କାନ୍ଥ ପଡ଼ି ୩ ବର୍ଷର ଶିଶୁପୁତ୍ର ମୃତ

କେନ୍ଦୁଝର : କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବୁଢ଼ାଖମଣ ଗାଁରେ ଜଣେ ୩ ବର୍ଷର ଶିଶୁ ଉପରେ କାନ୍ଥ ପଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶିଶୁ ଜଣର ନାମ କରୁଣା ମୁଣ୍ଡା ବୋଲି ଜଣାପଡ଼ିଛି। ସୂଚନା…
Read More...

ପଥର ମାଫିଆଙ୍କ ଆକ୍ରମଣରେ ଆରଆଇଙ୍କ ମୁଣ୍ଡ ଫାଟିଲା

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ତହସିଲ ଅଧୀନ ସପଞ୍ଚୁଆ ପଞ୍ଚାୟତର ସୁବର୍ଣ୍ଣମଞ୍ଜରୀ ଗ୍ରାମ ନିକଟରେ ଶନିବାର କାର୍ଯ୍ୟରତ ବଡପଥରା ରାଜସ୍ୱ ନିରୀକ୍ଷକଙ୍କୁ ପଥର ମାଫିଆ ମାଡ ମାରି ମୁଣ୍ଡ ଫଟାଇ ଦେଇଥିବା ଜଣାପଡ଼ିଛି।…
Read More...

ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ : ୩ ଯବାନ ସହୀଦ

ଜାମ୍ମୁକଶ୍ମୀର : ଜମ୍ମୁ କଶ୍ମୀରର କୁଲଗାମ ଜିଲାରେ ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହେବାରୁ ୩ ଯବାନ ସହୀଦ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦକ୍ଷିଣ କଶ୍ମୀରର କୁଲଗାମ ଜିଲାର…
Read More...

ମଣିପୁରରେ ପୁଣି ହିଂସା, ଗୁଳିରେ ଗଡ଼ିଲା ୩ ମୁଣ୍ଡ

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ମିଳିଥିବା ସୂଚନା ଅନୁସାରେ, ପୁଣି ମୁହାଁମୁହିଁ ହୋଇଛନ୍ତି ମୈତୀ ଓ କୁକୀ ସମ୍ପ୍ରଦାୟ ଲୋକେ। ଫଳରେ ଗୁଳି ମାଡ଼ରେ ଅକାଳରେ ଯାଇଛି ୩ ଜୀବନ । ବିକ୍ଷୋଭକାରୀ ଅନେକ…
Read More...

ବଢୁଛି ହୀରାକୁଦ ଜଳସ୍ତର : ୧୨ଟି ଗେଟରେ ନିଷ୍କାସିତ ହେଉଛି ବନ୍ୟା ଜଳ

ସମ୍ବଲପୁର: ହୀରାକୁଦ ଜଳସ୍ତର ବଢ଼ୁଥିବା ସଦ୍ୟ ସୂଚନା ମିଳିଛି। ବର୍ତ୍ତମାନ ୧୨ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଫଳରେ ୬୨୦.୪୧ଫୁଟରେ ପହଞ୍ଚିଛି ହୀରାକୁଦ ଜଳ । ବର୍ତ୍ତମାନ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୪…
Read More...

ଟ୍ରାକ୍ଟର- ଡମ୍ଫର ମୁହାଁମୁହିଁ, ୫ ମୃତ, ଚାଳକ ଗୁରତର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ହାଥରସ ଜିଲାର ସହପଉ ଥାନା ଅଞ୍ଚଳରେ ଏକ ଟ୍ରାକ୍ଟର ଓ ଡମ୍ଫର ମଧ୍ୟରେ ମୁହାଁମୁହିଁ ହେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିରେ ୧୨ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି।…
Read More...

୧୦ଟା ମୁଖ୍ୟ ଖବର

-୨ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।, ସ୍ୱାଗତ କଲେ ବିଜେପି ନେତା ଓ କର୍ମୀ... -ଆଜି ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ସହ ନକ୍ସଲ୍ ଦମନ ଓ ବିପର୍ଯ୍ୟୟ…
Read More...

ଘାଟି ତଳକୁ ଖସିଲା ଟ୍ରକ : ଚାଳକ ମୃତ

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରସୁଣୀ ଘାଟି ତଳକୁ ଟ୍ରକ ଖସି ଯିବାରୁ ଚାଳକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଶନିବାର ଭୋର ସମୟରେ ୪୯ନଂ ଜାତୀୟ ରାଜପଥର…
Read More...

ଧାମନଗର ବ୍ଲକରେ ଆଜି ସବୁ ବିଦ୍ୟାଳୟ ଛୁଟି

ଧାମନଗର : ଲଗାଣ ବର୍ଷା ଯୋଗୁ ଧାମନଗର ବ୍ଲକ୍​‌ର ଏବେ ବି ଅନେକ ଗାଁ ପାଣି ଘେରରେ ରହିଛି। ସ୍ଥିତିର ସୁଧାର ଆସିନଥିବାରୁ ଆଜି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି।…
Read More...

ଟମାଟୋ ନେଇ ଯାଉଥିବା ଚାଷୀଙ୍କଠାରୁ ସାଢେ ଚାରିଲକ୍ଷ ଟଙ୍କା ଲୁଟିଲେ ଲୁଟେରା

ଚିତୁର - ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ଟମାଟୋ ନେଇ ଯାଉଥିବା ଚାଷୀଙ୍କ ଠାରୁ ସାଢେ ଚାରି ଲକ୍ଷ ଟଙ୍କା ଲୁଟ୍‌ । ଜଣେ ଚାଷୀ ତାଙ୍କ ବିଲରେ ହୋଇଥିବା ଟମାଟୋ ରୟିତୁ ବଜାର ବା କୃଷକ ବଜାରକୁ ବିକ୍ରି ପାଇଁ ନେଇଥିଲେ ।…
Read More...

୨୦ ମିନିଟି ମଧ୍ୟରେ ଅତ୍ୟଧିକ ପାଣି ପିଇବାରୁ ମହିଳାଙ୍କର ମୃତ୍ୟୁ

ନ୍ୟୁୟର୍କ- ଶରୀର ପାଇଁ ପାଣିର ଆବଶ୍ୟକତା ରହିଛି । ହେଲେ ଏକା ଥରକେ କିମ୍ବା ଅଳ୍ପ ସମୟ ବ୍ୟବଧାନରେ ଅତ୍ୟଧିକ ପାଣି ପିଇଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।। ୨୦ ମନିଟ୍‌ ବ୍ୟବଧାନରେ ୨ ଲିଟର ପାଣି ପିଇବାରୁ ଜଣେ…
Read More...

ସନ୍ତାନ ହୀନ ସମସ୍ୟା ପାଇଁ ସଚେତନତା ବୃଦ୍ଧି, ଗ୍ରହଣୀୟତା ଓ ସୁଲଭ ଚିକିତ୍ସାର ଆବଶ୍ୟକତା

ଭୁବନେଶ୍ୱର: ଭାରତରେ ଇନ୍‌ଫର୍ଟିଲିଟିର ବ୍ୟାପକତା ଯଥେଷ୍ଟ ଅଧିକ ରହଛି, ଏଠାରେ ପ୍ରତି ୬ ଜଣ ଦମ୍ପତିଙ୍କ ମଧ୍ୟରୁ ଜଣେ ଦମ୍ପତି ଗର୍ଭଧାରଣ କରିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗର୍ଭଧାରଣର ଏକ ପ୍ରଭାବଶାଳୀ…
Read More...

ଓଡ଼ିଶାର ବିଭିନ୍ନ ବ୍ଲକରେ ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ

ଭୁବନେଶ୍ୱର- ଓଡ଼ିଶାର ବିଭିନ୍ନ ବ୍ଲକରେ ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ପ୍ରସଙ୍ଗ ନେଇ ବୁଧବାର, ଭୁବନେଶ୍ୱର କୃଷି ଭବନ ଅଡିଟୋରିୟମରେ ଆୟୋଜନ ହୋଇଥିଲା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ…
Read More...

