ବନ୍ୟା ବିତ୍ପାତ : ଜଣେ ମୃତ
ଯାଜପୁର : ଲଗାଣ ବର୍ଷା ପ୍ରଭାବରେ ବୈତରଣୀ ଏବେ ବିପଦ ସଙ୍କେତ ଉପରେ। ଲଘୁଚାପ ବର୍ଷା ବନ୍ୟା ଆଣିବାରୁ ଯାଜପୁର ଜିଲା ଯାଜପୁର ବ୍ଳକ, ସିମୁଳିଆ ପଞ୍ଚାୟତର ଓଲେଇ ପଡ଼ା ଗାଁରେ ପାଣିରେ ଭାସିଯାଇ ଜଣେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।

Comments are closed.