www.samajalive.in
Saturday, December 6, 2025
26.1 C
Bhubaneswar

ମସ୍‌ଜିଦ୍‌ କମିଟି ଆବେଦନ ଖାରଜ : ଆହ୍ଲାବାଦ ହାଇକୋର୍ଟଙ୍କ ରାୟ କାଏମ

ନୂଆଦିଲ୍ଲୀ: ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ସର୍ଭେ କରିବା ଲାଗି ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’କୁ (ଏସ୍‌ଆଇ) ବାରାଣସୀ କୋର୍ଟ ଦେଇଥିବା ଆଦେଶକୁ ଆଜି ଆହ୍ଲାବାଦ ହାଇକୋର୍ଟ କାଏମ ରଖିଛନ୍ତି। ତୁରନ୍ତ ସର୍ଭେ କାର୍ଯ୍ୟ ପୁଣି ଚାଲୁ କରିବାକୁ ନିର୍ଦେଶ ଦେଇଛନ୍ତି। ତତ୍‌ସହିତ ହାଇକୋର୍ଟ ‘ଅଞ୍ଜୁମନ୍‌ ଇନ୍‌ତେଜାମିଆ ମସ୍‌ଜିଦ୍‌ କମିଟି’ ଆବେଦନକୁ ଖାରଜ କରିଦେଇଥିବା ଜଣାପଡ଼ିଛି। ହାଇକୋର୍ଟ ସେସନ୍‌ସ୍‌ କୋର୍ଟ ଆଦେଶକୁ କାଏମ ରଖିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories