www.samajalive.in
Saturday, December 6, 2025
15.1 C
Bhubaneswar

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍‌

ନୀଳଗିରି : ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲ। ମେମୁ ଟ୍ରେନ। ଭଦ୍ରକ ଖଡଗପୁର ମେମୁ ଟ୍ରେନ ନୀଳଗିରି ରୋଡ ଷ୍ଟେସନ ପୂର୍ବରୁ ଟ୍ରାକ ଖସିବା ପୂର୍ବରୁ ଅଟକିଲ। । ଟ୍ରାକରୁ ଶହେ ମିଟର ପୂର୍ବରୁ ଅଟକିଲ। । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲା ମେମୁ। ବର୍ତ୍ତିଗଲେ ଶତାଧିକ ଟ୍ରେନ ଯାତ୍ରୀ। ଏକ ଘଣ୍ଟା ବିଳମ୍ବରେ ମେମୁ ଟ୍ରେନ ନିର୍ଦ୍ଧାରିତ ବାଲେଶ୍ବର ଷ୍ଟେସନକୁ ଯାତ୍ରା କଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories