www.samajalive.in
Saturday, December 6, 2025
14.1 C
Bhubaneswar

ଭାରତରେ ଆଇଫୋନ୍‌ ନିର୍ମାଣ କରିବ ଟାଟା ଗ୍ରୁପ୍‌

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ ଭାରତରେ ଆଇଫୋନ୍ ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି। ଏ ନେଇ ଆପଲ ସହ ଟାଟା ଗ୍ରୁପର ଚୁକ୍ତି ସ୍ବାକ୍ଷର ହୋଇଛି। ଟାଟା ଗ୍ରୁପ୍ ଆଇଫୋନ୍ ନିର୍ମାଣ କଲେ ଭାରତୀୟ ବଜାରରେ ଏହାର ମୂଲ୍ୟ କମ୍ ରହିବ। ଚଳିତବର୍ଷ ଆପଲ ଆଇଫୋନର ୧୫ତମ ସିରିଜ ବଜାର ପ୍ରବେଶ କରିବାକୁ ଯାଉଛି। ଆଇଫୋନ୍ ୧୫ ଓ ୧୫ ପ୍ଲସର ୫ ପ୍ରତିଶତ ଫୋନ୍ ଟାଟା ନିର୍ମାଣ କରିବ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ଏହା ଭାରତରେ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଟାଟା ଗ୍ରୁପ୍‌ ତାମିଲନାଡ଼ୁରେ ୧୦୦ ଏକର ଜମି ନେଇଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories