ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ; ମହାପ୍ରଭୁଙ୍କୁ ଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ

ପୁରୀ : ଆଜି ନବ ନିଯୁକ୍ତ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦାୟିତ୍ୱ ନେବା ପରେ ପତ୍ନୀଙ୍କ ସହ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଡିଜିପି ବଂଶଲ। ଇଚ୍ଛା…
Read More...

ଜଗତପୁର ପୀରବଜାରର ନକଲି ସିମେଣ୍ଟ କାରଖାନା ସିଲ୍‍

କଟକ : କିଛି ଦିନର ବ୍ୟବଧାନ ପରେ କଟକରୁ ପୁଣି ଜବତ ହୋଇଛି ନକଲି ସାମଗ୍ରୀ। ଜଗତପୁର ପୀରବଜାର ସ୍ଥିତ ସିମେଣ୍ଟ କାରଖାନା ସିଲ୍‍ କରାଯିବା ସହ ମାଲିକକୁ ଅଟକ ରଖାଯାଇଛି। ଅପମିଶ୍ରଣ ଓ ନକଲି ସିମେଣ୍ଟ ବିକ୍ରି ଅଭିଯୋଗ ପରେ…
Read More...

କାଦୁଆ ଆଶ୍ରମର ପୂର୍ବତନ ସମ୍ପାଦକ ସ୍ବର୍ଗତ ଜଗନ୍ନାଥ ରଥଙ୍କ ୪୬ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ସାକ୍ଷୀଗୋପାଳ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କର୍ମପୀଠ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ କାଦୁଆ ଆଶ୍ରମ ପରିସରରେ ଆଶ୍ରମର ପ୍ରଥମ ସମ୍ପାଦକ ସ୍ବର୍ଗତ ଜଗନ୍ନାଥ ରଥଙ୍କ ୪୬ତମ ଶ୍ରଦ୍ଧାଞ୍ଜଳି ସଭା ଆଜି ଅନୁଷ୍ଠିତ…
Read More...

ଫିଟିପାରୁନି ଅନ୍ଧାରୀମୂଲକ କଣ୍ଡରା,କାଚପାଜୁକୁ ରାସ୍ତା

ହରଭଙ୍ଗା; (ପ୍ରିତୀରଞ୍ଜନ ଦାସ)- ସ୍ୱାଧିନତାର ବହୁ ବର୍ଷ ବିତିଯାଇଛି। ହରିଜନ /ଆଦିବାସୀଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଏହା ସତ୍ୱେ ଅନ୍ଧାରୀମୂଲକ ଦୁର୍ଗମ ଅଂଚଳ ଗାଁ ଲୋକଙ୍କ ପାଇଁ ଆଜି…
Read More...

ମାଆ ସାଜିଲା ହତ୍ୟାକାରୀ !

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ଜଣେ ମାଆ ନିଜର ୨ ମାସର ପୁଅକୁ ହତ୍ୟା କରି କୂଅରେ ପିଙ୍ଗିଥିବା ଦେଇଥିବା ନେଇ…
Read More...

ନବବର୍ଷରେ ଖାଦ୍ୟ ସଙ୍କଳ୍ପ

ଆଜି ଠାରୁ ଆରମ୍ଭ ନବବର୍ଷ। ସୁସ୍ଥ ତଥା ନିରାମୟ ଜୀବନ ବିତାଇବା ପାଇଁ କିଛି ସ୍ୱାସ୍ଥ୍ୟ ସହ ଜଡିତ କିଛି ସଙ୍କଳ୍ପ ନିଅନ୍ତୁ। ସୁସ୍ଥ ମନ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଜ ଖାଦ୍ୟରେ କିଛି ପରିବର୍ତ୍ତନ କରନ୍ତୁ। ଉତ୍ତମ…
Read More...

ନବବର୍ଷର ଶୁଭକାମନା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ନବବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୱିଟ ସହ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ୨୦୨୨ ଓଡିଶା ପାଇଁ ସମୃଦ୍ଧିର ବର୍ଷ ହେଉ ବୋଲି…
Read More...

ତାମିଲନାଡୁ ବାଣକାରଖାନାରେ ଅଗ୍ନିକାଣ୍ଡ ; ୩ ମୃତ

ବିରୁଧୁନଗର : ନବବର୍ଷରେ ମାତା ବୈଷ୍ଣୋଦେବୀ ଭବନରେ ଦୁଃଖଦ ଘଟଣା ଘଟିବା ପରେ ଏବେ ତାମିଲନାଡୁରେ ଏକ ଅଘଟଣ ଘଟିଛି। ତାମିଲନାଡୁର ବିରୁଧୁନଗର ଜିଲାରେ ଥିବା ଏକ ବାଣକାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏଯାଏଁ ୩…
Read More...

ବୈଷ୍ଣୋଦେବୀ ତୀର୍ଥରେ ଅଘଟଣର କାରଣ ଜଣାଇଲେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ

ଜମ୍ମୁ : ଜାମ୍ମୁ କାଶ୍ମୀରର ମାତା ବୈଷ୍ଣୋଦେବୀ ତୀର୍ଥରେ ବାରଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଏଥି ସହ…
Read More...

ନବବର୍ଷର ପ୍ରଥମ ଦିନରେ ରାଜଧାନୀରେ ଅଭାବନୀୟ ଘଟଣା ; ୨ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରେ ନବବର୍ଷର ପ୍ରଥମ ଦିନରେ ଅଭାବନୀୟ ଘଟଣା ଘଟିଛି। ଉଦ୍ଧାର ହୋଇଛି ୨ଟି ମୃତଦେହ। ଏୟାରଫିଲଡ୍‍ ଥାନା ଅଞ୍ଚଳରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଜଣାପଡିଛି। ସୁନ୍ଦରପଦା…
Read More...

ନବବର୍ଷର ପ୍ରଥମ ଦିନ ; କରନ୍ତୁ ଏହି କାର୍ଯ୍ୟ

ଆଜି ୨୦୨୨ ବର୍ଷର ପ୍ରଥମ ଦିନ। ବର୍ଷର ପ୍ରଥମ ଦିନ ହୋଇଥିବାରୁ ଆଜି ଦିନଟି ସଭିଁଙ୍କ ପାଇଁ ସ୍ୱତନ୍ତ୍ର। ଏହାସହ ଆଜି ୩ଟି ବିଶେଷ ଯୋଗ ହେଉଛି। ଏହି ୩ଟି ଶୁଭ ଯୋଗ କାର୍ଯ୍ୟରେ ସଫଳତା ପ୍ରଦାନ କରିବା ସହ ବହୁ ଶୁଭଫଳ…
Read More...

କୋଦଣ୍ଡପୁରରେ ଧାନ ମଣ୍ଡିର ଶୁଭାରମ୍ଭ

ଯାଜପୁର :  ଯାଜପୁର ପୈାର ପାଳିକା ଅନ୍ତର୍ଗତ କୋଦଣ୍ଡପୁର ଠାରେ ବାବା ମାନେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଧାନ ସଂଗ୍ରହ କେନ୍ଦ୍ର ବା ମଣ୍ଡିକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳିକ…
Read More...

ନୂତନ ଆହାର କେନ୍ଦ୍ର ଉଦଘାଟନ କଲେ ବିଧାୟକ

ଗଞ୍ଜାମ: ଗଞ୍ଜାମ ସହର ସ୍ଥିତ ତ୍ରିବେଣୀ ମଠ ଛକରେ ନୂତନ ଭାବେ ନିର୍ମାଣ ହେଇଥିବା ଆହାର କେନ୍ଦ୍ର ଗୃହକୁ ଶୁକ୍ରବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦଘାଟନ କରିଛନ୍ତି  । ଫଳରେ ଲୋକଙ୍କ ମଧ୍ୟରେ ଖୁସି ଲହରୀ…
Read More...

ନବବର୍ଷ ୨୦୨୨….

ରାତିପାହିଲେ ନବବର୍ଷ। ବିଦାୟ ନେବ ୨୦୨୧। ଆସିବ ୨୦୨୨। ସଭିଏଁ ନୂଆ ବର୍ଷକୁ ସ୍ୱାଗତ କରିବା ସହ ନିଜର ସୁଖସମୃଦ୍ଧି ଓ ବର୍ଷ ଭଲରେ ବିତୁ ବୋଲି କାମନା କରିଥାଆନ୍ତି। କରୋନାର ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତେ ସାବଧାନତାର…
Read More...

ମଟର ରାଇତା

ଦହି – ୨କପ ସିଝା ମଟର ଛୁଇଁ – ୧କପ ଜିରା ଗୁଣ୍ଡ – ୧ ଚାମଚରୁ କମ କଳାଲୁଣ - ଅଳ୍ପ ଲଙ୍କାଗୁଣ୍ଡ - ଅଳ୍ପ ଚାଟ୍‍ ମସଲା - ଅଳ୍ପ ଲୁଣ - ଆବଶ୍ୟକ ପରିମାଣରେ ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଏକ ପାତ୍ରରେ ଦହି ରଖି…
Read More...

ଦେଶରେ ଓମିକ୍ରନ ସଂକ୍ରମଣରେ ୨ୟ ମୃତ୍ୟୁ

ନୂଆଦିଲ୍ଲୀ : ରାଜସ୍ଥାନରେ ଓମିକ୍ରନ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ମାମଲା ସାମ୍ନାକୁ ଆସିଛି। ଉଦୟପୁରର ୭୩ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। କରୋନାର ଏହି ନୂତନ ପ୍ରକରଣରେ…
Read More...

କ୍ୟାବିନେଟ ବୈଠକ ; ନଅ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ନଅ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିଛି। ୫ ମହାନଗରନିଗମ ପାଇଁ ଜାଗା ମିଶନକୁ କ୍ୟାବିନେଟରେ ମଞ୍ଜୁରୀ ଦିଆଯିବା ସହ ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ…
Read More...

ପାଟିକୁ ସ୍ୱାଦିଷ୍ଟ ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଏହି ଖାଦ୍ୟ

କରୋନା ବର୍ତ୍ତମାନ ସଭିଁଙ୍କ ଚିନ୍ତାର କାରଣ ପାଲଟିଛି। ତେଣୁ କରୋନାର ସମସ୍ତ ନିୟମ ପାଳନ ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ବିିଭିନ୍ନ ପ୍ରକାର ଖାଦ୍ୟର ସେବନ କରିବା ଉଚିତ। ଏହାସହ ଅଧିକାଂଶ ଲୋକେ…
Read More...

ଆସନ୍ତା ୩ ରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ – ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୩ ରୁ ହିଁ ଖୋଲିବ ପ୍ରଥମ ରୁ ପଞ୍ଚମ ଶ୍ରେଣୀ।  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି। ନୋଡାଲ ଅଧିକାରୀ ମାନେ ଜିଲ୍ଲା ବୁଲୁଛନ୍ତି। ଡିଇଓ ଓ ବିଇଓଙ୍କ…
Read More...

ଖିରେଇଟାଙ୍ଗିରୀ ନିକଟରୁ ଚୋରା କାଠ ବୋଝେଇ ଗାଡ଼ିକୁ ଜବତ କଲା ବନ ବିଭାଗ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରୁ ଆଜି ଭୋରରୁ ଏକ ଚୋରା କାଠ ବୋଝେଇ ଟାଟା ଏସି କୁ ବନ ବିଭାଗ ଜବତ କରିଛି । କୌଣସି ସୂତ୍ରରୁ କାଠ ଚୋରା ଚାଲାଣ…
Read More...

ଗୋପାଳପୁର ଏନ୍ ଏ ସି ରେ ଇଣ୍ଡୋର୍ ଷ୍ଟାଡିୟମ ଭିତ୍ତିପ୍ରସ୍ତର ,ପରିଦର୍ଶନ କଳା କେନ୍ଦ୍ର ,କାର୍ଯ୍ୟାଳୟ ଉଦଘାଟନ

ଗୋପାଳପୁର : ଗୋପାଳପୁର ଏନ୍ ଏ ସି ରେ ଇଣ୍ଡୋର୍ ଷ୍ଟାଡିୟମର ଭିତ୍ତିପ୍ରସ୍ତର ପ୍ରଦାନ ସହ ପରିଦର୍ଶନ କଳା କେନ୍ଦ୍ର ଓ ଏନ୍ ଏ ସି କାର୍ଯ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…
Read More...

ରେଶମୀ କେଶ ପାଇଁ ……….

ପ୍ରଥମେ ଗୋଟିଏ ପାଚିଲା କଦଳୀକୁ ପେଷି ଦିଅନ୍ତୁ। ତାପରେ ଏକ ପାତ୍ରରେ କ୍ଷୀର ନେଇ ସେଥିରେ ପେଷିଥିବା କଦଳୀକୁ ମିଶାଇ ଦିଅନ୍ତୁ। ଏବେ ପୁଣି ଏହାକୁ ଭଲ ଭାବେ ପେଷି ଏକ ପାତ୍ରକୁ କାଢନ୍ତୁ। ତାହାକୁ କେଶର ଶେଷ ଭାଗ ଓ…
Read More...

ଗଞ୍ଜାମ ତହସିଲ ଅଞ୍ଚଳରେ ୬୮୦ ଗ୍ରାମ କଣ୍ଟକ ପଟା ବଣ୍ଟନ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ର କପିଳେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ପଟା ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତହସିଲ ଅଧିନସ୍ଥ…
Read More...

କାଇଁଚପୁର ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କଲେ ବିଧାୟକ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତରେ କାର୍ଯ୍ୟକ୍ଷମ ହୋଇଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଉଦଘାଟନ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ…
Read More...

ଏପରି ପ୍ରସ୍ତୁତ କରନ୍ତୁ ଖାଦ୍ୟ ; ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ଉପକାରୀ

ଖାଦ୍ୟ ଏବଂ ଏହାକୁ ରାନ୍ଧିବା ପ୍ରଣାଳୀ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ। ଖାଦ୍ୟ ପ୍ରସ୍ତୁତି ପାଇଁ କେଉଁ ସ୍ଥାନରେ ସୋରିଷ ,ନଡିଆ, ବାଦାମ ଓ ଅନ୍ୟାନ୍ୟ ତେଲର ମଧ୍ୟ ବ୍ୟବହାର ହୋଇଥାଏ। କିଛି ସ୍ଥାନରେ ଲୋକେ ଅଧିକ ଭାଜି…
Read More...

ରାଜଧାନୀରେ ୫ ଦିନ ବନ୍ଦ ଧର୍ମାନୁଷ୍ଠାନ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ରାଜଧାନୀରେ କଟକଣା ଲାଗୁ କରାଯାଇଛି। ବିଏମସି ଅଧୀନରେ ଥିବା ସମସ୍ତ ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ…
Read More...

ବାଘମାରୀରେ ଜବରଦଖଲ ଉଚ୍ଛେଦ 

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ମୌଜାର ଗୌଡ଼ସାହିରେ ଜନୈକ ମହିଳା ଜବରଦଖଲ କରି ଲୋକମାନଙ୍କୁ ଅସୁବିଧାରେ ପକାଉଥିଲେ ।ଲୋକମାନେ ଅସୁବିଧାରେ ପଡି ବାରମ୍ବାର ଅଭିଯୋଗ କରିବା ପରେ ତହସିଲଦାର ପୃଥ୍ୱୀରାଜ…
Read More...

ରାଜ୍ୟରେ ଆଉ ୫ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି। ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏନେଇ ଆଇଏଲଏସ ସ୍ୱାସ୍ଥ୍ୟ…
Read More...

ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ !

ନୂଆଦିଲ୍ଳୀ : ଦିଲ୍ଲୀରେ କରୋନାର ନୂଆ ପ୍ରକରଣ ଓମିକ୍ରନ ସ୍ଥିତି ଚିନ୍ତାର କାରଣ ପାଲଟିଛି। ଧିରେ ଧିରେ ଦିଳ୍ଲୀ ଓ ମୁମ୍ବଇରେ ଓମିକ୍ରନ ଆକ୍ରାନ୍ତ ବୃଦ୍ଧି ପାଉଛନ୍ତି। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନଙ୍କ…
Read More...

ବରଯାତ୍ରୀ ଗାଡି – ଟ୍ରକ ମୁହାଁମୁହିଁ ଧକ୍କା ; ଚାଳକ ମୃତ

କୋକସରା :  କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ ରାସ୍ତା ଭୁରସାଗୁଡା ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡି ସାମ୍ନା ପଟୁ ଅ।ସୁଥୁବା ଟ୍ରକ ସହ ମୁହାଁ…
Read More...

ଅଦିନିଆ ବର୍ଷା ସହ କୁଆପଥର ମାଡରେ ଉଜୁଡ଼ିଲା ଫସଲ

ରେଙ୍ଗାଲିକ୍ୟାମ୍ପ :ଅଦିନିଆ ବର୍ଷା ସହ କୁଆପଥର ମାଡରେ ଚାଷୀ ଫସଲ ଉଡୁଡି ଯାଇଛି। ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ଭିଜୁଛି। କୁଆ ପଥର ମାଡରେ ଏକର ଏକର ପନିପରିବା ନଷ୍ଟ ହୋଇଯାଇଛି । ଦୁଇଦିନ ଦିନ ଧରି…
Read More...

ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ ରାମକୃଷ୍ଣ ବାଳାଶ୍ରମ ପରିଦର୍ଶନ 

ବୌଦ୍ଧ : ହରଭଙ୍ଗା ବ୍ଲକ ବୀରନରସିଂହପୁର ସ୍ଥିତ ରାମ କୃଷ୍ଣ ବାଳା ଶ୍ରମ କୁ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା ତ୍ରୟ ମାସିକ ପରିଦର୍ଶନ କରିଛନ୍ତି  । ରାମକୃଷ୍ଣ ବାଳାଶ୍ରମର ସମସ୍ତ ରେକର୍ଡ ପତ୍ର ଯାଞ୍ଚ…
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଚାକୁଣ୍ଡାପାଳ ଗ୍ରାମର ଟୁରା ମୁଣ୍ଡା (୪୦) ନାମକ ଜଣେ ବ୍ୟକ୍ତି  ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି ।  ସକାଳୁ ଶୈ।ଚ ପାଇଁ ଯାଇଥିବା ସମୟରେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ । ଏକୁଟିଆ…
Read More...

ଗଞ୍ଜାମ ମହାବିଦ୍ୟାଳୟରେ ଓଡ଼ିଆ ପାଠଚକ୍ର

ଗଞ୍ଜାମ: ସ୍ଥାନୀୟ ଗଞ୍ଜାମ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ମହାହାବିଦ୍ୟାଳୟର ପ୍ରେକ୍ଷାଳୟରେ ରାଧାନାଥ ଙ୍କ "ପ୍ରକୃତି ପ୍ରୀତି" ଶୀର୍ଷକ ଆଧାରିତ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ…
Read More...

ରାସ୍ତା ଓ ଗୃହ ନିର୍ମାଣ ବିଭାଗ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର: ଗଂଜାମ ଜିଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗ-୧ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଏଲ. କାମରାଜୁ ଦାସଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଆଜି ଭୋରୁ ଚଢାଉ କରାଯାଇଛି । କିରାଣୀଙ୍କ ବ୍ରହ୍ମପୁର ସ୍ଥିତି…
Read More...

ସ୍ୱାଦିଷ୍ଟ ଚିକେନ ପକୁଡି

ଆବଶ୍ୟକ ସାମଗ୍ରୀ ବୋନଲେସ ଚିକେନ – ୫୦୦ ଗ୍ରାମ କର୍ଣ୍ଣଫ୍ଲୋର – ୧ କପ ରୁ କମ୍‍ ହଳଦୀ ଗୁଣ୍ଡ – ଅଳ୍ପ ଲଙ୍କା ଗୁଣ୍ଡ – ଅଳ୍ପ ଲୁଣ – ଆବଶ୍ୟକ ପରିମାଣରେ ଅଦା ରସୁଣ ବଟା – ୪ ଚାମଚ ପାଣି – ଆବଶ୍ୟକ ପରିମାଣରେ…
Read More...

ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ପିପିଲି :ପିପିଲି ଥାନା ଅନ୍ତର୍ଗତ ଜଇସପାଟଣା ବଜାର ଠାରେ ଥିବା ଏକ ଦୋକାନର କାଠ କବାଟକୁ ଭାଙ୍ଗି ଦୋକାନ ମଧ୍ୟରୁ କମ୍ପ୍ୟୁଟର, ମୋବାଇଲ୍‍ ଫୋନ ସମେତ ନଗଦ ଟଙ୍କା ଚୋରି ହୋଇଥିବା ନେଇ ପିପିଲି ପୁଲିସରେ ଅଭିଯୋଗ ହୋଇଛି।…
Read More...

ତ୍ୱଚା ପାଇଁ ଥରେ ଆପଣାନ୍ତୁ ଏହି ଉପାୟ

ଶୀତଦିନେ ତ୍ୱଚାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଏହି ଋତୁରେ ତ୍ୱଚା ଅଧିକ ଶୁଷ୍କ ହେବା ସହ ଏହାର ଚମକ ହ୍ରାସ ପାଇଥାଏ। ଏହା କେବଳ ବ୍ରଣ ଏବଂ ଦାଗର ସମସ୍ୟା ସୃଷ୍ଟି କରେ ନାହିଁ ବରଂ କିଛି ଲୋକଙ୍କ ତ୍ୱଚା ରଙ୍ଗ ମଧ୍ୟ…
Read More...

ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ର

ଗଞ୍ଜାମ: ସ୍ଥାନୀୟ ଗଞ୍ଜାମ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ବିଭାଗର ଏକ ପାଠଚକ୍ର ବିଭ।ଗୀୟ ମୁଖ୍ୟ ପ୍ରଫେସର ଅମର ପ୍ରସାଦ ବିଶୋଇ ଙ୍କ ସଭପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…
Read More...

ଐତିହାସିକ ପୋତାଗଡ଼ ଦୁର୍ଗ ପରିଦର୍ଶନ କଲେ ଜିଲ୍ଲାପାଳ

ଗଞ୍ଜାମ: ଗଞ୍ଜାମ ସହର ନିକଟରେ ରହିଥିବା ଐତିହାସିକ ପୋତାଗଡ଼ ଦୁର୍ଗକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ସକାଳ ଆଠଟା ସମୟରେ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଉପଜିଲ୍ଲାପାଳ ନୀଳମାଧଵ ଭୋଇ, ବିଡ଼ିଓ…
Read More...

ଶିକ୍ଷୟିତ୍ରୀଙ୍କୁ ମିଳିଲା ମଦରଟେରେସା ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ତଥା ପ୍ରକୃତି ବନ୍ଧୁ ରୂପେ ପରିଚିତ ।  ଅନୁସୂୟା ଦେବତାଙ୍କ ସମାଜ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ଯୋଗୁଁ…
Read More...

ଶୀତଦିନେ ପେଟ ଜନିତ ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ଉପାୟ

ଶୀତଦିନେ ଖାଦ୍ୟ ପାଇଁ ହେଉ ଅଥବା ଅନ୍ୟ କୌଣସି କାରଣ ପାଇଁ ପେଟ ଜନିତ କିଛି ସମସ୍ୟା ଦେଖାଯାଇଥାଏ। ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ.... - ପର୍ଯ୍ୟାପ୍ତ ମାତ୍ରାରେ ପାଣି…
Read More...

ନିଖିଳ ଓଡିଶା ଆଇନଜୀବୀ ସଙ୍ଘର ସୁବର୍ଣ୍ଣ ଜୟନ୍ତୀ

ବ୍ରହ୍ମପୁର: ନିଖିଳ ଓଡିଶା ଆଇନଜୀବୀ ସଙ୍ଘର ୫୦ତମ ବାର୍ଷିକ ସମ୍ମିଳନୀ ବ୍ରହ୍ମପୁର ସ୍ଥିତ ଇଂଜିନିୟରିଂ ସ୍କୁଲ ଖେଳ ପଡିଆରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଓକିଲ ସଂଘ ସହଯୋଗରେ ଆୟୋଜିତ ଏହି ସୁବର୍ଣ୍ଣ ଜୟନ୍ତୀ…
Read More...

ପାଚେରି ଡେଇଁ ପୋଷା କୁକୁରକୁ ନେଇଗଲା ଚିତାବାଘ

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ଲୋମଟାଙ୍କୁରୀ ଉଠିଥାଏ। ଏଭଳି ହିଁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଏକ ଚିତାବାଘ ପାଚେରୀ ଡେଇଁ…
Read More...

ରାଜ୍ୟରେ ବଦଳିପାରେ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତ – ଡିଏମଇଟି

ଭୁବନେଶ୍ୱର : ରାଜ୍ୟରେ ବଦଳିପାରେ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି। ଏନେଇ ଆଜି ଡିଏମଇଟି ଡା. ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବ ସ୍ଥିତି ଦେଖି ସରକାର ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି…
Read More...

ପାଞ୍ଚ ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସଦରମହକୁମା ଠାରେ ଜେ.ଏମ.ଏଫ.ସି ଅଦାଲତ ସ୍ଥାପନା , କୋଷାଗୁମୁଡ଼ା ସଦରମହକୁମା ରେ ପ୍ରସ୍ତାବିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ସ୍ଥାପନା , ଏକ ସବଟ୍ରେଜେରୀ ସ୍ଥାପନା…
Read More...

୧୩୭ତମ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତରେ ଥିବା କଲ୍ୟାଣି ମଣ୍ଡପ ଠାରେ ବ୍ଲକ କଂଗ୍ରେସ ପକ୍ଷରୁ ୧୩୭ତମ ଜାତୀୟ କଂଗ୍ରେସ ର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏଥିରେ ବ୍ଲକ…
Read More...

ଓମିକ୍ରନ ଭୟ ; ଦିଲ୍ଲୀରେ ଲାଗୁ ହେଲା ଜିଆରଏପ ୟେଲୋ ଆଲର୍ଟ

ନୂଆଦିଲ୍ଲୀ : କରୋନାର ନୂତନ ପ୍ରକରଣ ଓମିକ୍ରନ ଚିନ୍ତାର କାରଣ ପାଲଟିଛି। ଓମିକ୍ରନ୍ ସମ୍ବନ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ…
Read More...

ରାଜସ୍ୱ ନିରୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ଜଗତସିଂହପୁର : ଲାଞ୍ଚ ନେବା ସମୟରେ ଜପା ସର୍କଲ ରାଜସ୍ୱ ନିରୀକ୍ଷକ ସମୀର ମଲ୍ଲିକ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜମି ମ୍ୟୁଟେସନ ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଟଙ୍କା ନେଉଥିଲେ ବୋଲି ଜଣାପଡିଛି।…
Read More...

ନୂତନ ବର୍ଷ ପାଇଁ କିଛି ସଙ୍କଳ୍ପ

ଆଉ ଅଳ୍ପ ଦିନ ବାକି ନୂତନ ବର୍ଷ ୨୦୨୨କୁ। ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲୋକମାନେ ନୂତନ ବର୍ଷକୁ ଆନନ୍ଦ ଏବଂ ଉତ୍ସାହର ସହିତ ସ୍ୱାଗତ କରିବେ । ଲୋକମାନେ ବିଶ୍ୱାସ କରନ୍ତି ଯେ ନୂତନ…
Read More...

ଧର୍ମପ୍ରାଣା ମହିଳାଙ୍କ ପରଲୋକ ; ଅଞ୍ଚଳରେ ଶୋକ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବୁଢିକାପୁଡି ପଞ୍ଚାୟତ ପୁରେନ୍ଦ୍ରପୁର ଗ୍ରାମର ଯୁବ ସାମ୍ବାଦିକ ବସନ୍ତ ମହାନ୍ତଙ୍କ ମାଆ ତଥା ଧର୍ମପରାୟଣା ମହିଳା ମନ୍ଦୋଦରୀ ମହାନ୍ତଙ୍କର ଆଜି ଭୋର ରୁ ୮୦ ବର୍ଷ…
Read More...

ବ୍ୟାଙ୍କ ଲୁଟ ଉଦ୍ୟମ ବିଫଳ

ସାକ୍ଷୀଗୋପାଳ :  ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ ବଜାର ଚନ୍ଦନ ପୋଖରୀ ନିକଟରେ ଅବସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଅଳଗୁମ ଶାଖାରୁ ଗତକାଲି ରାତ୍ରିରେ ଲୁଟ ଉଦ୍ୟମ ହୋଇଥିଲା । ମାତ୍ର  ଏହି ଲୁଟ ଉଦ୍ୟମ…
Read More...

ସ୍ମୃତିରେ ୨୦୨୧ ; ଏହି ଘଟଣା ଉପରେ ପକାନ୍ତୁ ନଜର

ନୂଆଦିଲ୍ଲୀ : ଆଉ ଅଳ୍ପ କିଛି ଦିନରେ ଶେଷ ହୋଇଯିବ ବର୍ଷ ୨୦୨୧। ଆରମ୍ଭ ହେବ ୨୦୨୨। ଅନେକ ଥର ଏପରି ଅନୁଭବ ହୋଇଥାଏ, ବିତିଯାଇଥିବା ସମୟକୁ ପଛକୁ ବୁଲି ଚାହିଁବାକୁ। ମଣିଷ ଓ ସମୟ ଉଭୟ ଆଗକୁ ବଢି ଥାଆନ୍ତି। ପଛରେ…
Read More...

ସ୍ୱାସ୍ଥ୍ୟ ପାଇଁ ବରଦାନ ଏହି ଖାଦ୍ୟ

ଶୀତଦିନେ ଖାଦ୍ୟ ପାଇଁ ଅନେକ ଜିନିଷ ମିଳିଥାଏ। ଏହାର ସେବନ କରିବା ଶରୀର ପାଇଁ ବେଶ ଲାଭଦାୟକ। କନ୍ଦମୂଳ ଏପରି ହିଁ ଏକ ଖାଦ୍ୟ। କନ୍ଦମୂଳ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।…
Read More...

ଖାଲିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ସ୍ଥାୟୀ ଲୋକ ଅଦାଲତଙ୍କ ନିର୍ଦେଶ 

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଠାରୁ ଆରମ୍ଭ କରି କର୍ମଚାରୀ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି ।ଅଭିବାବକ ମାନଙ୍କ ସହିତ ଛାତ୍ର ଛାତ୍ରୀ ମାନେ ପଦବୀ ଗୁଡିକ…
Read More...

ଓମିକ୍ରନ ଭାରିଆଣ୍ଟ ; କେନ୍ଦ୍ର ପକ୍ଷରୁ ରାଜ୍ୟ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ : ସାରା ଦେଶରେ କରୋନାର ନୂଆ ପ୍ରକରଣ ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ଥାନୀୟ ସ୍ତରରେ ଆବଶ୍ୟକତା ଅନୁଯାୟୀ ପ୍ରତିବନ୍ଧକ…
Read More...

ବରୁଆଁରେ କ୍ଷୁଦ୍ର ନିଯୁକ୍ତି ମେଳା – ୨୦୨୧ ଉଦ୍ଘାଟିତ 

ଯାଜପୁର  : ଦକ୍ଷତା ହିଁ ରୋଜଗାରର ମାପକାଠି । ଆଜି ପୂର୍ବାହ୍ନରେ ବରୁଆଁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ଏହି କ୍ଷୁଦ୍ର ନିଯୁକ୍ତି ମେଳାକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ…
Read More...

ନୂଆବର୍ଷକୁ ଅଳ୍ପ ଦିନ ବାକି ; ଏହି ଉପାୟ ସହ କରନ୍ତୁ ବର୍ଷକୁ ସ୍ୱାଗତ

୨୦୨୧ ବର୍ଷ ଶେଷ ହେବାକୁ ଯାଉଛି ଏବଂ ନୂତନ ବର୍ଷ ୨୦୨୨ ପାଇଁ ଆଉ ଅଳ୍ପ ସମୟ ବାକି ଅଛି । ସବୁଥର ପରି, ଏହି ବର୍ଷ ମଧ୍ୟ ନୂତନ ବର୍ଷର ଉତ୍ସାହ ବିଶେଷ ଅଟେ କାରଣ ଏଥର ମଧ୍ୟ ସମସ୍ତଙ୍କର ଇଚ୍ଛା କୌଣସି ବିପଦ ନ ଆସିବା ସହ…
Read More...

ଆର୍ଥିକ ସମସ୍ୟା ଦୂର ପାଇଁ ଘରେ ରଖନ୍ତୁ ଏହି ଜିନିଷ

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସୁଖ ଶାନ୍ତି ଇଚ୍ଛା କରନ୍ତି। ସୁଖମୟ ଜୀବନଯାପନ କରିବା ପାଇଁ ଦିନରାତି ପରିଶ୍ରମ ମଧ୍ୟ କରନ୍ତି। ଅନେକ ସମୟରେ ଏପରି ମଧ୍ୟ ଦେଖାଯାଏ ବହୁ ପରିଶ୍ରମ କରିବା ପରେ ମଧ୍ୟ ଅର୍ଥର ଅଭାବ ହୋଇଥାଏ।…
Read More...

ପୋଖରୀରେ ବୁଡି ଶିଶୁ ପୁତ୍ର ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲା ବାଲିକୁଦା ଥାନା ଚଅଁରପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଥିବା ନେଇ ଖବର ମିଳିଛି। ପୋଖରୀରେ ବୁଡି ୨ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଖେଳିବା ସମୟରେ ଶିଶୁପୁତ୍ର ଘର ଆଗରେ ଥିବା…
Read More...

ଭିନ୍ନ ଉପାୟରେ ପ୍ରସ୍ତୁତ ହୁଏ ଏହି ମ୍ୟାଗି ; ବ୍ୟବହାର ହୁଏ ମୃଦୁପାନୀୟ

ଅନେକ ସମୟରେ କିଛି ଭିନ୍ନ ଉପାୟରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ସ୍ୱାଦ ନେବା ପାଇଁ ସଭିଏଁ ବେଶ ଉତ୍ସାହୀ ଥିବା ସହ ପସନ୍ଦ ମଧ୍ୟ କରନ୍ତି। ସେଭଳି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କୁ ମ୍ୟାଗି ଖାଇବା…
Read More...

ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣା ; ଗୁଡି ଦୋକାନରେ ଚଢାଉ

କଟକ : ମାଞ୍ଜା ସୂତା ଲାଗି ଯୁବକଙ୍କ ବେକ କଟି ମୃତ୍ୟୁ ପରେ ଆଜି ପୁଲିସ ପକ୍ଷରୁ ବିିଭିନ୍ନ ଗୁଡି ଦୋକାନରେ ଚଢାଉ କରାଯାଉଛି। ନୟାସଡକ, ନନ୍ଦିସାହିରେ ପୁରୀଘାଟ ଥାନା ପୁଲିସ ଚଢାଉ କରିଛି। ବିିଭିନ୍ନ ଗୁଡି ଦୋକାନରେ…
Read More...

୩ଟି ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ ; ୫ ମୃତ

ଅମ୍ବାଲା : ହରିୟାଣାର ଅମ୍ବାଲା-ଦିଲ୍ଲୀ ରାଜପଥରେ ସୋମବାର ସକାଳେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ରାଜପଥ ନିକଟରେ ଥିବା ଏକ ହସ୍ପିଟାଲ ନିକଟରେ ଭୋର ୩ଟା ସମୟରେ କଟ୍ରାରୁ ଦିଲ୍ଲୀ ଆଡକୁ ଯାଉଥିବା ୩ଟି ପର୍ଯ୍ୟଟକ ବସ…
Read More...

ଶୀତଦିନ : ଖାଦ୍ୟରେ ସାମିଲ କରନ୍ତୁ ଘିଅ ,ବାଦାମ

ବର୍ତ୍ତମାନ ଶୀତଦିନ ଚାଲିଛି। ଏହି ସମୟରେ କେତେକ ଖାଦ୍ୟ ଖାଇବା ଖୁବ ଉପକାରୀ। ଏହାସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ତଥା ଶରୀରକୁ ଉଷ୍ଣ ରଖିବା ପାଇଁ  ନିଜ ଖାଦ୍ୟରେ କିଛି ସ୍ୱତନ୍ତ୍ର ଖାଦ୍ୟ ସାମିଲ କରନ୍ତୁ। ଅଦା…
Read More...

୨୫ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର : ୨୫ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ଟିକା। ଟିକା ପାଇଁ ୧୫ ରୁ ୧୮ ବର୍ଷର ପିଲାଙ୍କୁ ପଞ୍ଜିକରଣ କରିବାକୁ ପଡିବ। ଆବଶ୍ୟକ ହେଲେ ଅଭିଭାବକମାନଙ୍କୁ ପିଲାଙ୍କ ସହ ଆସିବାକୁ ପଡିବ। ୬୦ବର୍ଷରୁ ଅଧିକ ଲୋକଙ୍କ…
Read More...

ମୋହନାରେ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା

ମୋହନା  : ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ୟ୍ୟାଳୟ ପରିସରରେ ବେକାରୀ ସମସ୍ୟା ଦୂର କରିବା ପାଇଁ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ ତରଫରୁ ଜିଲ୍ଳା ନିୟୋଜନ ବିଭାଗ ଦ୍ଵାରା ବ୍ଲକ ସ୍ତରୀୟ…
Read More...