୧୦ ଫୁଟ ଦବିଲା ଦେବୀ ନଦୀ ବନ୍ଧ

ପୁରୀ: ପୁରୀ ଜିଲା କାକଟପୁର ବାଉରିଆକଣଠାରେ ଦେବୀ ନଦୀ ୧୦ ଫୁଟ୍ ଦବି ଯାଇଥିବା ସୂଚନା ମିଳିଛି । ଜଳସ୍ତର ବଢ଼ିବା ଯୋଗଁ ଏପରି ହୋଇଥିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗ ପକ୍ଷରୁ ବାଲି ବସ୍ତା…
Read More...

ରାଜ୍ୟ ବିଜେପିର ନୂଆ ଟିମ୍‌ ଘୋଷଣା

ଭୁବନେଶ୍ବର : ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ୩୫ ଜଣିଆ ନୂଆ ଟିମ୍ ଘୋଷଣା କରିଛନ୍ତି । ଏଥିରେ ୧୦ ଜଣ ଉପସଭାପତି, ୧୦ ଜଣ ସମ୍ପାଦକ, ୫ ଜଣ ସାଧାରଣ ସମ୍ପାଦକଙ୍କୁ ସାମିଲ କରାଯାଇଛି । ଅପରାଜିତା ଷଡ଼ଙ୍ଗୀ, ରବି…
Read More...

ସୀମା ଭାରତରେ ପ୍ରବେଶ କରିବା ଘଟଣା : ୨ ସୁରକ୍ଷା କର୍ମୀ ନିଲମ୍ବିତ

କାଠମାଣ୍ଡୁ : ନେପାଳ ରାସ୍ତା ଦେଇ ଭାରତରେ ପଶିଥିବା ପାକିସ୍ତାନର ସୀମା ହାଇଦର ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର। ଏହି ଘଟଣାରେ ଭାରତ- ନେପାଳ ବର୍ଡରରେ ନିୟୋଜିତ ଏସ୍‌ଏସ୍‌ବିର ଜଣେ…
Read More...

୧୦ଟା ମୁଖ୍ୟ ଖବର

-କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜ୍ଞାନବାପି ପରିସରରେ ସର୍ଭେ ଆରମ୍ଭ -ଆଜି ଭଦ୍ରକର ୪ ବ୍ଲକ୍‌ରେ ସ୍କୁଲ ଛୁଟି : ତିହିଡ଼ି, ଭଣ୍ଡାରିପୋଖରୀ, ଧାମନଗର, ଓ ଚାନ୍ଦବାଲି ବ୍ଲକ୍‌ର ସବୁ ସ୍କୁଲ ଆଜି ପାଇଁ ଛୁଟି ଘୋଷଣା…
Read More...

ଜ୍ଞାନବାପି ପରିସରରେ ସର୍ଭେ ଆରମ୍ଭ

ନୂଆଦିଲ୍ଲୀ: ଗୁରୁବାର ଆହ୍ଲାବାଦ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟ କାଏମ ରଖିବା ପରେ ସେଠାରେ ପୁଣି ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳ ୭ଟା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଉତ୍ତର…
Read More...

ବିଦ୍ୟାଳୟରେ ପଢ଼ାଯିବ ‘ମନ କୀ ବାତ’ର ପ୍ରେରଣାଦାୟକ କାହାଣୀ

ନୂଆଦିଲ୍ଲୀ: ଛୋଟ ଛୋଟ ପିଲାମାନଙ୍କୁ ପ୍ରେରିତ କରିବା ଲକ୍ଷ୍ୟରେ ବିଦ୍ୟାଳୟରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କୀ ବାତ’ କାର୍ଯ୍ୟକ୍ରମର କାହାଣୀ ପଢ଼ାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ‘ମନ କୀ…
Read More...

ଜୁଆ ଆଡ୍ଡାରେ ପୁଲିସକୁ ଆକ୍ରମଣ ମାମଲା : ଫେରାର ଅଭିଯୁକ୍ତ ଗିରଫ

ଗୋପାଳପୁର : ଜୁଆ ଆଡ୍ଡା ଉପରେ ପୁଲିସ ଚଡ଼ାଉ ସମୟରେ ପୁଲିସକୁ ଆକ୍ରମଣ କରିବା ଘଟଣାରେ ଗୁରୁବାର ଫେରାର ଅଭିଯୁକ୍ତକୁ ଗୋଳନ୍ଥରା ଥାନା ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଇଚ୍ଛାପୁର…
Read More...

