ଇଡ଼ି ନିର୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ୍‌ : ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳକୁ ଦୁଇ ଦୁଇଥର ବଢ଼ାଇଥିଲେ କେନ୍ଦ୍ର ସରକାର। ଏହାକୁ ସେସମୟରେ ବିରୋଧୀ ବି ବିରୋଧ କରିଥିଲେ। ବିରୋଧ ସତ୍ତ୍ବେ ବି ତାଙ୍କର କାର୍ଯ୍ୟକାଳକୁ ଦୁଇ ଥର…
Read More...

ଭାରତରେ ଆଇଫୋନ୍‌ ନିର୍ମାଣ କରିବ ଟାଟା ଗ୍ରୁପ୍‌

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ ଭାରତରେ ଆଇଫୋନ୍ ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି। ଏ ନେଇ ଆପଲ ସହ ଟାଟା ଗ୍ରୁପର ଚୁକ୍ତି ସ୍ବାକ୍ଷର ହୋଇଛି। ଟାଟା ଗ୍ରୁପ୍ ଆଇଫୋନ୍ ନିର୍ମାଣ କଲେ ଭାରତୀୟ ବଜାରରେ ଏହାର ମୂଲ୍ୟ କମ୍…
Read More...

ଉଚ୍ଚଶିକ୍ଷା ପାଇଁ ଅନୁସୂଚିତ ଜାତି ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷରୁ ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅନୁସୂଚିତ ଜାତି ଜାନଜାତିର ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଜନଜାତି…
Read More...

ଧାରା ୩୭୦ ଉଚ୍ଛେଦ ମାମଲା : ଅଗଷ୍ଟ ୨ରୁ ଶୁଣାଣି ଆରମ୍ଭ

ଶ୍ରୀନଗର : ଜାମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାରେ ଆସନ୍ତା ଅଗଷ୍ଟ ୨ରୁ ସୁପ୍ରିମକୋର୍ଟରେ ଶୁଣାଣି ହେବ ବୋଲି ଜଣାପଡ଼ିଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ…
Read More...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳ :୧୦ ଆସନରେ ବିଜୟୀ, ୬୦୧ରେ ଆଗୁଆ ଟିଏମ୍‌ସି

କୋଲକାତା : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଗଣତି ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, ତ୍ରୁଣ ମୂଳ କଂଗ୍ରେସ ୧୦ଟି ଆସନରେ ବିଜୟୀ ହୋଇଥିବାବେଳେ ୬୦୧ ଆସନରେ ଆଗରେ ରହିଛି ଟିଏମ୍‌ସି।…
Read More...

ବାହାନଗା ରେଳ ଦୁର୍ଘଟଣା ଘଟଣା : ଆଜି ସରୁଛି ୩ ଅଭିଯୁକ୍ତଙ୍କ ୫ ଦିନିଆ ରିମାଣ୍ଡ ଅବଧି

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣା ଘଟଣାରେ ଆଜି ସିଗ୍‌ନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କ ରିମାଣ୍ଡ ଅବଧି ସରୁଥିବାବେଳେ ଗତକାଲି…
Read More...

ଆଜି ଜିଏସଟି ପରିଷଦର ୫୦ତମ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଜିଏସଟି ପରିଷଦର ୫୦ତମ ବୈଠକ ବସିବ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଏଥିରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ…
Read More...

ଥାନା ସାମ୍ନା ପୋଖରୀରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ

ହାଟଡ଼ିହି: କେନ୍ଦୁଝର ଜିଲା ନନ୍ଦିପଦା ଥାନାର ଜଣେ କନେଷ୍ଟବଳଙ୍କ ମୃତଦେହ ଥାନା ସାମ୍ନାରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି। ମୃତ କନେଷ୍ଟବଳଙ୍କ ନାମ ପ୍ରଦୀପ ନାୟକ। କେନ୍ଦୁଝର ଜିଲା ହରିଚନ୍ଦନପୁରରେ ତାଙ୍କ ଘର। ସେ…
Read More...

ବିର୍ଲ୍ଲା ଗ୍ଲୋବାଲ ୟୁନିଭର୍ସିଟି ପକ୍ଷରୁ ନବାଗତ ଏମ୍‌ବିଏ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏମ୍‌ବିଏ (୨୦୨୩-୨୫) ବ୍ୟାଚ୍‌ର ନବାଗତ ଛାତ୍ରଛାତ୍ରୀମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

କଟକ- ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: କଟକ- ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, କଟକର ତ୍ରିଶୂଳିଆ ଛକରୁ ଭୁବନେଶ୍ବରର ରାଜଭବନ ଛକ ଯାଏ ୨୪ଟି ସ୍ଥାନରେ ଜିଓ ଟେକନିକାଲ ଇନଭେଷ୍ଟିଗେସନ…
Read More...

ନାମାଙ୍କନ ପତ୍ର ଦାଖଲ କଲେ ଏସ୍‌. ଜୟଶଙ୍କର

ଗାନ୍ଧୀନଗର : ବୈଦେଶିକ ବ୍ୟାପାର ମନ୍ତ୍ରୀ  ଏସ୍‌.ଜୟଶଙ୍କର ସୋମବାର ଗାନ୍ଧିନଗରରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନା ଅନୁସାରେ, ଗୁଜରାଟରେ ତିନୋଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ…
Read More...

ଓଟିପି ଶେୟାରିଂ ମାମଲା: ଟଙ୍କା ପଠାଇଥିବା ମାନିଲା ଅଭିଯୁକ୍ତ ଅଭିଜିତ

ଭୁବନେଶ୍ବର: ଓଟିପି ଶେୟାରିଂ ମାମଲାରେ ଅଭିଜିତ ଜମ୍ବୁରେକୁ ଜେରା କରିଛି ଏନ୍‌ଆଇଏ। ଦେଶ ବିରୋଧୀ କାର୍ଯ୍ୟକଳାପ ନେଇ ଏସଟିଏଫ୍ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ…
Read More...

ମଣିପୁର ହିଂସା ମାମଲା : ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ

ଇମ୍ଫାଲ: ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ସ୍ଥିତି କିପରି ରହିଛି, ସେ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରେ ସରକାର କହିଛନ୍ତି ଯେ, ସ୍ଥିତିରେ ଧୀରେ ଧୀରେ…
Read More...

ମହଙ୍ଗା ପଡ଼ିଲା ଅଶ୍ଳୀଳ ଫଟୋ ଆଣିବା : ବିବିସି ଉପସ୍ଥାପିକା ନିଲମ୍ବିତ

ଲଣ୍ଡନ : ଅଶ୍ଳୀଳ ଫଟୋ ପାଇଁ ଜଣେ ବିବିସି ଉପସ୍ଥାପିକା ଜନୈକ ନାବାଳିକାକୁ ଭାରତୀୟ ମୁଦ୍ରାରେ ୩୭ଲକ୍ଷ ଟଙ୍କା ଦେଇଥିଲେ। ଏହି ଘଟଣାରେ ସଂପୃକ୍ତ ଉପସ୍ଥାପିକାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଏହା ଏକ…
Read More...

ବାଇକ୍‌ ଦୁର୍ଘଟଣାରେ ତୃପ୍ତି ବିଶ୍ବାଳଙ୍କ ମୃତ୍ୟୁ

ଭୁବନେଶ୍ବର : ଜଣାଶୁଣା ଯାତ୍ରା ନିର୍ଦେଶକ ତୃପ୍ତି ବିଶ୍ବାଳଙ୍କର ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ତୃପ୍ତି ବାଇକ୍‌ରେ ଆସୁଥିବାବେଳେ ଗତକାଲି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।…
Read More...

ସିସୋଡିଆଙ୍କ ଜାମିନ ଆବେଦନ ପ୍ରସଙ୍ଗ : ଜୁଲାଇ ୧୪ରେ ଶୁଣାଣି

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ସୁପ୍ରିମକୋର୍ଟରେ ୧୪ ଜୁଲାଇରେ ହେବ ବୋଲି ଜଣାପଡ଼ିଛି। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଏହି ମାମଲାକୁ…
Read More...

କାର ସମେତ ୩୦ କିଗ୍ରା ଗଞ୍ଜେଇ ଜବତ : ୩ ଗିରଫ

ସମ୍ବଲପୁର : ସମ୍ବଲପୁରର ଅବକାରୀ ବିଭାଗ ପକ୍ଷରୁ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା କ୍ରମରେ ଶନିବାର ରାତ୍ରି ସମୟରେ ଗଞ୍ଜେଇ ସମେତ କାର ଜବତ କରିଛି। ଅବକାରୀ ଦଳ ପାଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ଶାସନ…
Read More...

ଯାଦବ ପ୍ରତିଭା ସମ୍ମାନ ସମାରୋହ

ସମ୍ବଲପୁର : ରାଜନୈତିକ ବିକାଶ ନହେଲେ ଯାଦବ ଜାତିର ବିକାଶ ହୋଇପାରିବ ନାହିଁ। ଯୁବପିଢ଼ି ଯାଦବ ଜାତିର ବିକାଶ ପାଇଁ ରାଜନୀତିକୁ ଆଗେଇ ଆସିବାକୁ ଉତ୍କଳ ଯାଦବ ମହାସଭାର ସାଧାରଣ ସଂପାଦକ ପ୍ରଦୀପ ବେହେରା କହିଛନ୍ତି। ଆଜି…
Read More...

ଗୁପ୍ତ ଚାମ୍ବର ଜରିଆରେ ୧ କ୍ୱିଣ୍ଟାଲ ଗଞ୍ଜେଇ ଚାଲାଣ : ୩ ଗିରଫ

ସମ୍ବଲପୁର : ସମ୍ବଲପୁରର ଅବକାରୀ ବିଭାଗ ପକ୍ଷରୁ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା କ୍ରମରେ ରବିବାର ସକାଳ ସମୟରେ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିଛି। ଅବକାରୀ ଦଳ ପାଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ…
Read More...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ : ୬୯୭ ବୁଥରେ ସାନି ମତଦାନ

କୋଲକାତା : ସୋମବାର ପଶ୍ଚିମବଙ୍ଗର ୨୨ଟି ଜିଲା ମଧ୍ୟରୁ ୧୯ଟିର ମୋଟ ୬୯୭ଟି ବୁଥରେ ପଞ୍ଚାୟତ ନିର୍ବାଚନ ପାଇଁ ସାନି ମତଦାନ ଆରମ୍ଭ ହୋଇଛି । ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ହିଂସା ଆଶଙ୍କା ଥିବାରୁ ମତଦାନ…
Read More...

ମଣିପୁରରେ ପୁଣି ହିଂସା ଜଣେ ପୁଲିସ କମାଣ୍ଡୋଙ୍କ ସହ ୪ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ - ମଣିପୁରରେ ସଂରକ୍ଷଣକୁ ନେଇ ହିଂସା ଲାଗି ରହିଛି । ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଲାଣି । ଶୁକ୍ରବାର ଦିନ ହିଂସା ପୁଣି ଭୟାନକ ରୂପ ନେଇଥିଲା ।…
Read More...

ବିଶ୍ୱକପ୍‌ କ୍ରିକେଟ୍‌ ପାଇଁ ଭାରତ ଆସିବନି କି ପାକିସ୍ତାନ ଟିମ୍‌-ପାକ୍‌ ପ୍ରଧାନମନ୍ତ୍ରୀ ଶାହବାଜ କହିଲେ କିମିଟି ନେବ…

କରାଚୀ - ଚଳିତ ବର୍ଷ ଭାରତରେ ବିଶ୍ୱକପ୍‌ କ୍ରିକେଟ୍‌ର ଆୟୋଜନ କରାଯିବ । ଆଇସିସି ଏ ନେଇ ସମୟ ସାରଣୀ ପ୍ରକାଶ କରିଛି । ଆଇସିସି କ୍ରିକେଟ ବିଶ୍ୱକପ୍‌ ଖେଳିବାକୁ ଥିବା ସମସ୍ତ କ୍ରିକେଟ ଟିମ୍‌ ଭାରତ ଆସିବେ । ମାତ୍ର…
Read More...

ଗୋଟିଏ ଦିନରେ ୨ ଦୁର୍ଘଟଣା, ୨ ମୃତ

ରେଙ୍ଗାଲିକ୍ୟାମ୍ପ : ଗୋଟିଏ ଦିନରେ ଦୁଇ ଦୁଇଟି ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଅପରାହ୍ଣ ପ୍ରାୟ ୨ଟା ସମୟରେ ଅତାବିରା ବ୍ଲକ ଗୋଡଭଗା ଛକରେ ବରଗଡ଼-ସମ୍ବଲପୁର ୱେ ଷ୍ଟେଟ୍…
Read More...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା : ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା

କୋଲକାତା : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା ସତ୍ତ୍ବେ ବି ମତଦାନ ଜାରି ରହିଥିବା ଜଣାପଡ଼ିଛି। ହିଂସା ରୋକିବାକୁ ବ୍ୟାପକ ପୁଲିସ ବଳ ମୁତୟନ ହୋଇଥିଲେ ବି ହିଂସା ଥମିବାର ନାଁ ନେଉନି। ହିଂସା ଯୋଗୁ ଏ…
Read More...

ବସ୍‌-କ୍ରୁଜର ମୁହାଁମୁହିଁ ; ୮ମୃତ

ଚଣ୍ଡିଗଡ : ଶନିବାର ହରିୟାଣାର ଜିନ୍ଦରେ ବସ ଏବଂ କ୍ରୁଜର ମଧ୍ୟରେ ମୁହାଁମୁହିଁ ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆହତଙ୍କୁ…
Read More...

ସୋନିପତରେ ଧାନ ରୋଇଲେ ରାହୁଲ

ଚଣ୍ଡିଗଡ଼: ଆଜି ସକାଳୁ ସକାଳୁ ହରିୟାଣାର ସୋନିପତର ଏକ ଗାଁରେ ପହଞ୍ଚି ଅନ୍ୟ ଚାଷୀଙ୍କ ସହ ମିଶି ଧାନ ରୋଇଛନ୍ତି କଂଗ୍ରେ ନେତା ରାହୁଲ ଗାନ୍ଧି । ସୂଚନା ଅନୁସାରେ, ରାହୁଲ ହିମାଚଳ ପ୍ରଦେଶ ଯାଉଥିଲେ। ରାସ୍ତାରେ…
Read More...

ଲୋକକଳା କଳାକାରଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା

ଭୁବନେଶ୍ବର : ବିଭିନ୍ନ ଲୋକକଳା ଯଥା ଦାସକାଠିଆ, ପାଲା, ଘୋଡାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଏହି ନୂତନ ନିଷ୍ପତ୍ତି…
Read More...

