ମନ୍ଦିର ଭିତରେ ପଶିଲା ପାଣି : ମା’ ଭଟ୍ଟାରିକା ପୀଠରେ ୧୪୪ ଧାରା ଲାଗୁ

ବଡ଼ମ୍ବା: ଲଗାଣ ବର୍ଷା ପ୍ରଭାବରେ ବଡ଼ମ୍ବାର ପ୍ରସିଦ୍ଧ ମା’ ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପାଣି ପଶି ଯାଇଛି। ମନ୍ଦିର ବେଢା ସହିତ ଗର୍ଭଗୃହରେ ମଧ୍ୟ ଲହଡ଼ି ଖେଳୁଛି ବନ୍ୟାଜଳ । ତେବେ ଏଭଳି ଏକ ପରିସ୍ଥିତି ପରେ ମା’ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ବଡ଼ମ୍ବା ତହସିଲଦାର ଏହି କଟକଣା ଜାରି କରିଥିବା ସୂଚନା ମିଳିଛି।

Comments are closed.