www.samajalive.in
Wednesday, December 10, 2025
26.1 C
Bhubaneswar

ବାଇକ ଚୋରି : ଥାନାରେ ଅଭିଯୋଗ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଭେଙ୍କଟରାୟପୁରରୁ ବାଇକ ଚୋରି ହୋଇଥିବା ନେଇ ଗାଡ଼ି ମାଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ସୂଚନା ଅନୁସାରେ, ଜଗତସିଂହପୁର ଜିଲାର ରୁଦ୍ର ପ୍ରତାପ ସ୍ୱାଇଁ ଗତକାଲି ଗୋପାଳପୁର ବୁଲିବାକୁ ଆସିଥିଲେ । ତାଙ୍କ ସାଙ୍ଗ ଘରକୁ ରାତ୍ର ପ୍ରାୟ ୮ଟା ସମୟରେ ଭେଙ୍କଟରାୟପୁର ଯାଉଥିବା ସମୟରେ ସେହି ଗ୍ରାମର ଚର୍ଚ୍ଚ ନିକଟରେ ବାଇକ ନମ୍ବର ଓଡ଼ି ୦୫ ଏସ ୫୪୫୮ ଗାଡ଼ିଟି ଖରାପ ହୋଇଯାଇଥିଲା । ଗାଡ଼ିଟି ସେଠାରେ ରଖି ମେକାନିକ ଡାକିବା ପାଇଁ ଯାଇଥିଲେ । ସେଠାରୁ ଆସିବା ପରେ ବାଇକଟି ସେଠାରେ ନଥିବା ଦେଖି ବହୁ ବହୁ ଖୋଜା ଖୋଜି କରିଥିଲେ ।  ପରେ ନ ମିଳିବାରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୁଲିସ ନମ୍ବର ୨୧୭/୨୩ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ପୁଲିସ କହିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories