ନୂଆଦିଲ୍ଲୀ : ଦେଶରେ ପାଖାପାଖି ୬୫ ଲକ୍ଷ ଆକାଉଣ୍ଟ ହ୍ବାଟ୍ସଆପ ରଦ୍ଦ କରିଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ, କେତେକ ନୂଆ ନିୟମରେ ସମସ୍ୟା ଥିବାରୁ ମେ ପହିଲାରୁ ମେ ୩୧ ମଧ୍ୟରେ ୬,୫୦୮୦୦୦ଟି ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏପ୍ରିଲରେ ୫ଶହ ମିଲିଅନ୍ରୁ ଅଧିକ ଉପଭୋକ୍ତା ହ୍ବାଟସ୍ଆପ ବ୍ୟବହାର କରୁଛନ୍ତି। ସେଥିମଧ୍ୟରୁ ୭୪ ଲକ୍ଷ ଆକାଉଣ୍ଟରେ ପ୍ରତିବନ୍ଧକ ଲଗାଯାଇଥିବା ଜଣାପଡ଼ିଛି।
Popular Categories