ଗୋରୁ ବେପାରୀଙ୍କୁ ବନ୍ଧୁକ ଦେଖାଇ ନେଇଗଲେ ୧ ଲକ୍ଷ ଟଙ୍କା

ତେଲକୋଇ : କେନ୍ଦୁଝର ଜିଲା ତେଲକୋଇ-ଜଗମୋହନପୁର ରାସ୍ତାର ଚନ୍ଦ୍ରଶେଖରପୁର ଗାଁ ନିକଟରେ ୨ ଜଣ ଗୋରୁ ବେପାରୀଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟେରା ଲୁଟିନେଇଛନ୍ତି ଲକ୍ଷେ ୧୦ ହଜାର ଟଙ୍କା। ସୂଚନା ଅନୁସାରେ ଆଜି ସକାଳେ…
Read More...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ୮ ମୃତ ; ବାଲାଟ ପେପର ଲୁଟି ବୁଥ୍‌ ଜାଳିଦେଲେ

କୋଲକୋତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଜାରି ରହିଛି ମତଦାନ । ଜୁନ୍‌ ୮ରେ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା ପରଠୁ ନିର୍ବାଚନୀ ହିଂସାରେ ଜଳୁଛି ପଶ୍ଚିମବଙ୍ଗ। ନିର୍ବାଚନୀ ହିଂସା ଫଳରେ ୮ ଜଣଙ୍କର…
Read More...

ପରିଣତ ବୟସରେ ଦିବ୍ୟାଙ୍ଗ ଭଉଣୀର ସାହାରା ପାଲଟିଛନ୍ତି ଭାଇ

ଚାନ୍ଦିପୁଟ : ଜୀବନର ଅନ୍ୟନାମ ସଂଘର୍ଷ। ସୁଖ ଦୁଃଖ ଜୀବନରେ ଭୋଗିବାକୁ ପଡ଼େ। କିନ୍ତୁ ବେଳେବେଳେ ଭଗବାନ କେବଳ ଦୁଃଖ ହିଁ ଜଣଙ୍କ ଭାଗ୍ୟରେ ଲେଖିଦିଅନ୍ତି ଆଉ ଅସହାୟ ମଣିଷଟି ଛାତିକୁ ପଥର କରି ସବୁ ଦୁଃଖକୁ ପିଇନିଏ।…
Read More...

ବାହାନଗା ରେଳ ଦୁର୍ଘଟଣା : ୩ ଅଭିଯୁକ୍ତଙ୍କୁ ଚାଲିଛି ଜେରା

ଭୁବେନଶ୍ବର: ବାହାନଗା ରେଳ ଦୁର୍ଘଟଣା ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ଜେରା କରୁଛି ସିବିଆଇ ଟିମ୍ । ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍ ପଚରାଉଚରା କରୁଛନ୍ତି । ୫ ଦିନିଆ ରିମାଣ୍ଡରେ ଅଛନ୍ତି ୩ ଅଭିଯୁକ୍ତ।…
Read More...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ଦୁର୍ବୃତ୍ତଙ୍କ ଗୁଳିରେ ପୋଲିଂ ଏଜେଣ୍ଟ ମୃତ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ମତଦାନ ଚାଲିଥିବାବେଳେ ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବରଣ କରିଥିବା ଏଜେଣ୍ଟଜଣକ ହେଲେ ପୋଲିଂ ଏଜେଣ୍ଟ ମାଧବ…
Read More...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଆରମ୍ଭ, ସୁରକ୍ଷା କଡ଼ାକଡ଼ି

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ରାଜ୍ୟର ୬୩୨୨୯ ପଞ୍ଚାୟତ, ୯୭୩୦ ପଞ୍ଚାୟତ ସମିତି, ୯୨୮ ଜିଲା ପରିଷଦ ପାଇଁ ମତଦାନ ଆରମ୍ଭ ହୋଇଥିବା ସୂଚନା ମିଳିଛି। ୫ କୋଟି ୬୭ ଲକ୍ଷ ଭୋଟର ନିର୍ଦ୍ଧାରଣ…
Read More...

ସମଲେଇ ଯୋଜନାରେ କ୍ଷତିପୂରଣ ପାଇ ନ ଥିବା ଅଭିଯୋଗ

ସମ୍ବଲପୁର : ସମ୍ବଲପୁରରେ ମାଁ’ ସମଲେଶ୍ୱରୀ ପୀଠର ପୁନଃ ବିକାଶ କାର୍ଯ୍ୟ ସମଲେଇ ଯୋଜନା ଅର୍ନ୍ତଗତ ଜାରି ରହିଥିବା ବେଳେ ଏଥି ପାଇଁ ବିସ୍ଥାପିତ ହୋଇଥିବା କିଛି ପରିବାର ଏ ପର୍ଯ୍ୟନ୍ତ କ୍ଷତିପୂରଣ ପାଇ ନ ଥିବାର ଅଭିଯୋଗ…
Read More...

ସ୍ନେହାପାଲି ନିବାସୀ ଆବାସ ଯୋଜନାରୁ ବଞ୍ଚିତ ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ସ୍ନେହାପାଲି ଗ୍ରାମବାସୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ବୋଲି ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନକୁ ଦେଇଥିବା ଦାବିପତ୍ର…
Read More...

ଅବକାରୀ ଚଢ଼ାଉ, ମହିଳା ଗିରଫ

ସମ୍ବଲପୁର : ସମ୍ବଲପୁର ଅବକାରୀ ବିଭାଗର ସଦର ରେଞ୍ଜ ପକ୍ଷରୁ ଜଣେ ମହିଳାଙ୍କୁ ବିପୁଳ ନିଶାକଫ ସିରଫ ସହିତ ଗିରଫ କରାଯାଇଛି। ବିଭାଗୀୟ ସୂଚନାନୁଯାୟୀ, ସଦର ରେଞ୍ଜର ଅଧିକାରିଣୀ ଅନ୍ନପୁର୍ଣ୍ଣା ରଥ ଓ କର୍ମଚାରୀ ଲପଙ୍ଗା…
Read More...

ଜଙ୍ଗଲ ସମୀକ୍ଷା ଶିବିରରେ ୫ ଜଣଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର

ସମ୍ବଲପୁର : ସମ୍ବଲପୁରର ଠାରେ ଜଙ୍ଗଲ ବିଭାଗର ପ୍ରେକ୍ଷାଳୟ ଠାରେ ଡିଏଫଓ ବିଶ୍ୱନାଥ ନିଳାମ୍ବରଙ୍କ ସଭାପତିତ୍ୱରେ ୭୪ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବାର୍ଷିକ ସମୀକ୍ଷା ସମ୍ମିଳନୀ ଅନୁଷ୍ଠିତ…
Read More...

ଆର୍ନ୍ତଜାତୀୟ ସଫ୍ଟ ଟେନିସ ପ୍ରତିଯୋଗିତାରେ ସମ୍ବଲପୁରର ଅଂଶୁମାନ

ସମ୍ବଲପୁର : ଆଗାମୀ ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡ ଦେଶର ପଟ୍ଟାୟା ଠାରେ ଆର୍ନ୍ତଜାତୀୟ ସଫ୍ଟ ଟେନିସ ଚାମ୍ପିୟନସିପ ୨୦୨୩ ଆୟୋଜିତ ହେବାକୁ ଯାଉଛି। ଏଥିରେ ସମ୍ବଲପୁରର ଅଂଶୁମାନ ବାବୁ ଓଡ଼ିଶାରୁ ଅଣ୍ଡର – ୧୮…
Read More...

