ଇମ୍ଫାଲ: ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ସ୍ଥିତି କିପରି ରହିଛି, ସେ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରେ ସରକାର କହିଛନ୍ତି ଯେ, ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ଆସନ୍ତାକାଲି ଏହାର ଶୁଣାଣି ହେବ। ଏହି ଶୁଣାଣି ସମୟରେ ଡ୍ରଗ୍ସ ଏବଂ ଅପରାଧ ସମ୍ପର୍କରେ ୟୁଏନ୍ ରିପୋର୍ଟକୁ ରେକର୍ଡ କରାଯାଉ ବୋଲି ଦାବି କରିଛନ୍ତି ବରିଷ୍ଠ ଓକିଲ ରଞ୍ଜୀତ କୁମାର।
Popular Categories