ପାର୍କ ନିକଟରେ ବୁଲୁଛି ବାଘ ; ଅଘଟଣ ଏଡାଇବାକୁ ବନ୍ଦ କରାଗଲା ପାର୍କ

ଭୋପାଳ : ବାଘ ପାଇଁ ବନ୍ଦ ହୋଇଛି ପାର୍କ। ସାଧାରଣ ଲୋକଙ୍କୁ କିଛିଦିନ ପାଇଁ ଏହି କଟକଣା ମାନିବାକୁ ପଡିବ। ଘଟଣାକ୍ରମେ ଏକ ଚିତାବାଘର ଗତିବିଧି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣାପଡିଛି। ବାଘଟି ଶାହପୁରା ନିକଟରେ…
Read More...

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ୩ଟି ଉପାୟ

କିଛି କଞ୍ଚା କ୍ଷୀରକୁ ରାତିରେ ଫ୍ରିଜ୍‍ ରଖି ସକାଳେ ଏଥିରେ ସାମାନ୍ୟ ଲେମ୍ବୁ ଚୁପୁଡ଼ି ଏହାକୁ ସଙ୍ଗେ ସଙ୍ଗେ ମୁହଁରେ ଲଗାନ୍ତୁ । ଏହାକୁ ନିୟମିତ ଲଗାଇଲେ ଏକ ମାସରେ ଆଶ୍ଚର୍ୟ୍ୟଜନକ ଫଳ ଦେଇଥାଏ। ଏହା ତ୍ୱଚାକୁ ଚିକ୍କଣ…
Read More...

ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ

କଲ୍ୟାଣସିଂ ହପୁର :  ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ଅନ୍ତର୍ଗତ କନ୍ଧକାତିପାଡୁ ପଞ୍ଚାୟତର ନୂତନ ପଞ୍ଚାୟତ କାର୍ୟ୍ୟାଳୟ ଗୃହ ନିର୍ମାଣ କରିବାକୁ ନେଇ କନ୍ଧ କାତିପାଡୁ ଓ ହୋମିଓଗୁଡା ଗାଁ ମଧ୍ୟରେ ଗଣ୍ଡଗୋଳ…
Read More...

ରାସନକାର୍ଡ ଧାରୀଙ୍କୁ କୋଭିଡ଼ ସହାୟତା ପ୍ରଦାନ 

ବିଜେପୁର: ବରଗଡ଼ ଜିଲ୍ଲାର ବିଜେପୁର ପ.ସ. ଅର୍ନ୍ତଗତ ତାଳପଦର ଗ୍ରାମପଚାଂୟତ କାର୍ଯ୍ୟାଳୟ ଠାରେ କୋଭୀଡ଼ ୧୯ ସହାୟତା ରେ ପ୍ରତ୍ୟେକ ଖାଉଟିକାର୍ଡ ଧାରୀଙ୍କୁ ୧୦୦୦ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।  ଉକ୍ତ କାର୍ଯ୍ୟକ୍ରମରେ…
Read More...

ମହିଳାଙ୍କ ଉପରେ ମାଡିଗଲା ଟ୍ରକ 

ଚିକିଟି :  ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ । ଘଟଣା ଘଟିଛି ଚିକିଟି ପେଣ୍ଠ ବଜାରରେ । ଆଜି ଦିନ ପ୍ରାୟ ୧୧ ଟା ବେଳେ କେଲାଝୁରୀ ଗ୍ରାମର ବୋହୁ ମମତା ପ୍ରଧାନ (୩୦) ତାର ଭାଇ ସହ ଚିକିଟି ଆନ୍ଦ୍ର ବ୍ୟାଙ୍କକୁ ବାଇକରେ…
Read More...

ସାକ୍ଷୀଗୋପାଳ ଠାରେ ଓୟୁଏଟି ଶିକ୍ଷକ ସଂଘର ସାମ୍ବାଦିକ ସମ୍ମିଳନୀ

ସାକ୍ଷୀଗୋପାଳ  : ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଏକଦା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଶାର ଏକମାତ୍ର କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି )ରେ…
Read More...

ଦକ୍ଷିଣ ରାଉରକେଲାରେ ଖ୍ରୀଷ୍ଟମାସ ପାଳିଲେ ଶ୍ରଦ୍ଧାଳୁ ; ଚର୍ଚ୍ଚରେ ନିରାଡମ୍ବର ପ୍ରାର୍ଥନା ସଭା

ସାରନଗରୀ : ଆଜି ବଡ଼ ଦିନରେ ଧରାବତରଣ କରିଥିଲେ ପ୍ରଭୁ ଯୀଶୁ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠ। ପାଇଁ ପ୍ରଭୁ ଯୀଶୁ ଆଜିର ଦିନରେ ମେରୀଙ୍କ କୋଳରେ ମେଣ୍ଢା ଶାଳରେ ଶିଶୁ ରୂପେ ଜନ୍ମଗ୍ରହଣ କରିଥିଲେ । ଚଳିତ ବର୍ଷ ମହାମାରୀ…
Read More...

ଆଜି ବଡଦିନ : ମହାନାୟକ ଅମିତାଭ ବଚ୍ଚନ ପ୍ରଶଂସକଙ୍କୁ ଜଣାଇଲେ ଶୁଭେଚ୍ଛା

ମୁମ୍ବଇ  : ଆଜି ବଡଦିନ। ସାରା ବିଶ୍ୱପାଳନ କରୁଛି ପ୍ରଭୁ ଯୀଶୁଙ୍କ ଜନ୍ମ ଉତ୍ସବ। ଏହି ଅବସରରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ନିଜର ଏକ ଫଟୋ…
Read More...

ଶୀତରୁ ସାମାନ୍ୟ ଆଶ୍ୱସ୍ତି ; ସବୁଠୁ ଥଣ୍ଡା ସହର ସୁନ୍ଦରଗଡ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ମିଳିଲା ଶୀତରୁ ସାମାନ୍ୟ ଆଶ୍ୱସ୍ତି। ଗତ କିଛିଦିନ ମଧ୍ୟ ପ୍ରବଳ ଜାଡ ଅନୁଭବ ହୋଇଥିବା ବେଳେ ଆଜି ଏଥିରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ଏହାସହ ୯ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ଥିବା…
Read More...

ଜାଣନ୍ତୁ କିଛି ସରଳ ଉପାୟ

ତେଲ ଦାନକରିବା ଦ୍ୱାରା ଶନି ଦେବତାଙ୍କର ଆଶୀର୍ବାଦ ମିଳିଥାଏ ମାତ୍ର ଖରାପ କିମ୍ବା ବ୍ୟବହାର ହୋଇଥିବା ତେଲ ଦାନ କରିବା ଅନୁଚିତ ଏହା କରିବା ଦ୍ୱାରା ଶନିଦେବତା କ୍ରୋଧ କରିଥାନ୍ତିି। ଆଜିକାଲି ଘର ମାନଙ୍କରେ ପ୍ଲାଷ୍ଟିକ…
Read More...

୫ଟି ବିଦ୍ୟାଳୟ ରୂପାନ୍ତରଣ ନିର୍ମାଣକାର୍ଯ୍ୟ ପାଇଁ ଭୂମିପୂଜନ

ହରଭଙ୍ଗା : ହରଭଙ୍ଗା ବ୍ଲକ ରାମଗଡ ସରକାରୀ ହାଇସ୍କୁଲର ୫ଟି ରୂପାନ୍ତରଣ ନିର୍ମାଣ କାର୍ଯ୍ୟ ପାଇଁ ଶୁକ୍ରବାର ମୋ-ସ୍କୁଲ ଅଭିଯାନ ସଭାପତି ଦୀନମଣି ଡାଙ୍ଗଙ୍କ ଦ୍ୱାରା ଭୂମିପୂଜନ କାର୍ଯ୍ୟକ୍ରମ ସମାପନ ହୋଇଛି ।ଏହି ଅବସରରେ…
Read More...

ବୀରନରସିଂହପୁରରେ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ

ହରଭଙ୍ଗା : ସୁ-ଶାସନ ସପ୍ତାହ ଅବସରରେ ହରଭଙ୍ଗା ବ୍ଲକ ବୀରନରସିଂହପୁର ରାଜସ୍ୱନିରୀକ୍ଷକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ…
Read More...

ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଉଦ୍ଘାଟିତ 

ବିଜେପୁର : ବରଗଡ଼ ଜିଲ୍ଲାର ବିଜେପୁର ପ.ସ. ଅର୍ନ୍ତଗତ ତାଳପଦର ଓ ପଡ଼ା ଗ୍ରାମରେ ନୂତନ ଭାବେ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାନୀୟ ବିଧାୟକା ରିତା ସାହୁ ଙ୍କ ଦ୍ୱାରା ଉଦଘାଟିତ ହୋଇଥିବାବେଲେ ସମ୍ମାନିତ ଅତିଥି…
Read More...

ସିଂହ – ଷଣ୍ଢ ଲଢେଇ ; ଆଉ ତା’ପରେ

ଗୁଜରାଟ : ଅନେକ ସମୟରେ ସୋସିଆଲ ମିଡିଆରେ ଏପରି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ହୃଦୟକୁ ସ୍ପର୍ଶ କରିବା ସହ କୌତୁହଳପୂର୍ଣ୍ଣ ମଧ୍ୟ । ଏଭଳି ହିଁ ଏକ ଭିଡିଓ ଗୁଜୁରାଟର ଜୁନାଗଡରୁ ଆସିଛି । ଯାହା ଏବେ ଖୁବ ଭାଇରାଲ…
Read More...

ନିୟମିତ ଦରମା ନ ଦେଲେ କାମ ବନ୍ଦ

ରେଙ୍ଗାଲିକ୍ୟାମ୍ପ :  ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ  ଏକ  କମ୍ପାନୀ ଦ୍ଵାରା ନିଯୁକ୍ତ ସିକ୍ୟୁରିଟି ଗାର୍ଡ ମାନେ ଧାରଣାରେ ବସିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି  ଧାରଣା  ଚାଲୁରହିବ ବୋଲି…
Read More...

ଖ୍ରୀଷ୍ଟମାସ ବିଶେଷ ; ପ୍ରସ୍ତୁତ କରନ୍ତୁ ଏହି କେକ୍‌

ଆବଶ୍ୟକ ସାମଗ୍ରୀ କିସମିସ୍ – ୨କପ ପେଷା ଚିନି - ଆବଶ୍ୟକ ପରିମାଣରେ ମଇଦା – ୨କପ ୧ ଚାମଚ ବେକିଂ ପାଉଡର ଚକୋ ପାଉଡର ଗୁଣ୍ଡ ଅଣ୍ଡା – ୨ଟି ବଟର - ଆବଶ୍ୟକ ପରିମାଣରେ ଚେରି ପ୍ରସ୍ତୁତି ପ୍ରଣାଳୀ -…
Read More...

ଲୁଣର କରାମତି

ଲୁଣ ଏପରି ଏକ ଜିନିଷ , ବ୍ୟଞ୍ଜନ ହେଉ ଅଥବା ଯେକୌଣସି ଖାଦ୍ୟପ୍ରସ୍ତୁତି ଏହାର ବ୍ୟବହାର ବିନା ଖାଦ୍ୟ ସ୍ୱାଦହୀନ । ଖାଦ୍ୟ ପ୍ରସ୍ତୁତିରେ ବିଭିନ୍ନ ପ୍ରକାର ମସଲା ବ୍ୟବହାର କଲେ ମଧ୍ୟ ଲୁଣ ବ୍ୟବହାର ନିତାନ୍ତ ଆବଶ୍ୟକ ।…
Read More...

ବଡଦିନ ଓ ନୂଆବର୍ଷ ପାଇଁ କଟକଣା ଜାରି

ଭୁବନେଶ୍ୱର : ବଡଦିନ ଓ ନୂଆବର୍ଷ ପାଇଁ କଟକଣା । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ୨୫ ରୁ ଜାନୁଆରୀ ୨ ଯାଏଁ ଏହି କଟକଣା ଆଜି ଲାଗୁ କରାଯାଇଛି । ବଡଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରହିବା…
Read More...

ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ

କାଶୀପୁର : ରାୟଗଡା ଜିଲା ଦୋରାଗୁଡା ଥାନା ଅନ୍ତର୍ଗତ ତୁରେଇଘାଟି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗାଁର କାର୍ୟ୍ୟରତ ଶିକ୍ଷକ ମୁକୁନ୍ଦ ପ୍ରସାଦ ନାଥଶର୍ମା ଆଜି ତୁରେଇଘାଟି ବିଦ୍ୟାଳୟକୁ ଯାଇ…
Read More...

ଖ୍ରୀଷ୍ଟମାସ ଟ୍ରିର ବିଶେଷତ୍ୱ

ପ୍ରତିବର୍ଷ ଡିସେମ୍ବର ୨୫ରେ ଖ୍ରୀଷ୍ଟମାସ ପାଳନ କରାଯାଏ । ଖ୍ରୀଷ୍ଟମାସକୁ ଆଉ ଗୋଟିଏ ଦିନ ବାକି ଅଛି । ତେଣୁ ଏହାର ପ୍ରସ୍ତୁତି କିଛି ଦିନ ପୂର୍ବରୁ ହିଁ ଆରମ୍ଭ ହୋଇଥାଏ । ଏହି ପର୍ବ ପ୍ରଭୁ ଯୀଶୁଙ୍କ ଜନ୍ମର ଆନନ୍ଦରେ…
Read More...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ମଧୁମେହକୁ ନିୟନ୍ତ୍ରଣ କରିବାରେ ଗାଜର ଖୁବ ଉପକାରୀ

ବର୍ଷର ସମସ୍ତ ସମୟରେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ମିଳିଥାଏ । ବିଶେଷ କରି ଶୀତଦିନରେ ଅନେକ ପ୍ରକାର ଫଳ ଓ ପନିପରିବା ଉପଲବ୍ଧ । ଶୀତଦିନିଆ ପରିବାରେ ସାଲାଡ ପ୍ରସ୍ତୁତ କରି ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ ଲାଗିଥାଏ ।…
Read More...

ମହାରାଷ୍ଟ୍ରରେ ନୂତନ ବର୍ଷ ଏବଂ ଖ୍ରୀଷ୍ଟମାସ ଉତ୍ସବ ପାଇଁ ଲାଗିପାରେ କଟକଣା

ନୂଆଦିଲ୍ଲୀ : ଦେଶରେ ବୃଦ୍ଧି ପାଉଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଏଥିରେ ଅଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସୁବଠାରୁ ଅଧିକ। ଓମିକ୍ରନ୍ ବୃଦ୍ଧି କାରଣରୁ ଏହାକୁ…
Read More...

ଜାଡରେ ଥରୁଛି ଓଡିଶା ; ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

ଭୁବନେଶ୍ୱର : ପ୍ରବଳ ଜାଡରେ ଥରୁଛି ସାରା ଓଡିଶା। ରାଜ୍ୟର ୧୧ ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ୬.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର। ଦାରିଙ୍ଗବାଡି ଓ ସୁନ୍ଦରଗଡରେ ତାପମାତ୍ରାରେ…
Read More...

ଅବକାରୀ ବିଭାଗ ଚଢାଉ ; ୭୫ ଲିଟର ମହୁଲୀ ସହ ୩ ଗିରଫ

ତେଲକୋଇ: ତେଲକୋଇ ଅବକାରୀ ଥାନା ପକ୍ଷରୁ ଚଢାଉ କରାଯାଇ ଗୁରୁବାର ବିପୁଳ ପରିମାଣର ମହୁଲୀ ମଦ ଜବତ କରାଯାଇଥିବା ବେଳେ ମହୁଲୀ ମଦ ଏବଂ ପୋଚ ନଷ୍ଟ କରାଯାଇଛି। ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ପଞ୍ଚାୟତ ର ବିଭିନ୍ନ…
Read More...

ପିଲାଙ୍କୁ ପସନ୍ଦ ଆସିବ ଏହି କେକ

ଆବଶ୍ୟକ ସାମଗ୍ରୀ ମଇଦା – ୮ ଚାମଚ ଚିନି – ଆବଶ୍ୟକ ପରିମାଣରେ ବେକିଙ୍ଗ ପାଉଡ଼ର -ଅଳ୍ପ ଭ୍ୟାନିଲା ଏସେନ୍ସ – ଅଳ୍ପ ଚା’ ମସଲା ଗୁଣ୍ଡ – ଅଳ୍ପ ଲୁଣ – ସାମାନ୍ୟ ଅଣ୍ଡା – ୧ଟି ମାଇକ୍ରୋବେବ ରେ ରହିବା ଭଳି ଛୋଟ…
Read More...

୨ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ

ବାଙ୍କୀ : ଗୁରୁବାର ଦିନ ବାଙ୍କୀ ବ୍ଲକ ଅଧିନ ବାଉଁଶପୁଟ ଓ ବନ୍ଦାଳ ଗ୍ରାମପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି। ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ…
Read More...

ବାଙ୍କୀରେ ପଡିକାର୍ଡ ଧାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସହାୟତା ଆରମ୍ଭ

ବାଙ୍କୀ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମରେ ବାଙ୍କୀ ଉପଖଣ୍ଡରେ ପଡିକାର୍ଡ ଧାରୀଙ୍କୁ ୧ହଜାର ଟଙ୍କାର ନଗଦ ଆର୍ଥିକ ସହାୟତା ପ୍ରଦାନ ଗୁରୁବାର ଦିନ ଆରମ୍ଭ ହୋଇଛି। ଏହି ଅବସରରେ ବାଙ୍କୀ-ଡମପଡା ବ୍ଲକ ସମ୍ମିଳନୀ…
Read More...

ନକରାତ୍ମକ ଶକ୍ତି ଦୂର ପାଇଁ ଶୟନକକ୍ଷରେ ୨ଟି କର୍ପୁର ଆଳତୀ କରନ୍ତୁ

ନିୟମିତ କଦଳୀ ବୃକ୍ଷକୁ ପୂଜା କଲେ, ଦାମ୍ପତ୍ୟ ଜୀବନରେ କଳହ ଦୂର ହୋଇଥାଏ। ପ୍ରଭୁ ମହାଦେବ ଏବଂ ମାତା ପାର୍ବତୀଙ୍କୁ ନିୟମିତ ପୂଜାର୍ଚ୍ଚନା କଲେ, ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଯେଉଁ ଗୃହରେ ମହିଳାମାନେ ନିୟମିତ…
Read More...

ମହାବୀର ମନ୍ଦିରରୁ ଚୋରି

ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ- ଶରଣକୁଳ ନୁଆ ଜଗନ୍ନାଥ ସଡକ ପାର୍ଶ୍ୱରେ ଅବସ୍ଥିତ ଆଳିଶ ପଞ୍ଚାୟତର ଆଳିସ ଛକରେ ଅବସ୍ଥିତ ମହାଵୀର ମନ୍ଦିରରେ ବୁଧବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ମାନେ…
Read More...

ଅଜଣା ଟ୍ରକ୍ ଧକ୍କାରେ ବୁଲା ଗାଈ ମୃତ

ରେଙ୍ଗାଲିକେମ୍ପ  :  ଗୁହାଳରେ ପୁଜାପାଉଥିବା ଗୋଧନ ଏବେ ଅଲୋଡା ହୋଇ ରାଜରାସ୍ତାରେ ବୁଲୁଛନ୍ତି। ଯାହା ଫଳରେ ଯାନବାହାନ ସହିତ ଧକ୍କା ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି।  ଏମିତି ଏକ ବୁଲା ଗାଈ ଅଜଣା ଟ୍ରକ୍ ଧକ୍କାରେ…
Read More...

ସ୍ୱାସ୍ଥ୍ୟ ପାଇଁ କିଛି ସରଳ ଉପାୟ

ବର୍ତ୍ତମାନ କରୋନାର ପ୍ରକୋପ ଜାରି ରହିଛି। ଏଭଳି ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଦିଗରେ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ମଧ୍ୟ ଆବଶ୍ୟକ।…
Read More...

ଧାନକ୍ରୟ କେନ୍ଦ୍ର ବୁଡ଼ାଗୁଡ଼ା ଆରଏମସି ୱାର୍ଡରେ ଉତ୍ତେଜନା

କଲ୍ୟାଣସିଂ ହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ବୁଡ଼ାଗୁଡା ନିୟନ୍ତ୍ରିତ ବଜାର ଠାରେ ଚାଷୀ ଘେରାଉ କରିବା ସହ ୪ ଅଧିକାରୀଙ୍କୁ କାର୍ୟ୍ୟାଳୟ ଭିତରେ ଅଟକ ରଖିଥିବା ନେଇ ଖବର ମିଳିଛି। ଚାଷୀଙ୍କ ସମସ୍ୟା କୁ…
Read More...

ସରକାରୀ ଇଂଜିନିୟରିଂ ସ୍କୁଲ କୋଠା ଭୁଶୁଡ଼ିଲା

ବ୍ରହ୍ମପୁର: ଉମା ଚରଣ ପଟନାୟକ ଇଂଜିନିୟରିଂ ସ୍କୁଲ କୋଠା ଭୁଶୁଡି ପଡିଛି । ଏହି ଶିକ୍ଷାନୁଷ୍ଠାନର ମେକାନିକାଲ ବିଭାଗ ଲାବ୍ରୋଟାରୀ ଓ କରିଡର ଭୁଶୁଡି ପଡିଛି । ଗତ ରାତିରେ ଏହି ଘଟଣା ଘଟିଥିବାରୁ କେହି ଆହତ…
Read More...

୨୧କେଜି ଗଞ୍ଜେଇ ସହ ୩ ଗରିଫ

ଗୁଡଭେଲା: ୨୧କେଜି ଗଞ୍ଜେଇ ସହ ୩ ଗରିଫ । ତୁଷୁରା ଥାନା ଅନ୍ତର୍ଗତ ଗୁଡ଼ଭେଳା ରାସ୍ତାର ଧାନଘରା ତେଲ ନଦୀ ବ୍ରିଜ ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଖବର ପାଇ ତୁଷୁରା ପୁଲିସ ଚଢ଼ାଉ କରିଥିଲା। ଗଞ୍ଜେଇ ନେଇ ଆସୁଥିବା ୩…
Read More...