ଜଳିଗଲା ଟ୍ରକ୍: ଚାଳକ ଜୀବନ୍ତ ଦଗ୍ଧ

କେନ୍ଦୁଝର: କେନ୍ଦୁଝର ଜିଲାରେ ଏକ ବଡ଼ ଧରଣର ଟ୍ରକ ଦୁର୍ଘଟଣା ହେବା ପରେ ଟ୍ରକ୍‌ଟି ଜଳିଯିବା ସହିତ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିବା ଜଣାପଡ଼ିଛି। ସୂଚନା…
Read More...

ଭଦ୍ରକ : ୪ଟି ବ୍ଲକରେ ଆଜି ସବୁ ସ୍କୁଲ ଛୁଟି

ଭଦ୍ରକ : ବନ୍ୟା ସ୍ଥିତି ପାଇଁ ଭଦ୍ରକ ଜିଲାର ୪ଟି ବ୍ଲକରେ ଥିବା ସବୁ ସ୍କୁଲ ଆଜି ଛୁଟି ଘୋଷଣା କରାଯାଇଛି। ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକ୍‌ରେ ସ୍କୁଲ ଛୁଟି ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ…
Read More...

ଆଜି ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ବର : ଆଜି ଭୁବନେଶ୍ୱର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାତି ୧୦ଟା ୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଶନିବାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସହିତ ଜାତୀୟ ରାଜପଥ…
Read More...

ମୁଣ୍ଡଳିରେ କମୁଛି ଜଳ ପ୍ରବାହ : ତେରମାଣପୁରରେ ୨୦ ଫୁଟର ଘାଇ

କଟକ: ଆଜି କଟକ ମୁଣ୍ଡଳିରେ ଜଳସ୍ତର କମିବା ନେଇ ସୂଚନା ରହିଛି । ଫଳରେ ବନ୍ୟା ଆଶଙ୍କା ଟଳିଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ମୁଣ୍ଡଳିରେ ୮ ଲକ୍ଷ ୬ ହଜାର ୧୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । କୁଜଙ୍ଗ ବ୍ଲକ…
Read More...

ମହାନଦୀରେ ୫୦ ଫୁଟର ଘାଇ, ବଢ଼ୁଛି ହୀରାକୁଦ ଜଳସ୍ତର

ପାରାଦୀପ: ଲଘୁଚାପଜନିତ ଲଗାଣ ବର୍ଷାରେ ରାଜ୍ୟର ମହାନଦୀ ସମେତ ବୈତରଣୀ, ବ୍ରାହ୍ମଣୀ, ଜଳକା, ବଂଶଧାରା ଇତ୍ୟାଦି ନଦୀ ଫୁଲିବାରେ ଲାଗିଛି । ସୂଚନା ଅନୁସାରେ, ମହାନଦୀରେ ମଧ୍ୟ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଲୋକେ…
Read More...

୫ଟି ବନ୍ୟା ପ୍ଲାବିତ ଗାଁ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ହରଭଙ୍ଗା : ହରଭଙ୍ଗା ବ୍ଲକର ଦେଖାଦେଇଥିବା ବନ୍ୟା ପରିସ୍ଥିତି ଯୋଗୁଁ ପାଣି ଘେରରେ ଥିବା ୧୦ଟି ଗାଁ ଲୋକଙ୍କୁ ରନ୍ଧା ଖାଦ୍ୟ ଦୁଇଦିନ ହେଲା ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପେକ୍ଷୀରେ ସଂକୁଲେଇ ପଞ୍ଚାୟତର…
Read More...

ମହିଳାଙ୍କ ଆତ୍ମହତ୍ୟା

ପାଟଣା : ଆଜି ସନ୍ଧ୍ୟାରେ ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ପଞ୍ଚାୟତ ଭୂମିଜ ସାହିର ଜଗନ୍ନାଥ ମୁଣ୍ଡା ଓରଫ ଟୁନାଙ୍କ ପତ୍ନୀ ଗୀତା ମୁଣ୍ଡା (୩୭) ଏକ ଟେଣ୍ଟ ହାଉସ କପଡାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି l ଘର…
Read More...

ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ବିଲ୍‌

ନୂଆଦିଲ୍ଲୀ - ଲୋକସଭାରେ ଦିଲ୍ଲୀ ସେବା ବିଲ୍‌ ପାରିତ ହୋଇଛି । ସାସଂଦଙ୍କ ହୋ ହଲ୍ଲା ମଧ୍ୟରେ ଏହି ବିଲ୍‌ ପାରିତ ହୋଇଛି । ଏହି ସମୟରେ ଆମ ଆଦମୀ ପାର୍ଟିର ସାସଂଦ ସୁଶୀଲ କୁମାର ରିଙ୍କୁ ଅନ୍ୟ ସାସଂଦଙ୍କ ଉପରେ କାଗଜ…
Read More...

ପୁଲିସକୁ ଗିରଫ କଲା ପୁଲିସ- ଏହି କାମ ପାଇଁ ଏବେ ଜେଲ୍‌ ଯିବେ

କୋଚୀ - କେରଳକୁ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଯାଇଥିବା କର୍ଣ୍ଣାଟକ   ପୁଲିସ ଦଳର ସଦସ୍ୟମାନଙ୍କୁ କେରଳ ପୁଲିସ ପକ୍ଷରୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ଇନିସ୍‌ପେକ୍ଟର ରହିଛନ୍ତି । କର୍ଣ୍ଣାଟକର ଜଣେ…
Read More...

ଲାପଟପ୍‌ ଏବଂ ଟାବଲେଟ୍‌ ଆମଦାନୀ ଉପରେ କଟକଣା ଲଗାଇଲା ଭାରତ

ନୂଆଦିଲ୍ଲୀ - ବିଦେଶରୁ ଲାପଟପ୍‌ ଟାବଲେଟ୍‌ ଏବଂ ସର୍ଭର ଆମଦାନୀ ଉପରେ ଭାରତ କଟକଣା ଲଗାଇଛି । ଗୁରୁବାରରେ ଏହି କଟକଣା ଜାରି କରାଯାଇଛି । ଭାରତରେ ସ୍ୱଦେଶୀ ଉତ୍ପାଦକୁ ଅଗ୍ରାଧିକାର ଦେବା ପାଇଁ ଏପରି ପଦକ୍ଷେପ ଗ୍ରହଣ…
Read More...

ଏସ୍‌ଆର୍‌ସିଙ୍କ ନିର୍ଦେଶ : ବନ୍ୟା ସ୍ଥିତି ଉପରେ ନଜର ରଖିବେ ୮ ବରିଷ୍ଠ ଯନ୍ତ୍ରୀ

ଭୁବନେଶ୍ବର : ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ୮ ବରିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି। ମହାନଦୀରେ ବନ୍ୟାକୁ ଦେଖି ଜଳସମ୍ପଦ ବିଭାଗର ୮ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ମିଳିଛି।…
Read More...

ସାପ କାମୁଡ଼ାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

କନ୍ଧମାଳ : ସର୍ପାଘାତରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, କନ୍ଧମାଳ ଜିଲା ଚକାପାଦ ବ୍ଲକ ଲାଇନପଡ଼ା ଫାଣ୍ଡି ଅନ୍ତର୍ଗତ ପାଣ୍ଡୁଲି ଗ୍ରାମରେ ଘଟିଛି ଏହି ଅଘଟଣ।…
Read More...

ମସ୍‌ଜିଦ୍‌ କମିଟି ଆବେଦନ ଖାରଜ : ଆହ୍ଲାବାଦ ହାଇକୋର୍ଟଙ୍କ ରାୟ କାଏମ

ନୂଆଦିଲ୍ଲୀ: ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ସର୍ଭେ କରିବା ଲାଗି ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’କୁ (ଏସ୍‌ଆଇ) ବାରାଣସୀ କୋର୍ଟ ଦେଇଥିବା ଆଦେଶକୁ ଆଜି ଆହ୍ଲାବାଦ ହାଇକୋର୍ଟ କାଏମ ରଖିଛନ୍ତି। ତୁରନ୍ତ…
Read More...

ମହାନଦୀରେ ବନ୍ୟା ଆଶଙ୍କା : ଦୁର୍ବଳ ନଦୀବନ୍ଧରେ ୨୪ ଘଣ୍ଟିଆ ପାଟ୍ରୋଲିଂ ନିର୍ଦେଶ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ଏ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ଏସଆରସି ବା ସ୍ୱତନ୍ତ୍ର ରିଲିଫ କମିଶନର। ସେହିପରି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ…
Read More...

ବର୍ଷା ଓ ବନ୍ୟା ପ୍ରଭାବ : ଆଜି ୯ ଜିଲାରେ ସ୍କୁଲ, କଲେଜ ଛୁଟି

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଆଜି ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା ଜିଲାରେ ସବୁ ସ୍କୁଲ ଓ କଲେଜ ଛୁଟି ଘୋଷଣା…
Read More...

ମହିଳା ବିଚାରପତିଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ

ହରିଆଣା : ହରିଆଣା ସାମ୍ପ୍ରଦାୟିକ ହିଂସା ସମୟରେ ନୁହର ଜଣେ ମହିଳା ଜଜଙ୍କ ଗାଡିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ ବିଚାରପତି ଏବଂ ତାଙ୍କର ତିନି ବର୍ଷର ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲି ଥାନାରେ…
Read More...

୧୦ଟା ମୁଖ୍ୟ ଖବର

-ମାଆ ଭଟ୍ଟାରିକା ପୀଠରେ ୧୪୪ ଧାରା ଲାଗୁ, ସିଂହନାଥ ପୀଠରେ ମଧ୍ୟ ୧୪୪ ଧାରା ଲାଗୁ -ହରିଆଣାରେ ହିଂସା: ଅଗଷ୍ଟ ୫ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ - ଯାଜପୁର : ବନ୍ୟା ବିତ୍ପାତ; ଜଣେ ମୃତ -ଢ଼େଙ୍କାନାଳ :…
Read More...

ବନ୍ୟା ଆଶଙ୍କା : ୧୫ ଜିଲା ଉପରେ ନଜର, ଉଦ୍ଧାରକାରୀ ଟିମ ପ୍ରସ୍ତୁତ

ଭୁବନେଶ୍ୱର : ରାଜ୍ୟର ଅନେକ ସ୍ଥାନରେ ଲଗାଣ ଯୋଗୁଁ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ୧୫ ଜିଲାରେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଇଛନ୍ତି । ୮ଟି…
Read More...

ବର୍ଷା ଧୋଇନେଲା କଂକ୍ରିଟ ରାସ୍ତା : ଯାଇ ପାରୁନି ଆମ୍ବୁଲାନ୍ସ

ଦେଓଗାଁ: ବଲାଙ୍ଗୀର ସଦର ବ୍ଳକ ଅନ୍ତର୍ଗତ ଶିକା ଛିଡା -ସିନ ଖମନ ପୂର୍ତ୍ତ ରାସ୍ତାରୁ କନକ ପୁର ଗାଁକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାକୁ ଗତ କିଛି ମାସ ତଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମରାମତି…
Read More...

ଗୋପାଳପୁର : ପାଣ୍ଠି ଅଭାବରୁ ଆଗେଇ ପାରୁନି ଆରମ୍ଭ ହୋଇଥିବା ସ୍ମାର୍ଟ ପାର୍କ

ଗୋପାଳପୁର : ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ରହିଥିବାବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ ହେଉଛି। କିନ୍ତୁ ସେଗୁଡିକର ନିର୍ମାଣ କାର୍ଯ୍ୟ ଠିକ ସମୟରେ ସରୁନାହିଁ।…
Read More...

ବନ୍ୟା ବିତ୍ପାତ : ଜଣେ ମୃତ

ଯାଜପୁର : ଲଗାଣ ବର୍ଷା ପ୍ରଭାବରେ ବୈତରଣୀ ଏବେ ବିପଦ ସଙ୍କେତ ଉପରେ। ଲଘୁଚାପ ବର୍ଷା ବନ୍ୟା ଆଣିବାରୁ  ଯାଜପୁର ଜିଲା ଯାଜପୁର ବ୍ଳକ, ସିମୁଳିଆ ପଞ୍ଚାୟତର ଓଲେଇ ପଡ଼ା ଗାଁରେ ପାଣିରେ ଭାସିଯାଇ ଜଣେ ମୃତ୍ୟୁବରଣ କରିଥିବା…
Read More...

ହରିଆଣାରେ ହିଂସା: ଅଗଷ୍ଟ ୫ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ

ହରିୟାଣା : ହରିଆଣାର ଗୋଷ୍ଠୀ ସଙ୍ଘର୍ଷ ଧୀରେ ଧୀରେ ସାମ୍ପ୍ରଦାୟିକ ହିଂସା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ସ୍ଥଗିତ ଅବଧି ବୃଦ୍ଧି କରିଛନ୍ତି ହରିଆଣା ସରକାର। ରାଜ୍ୟର ନୁହ ସମେତ ଅନ୍ୟ…
Read More...

ମନ୍ଦିର ଭିତରେ ପଶିଲା ପାଣି : ମା’ ଭଟ୍ଟାରିକା ପୀଠରେ ୧୪୪ ଧାରା ଲାଗୁ

ବଡ଼ମ୍ବା: ଲଗାଣ ବର୍ଷା ପ୍ରଭାବରେ ବଡ଼ମ୍ବାର ପ୍ରସିଦ୍ଧ ମା’ ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପାଣି ପଶି ଯାଇଛି। ମନ୍ଦିର ବେଢା ସହିତ ଗର୍ଭଗୃହରେ ମଧ୍ୟ ଲହଡ଼ି ଖେଳୁଛି ବନ୍ୟାଜଳ । ତେବେ ଏଭଳି ଏକ ପରିସ୍ଥିତି ପରେ ମା’…
Read More...

ଧାମରାରେ ସ୍ୱତନ୍ତ୍ର ଭୂ – ଅର୍ଜନ ଅଧିକାରୀଙ୍କ ଅଫିସ ଉଦ୍‌ଘାଟିତ

ଧାମରା : ଧାମରା ଅଞ୍ଚଳ ଏବେ ବହୁ ମେଗା ପ୍ରକଳ୍ପ ସ୍ଥାନ ପାଇବ ଏଥି ପାଇଁ ଆଉ ଭଦ୍ରକ ଜିଲା ସଦର ମହକୁମାକୁ ଦୌଡିବାକୁ ପଡ଼ିବ ନାହିଁ, ସମସ୍ତ ପୁଞ୍ଜିନିବେଶକାରୀଙ୍କୁ ସିଙ୍ଗଲଉଇଣ୍ଡୋ ଦ୍ୱାରା ଜମି ଯୋଗାଇ ଦିଆଯିବ ।…
Read More...

ସ୍କୁଲ ଉପରେ ପଡ଼ିଲା ବିଶାଳକାୟ ବରଗଛ

ଫୁଲବାଣୀ : କନ୍ଧମାଳ ଜିଲାରେ ଲାଗି ରହିଛି ବର୍ଷା ବିତ୍ପାତ। ସୂଚନା ଅନୁସାରେ, ଫିରିଙ୍ଗିଆ ବ୍ଲକର କ୍ରାଣ୍ଡିବାଲିଠାରେ ଥିବା ଉନ୍ନୀତ ଉଚ୍ଚବିଦ୍ୟାଳୟ କାନ୍ଥକୁ ଲାଗିରହିଥିବା ଏକ ବିରାଟ ପୁରୁଣା ବରଗଛ ଭାଙ୍ଗିପଡ଼ିଛି।…
Read More...

ବର୍ଷାଜନିତ କ୍ଷୟକ୍ଷତି ଆକଳନ, କାନ୍ଥପଡ଼ି ବୃଦ୍ଧା ମୃତ : ୭୨ପଞ୍ଚାୟତ ଓ ୨୫ ୱାର୍ଡ ପ୍ରଭାବିତ,୨୦୮ ଘର ଭାଙ୍ଗିଲା

କେନ୍ଦୁଝରଗଡ଼: ଲଘୁଚାପଜନିତ ଲଗାଣବର୍ଷା ଯୋଗୁଁ କେନ୍ଦୁଝର ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଜିଲା ପ୍ରଶାସନ ସୂଚନା ଅନୁଯାୟୀ ଲଗାଣବର୍ଷାଜନିତ କାରଣରୁ କାନ୍ଥ ପଡ଼ି ଝୁମ୍ପୁରା ବ୍ଲକ ଘୁଣ୍ଟିପଶି ଗ୍ରାମର ୬୭ବର୍ଷର…
Read More...