ନୂଆଦିଲ୍ଲୀ : ମଣିପୁର ହିଂସା ସମ୍ପର୍କିତ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ ବୋଲି ଜଣାପଡ଼ିଛି। ସିଜେଆଇଙ୍କ ନେତୃତ୍ୱରେ ସ୍ବତନ୍ତ୍ର ବେଞ୍ଚ ମଣିପୁରରେ ହିଂସା ସହ ଜଡିତ ଏକ ପିଟିସନର ଶୁଣାଣି କରିବେ। ଏହାସହିତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ହତ୍ୟା ମାମଲାର ମଧ୍ୟ ଶୁଣାଣି ହେବା ନେଇ ସୂଚନା ରହିଛି। ସୁପ୍ରିମକୋର୍ଟ ଖୋଲିବା ପରେ ଆଜି ହିଁ ପ୍ରଥମ ଦିନରେ ମଣିପୁର ହିଂସା ନେଇ ଶୁଣାଣି କରିବେ । ଛୁଟି ଅବଧିରେ କୋର୍ଟ ୨ହଜାରରୁ ଅଧିକ ମାମଲାର ଶୁଣାଣି କରିବାକୁ ଆବେଦନ ଗ୍ରହଣ କରିଥିଲେ ।
Popular Categories