ଭାରତରେ ବ୍ରେନ୍‌ ଇଟିଂ ଆମିବା – କେରଳରେ ବାଳକର ବ୍ରେନ୍‌କୁ ଖାଇଗଲେ

ଆଲପୁଝା - କେରଳର ଗୋଟିଏ ବାଳକର ମସ୍ତିଷ୍କକୁ ବ୍ରେନ୍‌ ଇଟିଂ ଆମିବା ଖାଇଯାଇଛନ୍ତି। କେରଳ ଆଲପୁଝା ଜିଲ୍ଲାର ଗୋଟିଏ ଦଶମ ଶ୍ରେଣୀର ଛାତ୍ରର ମସ୍ତିଷ୍କ ବା ବ୍ରେନକୁ ନାଇଗ୍ଲେରିଆ ଫାଓଲେରୀ ନାମକ ଆମିବା ଖାଇ ନଷ୍ଟ କରି…
Read More...

ଭାରତରେ ଅଛନ୍ତି ବିଶ୍ୱର ସବୁଠାରୁ ଧନୀ ଭିକାରୀ – ଏହି ସହରରେ ୭ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବଇ - ମୁମ୍ବଇ ମହାନଗରୀରେ ବିଶ୍ୱର ସବୁଠାରୁ ଧନୀ ଭିକାରି ରହିଛନ୍ତି । ଭାରତ ଜୈନ ନାମକ ଭିକାରୀଙ୍କ ନିକଟରେ ୭.୫ କୋଟି ଟଙ୍କାର ସମ୍ପତ୍ତି ରହିଛି । ମୁମ୍ବାଇରେ ୨ ବିଏଚ୍‌କେ ଏବଂ ଓ୍ୱାନ ବିଏଚ୍‌କେ ଫ୍ଲାଟ ରହିଛି ।…
Read More...

ପିତାତଳି ସଂଘବଦ୍ଧ ଆକ୍ରମଣ ମାମଲା,୩ ଗିରଫ ଲୁଟ ଘଟଣାରେ ଥାନାରେ ୨ ଟି ମାମଲା

ଗୋପାଳପୁର,- ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଗ୍ରାମରେ ସଂଘବଦ୍ଧ ଭାବେ ସରପଞ୍ଚ ଙ୍କ ଜ୍ବାଇଁ ଙ୍କୁ ଆକ୍ରମଣ ମାମଲାରେ, ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ…
Read More...

ମୋହନାରେ ପ୍ରଧାନମନ୍ତ୍ରୀ ଆତ୍ମ ନିର୍ଭରଶୀଳ ଭାରତ ଯୋଜନା ନାଁରେ ଲକ୍ଷାଧିକ ଟଙ୍କା ଠକେଇ

ମୋହନା/ଚାନ୍ଦିପୁଟ - ପ୍ରଧାନମନ୍ତ୍ରୀ ଆତ୍ମ ନିର୍ଭରଶୀଳ ଭାରତ ଯୋଜନା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ମୋହନା ଥାନା ରେ ଅଭିଯୋଗ । ଚାକିରି ଦେବାକୁ ପ୍ରଲୋଭନ ଦେଖାଇ ବେକାରୀ ଯୁବକଯୁବତୀଙ୍କୁ…
Read More...

ପରଗ୍ରହୀ ମହାକାଶ ବିଜ୍ଞାନୀ ଆକାଶ ଗଙ୍ଗାକୁ କିପରି ଦେଖୁଥିବେ – ବୈଜ୍ଞାନିକ ଦେଲେ ଉତ୍ତର

ନୂଆଦିଲ୍ଲୀ - କେବଳ ପୃଥିବୀରେ ଜୀବ ଜଗତ ଥିବା କଥା ଅନେକ ବିଶ୍ୱାସ କରନ୍ତି । ଅନ୍ୟ କୌଣସି ଗ୍ରହରେ ଜୀବସତ୍ତା ଥିବା କଥା ପ୍ରମାଣ ମିଳନାହିଁ । ହେଲେ ବିଶ୍ୱ ବ୍ରହ୍ମାଣ୍ଡ ଏତେ ବଡ ଯାହା ଅକଳ୍ପନୀୟ । ଅନେକ ଗ୍ରହ…
Read More...

ଅବିବାହିତ ମହିଳା ଏବଂ ପୁରୁଷଙ୍କୁ ମିଳିବ ମାସିକ ୨,୭୫୦ ଟଙ୍କାର ପେନସନ୍‌ – ଭାରତରେ ଏହି ରାଜ୍ୟରେ ନୂଆ ନିୟମ

ନୂଆଦିଲ୍ଲୀ - ଅବିବାହିତ ରହିଲେ ପେନସନ୍‌ ମିଳିବ । ହରିୟାଣା ଅବିବାହିତ ରହିଥିବା ୪୫-୬୦ ବର୍ଷିୟ ମହିଳା ଏବଂ ପୁରୁଷମାନଙ୍କୁ ମାସିକ ୨,୭୫୦ ଟଙ୍କା ପେନସନ୍‌ ଦିଆଯିବ । ବାର୍ଷିକ ରୋଜଗାର୧.୮ ଲକ୍ଷ ଟଙ୍କାରୁ କମ୍‌ ଥିବା…
Read More...

ନିଜକୁ ଗାନ୍ଧୀ ଏବଂ ମଣ୍ଡେଲାଙ୍କ ସହ ତୁଳନା କଲେ ପାକିସ୍ତାନର ଏହି ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ - ପାକିସ୍ତାନରେ ଗତ କିଛି ବର୍ଷ ଧରି ରାଜନୈତିକ ସଙ୍କଟ ଦେଖାଦେଇଛି । ସେନା ସମର୍ଥିତ ସରକାର ଯୋଗୁଁ ଅନେକ ଥର ପ୍ରଧାନମନ୍ତ୍ରୀ ବଦଳିଛନ୍ତି । ସାମ୍ବିଧାନିକ ସଙ୍କଟ ଦେଖା ଦେଇଛି । ପାକିସ୍ତାନର ପୂର୍ବତନ…
Read More...

ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌କୁ  କ୍ୟାବିନେଟ୍‌ ଅନୁମୋଦନ

ନୂଆଦିଲ୍ଲୀ : ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌କୁ ବୁଧବାର କ୍ୟାବିନେଟ ଅନୁମୋଦନ ମିଳିଛି। ଏହା ସଂସଦର ମୌସୁମୀ ଅଧିବେଶନରେ ଆଗତ ହେବ ବୋଲି ଜଣାପଡ଼ିଛି। ଆଇନର ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଡାଟା ସୁରକ୍ଷା ବୋର୍ଡ…
Read More...

ନିଖୋଜ ଦୁଇ ଛାତ୍ର ଟିଟିଲାଗଡ଼ରୁ ଉଦ୍ଧାର

ଭୁବନେଶ୍ୱର: ନିଖୋଜ ଥିବା ଦୁଇ ସ୍କୁଲ ଯାଇ ଦୁଇ ଛାତ୍ରଙ୍କୁ ଟିଟିଲାଗଡ଼ ସଇଁତଳା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ନିଶାସକ୍ତ ଅବସ୍ଥାରେ ଦୁଇ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।…
Read More...

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ : ମୁଖ୍ୟ ପ୍ରଶାସକଙ୍କ ସମେତ ୪ ଜଣଙ୍କୁ ଉଚ୍ଚନ୍ୟାୟାଳୟଙ୍କ ନୋଟିସ

ପୁରୀ : ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଜବାବ ରଖିବା ପାଇଁ  ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକ, ଏଏସ୍ଆଇ ଡିଜି ଓ ଏଏସ୍ଆଇ ଅଧୀକ୍ଷକଙ୍କୁ ନୋଟିସ କରିଛନ୍ତି ଉଚ୍ଚନ୍ୟାୟାଳୟ। ସୂଚନା ଅନୁସାରେ,…
Read More...

ଚନ୍ଦନେଶ୍ବର ବ୍ୟାଙ୍କରୁ ଲୁଟ୍‌ ଘଟଣା : ୬ ଗିରଫ

ବାଲେଶ୍ୱର: ବାଲେଶ୍ବର ଚନ୍ଦନେଶ୍ବର ବ୍ୟାଙ୍କ ଚୋରି ଘଟଣାରେ ୬ ଆନ୍ତଃରାଜ୍ୟ ଡକାୟତକୁ ଗିରଫ କରାଯାଇଥିବା ବାଲେଶ୍ବର ପୁଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତଙ୍କ ନିକଟରୁ ୬ ଲକ୍ଷ ନଗଦ ଟଙ୍କା, ୩୦୦ ଗ୍ରାମ୍ ସୁନା…
Read More...

୫ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ମୌସୁମୀ ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ଆଗାମୀ ୫ ଦିନ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରବାହଜନିତ ବୃଷ୍ଟିପାତ…
Read More...

ଡିଏନ୍‌ ହୋମ୍ସ ଗ୍ରୁପରେ ଆୟକର ଚଢ଼ାଉ

ଭୁବନେଶ୍ବର : ଭୁବନେଶ୍ୱରସ୍ଥିତ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍‌ ହୋମ୍ସ ଗ୍ରୁପରେ ଟିକସ ଫାଙ୍କିବା ଅଭିଯୋଗରେ ଆୟକର ଚଢ଼ାଉ (ଇନ୍‌କମ୍‌ ଟ୍ୟାକ୍ସ ରେଡ୍) ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ…
Read More...

ଥମୁନି ମଣିପୁର ହିଂସା, ପୁଣି ଫୁଟିଲା ଗୁଳି

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ପୁଣି ଦୁଇଟି ସ୍ଥାନରେ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, କିଛି ଅଞ୍ଚଳରେ ଦୁଇ…
Read More...

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ରଣନୀତି : ୪ ରାଜ୍ୟରେ ନୂଆ ବିଜେପି ସଭାପତି ନିଯୁକ୍ତ

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୪ଟି ରାଜ୍ୟରେ ଦଳର ନୂଆ ସଭାପତି ନିଯୁକ୍ତ କରିଛି ବିଜେପି। ପଞ୍ଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶରେ ଦଳ ନୂଆ ସଭାପତି ନିଯୁକ୍ତ କରିଥିବା ସୂଚନା ମିଳିଛି।…
Read More...

ବିଫଳତା ହିଁ ସଫଳତା ଆଣିଦେଇଥିଲା

ବିଶାଖାପାଟଣାମ୍‌ : ୨୦୦୧ ମସିହା କେବିସିରେ ମାତ୍ର ୧୪ ବର୍ଷ ବୟସରେ ଷ୍ଟାରପ୍ଲସ୍‌ର ହଟ ସିଟ୍‌ ‘କୌନ ବନେଗା କରୋଡ଼ପତି’ରେ ଭାଗ ନେଇ ସମସ୍ତ ୧୫ ପ୍ରଶ୍ନର ଉତ୍ତର ସଠିକ୍‌ ଭାବେ ଦେଇ ସେ ଚହଳ ସୃଷ୍ଟି କରିଥିଲେ। ଏଥିରେ …
Read More...

୪ଟି ରାଜ୍ୟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁଲାଇ ୭ ଏବଂ ୮ ତାରିଖରେ ଛତିଶଗଡ, ଉତ୍ତରପ୍ରଦେଶ, ତେଲଙ୍ଗାନା ଏବଂ ରାଜସ୍ଥାନକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଏହି ଗସ୍ତ ସମୟରେ ସେ ବିଭିନ୍ନ ସ୍ଥାନରେ…
Read More...

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ହାଇକୋର୍ଟରୁ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଆଶ୍ୱସ୍ତି

କଟକ: ବହୁଚଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରୁ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି।  ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ରୋକ୍‌…
Read More...

ଆଜି ଏସସିଓର ଆଭାସୀ ବୈଠକ : ଚୀନ୍‌, ରୁଷିଆ ରାଷ୍ଟ୍ରପତିଙ୍କ ସମେତ ପାକ୍‌ ପ୍ରଧାନମନ୍ତ୍ରୀ ଯୋଗ ଦେବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଶିଖର ସମ୍ମିଳନୀ ଆୟୋଜନ କରିବେ। ତେବେ ଏହି ବୈଠକ ଆଭାସୀ ମାଧ୍ୟମରେ କରାଯିବ ବୋଲି ସୂଚନା ମିଳିଛି। ବୈଠକରେ ଚୀନ୍‌…
Read More...

ବାଇକ ଚୋରି : ଥାନାରେ ଅଭିଯୋଗ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଭେଙ୍କଟରାୟପୁରରୁ ବାଇକ ଚୋରି ହୋଇଥିବା ନେଇ ଗାଡ଼ି ମାଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ସୂଚନା ଅନୁସାରେ, ଜଗତସିଂହପୁର ଜିଲାର ରୁଦ୍ର ପ୍ରତାପ ସ୍ୱାଇଁ ଗତକାଲି…
Read More...

ନିଆରା ବିଦାୟ ସମ୍ବର୍ଦ୍ଧନା : କାନ୍ଦୁଛନ୍ତି ଛାତ୍ରଛାତ୍ରୀ, ସହକର୍ମୀ

ଲଡୁଗାଁ : ଦାସ ସାର୍‌ଙ୍କ ସରିଗଲା ୩୪ ବର୍ଷର ଶିକ୍ଷାଦାନର ଯାତ୍ରା । କାନ୍ଦୁଛନ୍ତି ଛାତ୍ରଛାତ୍ରୀ, କାନ୍ଦୁଛନ୍ତି ସହକର୍ମୀ । ସ୍କୁଲକୁ ନିଜ ଘର ପରି ମାନୁଥିବା ହିନ୍ଦୀ ଶିକ୍ଷକ ଚାକିରିରୁ ଅବସର ଗ୍ରହଣ କରିଛନ୍ତି ।…
Read More...

ସାପ କାମୁଡାରେ ଆଶା କର୍ମୀଙ୍କ ମୃତ୍ୟୁ

ତିଗିରିଆ : ତିଗିରିଆ ତହସିଲ ଅନ୍ତର୍ଗତ ଗଦାଧରପୁର ଗ୍ରାମରେ ଆଶାକର୍ମୀ ଭାବେ କାର୍ଯ୍ୟରତ ଜଣେ ମହିଳାଙ୍କର ସାପ କାମୁଡାରେ ଅକାଳ ମୃତ୍ୟୁ ଘଟିଛି । ମୃତ ମହିଳା ହେଲେ ଆଶାକର୍ମୀ ଶାନ୍ତିଲତା ସ୍ବାଇଁ (୫୧)। ସୂଚନା…
Read More...

ଝାନସୀରେ ଅଗ୍ନିକାଣ୍ଡ : ୪ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଝାନସୀରେ ଏକ ଶୋ’ ରୁମ୍‌ରେ ନିଆଁ ଲାଗିଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଝାନସୀର ସିପରି ବଜାର ଅଞ୍ଚଳରେ ଥିବା ଏକ ୩ ମହଲା ବିଶିଷ୍ଟ ଶୋ’ ରୁମ୍‌ରେ ଏହି…
Read More...

ବାହାନଗା ରେଳ ଦୁର୍ଘଟଣା ଘଟଣା : ଷ୍ଟେସନ ମାଷ୍ଟରଙ୍କ ଅବହେଳା ଘଟାଇଲା ଦୁର୍ଘଟଣା

ବାହାନଗା : ଗତ ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଅଦ୍ୟାବଧି ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଶିକାର ହୋଇଥିବା କିଛି ଲୋକ ଏବେ ବି…
Read More...

ରିଲାଏନ୍ସ ଜିଓ ପକ୍ଷରୁ ୯୯୯ ଟଙ୍କିଆ ୪ଜି ଫୋନ୍ “ଜିଓ ଭାରତ ଭି୨’ ଉନ୍ମୋଚିତ; ୨୫ କୋଟି ୨ଜି ଗ୍ରାହକଙ୍କ ଉପରେ ନଜର

- ୨ଜି ମୁକ୍ତ ଭାରତ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି ମୁକେଶ ଅମ୍ବାନି - ଜିଓ ଭାରତ ପ୍ଲାଟଫର୍ମର ମଧ୍ୟ ଶୁଭାରମ୍ଭ - ଅନ୍ୟ ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟ “ଭାରତ ଫୋନ୍‌’ ତିଆରି କରିବା ଲାଗି “ଜିଓ ଭାରତ…
Read More...

ଅଷ୍ଟ୍ରେଲିଆର ରାଜଧାନୀ କାନବେରା ଠାରେ ରଥଯାତ୍ରା ଆୟୋଜନ

କାନବେରା -ଅଷ୍ଟ୍ରେଲିଆର ରାଜଧାନୀ କାନବେରା ଠାରେ ଶ୍ରୀଜଗନ୍ନାଥଙ୍କର ଦ୍ଵାଦଶତମ ପବିତ୍ର ରଥଯାତ୍ରା ପର୍ବ ଆଧ୍ୟାତ୍ମିକ ଉତ୍ସ୍ୱାସ ଓ ଭକ୍ତିପୂତ ପରିବେଶ ମଧ୍ୟରେ ପାଳନ କରାଯାଇଛି। ଏଠାରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ…
Read More...

୧୬ ଜିଲାରୁ ୧୮୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ୧୬ ଜିଲାରୁ ୧୮୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲାରେ ୯୬, ଯାଜପୁରରେ ୧୨, ବାଲେଶ୍ୱରରେ ୧୦ ଏବଂ ଅନ୍ୟାନ୍ୟ ଜିଲାରୁ ଜଣେ ଲେଖାଏଁ ମିଶାଇ ସମୁଦାୟ ୧୮୫ ଜଣ…
Read More...

ଏସ୍‌ସିବିରେ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ

କଟକ: ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜର ୫ଟି ଉପକ୍ରମରେ ରୂପାନ୍ତରଣ କରି ଏମ୍ସ ପ୍ଲସ୍ ସୁବିଧା ରୋଗୀଙ୍କୁ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାମ କରୁଛନ୍ତି। ୧୭୫ ଏକର ଜମିରେ କାର୍ଯ୍ୟ ଚାଲିଛି। ଏହି ରୂପାନ୍ତରଣ କାର୍ଯ୍ୟର…
Read More...

ଦିନେ ଚରମ ଦାରିଦ୍ର୍ୟ ସହ ଲଢ଼ୁଥିଲେ ଆଉ ଆଜି ୪ ଶହ ଦାମୀ କାରର ମାଲିକ

ବେଙ୍ଗାଲୁରୁ : କୁହାଯାଏ ଭାଗ୍ୟକୁ ନିଜ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ବଦଳାଇପାରିବାର ଦମ୍‌ ରଖିଛି ମଣିଷ। ଅଜସ୍ର ପରିଶ୍ରମ ଆଉ ନିଷ୍ଠା ବଳରେ ଦାରିଦ୍ର୍ୟ ବି ହାର୍‌ ମାନିଥାଏ। ଦୁଃଖ ସମୟରେ କେହି ସାହସ ନ ଯୋଗାଇଲେ ବି…
Read More...

ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପ୍ରଶଂସା

ଭୁବନେଶ୍ବର: ଓଲିଉଡର ଖ୍ୟାତନାମା ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ) ପକ୍ଷରୁ ପ୍ରଶଂସା କରାଯାଇଛି। ଗୋଲ୍ଡେନ ଆୱାରରେ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର ପାଇଁ…
Read More...

ହିଂସା ମାମଲା : ମଣିପୁର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ମଣିପୁର ହିଂସା ମାମଲାରେ ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ରାଜ୍ୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାକୁ ରୋକିବା ପାଇଁ କି କି…
Read More...

ବନ୍ଦ ହେଲା ବିଶ୍ବର ସର୍ବପୁରାତନ ସମ୍ବାଦପତ୍ର ‘ୱିନର ସାଇଜନ୍‌’

ଭିଏନା : ଦୀର୍ଘ ୩୨୦ ବର୍ଷ ପ୍ରକାଶନ ଚାଲୁ ରଖିବା ପରେ ଭିଏନାରୁ ପ୍ରକାଶିତ ବିଶ୍ବର ସର୍ବପୁହି ରାତନ ସମ୍ବାଦପତ୍ର ‘ୱିନର୍‌ ସାଇଜନ୍‌’ ଦୈନିକ ସଂସ୍କରଣ ପ୍ରକାଶନ ବନ୍ଦ କରିଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ …
Read More...

ଜେଲ ଗଲେ କୋଟିପତି ପୂର୍ବତନ ଅତିରିକ୍ତ ଉପ ଜିଲାପାଳ

ନବରଙ୍ଗପୁର : ଜେଲ ଗଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପ ଜିଲାପାଳ ପ୍ରଶାନ୍ତ ରାଉତ। ୫ ଦିନିଆ ରିମାଣ୍ଡ ସରିବା ପରେ ପ୍ରଶାନ୍ତଙ୍କୁ ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ରିମାଣ୍ଡ…
Read More...

ମଣିପୁର ହିଂସା ଏବଂ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ହତ୍ୟା ମାମଲାର ଶୁଣାଣି ଆଜି

ନୂଆଦିଲ୍ଲୀ : ମଣିପୁର ହିଂସା ସମ୍ପର୍କିତ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ ବୋଲି ଜଣାପଡ଼ିଛି। ସିଜେଆଇଙ୍କ ନେତୃତ୍ୱରେ ସ୍ବତନ୍ତ୍ର ବେଞ୍ଚ ମଣିପୁରରେ ହିଂସା ସହ ଜଡିତ ଏକ ପିଟିସନର ଶୁଣାଣି କରିବେ। ଏହାସହିତ…
Read More...

୬୫ ଲକ୍ଷ ଆକାଉଣ୍ଟ ରଦ୍ଦ କଲା ହ୍ବାଟ୍‌ସଆପ

ନୂଆଦିଲ୍ଲୀ : ଦେଶରେ ପାଖାପାଖି ୬୫ ଲକ୍ଷ ଆକାଉଣ୍ଟ ହ୍ବାଟ୍‌ସଆପ ରଦ୍ଦ କରିଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ, କେତେକ ନୂଆ ନିୟମରେ ସମସ୍ୟା ଥିବାରୁ ମେ ପହିଲାରୁ ମେ ୩୧ ମଧ୍ୟରେ ୬,୫୦୮୦୦୦ଟି ଆକାଉଣ୍ଟ ଉପରେ…
Read More...

ଆଇପିଏସ୍‌ଙ୍କ ବାପାମା’ଙ୍କ ଠାରୁ ଲୁଟ୍‌ ଉଦ୍ୟମ

ଭୁବନେଶ୍ବର: ବାଲେଶ୍ବର ଏସ୍‌ପି ସାଗରିକା ନାଥଙ୍କ ପରିବାର ଠାରୁ ଘାଟିକିଆ ରାସ୍ତାରେ ବିଳମ୍ବିତ ରାତିରେ ଲୁଟିବା ପାଇଁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ସାଗରିକାଙ୍କ ବାପା ମା’ ଆମ୍ରି ହସ୍ପିଟାଲ ନିକଟ ସତ୍ୟସାଇ…
Read More...

ଗୁଆହାଟୀରେ ହେବ ଓଡ଼ିଶା ବିଜେପିର ବୈଠକ

ଭୁବନେଶ୍ବର : ଦେଶର ସବୁ ରାଜ୍ୟକୁ ନେଇ ବିଜେପି ଗୁଆହାଟୀଠାରେ ଆସନ୍ତା ୬ ତାରିଖରୁ ୩ ଦିନିଆ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୬, ୭ ଏବଂ ୮ ତାରିଖରେ ହେବାକୁ ଥିବା ଏହି ବୈଠକରେ ଦେଶକୁ ୩ଟି ଜୋନ୍‌ରେ ଭାଗ…
Read More...

ଭୈରବୀ ଡିଗ୍ରୀ କଲେଜର ପ୍ରତିଷ୍ଠା ଦିବସ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକସ୍ଥିତ ଭୈରବୀ ଡିଗ୍ରୀ କଲେଜ ପରିସରରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆଙ୍କ ଅଧ୍ୟକ୍ଷତାରେ କଲେଜର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ…
Read More...

ଆଦିବାସୀଙ୍କୁ ଏକାଠି କଲା ବଗଡ ଚାଷ

ପାତ୍ରପୁର : ଧୀରେ ଧୀରେ ବିଭିନ୍ନ କାରଣରୁ ଚାଷ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଥିଲାବେଳେ ଏକ ଦୁର୍ଗମ ଆଦିବାସୀ ଗ୍ରାମର ଲୋକମାନେ ପାଳି କରି ମିଳିତ ଭାବେ ଚାଷ କାର୍ଯ୍ୟରେ ସାମିଲ ହୋଇ କାମ କରୁଥିବା ଦେଖିବାକୁ…
Read More...

୪ଟା ସୁଦ୍ଧା ମୁଖ୍ୟ ଖବର

-ସମାଜସେବୀ ତିସ୍ତା ସେତାଲଭାଡଙ୍କ ଜାମିନ ଆବେଦନ ନାମଞ୍ଜୁର : ଆତ୍ମସମର୍ପଣ କରିବାକୁ ଗୁଜରାଟ ହାଇକୋର୍ଟଙ୍କ ନିର୍ଦେଶ... -ଗଞ୍ଜାମ: ଗଞ୍ଜାମ ଜିଲା ଦିଗପହଣ୍ଡିର ବିଜେଡି ନେତା ଲଳିତମୋହନ ମହାପାତ୍ର ହତ୍ୟା ଘଟଣାର…
Read More...

ଝାରସୁଗୁଡ଼ାରୁ ଆଉ ୨ ସ୍ଥାନକୁ ଉଡିବ ବିମାନ

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଆଉ ଦୁଇ ସ୍ଥାନକୁ ବିମାନ ଉଢ଼ାଣ ହେବ ବୋଲି ସୂଚନା ମିଳିଛି। ଆସନ୍ତା ୧୦ ତାରିଖରୁ ଝାରସୁଗୁଡ଼ାରୁ କୋଲକାତା ଓ ବିଶାଖାପାଟଣାକୁ ଏବଂ ସପ୍ତାହରେ ଚାରିଦିନ ଝାରସୁଗୁଡାରୁ ବେଙ୍ଗାଳୁରୁ ଓ…
Read More...

ବିଜେଡି ନେତା ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲା ଦିଗପହଣ୍ଡିର ବିଜେଡି ନେତା ଲଳିତମୋହନ ମହାପାତ୍ର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରାମକୃଷ୍ଣ ମିଶ୍ର ଗିରଫ ହୋଇଥିବା ଜଣାପଡ଼ିଛି । ସେ ହରିଦ୍ବାର ଖସି ପଳାଇ ଯାଉଥିବାବେଳେ ତାଙ୍କୁ ବ୍ରଜରାଜନଗର…
Read More...

ଅପରାହ୍ଣ ୩ଟା ସୁଦ୍ଧା ମୁଖ୍ୟ ଖବର

-ବାହାନଗା ଦୁର୍ଘଟଣା : ସିଗ୍‌ନାଲ ଓ ଟେଲିକମ୍ୟୁନିକେଶନ ବିଭାଗରେ ତ୍ରୁଟି ଥିଲା ବୋଲି ରେଲୱେ ସେପ୍ଟି କମିସନରଙ୍କ ରିପୋର୍ଟରୁ ସୂଚନା... -ଝାରପଡ଼ା ଗୁଳିମାଡ଼ ଘଟଣା : ଝାରପଡା ଅଞ୍ଚଳରେ ଗୁଳିମାଡ଼ ଘଟଣାର ମୁଖ୍ୟ…
Read More...

ତିସ୍ତାଙ୍କ ଜାମିନ ନାମଞ୍ଜୁର : ଆତ୍ମସମର୍ପଣ କରିବାକୁ କୋର୍ଟଙ୍କ ନିର୍ଦେଶ

ଅହମଦାବାଦ : ଗୁଜରାଟ ହାଇକୋର୍ଟ ଶନିବାର ସମାଜସେବୀ ତିସ୍ତା ସେତାଲଭାଡଙ୍କ ନିୟମିତ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୂଚନା ଅନୁସାରେ,  କୋର୍ଟ ତିସ୍ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରି…
Read More...

ବାହାନଗା ରେଳ ଦୁର୍ଘଟଣା : ରିଲେ ରୁମ୍‌ ଷ୍ଟାଫ୍‌ଙ୍କ ତ୍ରୁଟି ପାଇଁ ଘଟିଲା ଦୁର୍ଘଟଣା !

ବାହାନଗା : ରିଲେ ରୁମରେ ତ୍ରୁଟି ପାଇଁ  ବାହାନଗା ରେଳ ଦୁର୍ଘଟଣା ଘଟିଲା ବୋଲି ତଦନ୍ତ ପରେ କମିଶନ ଅଫ ରେଲୱେ ସେଫ୍ଟି ରେଳ ବିଭାଗରେ ଦାଖଲ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ସିଗନାଲିଂ ଓ ଟେଲି…
Read More...

ଆଇସିସି ବିଶ୍ୱକପ କ୍ରିକେଟ୍‌ : ଭାରତରେ ସ୍ଥିତି ପରଖିବେ ପାକିସ୍ତାନର ସୁରକ୍ଷା ପ୍ରତିନିଧି ଦଳ

ନୂଆଦିଲ୍ଲୀ : ଆଇସିସି ବିଶ୍ୱକପ ପାଇଁ ଭାରତକୁ ପାକିସ୍ତାନ ଦଳ ପଠାଇବା ପାକିସ୍ତାନର ଗୋଟିଏ ସୁରକ୍ଷା ପ୍ରତିନିଧି ଦଳ ଭାରତ ଆସିବେ। ମ୍ୟାଚ ଖେଳା ହେବାକୁ ଥିବା ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯିବ।…
Read More...

ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶନିବାର ସୂଚନା ଦେଇଛନ୍ତି। ମୌସୁମୀ ଅଧିବେଶନରେ ଫଳପ୍ରଦ…
Read More...

ଗୁଳିମାଡ଼ ଘଟଣା : ମୁଖ୍ୟ ଅଭିଯୁକ୍ତ ପ୍ରଭାତ ମାର୍ଥା ଗିରଫ

ଭୁବନେଶ୍ବର: ଝାରପଡା ଅଞ୍ଚଳରେ ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ପ୍ରଭାତ ମାର୍ଥା ଏବଂ ତାର ସହଯୋଗୀ ଗିରଫ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ପ୍ରଭାତଙ୍କ ୨ ବଡ଼ିଗାର୍ଡଙ୍କୁ ଗିରଫ କରାଯାଇଛି।…
Read More...

‘ଅଧିକ ଟେଷ୍ଟିଂ ହେଉଥିବାରୁ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମୁଛି’

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମୁଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି, ୨୦୨୧ରୁ ଟେଷ୍ଟିଂ ଅଧିକ ହେଉଥିବା ହେତୁ ଡେଙ୍ଗୁ ରୋଗୀ ସଂଖ୍ୟା…
Read More...

କମିଲା ଜିଏସଟି ହାର : ଶସ୍ତା ହେବ ଇଲେକ୍ଟ୍ରୋନିକ ସାମଗ୍ରୀ

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରଣାଳୟ ମନ୍ତ୍ରାଳୟ ପକ୍ଷରୁ ଇଲେକ୍ଟ୍ରୋନିକ ସାମଗ୍ରୀ ଉପରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ହ୍ରାସ କରାଯାଇଛି। ଫ୍ୟାନ୍, କୁଲର, ଗିଜର ଇତ୍ୟାଦି ଉପରେ ଜିଏସଟି ୩୧.୩ ପ୍ରତିଶତରୁ ୧୮…
Read More...

ବୁଲଦାଣା ବସ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ବୁଲଦାଣା ଜିଲାରେ ଏକ ଭୟଙ୍କର ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ପିଲାଙ୍କ ସମେତ ୨୫ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି।…
Read More...

ଆଜି ପ୍ରାଣୀ ଚିକିତ୍ସକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ୨୦୯ ନବ ନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ମାଛଧରା ନିଷେଧ ଦ୍ବାରା ୧୪ ହଜାର…
Read More...

ମାଓବାଦୀଙ୍କ ଲଙ୍କାକାଣ୍ଡ : ୨ ପ୍ରୋକଲିନ୍ ଓ ୯ଟି ଗାଡି ଜାଳିଦେଲେ ଲାଲବାହିନୀ

ରାୟଗଡ଼ା/ମୁନିଗୁଡା : ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଦେଓକୁପୁଲିଛକ ସ୍ଥିତ କ୍ରସରରେ ୯ଟି ଗାଡ଼ି ନକ୍ସଲ ଜାଳିଦେଇଥିବା ଜାଳି ଦେଇଥିବା ଜଣାପଡ଼ିଛି। ଗାଡ଼ି ମଧ୍ୟରେ ଦୁଇଟି ପ୍ରୋକ୍ଲିନ, ୫ଟି ହାଇୱା ଓ ୨ଟି ଲୋଡର…
Read More...

୫ଟା ସୁଦ୍ଧା ମୁଖ୍ୟ ଖବର

-ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବିରେନ୍‌ ସିଂହଙ୍କ ଇସ୍ତଫାକୁ ବିରୋଧ : ରାଜ୍ୟପାଳଙ୍କୁ ଇସ୍ତଫା ଦେବାକୁ ଯାଇଥିଲେ ବିରେନ୍‌। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଇସ୍ତଫା ପତ୍ର ଛଡ଼ାଇ ଆଣି ଚିରି ଦେଲେ। -ସଙ୍କଟ ସମୟରେ ଇସ୍ତଫା…
Read More...

ବିଶ୍ବାସଘାତକତା ଆଇଏଏସ୍‌ ହେବାକୁ ବାଟ ଦେଖାଇଲା

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ନୀରିଶ ରାଜପୁତ। ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଦରଜୀ(ଟେଲର) କାମ କରି ସଂସାର ଚଳାନ୍ତି। ତା’ ସହିତ ଦୁଇ ଭାଇଙ୍କର ପାଠପଢ଼ା ବାବଦ ଖର୍ଚ୍ଚ ବି ବହନ କରୁଥିଲେ।…
Read More...

ଖୋଲିଲା କଲମା ବ୍ୟାରେଜର ୬୬ଟି ଗେଟ୍‌ : ହୀରାକୁଦର ଜଳସ୍ତର ବୃଦ୍ଧି

ଭୁବନେଶ୍ବର: ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଦେବା ଫଳରେ ହୀରାକୁଦରେ ବର୍ଷାପାଣି ପ୍ରବେଶ କରିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଗେଟ୍ ଖୋଲାଯାଇଛି। କଲମା ଗେଟ୍ ଖୋଲିବା ଫଳରେ ହୀରାକୁଦର…
Read More...

ଇସ୍ତଫା ଦେବେ ମଣିପୁର ମୁଖ୍ୟମନ୍ତ୍ରୀ !

ଇମ୍ଫାଲ୍‌: ଗୁରୁବାର ମଣିପୁରରେ ଘଟିଥିବା ହିଂସାକାଣ୍ଡରେ ନିରାପତ୍ତା ବଳ ଓ ସନ୍ଦିଗ୍ଧ ଦଙ୍ଗାକାରୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ…
Read More...

ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗ ଦେବେ ଜିନ୍‌ପିଙ୍ଗ

ବେଜିଂ : ଜୁଲାଇ ୪ରେ ହେବାକୁ ଥିବା ଏସସିଓ (ସାଂଘାଇ ସହଯୋଗ ସଂଗଠନ) ବୈଠକରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜିନପିଙ୍ଗ ଏହି ବୈଠକରେ ଆଭାସୀ ମାଧ୍ୟମରେ ଯୋଗଦେବେ ବୋଲି ପ୍ରକାଶିତ…
Read More...

ଜାତୀୟ ପୁରୁଷ କମିଶନ ଗଠନ ଦାବି ପ୍ରସଙ୍ଗ : ୩ରେ ଜନସ୍ବାର୍ଥ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଘରୋଇ ହିଂସା ଯୋଗୁ ପୁରୁଷମାନେ ଆତ୍ମହତ୍ୟା କରୁଛନ୍ତି। ପୁରୁଷଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଜାତୀୟ ପୁରୁଷ କମିଶନ ଗଠନ ଦାବିରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଆସନ୍ତା ୩ ତାରିଖରେ ସର୍ବୋଚ୍ଚ…
Read More...

ମେଟ୍ରୋ ଟ୍ରେନ୍‌ରେ ଗଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିଲ୍ଲୀ ବିଶ୍ବବିଦ୍ୟାଳୟକୁ ମେଟ୍ରୋ ଟ୍ରେନ୍‌ ଯୋଗେ ଯାଇଛନ୍ତି। ସୂଚନା ଅନୁସାରେ, ସେ ସଡ଼କପଥରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଯିବାର କାର୍ଯ୍ୟକ୍ରମ ଥିଲା। ଶେଷ…
Read More...