ବଢୁଛି ହୀରାକୁଦ ଜଳସ୍ତର : ୧୨ଟି ଗେଟରେ ନିଷ୍କାସିତ ହେଉଛି ବନ୍ୟା ଜଳ

ସମ୍ବଲପୁର: ହୀରାକୁଦ ଜଳସ୍ତର ବଢ଼ୁଥିବା ସଦ୍ୟ ସୂଚନା ମିଳିଛି। ବର୍ତ୍ତମାନ ୧୨ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଫଳରେ ୬୨୦.୪୧ଫୁଟରେ ପହଞ୍ଚିଛି ହୀରାକୁଦ ଜଳ । ବର୍ତ୍ତମାନ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୪ ଲକ୍ଷ ୮୪ ହଜାର ଘନଫୁଟ ବନ୍ୟାଜଳ ।

Comments are closed.