www.samajalive.in
Friday, December 12, 2025
16.1 C
Bhubaneswar

୧୦ଟା ମୁଖ୍ୟ ଖବର

-୨ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।, ସ୍ୱାଗତ କଲେ ବିଜେପି ନେତା ଓ କର୍ମୀ…

-ଆଜି ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ସହ ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ସ୍ଥିତିର ସମୀକ୍ଷା କରିବେ ଅମିତ ଶାହା…

- Advertisement -

-ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିବେ ଶ୍ରୀ ଶାହା…

– ଧାମନଗର ବ୍ଲକରେ ଆଜି ସବୁ ସ୍କୁଲ ଛୁଟି : ବନ୍ୟାରେ ଭଦ୍ରକ ଜିଲାର ୪ଗୋଟି ବ୍ଲକର ୬୧ ଗୋଟି ପଞ୍ଚାୟତର ୩୨୬ ଗାଁର ୧ଲକ୍ଷ ୮୧ ହଜାର ଲୋକ ପ୍ରଭାବିତ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା…

– ଜମ୍ମୁକାଶ୍ମୀର କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ, ୩ ଯବାନ ସହିଦ…

– ମଣିପୁରରେ ପୁଣି ହିଂସା, ବିଷ୍ଣୁପୁର ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ୩ ଜଣଙ୍କୁ ହତ୍ୟା..

-ଏ ଯାଏଁ ମଣିପୁର ହିଂସାରେ ଗଲାଣି ୧୬୦ ଜୀବନ…

– ବାଙ୍ଗିରିପୋଷି : ଘାଟି ତଳକୁ ଖସିଲା ଟ୍ରକ : ଚାଳକ ମୃତ, ହେଲପର ଗୁରୁତର..

– ଉତ୍ତରପ୍ରଦେଶ: ଟ୍ରାକ୍ଟର- ଡମ୍ଫର ମୁହାଁମୁହିଁ, ୫ ମୃତ…

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories