ବାହାନଗା : ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତ ଦେହ ବାହାନଗାର ଉଚ୍ଚବିଦ୍ୟାଳୟରେ ରହିଥିଲା। ପାଖାପାଖି ୨୦୦ ମୃତ ଦେହ ଏଠାରେ ଥିବାରୁ ପିଲାମାନେ ବିଦ୍ୟାଳୟ ଆସିବାକୁ ଭୟ କରୁଛନ୍ତି। ବିଦ୍ୟାଳୟ ପରିଦର୍ଶନବେଳେ ବାଲେଶ୍ବର ଜିଲାପାଳ ସୂଚନା ଦେଇଛନ୍ତି ଯେ, ପିଲାମାନେ ବିଦ୍ୟାଳୟ ଆସିବାକୁ ଡରୁଥିବାରୁ ଏହି ଘର ଭଙ୍ଗାଯିବ । ଅନ୍ୟପକ୍ଷରେ ପରିଚାଳନା କମିଟିର ନିଷ୍ପତ୍ତି ଉପରେ ଏହା ନିର୍ଭର କରୁଛି।
Popular Categories



