ଅବିବାହିତ ମହିଳା ଏବଂ ପୁରୁଷଙ୍କୁ ମିଳିବ ମାସିକ ୨,୭୫୦ ଟଙ୍କାର ପେନସନ୍ – ଭାରତରେ ଏହି ରାଜ୍ୟରେ ନୂଆ ନିୟମ
ନୂଆଦିଲ୍ଲୀ – ଅବିବାହିତ ରହିଲେ ପେନସନ୍ ମିଳିବ । ହରିୟାଣା ଅବିବାହିତ ରହିଥିବା ୪୫-୬୦ ବର୍ଷିୟ ମହିଳା ଏବଂ ପୁରୁଷମାନଙ୍କୁ ମାସିକ ୨,୭୫୦ ଟଙ୍କା ପେନସନ୍ ଦିଆଯିବ । ବାର୍ଷିକ ରୋଜଗାର୧.୮ ଲକ୍ଷ ଟଙ୍କାରୁ କମ୍ ଥିବା ସମସ୍ତ ଅବିବାହିତ ମହିଳା ଏବଂ ପୁରୁଷ ପେନସନ୍ ପାଇବା ପାଇଁ ଯୋଗ୍ୟ ।
ଯଦି କୌଣସି କାରଣରୁ ସ୍ୱାମୀ କିମ୍ବା ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବ ତେବେ ଏମାନେ ପେନସନ୍ ପାଇବେ । ବାର୍ଷିକ ୩ ଲକ୍ଷ ଟଙ୍କାରୁ କମ୍ ଆୟ ଏବଂ ୪୫-୬୦ ବର୍ଷ ମଧ୍ୟରେ ହୋଇଥିଲେ ମହିଳା ଏବଂ ପୁରୁଷମାନେ ପେନସନ୍ ପାଇ ପାରିବେ ।
मैं घोषणा करता हूं कि हरियाणा के 45 से 60 वर्ष तक की आयु वाले अविवाहित पुरुष व महिलाओं को अब से ₹2,750 मासिक पेंशन दी जाएगी।
₹1.80 लाख से कम वार्षिक आय वाले व्यक्तियों को इस पेंशन का लाभ मिलेगा।
इसके अलावा 40-60 वर्ष आयु तक के विधुर पुरुष, जिनकी वार्षिक आय ₹3 लाख से कम है… pic.twitter.com/Jwn5fO5sWp
— Manohar Lal (@mlkhattar) July 6, 2023
ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ମଙ୍ଗଳବାରରେ ଏହି ଘୋଷଣା କରିଛନ୍ତି । ଏଥିଯୋଗୁଁ ହରିୟାନାର ୧.୨୫ ଲକ୍ଷ ଅବିବାହିତ ବ୍ୟକ୍ତି ଲାଭବାନ୍ ହେବେ ।
Comments are closed.